June 26, 2025

Odia Express

Here, There and Everywhere

ରାଣୀ ଲକ୍ଷ୍ମୀବାଇଙ୍କ ପରି ବାହାଦୁର ହୋଇଥାନ୍ତି ଏହି ୪ ଟି ନାଁ ବାଲି ଝିଅ, ଜାଣନ୍ତୁ କଣ ଆପଣଙ୍କ ଭିତରେ ସେହି କଥା ଅଛି..

1 min read

ଆପଣମାନେ ସମସ୍ତେ ଝାନସି ରାଣୀ ଲକ୍ଷ୍ମୀ ବାଇଙ୍କ କଥା ଜାଣିଥିବେ , ଲକ୍ଷ୍ମୀବାଇଙ୍କ ନାଁ ଶୁଣିଲେ ଆମ ମନରେ କିଛି ଅଲଗା ଭାବନା ଆସେ , ସେ ଜଣେ ବହାଦୁର ମହିଳା ଥିଲେ,  ସେ ଆଜି ପର୍ଯ୍ୟନ୍ତ ବହୁତ ବାହାଦୁରିର ମିଶାଲ୍ କରିଛନ୍ତି , ତାଙ୍କର ବାହାଦୁରୀର ଅନ୍ଦାଜା ଏହି କହାରୁ ଲଗାଯାଇପାରିବ କି ସେ ସେହି ଜମାନାରେ ଏକେଲା ଇଂରେଜଙ୍କୁ ସବକ୍ ସିଖାଇଥିଲେ,  ଯଦି ଆଜିର ଜମାନାର କଥା କହିବା ତେବେ ଆମକୁ ଏମିତି ବହୁତ ବାହାଦୁର୍ ମହିଳା ଦେଖାଯିବେ ଯିଏ ସତ୍ୟତାର ସପକ୍ଷରେ ଆବାଜ୍ ଉଠାଇବାର କିମ୍ବା ଅନ୍ୟାୟ ହେଲେ ବିରୋଧ କରିବାର ପଛଘୁଞ୍ଚା ଦିଅନ୍ତି ନାହିଁ , ଆପଣ ଆଖପାଖ ବହୁତ୍ ଏମିତି ମହିଳାଙ୍କୁ ଦେଖିଥିବେ , ଯିଏ ବାହାଦୁର୍ ହୋଇଥାନ୍ତି , ଆଜି ଏହି କଥାକୁ ଧ୍ୟାନରେ ରଖି କିଛି ଏମିତି ନାଁ କହିବାକୁ ଯାଉଛୁ , ଯେଉଁ ଝିଅମାନେ ଲକ୍ଷ୍ମୀ ବାଇଙ୍କ ପରି ବାହାଦୁର୍ ସ୍ୱଭାବର ହୋଇଥାନ୍ତି ।

D ନାମ ବାଲା ଝିଅ- ଏହି ନାଁର ଝି କେବେ ନିଜକୁ ପ୍ରେସରରେ ରହିବାକୁ ପସନ୍ଦ କରନ୍ତି ନାହିଁ , ସେମାନେ ସବୁବେଲେ ନିଜ ଇଚ୍ଛା ହିସାବରେ ବଞ୍ଚିବାକୁ ପସନ୍ଦ୍ କରନ୍ତି , ତାଙ୍କର ମନରେ ଯେବେ ଯାହା ଆସିଥାଏ , ସେ ବିନ୍ଦାସ କେଉଁ ଡରରେ କରିବସନ୍ତି , ଯଦି କେଉଁ କାମରେ ବାଧା ଆସିଥାଏ , ତେବେ ସେ ନିଜ ରାସ୍ତାରୁ ହଟାଇଦିଅନ୍ତି , ଏମାନଙ୍କର ହସ ବହୁତ ଭଲ ହୋଇଥାଏ , ସେମାନେ ନିଜ କଥାରେ ସାମ୍ନା ବାଲାର ହାଲାତ୍ ଖରାପ କରିଦିଅନ୍ତି ।

K ନାମ ବାଲା ଝିଅ- ଏହି ନାଁ ବାଲା ମହିଳା ସବୁବେଳେ ନିଜ ହକ୍ ପାଇଁ ଆବାଜ୍ ଉଠାଇବାରେ ବିଶ୍ୱାସ ରଖନ୍ତି , ଏମାନେ ଯେବେ ବି ଦେଖାଯାଆନ୍ତି ତେବେ ତାଙ୍କ କେହି ଭୁଲ୍ ଫାଇଦା ଉଠାଇଥାଏ , ତେବେ ସେ ସାମ୍ନାବାଲାକୁ ସେ ସଠିକ୍ ରାସ୍ତା ଦେଖାଇଥାନ୍ତି , ଏମାନଙ୍କ ଏକ ଖାସ୍ କଥା ଏହା କି ଏହା କେବଳ ନିଜ ହକ୍ ପାଇଁ ହିଁ ଲଢନ୍ତି ନାହିଁ , ବରଂ ନିଜ କେଉଁ ବନ୍ଧୁ ଓ ସଂମ୍ପର୍କିୟଙ୍କ୍ ଅସୁବିଧାରେ ସେ ସାହାଯ୍ୟ କରନ୍ତି ।

P ନାମ ବାଲା ଝିଅ- ଏହି ରାଶିର ଝିଅ ଲୋକଙ୍କୁ ଜବାବ୍ ଦେବାରେ ମାହିର୍ ହୋଇଥାନ୍ତି , ଏମାନେ ନିଜ କଥାରେ ଏମିତିକଥା କହିଥାନ୍ରେ ଯାହା ସାମ୍ନାବାଲା ଚୁପ୍ ହୋଇଯାଆନ୍ତି , ଏହି ନାଁ ବାଲା ଝିଅ ବହୁତ ଯୁକ୍ତି କରନ୍ତି , ବହୁତଥର ଏମାନେ ଏତେ ଭୟାନକ ହୋଇଥାନ୍ତି କି ଲୋକେ ଏହାକୁ ପଙ୍ଗା ନେଲେ ବହୁତ ହଇରାଣ ହୋଇଥାନ୍ତି , ଏମାନେ ଯେବେ ବି ରାଗିଥାନ୍ତି ତ୍ବେ କାହାକୁ ଛାଡିନଥାନ୍ତି ।

L ନାମ ବାଲା ଝିଅ- ଏହି ନାଁର  ଝିଅ ବହୁତ ବାହାଦୁର୍ ହୋଇଥାନ୍ତି , ଏମାନଙ୍କ ଲାଇଫ୍ ରେ ରିକ୍ସ ନେବାରେ ଡର ଲାଗେ ନାହିଁ , ତାଙ୍କୁ ଜୀବନରେ ରୋମାଞ୍ଚ ପସନ୍ଦ ହୋଇଥାଏ , ଏମାନଙ୍କ ସାମ୍ନାରେ କେତେ ବଡ ଅସୁବିଧା ଆସୁ କି ନାହିଁ ସେ କେବେ ଭୟଭୀତ ହୋଇନଥାନ୍ତି , ତାକୁ ସେ ବାହାଦୁରି ସହ ସାମ୍ନା କରୁଥାନ୍ତି , ତାଙ୍କର ଏହି ଗୁଣ ସକାଶେ ସେ ସମାଜରେ ବହୁତ ମାନସମ୍ମାନ ପ୍ରାପ୍ତି କରନ୍ତି ।

Leave a Reply

Your email address will not be published. Required fields are marked *