June 28, 2025

Odia Express

Here, There and Everywhere

ଧୋନୀଙ୍କ ଠାରୁ ନେଇକରି ଯୁବରାଜ ସିଂଙ୍କ ପର୍ଯ୍ୟନ୍ତ , ଏହି ନାମୀ କ୍ରିକେଟିୟର୍ସଙ୍କ ପ୍ରଥମ ପ୍ରେମ ଥିଲେ ଏହି ଅଭିନେତ୍ରୀ, କିନ୍ତୁ ବିବାହ କରିବା ଯାଏଁ ପହଞ୍ଚିନଥିଲା କଥା..

1 min read

ଭାରତୀୟ କ୍ରିକେଟ୍ ଟିମ୍ ର ଖେଳାଳୀ ବଲିଉଡ୍ ରେ ଆଫେୟାର୍ ଖବର ବହୁତଥର ସାମ୍ନାକୁ ଆସୁଛି , ଗ୍ଲାମରର କଥା କହିଲେ ଦୁହେଁ ଫିଲଡ୍ ରେ କେହି କାହାଠାରୁ କମ୍ ନୁହନ୍ତି , ସେ ଫିଲ୍ମ ଜଗତର ଷ୍ଟାର୍ ହୁଅନ୍ତୁ କି କ୍ରିକେଟ୍ ଦୁନିଆଁର ତାରକା,  ବହୁତଥର ଦେଖାଯାଏ କି ଦୁହେଁଙ୍କ ପାଖରେ ଲକ୍ଷାଧିକ ଫ୍ୟାନ୍ସ ଥାନ୍ତି , ବହୁତଥର ଏମିତି ଦେଖାଯାଇଛି କି ଫିଲ୍ମ ଦୁନିଆଁର କଳାକାର ଖେଳ ଦେଖିବାକୁ ଯାଆନ୍ତି , ଓ କେବେ କେବେ ଏହାକୁ ନେଇ ଆକର୍ଷଣ ବଢିବାକୁ ଲାଗେ , ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ତାରକାଙ୍କ ସହ ସାକ୍ଷାତ କରିବାକୁ ଯାଉଛୁ , ଯିଏ ଭାରତୀୟ ଟୀମ୍ ର ଖେଲାଳୀଙ୍କ ସହ ରିଲେସନସିପ୍ ରେ ଥିଲେ ।

ମହେନ୍ଦ୍ର ସିଂ ଧୋନୀ- ପ୍ରଥମ ନାଁ ଆସେ ଭାରତୀୟ ଟିମ୍ ର ପୁର୍ବ ଅଧିନାୟକ ଓ ଖେଳରେ ଭଗବାନ କୁହାଯାଉଥିବା ମହେନ୍ଦ୍ର ସିଂ ଧୋନୀଙ୍କ ବିଷୟରେ , ଧୋନୀଙ୍କ କଥା କହିଲେ ଗୋଟେ ସମୟ ଥିଲା ଯେବେ ମିଡିଆରେ ଧୋନୀଙ୍କ ରିଲେସନସିପ୍ କୁ ନେଇକରି ଖବର ବହୁତ ଚର୍ଚ୍ଚିତ ହୋଇଥିଲା,  ତାଙ୍କର ରିଲେସନସିପ୍ ତାମିଲ୍ ମଡେଲ୍ ଓ ଅଭିନେତ୍ରୀ ଲକ୍ଷ୍ମୀ ରାୟଙ୍କ ସହ ଥିଲା,  ଏବେ କିଛି ସମୟ ପରେ ତାଙ୍କର ଏହି ଆଫେୟାର୍ ଶେଷ ହୋଇଗଲା ।

ରବିଶାସ୍ତ୍ରୀ- ଯଦି ଆପଣ କ୍ରିକେଟ୍ ର ଫ୍ୟାନ୍ ଅଟନ୍ତି ତେବେ ରବିଶାସ୍ତ୍ରୀଙ୍କୁ ଜାଣିଥିବେ , ରବିଶାସ୍ତ୍ରୀ ଯିଏକି ଭାରତୀୟ ଟିମ୍ ର କୋଚ୍ ଅଛନ୍ତି , ତାଙ୍କର ନାଁ ଗୋଟେ ସମୟରେ ଅମୃତା ସିଂଙ୍କ ସହ ଯୋଡା ହୋଇଥିଲା,  କିନ୍ତୁ ଏହିଥିରେ ରବିଶାସ୍ତ୍ରୀ ଙ୍କ କିଛି ହେଲା ନାହିଁ , ଓ ୧୯୯୦ ରେ ସେ ରିତୁ ସିଂଙ୍କୁ ବିବାହ କରିନେଲେ , ସେମିତି ଅମୃତା ସୈଫ୍ ଅଲ୍ଳି ଖାନ୍ ଙ୍କ ସହ ଜୀବନ ବଢାଇଲେ ।

