June 22, 2025

Odia Express

Here, There and Everywhere

କିସମିସ୍ କୁ ବତୁରାଇ ଖାଇଲେ ହୋଇଥାଏ ଏହି ୩ଟି ଜବରଦସ୍ତ ଫାଈଦା, ଜାଣିଲେ ଆଜି ହିଁ ଖାଇବା ଆରମ୍ଭ କରିଦେବେ…

1 min read

ଆଜି କାଲିର ଲାଇଫ୍ ଷ୍ଟାଇଲରେ ଲୋକେ ବହୁତ ବ୍ୟସ୍ତ ହୋଇଯାଇଛନ୍ତି , ଯାହାର କାରଣରୁ ନିଜ ଶରୀରକୁ ସେମାନେ ଧ୍ୟାନ ଦେଇପାରୁନାହାନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଆମେ ଏମିତି ଜିନିଷକୁ ଅଣଦେଖା କରିଦେଉ ଯାହାକୁ ଆମେ ଦିନଚର୍ଚ୍ଚାରେ ସାମିଲ୍ କରିଦେଲେ  ଆମକୁ ବହୁତ ଲାଭ ହେବ , ଆମେ କଥା ହେଉଛୁ କିସମିସ୍ ବିଷୟରେ ଯାହା ଲାଭକାରୀରେ ପରିପୁର୍ଣ୍ଣ , କିସମିସ୍ ସୁଖିଲା ଅଙ୍ଗୁରରୁ ହୋଇଥାଏ,  ଏହାକୁ ଖରାରେ ଶୁଖାଇ ରଖାଯାଏ , ଯେବେ ପର୍ଯ୍ୟନ୍ତ ଅଙ୍ଗୁରର ରଙ୍ଗ ହଳଦିଆ ,ସୁନେଲି କିମ୍ବା କଳା ନ ହୋଇଯାଏ । ଏହି ଟେଷ୍ଟି ଡ୍ରାଇ ଫ୍ରୁଟ୍ ସମସ୍ତଙ୍କୁ ପସନ୍ଦରେ ଆସେ , ଖାସ୍ କରି ଛୁଆଙ୍କୁ , ଏହା ବ୍ୟାପକ ରୁପରେ ଦୁନିଆଁ ସାରା ଖାଇବା ତିଆରି କରିବାରେ ଉପଯୋଗ କରାଯାଏ

ହଁ ଆଜ୍ଞା କହିଦେବୁ କି କିଶମିସ୍ ଖାଇଲେ ବହୁତ ଛୋଟ ଜିନିଷ ଅଟେ , କିନ୍ତୁ ଆପଣଙ୍କୁ କହିଦେବୁ କି ଏହା ବହୁତ ଗୁଣରେ ଭରିରହିଥାଏ , ହଁ ଖାସ୍ କଥା ଏହା କି ଏହା ଅଧିକାଂଶ ମହିଳାମାନେ ନିଜ ତିଆରି ଖାଦ୍ୟରେ ପକାଇଥାନ୍ତି , ଯଦି ଆପଣ ଗରମ ଯୋଗୁଁ କିଶମିସ୍ ଖାଉନାହାନ୍ତି ତେବେ ଆପଣଏହାକୁ ବତୁରାଇ ଖାଇପାରିବେ , ଏହାକୁ ପାଣିରେ ବତୁରାଇ ଖାଇଲେ ବହୁତ ଫାଇଦା ହୋଇଥାଏ, କିସମିସ୍ ରେ ଆଇରନ୍ ପୋଟାସିୟମ୍ , କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ ଭରପୁର୍ ମାତ୍ରାରେ ହୋଇଥଏ,  ଏହା ଛଡା ଫାଇବର୍ ବି ଥାଏ । ସବୁ ଡ୍ରାଇ ଫ୍ରୁଟ୍ ପରି କିସମିସ୍ ସୁସ୍ଥ୍ୟ ତରିକାରେ ଓଜନ ବଢାଈବାର୍ ଆହାର ଅଟେ କାରଣ ଏହା ଫ୍ରୁକ୍ଟୋସ୍ ଓ ଗ୍ଲୁକୋଜ ରେ ଭରିରହିଥାଏ , ଓ ଏଥିରେ ଅଧିକା ମାତ୍ରାରେ ଉର୍ଜା ମିଳିଥାଏ

