December 27, 2024

Odia Express

Here, There and Everywhere

ଏହି ୪ ଟି ନାଁ ବାଲା ଲୋକ ହୋଇଥାନ୍ତି ବହୁତ ରୋମାଣ୍ଟୀକ୍ , ଜାଣନ୍ତୁ କଣ ଆପଣଙ୍କ ପାର୍ଟନରଙ୍କ ନାଁ ଅଛି କି ଏଥିରେ ସାମିଲ୍..

1 min read

କେଉଁ ବି ଦମ୍ପତିଙ୍କର ରିଲେସନସିପ୍ କୁ ଷ୍ଟ୍ରଙ୍ଗ୍ ରଖିବାକୁ ହେଲେ ସେହି ସଂମ୍ପର୍କରେ ରୋମାନ୍ସ ରହିବା ବହୁତ ଜରୁରୀ ହୋଇଥାଏ , ଯେଉଁ ରିଲେସନସିପ୍ ରେ ରୋମାନ୍ସ ନଥାଏ , ତାହା ଅଧିକା ବୋରିଙ୍ଗ୍ ପରି ଲାଗେ , ତାଙ୍କର ବୟସ ବି ଅଧିକା ହୋଇନଥାଏ , ସେମିତି ଯେବେ ବି ସଂମ୍ପର୍କର ଆରମ୍ଭ ହୋଇଥାଏ , ତେବେ ଆରମ୍ଭରୁ ସମସ୍ତେ ରୋମାଣ୍ଟିକ୍ ହୋଇଥାନ୍ତି , କିନ୍ତୁ ଯେମିତି ଏହି ସଂମ୍ପର୍କ ପୁରୁଣା ହୋଇଚାଲେ ତେବେ ଏଥିରୁ ରୋମାନ୍ସ ଗାୟବ ହେବାକୁ ଲାଗେ,  କିଛି ଲୋକ ଏପରି ହୋଇଥାନ୍ତି ଯିଏ ଜୀବନସାରା ନିଜ ପାର୍ଟନରକୁ ଗୋଟେ ପରି ରୋମାନ୍ସ କରିଥାନ୍ତି , ଆଜି ଆମେ ତାଙ୍କ ବିଷୟରେ କହିବାକୁ ଯାଉଛୁ , ।

A ନାମକ ଲୋକ : ଏହି ନାମକ ଲୋକ ନିଜ ସଂମ୍ପର୍କକୁ ନେଇ ବହୁତ ସିରିୟସ୍ ରୁହନ୍ତି , ଏମାନେ ଯାହାକୁ ହୃଦୟରୁ ନିଜର ମାନିନିଅନ୍ତି ତାଙ୍କ ସାଥି କେବେ ଛାଡନ୍ତି ନାହିଁ , ଏମାନେ ନିଜ ପାର୍ଟନରର ଚେହେରାରେ ସବୁବେଳେ ସ୍ମାଇଲ୍ ଦେଖିବାକୁ ଚାହଁନ୍ତି , ଏହି କାରଣରୁ ତାଙ୍କୁ ଖୁସ୍ କରିବା ଚକ୍କରରେ ରୋମାନ୍ସର ତଡକା ଲଗାଇଦିଅନ୍ତି । ଏମାନଙ୍କ ରୋମାନ୍ସ କରିବା ତରିକା ବାକି ଲୋକଙ୍କ ଠାରୁ ଟିକିଏ ଅଲଗା ହୋଇଥାଏ , ଯାହାର କାରଣରୁ ଏମାନଙ୍କ ପାର୍ଟନର୍ ଦିୱାନା ହୋଇଯାଏ ।

