ଏହି ସ୍ଥିତିରେ ଭୁଲ୍ ରେ ବି ନ କରନ୍ତୁ ରସୁଣର ସେବନ , ହୋଇପାରେ ଖତରନାକ ଅସୁବିଧା
1 min readରସୁଣ ଏକ ଜଡିବୁଟି ଅଟେ , ଯାହା ଖାଦ୍ୟକୁ ସ୍ୱାଦିଷ୍ଟ ବନାଇବାପାଇଁ ମସଲା ରୁପରେ ବ୍ୟବହାର୍ କରାଯାଏ , କିନ୍ତୁ କିଛି ବର୍ଷରୁ ରସୁଣ ରୋଗ ଓ ସ୍ଥିତିର ଏକ ବିସ୍ତୃତ ଶୃଙ୍ଖଳାକୁ ଅଟକାଇବା କିମ୍ବା ଚିକିତ୍ସା ପାଇଁ ମେଡିସିନ୍ ରୁପରେ ବ୍ୟବହାର କରାଯାଈଛି , ଲୋକେ ବହୁତଥର ବ୍ଲଡ୍ ପ୍ରେସର ସମସ୍ୟାରେ ରହିଥାନ୍ତି , ତାଙ୍କୁ ସବୁଦିନ ରସୁଣର ସେବନ କରିବା ଉଚିତ୍ , ସେଥିରୁ ତାଙ୍କୁ କେବେ ବି ହୃଦରୋଗ, ପେଟ କିମ୍ବା ଅନ୍ୟ କୌଣସି ରୋଗ ହୋଇନଥାଏ , କାରଣ ମଣିଷକୁ ହେଉଥିବା ଅଧା ରୋଗ ପେଟ ଖରାପ ଯୋଗୂଁ ହୋଇଥାଏ । ରସୁଣର ତାଜା ପାଖୁଡା କିମ୍ବା ପାଖୁଡାର ସପ୍ଲିମେଣ୍ଟ ର ଉପଯୋଗ ମେଡିସିନ୍ ପାଇଁ କରାଯାଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ସ୍ଥିତିରେ ରସୁଣର ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରଭାବ ପକାଇପାରେ , ଓ ଯଦି ଆପଣ ଏହି ସ୍ଥିତିରେ ରସୁଣର ସେବନ କରିଥାନ୍ତି , ତେବେ ଆପଣଙ୍କୁ ବହୁତ ଭାରି କ୍ଷତି ସହିବାକୁ ପଡିପାରେ । ତେବେ ଆସନ୍ତୁ କହିବୁ ସେ କେଉଁ ସ୍ଥିତି ଅଛି ଯେଉଁଥିର୍ ରସୁଣର ସେବନ କରିବା ବିପଦପୁର୍ଣ୍ଣ ହୋଇପାରେ ।
ଲୋ ବ୍ଲଡ୍ ପ୍ରେସର : ଯେଉଁ ଲୋକଙ୍କୁ ଲୋ ବ୍ଲଡ୍ ପ୍ରେସର ହୋଇଥାଏ , ସେମାନେ ବିଲକୁଲ୍ ରସୁଣର ସେବନ କରିବା ଉଚିତ୍ ନୁହେଁ , କାରଣ ବ୍ଲଡ୍ ପ୍ରେସର ସମସ୍ୟାରେ ରସୁଣ ଖାଇଲେ ରକ୍ତ ପ୍ରବାହ କମ୍ ହୋଇଯାଏ , ଏଥିପାଇଁ ଯେଉଁ ଲୋକଙ୍କୁ ବ୍ଲଡ୍ ପ୍ରେସର ସମସ୍ୟା ଅଛି ସେମାନେ ରସୁଣର ସେବନ ବିଲକୁଲ୍ କରନ୍ତୁ ନାହିଁ ।