ଏହା ଖେଲାଳୀଙ୍କ ବଡି ବିଲଡିଙ୍ଗ୍ ରେ ସାହାଯ୍ୟ କରେ, ଯାହା ଉର୍ଜା ପ୍ରଦାନ କରେ , କିଶମିସ୍ ଖରାପ କୋଲେଷ୍ଟ୍ରୋଲ୍ କୁ ଜମା ନକରି ଓଜନ ବଢାଇବାରେ ସହାୟତା କରିଥାଏ , ଏହି କାରଣରୁ ଡାକ୍ତର କହନ୍ତି କି ସବୁଦିନ ୧୦-୧୫ କିସମିସ୍ ରାତିରେ ବତୁରାଇ ରଖିଦିଅନ୍ତୁ , ସକାଳୁ ଖାଳି ପେଟରେ ଏହାକୁ ଖାଆନ୍ତୁ । ୩୦ ମିନିଟ୍ ଯାଏଁ କିଛି ଜିନିଷର ସେବନ କରନ୍ତୁ ନାହିଁ,  ଭଲ ଫାଇଦା ପାଇବା ପାଇଁ କମ୍ ସେ କମ୍ ୧ ମାସ ଯାଏଁ ଏହାକୁ ନିଶ୍ଚିତ୍ ଖାଆନ୍ତୁ । ସେମିତି ଦେଖାଯାଏ କି ମହିଳାଙ୍କ ଶରିରରେ ହିମୋଗ୍ଲୋବିନ୍ କମ୍ ହୋଇଥାଏ , ଯାହାର କାରଣରୁ ଏନିମିଆ ସମସ୍ୟାଦେଖାଯାଏ , ଓ ଏହା ବ୍ଲଡ୍ ଲେବୁଲ୍ କୁ କମ୍ କରିଦିଏ

ବଡିକୁ ସଠିକ୍ ତରିକାରେ ଚଲାଇବାପାଇଁ ବ୍ଲଡ୍ ର ଆବଶ୍ୟକତା ପଡେ , ଏହାର ଅଭାବ ହେଲେ ଥକାଲାଗିବା,  ନିଶ୍ୱାସ ନେବାରେ ଅସୁବିଧା ଦେଖାଦେବା,  ମାଂସପେଶୀ ପେନ୍ ହେବା , ଚେହେରାର ରଙ୍ଗ ଫିକା ପଡିଯିବା,  ନଖ ଭାଙ୍ଗିବା, କଷ୍ଟଦାୟକ ପିରିୟର୍ଡସ୍ , ମୁଣ୍ତ ବିନ୍ଧା ହେବା,  ବାଳ ଝଡିବା ଆଦି ଲକ୍ଷଣ ଦେଖାଦିଏ ।

ସେମିତି ଆପଣଙ୍କୁ କହିଦେବୁ କି ବହୁତ ଲୋକଙ୍କୁ ମୁହଁରୁ ଦୁର୍ଗନ୍ଧ ଆସିଥାଏ, ଓ ଲୋକେ ଏହାକୁ ଜାଣିଲେ ଦୁରେଇ ଯାଆନ୍ତି , ଏମିତି ନିଶ୍ୱାସ କିମ୍ବା ମୁହଁର ଦୁର୍ଗନ୍ଧ ଦୁର କରିବାପାଇଁ ବଜାରରେ ନାନାଦି ପ୍ରଡକ୍ଟ ମିଳେ , କିନ୍ତୁ ଏହାର ପ୍ରୟୋଗର୍ କିଛି ସମୟ ମୁହଁରୁ ଦୁର୍ଗନ୍ଧ ଦୁର ହୋଇଯିବ , କିନ୍ତୁ କିଛି ସମୟପରେ ସମସ୍ୟା ଆଉଥରେ ଆସିବାକୁ ଲାଗେ ।

Leave a Reply

Your email address will not be published. Required fields are marked *