December 26, 2024

Odia Express

Here, There and Everywhere

ଆଜି ବି ଜିବିତ ଅଛନ୍ତି ଭଗବାନ ଶ୍ରୀରାମଙ୍କ ବଂଶଜ, ଏତେ ସଂମ୍ପତ୍ତିର ଅଟନ୍ତି ମାଲିକ, ବଞ୍ଚୁଛନ୍ତି ରାଜକୀୟ ଢାଞ୍ଚାରେ..

ଆମ ଦେଶ ଧର୍ମ ଓ ସଂସ୍କୃତି ସହ ଭରି ରହିଛି , ଏହି କାରଣରୁ ଏଠାରେ ଆଜି ବି ଲୋକେ ଧର୍ମ ଓ ସଂସ୍କୃତିକୁ ନେଇକରି ଚାଲିଥାନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଲୋକେ ବହୁତ ଦେବାଦେବୀଙ୍କୁ ପୁଜା ଅନେକ ରୁପରେ କରିଥାନ୍ତି , ଯେଉଁଥିରେ ଜଣେ ଅଟନ୍ତି ମର୍ଯ୍ୟାଦାପୁରୁଷୋତ୍ତମ ଭଗବାନ ଶ୍ରୀରାମ ହଁ ଆଜ୍ଞା , ଯଦି ଆପଣ ପ୍ରାଚୀନ ଭାରତକୁ ବିସ୍ତାରରେ ଅଧ୍ୟୟନ କରିବେ , ତେବେ ପତ୍ତା ଲାଗିବ କି ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁ ଦଶ ଅବତାର ନେଇଥିଲେ,  ଯେଉଁଥିରେ ଭଗବାନ ଶ୍ରୀରାମ ସପ୍ତମ ଅବତାର ଅଟନ୍ତି । କହିଦେବୁ କି ରାମଙ୍କ ଜୀବନକାଳ ଏବଂ ପରାକ୍ରମ ମହର୍ଷି ବାଲ୍ମିକିଙ୍କ ଦ୍ୱାରା ରଚିତ ସଂସ୍କୃତ ମହାକାବ୍ୟ ରାମାୟଣ ରୁପେ ବର୍ଣ୍ଣିତ ହୋଇଛି , ଗୌସ୍ୱାମୀ ତୁଳସୀଦାସ ବି ତାଙ୍କ ଜୀବନ ଉପରେ କେନ୍ଦ୍ରିତ କରି ଭକ୍ତିଭାବପୁର୍ଣ୍ଣ ସୁପ୍ରସିଦ୍ଧ ମହାକାବ୍ୟ ରାମଚରିତମାନସର ରଚନା କରିଥିଲେ , ବିଶେଷ ରୁପରେ ଉତ୍ତର ଭାରତରେ ରାମ୍ ଅତ୍ୟନ୍ତ ପୁଜନୀୟ ଅଟନ୍ତି , ଓ ଆଦର୍ଶ ପୁରୁଷ ବି ଅଟନ୍ତି , ତାଙ୍କୁ ପୁରୁଷୋତ୍ତମ ଶବ୍ଦରୁ ବି ଅଳଂକୃତ କରାଯାଇଥାଏ ।

ଆମେ ସମସ୍ତେ ଛୁଆବେଲେ ଭଗବାନ ଶ୍ରୀରାମଙ୍କ ବିଷୟରେ ଶୁଣିଛେ , କାରଣ ଆମେ ଛୁଆବେଳରୁ ଜାଣିଛେ କି ଭଗବାନ ଶ୍ରୀରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା,  ଓ ତାଙ୍କର ବାପାଆ ଶ୍ରୀ ଦଶରଥଙ୍କ ଦୁଇଟି ପୁଅ ଥିଲେ , ଯାହାଙ୍କ ନାଁ ଭରତ ଓ ଲକ୍ଷ୍ମଣ , କହିଦେବୁ କି ଭଗବାନ ଶ୍ରୀରାମ ଙ୍କ ବିବାହ ପରେ ୧୪ ବର୍ଷର ବନବାସ ହୋଇଥିଲା,  ଯାହା ତାଙ୍କ ସଉତୁଣୀମା କୈକୟୀ କରିଥିଲେ , କିନ୍ତୁ ଏହି କାରଣରୁ ନିଜ ଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସୀତାଙ୍କ ସହ ସେ ଜଙ୍ଗଲରେ ରହିବାକୁ ଲାଗିଲେ,  ୧୪ ବର୍ଷର ବନବାସରୁ ଫେରିବାପରେ ଭଗବାନ ଆଉଥରେ ଅଯୋଧ୍ୟାରେ ରାଜପାଠ ଦିଆଯାଇଥିଲା ।