ଏନିମିଆ : ଏନିମିଆ ଏମିତି ଏକ ରୋଗ ଅଟେ ଯେଉଁଥିରେ ବ୍ୟକ୍ତିର ରକ୍ତର୍ ଅଭାବ ଦେଖାଦିଏ , ଯେଉଁ ଲୋକଙ୍କର ଶରୀରରେ ରକ୍ତ କମ୍ ଥାଏ , ସେମାନେ ରସୁଣର ସେବନ ବିଲକୁଲ୍ କରିବା ଉଚିତ୍ ନୁହେଁ , କାରଣ କଞ୍ଚା ରସୁଣ ଖାଇଲେ ଶରୀରରେ ରକ୍ତ ଯାହା ହୋଇଥାଏ, , ତାହା ଗରମ ହେବା ଯୋଗୁଁ ଭିତରେ ବର୍ଣ୍ଣ ହୋଇଯାଏ , ଓ ଏହି ସମସ୍ୟା ଅଧିକା ବଢିବାକୁ ଲାଗେ ।
ଗର୍ଭବତୀ ମହିଳାଙ୍କୁ ରସୁଣ ଖାଇବାକୁ କରାଯାଏ ବାରଣ :- ଗର୍ଭବତୀ ମହିଳାଙ୍କୁ ଭୁଲ୍ ରେ ବି ରସୁଣ ଖାଇବାକୁ ମନା କରାଯାଇଛି , ଆପଣଙ୍କ ମଧ୍ୟରେ ବହୁତ ଲୋକ ଶୁଣିଥିବେ କି ଗର୍ଭାବସ୍ଥା ସମୟରେ ରସୁଣ ଖାଇବା ଉଚିତ୍ , କିନ୍ତୁ ଆପଣଙ୍କୁ କହିଦେବୁ କି ଯଦି ଗର୍ଭାବସ୍ଥାରେ ରସୁଣ ଖାଇବେ ତେବେ ଦୁଇଟି ଫାଇଦା ଅଛି , ତେବେ ଏହାର ବଦଳରେ କ୍ଷତି ହୋଇପାରେ, କାରଣ ରସୁଣରେ ଯେଉଁ ଗରମ ଥାଏ , ତାହା ଗର୍ଭବତୀ ମହିଳାଙ୍କ ଗର୍ଭାବସ୍ଥାରେ କ୍ଷତି ପହଞ୍ଚାଇଥାଏ , ଓ ଗର୍ଭ ଉପରେ ବିପଦ ଆଣିପାରେ ।
ଯେଉଁ ଲୋକଙ୍କର ହୋଇଛି ଅପରେସନ୍ : ଯେଉଁ ଲୋକଙ୍କର୍ କିଛି ଦିନ ପୁର୍ବରୁ ଅପରେସନ୍ ହୋଇଛି, ସେମାନେ ବିଲକୁଲ୍ ରସୁଣ ସେବନ କରିବା ଉଚିତ୍ ନୁହେଁ, ଏହି ସମୟରେ ରସୁଣ ଖାଇଲେ ରକ୍ତପ୍ରବାହ ବଢିଯାଏ , ଓ ରସୁଣ ରକ୍ତକୁ ପତଳା କରିଦିଏ , ଓ ପ୍ରବାହ ବି ବଢାଇଦେଇଥାଏ , ଯେଉଁଥିପାଈଁ ଅପରେସନରେ ବହୁତ ଅସୁବିଧା ଆସିପାରେ ।
ଏସିଡିଟି, ପେଟ କିମ୍ବା ଅଲସର କିମ୍ବା ଡାଇରିଆ : ଯେଉଁ ଲୋକଙ୍କୁ ଏସିଡିଟ୍, ପେଟ କିମ୍ବା ଅଲସର ଡାଇରିଆ ଜନିତ ସମସ୍ୟା ଅଛି , ତାଙ୍କୁ ଭୁଲ୍ ରେ ରସୁଣର ସେବନ କରିବା ଅନୁଚିତ୍ , କାରଣ ରସୁଣ ଖାଈଲେ ଏସିଡିଟି ବଢିଯାଏ ।