ୱାସିମ୍ ଆକ୍ରମ୍ -ୱାସିମ୍ ଆକ୍ରମ କ୍ରିକେ ୱାର୍ଲଡ୍ ର କିଛି ସମୟ ଫେମସ୍ ଚେହେରାରେ ଥିଲେ , ୯୦ ଦଶକରେ ସେ ମଇଦାନରେ ଦେଖିଲେ ବହୁତ ଲୋକ ଦେଖିବାକୁ ଆସୁଥିଲେ , ତାଙ୍କର୍ ବଲିଉଡ୍ ବହୁତ ଫେମସ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଆଫେୟାର୍ ଥିଲା , ବହୁତ ସମୟ ଯାଏଁ ଏହି ଦୁହେଁଙ୍କର ସଂମ୍ପର୍କକୁ ନେଇ ଖବର ଆସୁଥିଲା,  କିନ୍ତୁ ଶେଷରେ ଏହି ସଂମ୍ପର୍କ ବିବାହ ଯାଏଁ ଯାଇପାରିଲା ନାହିଁ ।

ରୋହିତ୍ ଶର୍ମା- ଭାରତୀୟ କ୍ରିକେଟ୍ ର ହିଟ୍ ମ୍ୟାନ୍ କୁହାଯାଉଥିବା ରୋହିତ୍ ଶର୍ମାଙ୍କ ନାଁ ଏହି ସୁଚିରେ ଆସେ , ତାଙ୍କର ରିଲେସନସିପ୍ ଅଭିନେତ୍ରୀ ସୋଫିଆ ହୟାତ୍ ଙ୍କ ସହ ଚାଲିଲା, ଯାହାର ଖୁଲାସା ନିଜେ ସୋଫିଆ ୨୦୧୨ ରେ କଲେ , ପରେ ଦୁହେଁ ଅଲଗା ହୋଇଗଲେ ।

ସୌରଭ ଗାଙ୍ଗୁଲି- ଭାରତୀୟ ଟିମ୍ ର ଆଉଜଣେ ନାମିଦାମି ଚେହେରା ସୌରଭ ଗାଙ୍ଗୁଲି ଙ୍କ ନାଁ ଏଇ ସୁଚିରେ ଆସିଛି,  ତାଙ୍କର ରିଲେସନ୍ ସାଉଥ୍ ଅଭିନେତ୍ରୀ ଙ୍କ ସହ ରହିଥିଲା ଯାହାଙ୍କ ନାଁ ନଗମା ଥିଲା,  କିନ୍ତୁ ପରେ ସାର୍ବଜନିକ ଭାବରେ ସୌରଭ କେବେ ଏହାକୁ ସ୍ୱୀକାର କରିନଥିଲେ ,ଏହାପରେ ଦୁହେଁ ଅଲଗା ହୋଇଗଲେ ।

ଯୁବରାଜ ସିଂ ; କ୍ରିକେଟ୍ ଦୁନିଆଁରେ ଯୁବରାଜଙ୍କ ନାଁ ଏକ ଜଣାଶୁଣା ଅଟେ , ତାଙ୍କ ନାଁ କ୍ରିକେଟ୍ ରେ ବଡ ବଡ ରେକର୍ଡ ଅଛି ,ଏମିତିରେ ଗୋଟେ ସମୟ ଥିଲା ଯେବେ ଅଭିନେତ୍ରୀ କିମ୍ ଶର୍ମାଙ୍କ ସହ ଡେଟିଙ୍ଗ୍ ଖବର ମିଡିଆର ସାମ୍ନାରେ ଆସିଲା , ତାଙ୍କର ସଂମ୍ପର୍କ ଅଧିକା ଦିନ ଯାଏଁ ଚାଲିପାରିଲା ନାହିଁ , ଓ ସେ ଅଭିନେତ୍ରୀ ହେଜେଲ୍ କିଞ୍ଚଙ୍କୁ ବିବାହ କରିନେଲେ ।

Leave a Reply

Your email address will not be published. Required fields are marked *