ଯଦି ରାମାୟଣରେ ଯେତେ କିଛି କୁହାଯାଇଛି ତାହା ଅନୁସାରେ ଏହା ସବୁ ଜାଣିଛେ କି ଭଗବାନ ଶ୍ରୀରାମଙ୍କ ଦୁଇଟି ପୁଅ ଲବ ଓ କୁଶ ଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାପରେ ତାଙ୍କର ବହୁତ ବଂଶ ଆଗକୁ ବଢିବାକୁ ଲାଗିଲେ ହଁ ଆପଣ ବିଶ୍ୱାସ କରୁନଥିବେ କିନ୍ତୁ ଏହା ସତ୍ୟ ଅଟେ,  ଆପଣଙ୍କୁ କହିଦେବୁ କି ଭଗବାନ ରାମ ବନବାସରୁ ଫେରିବାପରେ ଅଯୋଧ୍ୟାରେ ବହୁତ ବର୍ଷ ରାଜୁତି କଲେ , ଓ ଏହାପରେ ସେହି ବଂଶଜ ଭାରକୁ ସଂମ୍ଭାଳିଲେ , ଆଜି ଆମେ ଆପଣଙ୍କୁ ତାଙ୍କର ବଂଶଜ ରୁପରେ ଏମିତି ଏକ ପରିବାର ସହ ସାକ୍ଷାତ କରିବାକୁ ଯାଉଛୁ, ଯିଏ ଦାବି କରୁଛନ୍ତି କି ସେ ଭଗବାନ ରାମଙ୍କର ବଂଶଜ ଅଟନ୍ତି , ଏହି ପରିବାର ଜୟପୁର ରାଜବଂଶର ଅଟନ୍ତି , ସ୍ୱାଧୀନତାପରେ ଜୟପୁରରେ ତାଙ୍କ ବଂଶଜ ବହୁତ ବିଳାସ୍ୟବାସନରେ ବିରାଜମାନ ଅଛନ୍ତି ।

ଯେମିତି ଆପଣ ଜାଣିଛନ୍ତି କି ସ୍ୱାଧୀନତା ପାଇଲା ପରେ ଆମ ଦେଶରେ ବହୁ ରାଜା ମହାରାଜା ମହଜୁଦ୍ ଅଛନ୍ତି , ଭଗବାନ ରାମଙ୍କ ବଂଶଜ ଦାବି କରୁଛନ୍ତି , ଓ ଲୋକେ ତାଙ୍କ ରାଜକୀୟ ଚଳଣୀ ଯୋଗୁଁ ଆଜି ବି ତାଙ୍କୁ ରାଜା ବୋଲି ମାନୁଛନ୍ତି ।ଯେଉଁ ପରିବାରର ଆମେ କଥା ହେଉଛୁ ସେ ଜୟପୁରରେ ସ୍ଥିତ ଅଟେ,  ଓ ଏହା ଆଉ କିଛି ନୁହେଁ ବରଂ ଜୟପୁରର ମହାରାଣୀ ପଦ୍ନିନୀ ଦେବି ଅଟନ୍ତି  ଏଇ ପରିବାର ଏକ ଇଂରାଜୀ ଚ୍ୟାନେଲର ଇଣ୍ଟରଭ୍ୟୁରେ କହିଲେ କି ସେ ରାମଙ୍କର୍ ବଂଶଜ ଅଟନ୍ତି , ଏତିକି ନୁହେଁ ସେ କହିଲେ କି ତାଙ୍କ ପରିବାର ରାମଙ୍କ ପୁଅ କୁଶଙ୍କ ବଂଶଜ ଅଟନ୍ତି,  ତାଙ୍କ ସ୍ୱାମୀ ଓ ଜୟପୁର ର ପୁର୍ବ ମହାରାଜ ଭବାନୀ ସିଂହ କିଛି ୩୦୯ତମ ବଂଶଜ ଅଟନ୍ତି , ସେ ଆଜି ବି ପ୍ରାଣ ଜାୟେ ବଚ୍ଚନ ନ ଜାଏ ରୀତି ନିଭାଇଥାନ୍ତି ।

Leave a Reply

Your email address will not be published. Required fields are marked *