K ନାମକ ଲୋକ : ଏହି ନାଁର ଲୋକଙ୍କ ମଧ୍ୟରେ ରୋମାନ୍ସ ଲୁକ୍କାଇତ ହୋଇ ରହିଛି , ଏମାନେ ନିଜ ପାର୍ଟନରର ବହୁତ ଘନିଷ୍ଠ ହୋଇଥାନ୍ତି , ଏମାନଙ୍କ ଏହି ଗୁଣ ସକାଶେ ଏମାନଙ୍କ ପ୍ରେମ ବର୍ଷ ବର୍ଷ ଯାଏଁ ଯୋଡି ହୋଇଥାଏ , ଏମାନଙ୍କ ରୋମାନ୍ସ କରିବାର ତରିକା ସିମ୍ପଲ୍ ହୋଇଥାଏ,  କିନ୍ତୁ ଯେଉଁ ଅନ୍ଦାଜରେ ଏମାନେ ପେଶ୍ କରନ୍ତି , ତାହା ବଡ ମଜାଦାର୍ ହୋଇଥାଏ , ଏହି କାରଣରୁ ଏମାନଙ୍କ ପାର୍ଟନର ଏମାନଙ୍କୁ କେବେ ଛାଡି ଯିବାକୁ ଚାହେଁନାହିଁ, ଓ ଦୁହେଁଙ୍କ ସଂମ୍ପର୍କ ବହୁତ ବର୍ଷ ଯାଏଁ ଚାଲେ ।

M ନାମକ ଲୋକ : ଏହି ନାଁର ଲୋକେ ବହୁତ ଭଲ ହୋଇଥାନ୍ତି , ଏମାନେ ରୋମାନ୍ସର ଭିତରେ ଏକ ନିରିହ ପଣିଆ ଲୁଚି ରହିଥାଏ , ଏମାନଙ୍କ ମନ ସବୁବେଳେ ସଫା ହୋଇଥାଏ , ନିଜ ପାର୍ଟନରକୁ ନେଇକରି ଏମାନେ ବହୁତ୍ କେୟାରିଙ୍ଗ୍ ହୋଇଥାନ୍ତି , ଏମାନଙ୍କ ଏହି ଗୁଣ ଯୋଗୁଁ ଏମାନେ ଏକ ଭଲ ଲାଇଫ୍ ପାର୍ଟନର ବନାଇପାରନ୍ତି , ତାଙ୍କୁ ବିବାହ କରିବାପରେ ବ୍ୟକ୍ତି ନିଜକୁ ବହୁତ୍ ଭାଗ୍ୟବାନ ମାନେ ।

S ନାମକ ଲୋକ : ଏହି ନାମକ ଲୋକ ରୋମାନ୍ସ ମାମଲାରେ ପଛରେ ନାହାନ୍ତି । ଏମାନଙ୍କ ରୋମାଣ୍ଟୀକ୍ ନେଚର୍ ନିଜ୍ ପାର୍ଟନରଙ୍କୁ ବହୁତ ପସନ୍ଦ ଲାଗିଥାଏ,  ଏଇ ନାଁ ଲୋକେ ନିଜ ପାର୍ଟନର ପାଇଁ ସବୁ କିଛି କରିପାରନ୍ତି , ଏମାନେ ନିଜ ପାର୍ଟନର ପାଇଁ କିଛି ସ୍ପେସାଲ୍ ହୋଇ ରହିଥାନ୍ତି , ତାଙ୍କର ଏହି ଅଭ୍ୟାସ ତାଙ୍କୁ ରୋମାଣ୍ଟୀକ୍ କରିଦିଏ , ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନରେ କିଛି ଏମିତି ସ୍ପେଶାଲ୍ ହୋଇଯାଉ , ତେବେ ଏହି ନାଁର ଲୋକଙ୍କୁ ନିଜ୍ ଲାଇଫ୍ ପାର୍ଟନର କରିଦିଅନ୍ତୁ ।

ସେମିତି ଆପଣ ନିଜ ପାର୍ଟନରଙ୍କୁ ଇମ୍ପ୍ରେସ୍ କରିବାକୁ କଣକରନ୍ତି , ନିଜ ଜବାବ୍ କମେଣ୍ଟ ବକ୍ସରେ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *