June 22, 2025

Odia Express

Here, There and Everywhere

ଆଜିର ସବୁଠୁ ୧୦ ମଜାଦାର୍ ଜୋକ୍ସ : ଗୋଟେ ଭିକାରୀ ଭିକ ମାଗିବାପାଇଁ ବ୍ୟାଙ୍କର ଲାଇନ୍ ରେ ଗଲା, ସେ ଶେଷରେ ଠିଆ ହୋଇଥିବା ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ହସି ହସି ବେଦମ ହେଇଯିବେ..

1 min read

ଆଜି କାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତରେ ରହିଥାଏ,  ଚିନ୍ତାରେ ରହିଲେ ବ୍ୟକ୍ତିକୁ ନାନାଦି ରୋଗ ଘେରେଇନିଏ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ସେତେବେଳେ ଖୁସିରେ ରହିବ ଯେବେ ତାର ଭିତର ମନ ଖୁସିରେ ଥିବ ଓ ସେ କଥା ତ ଆପଣ ଶୁଣିଥିବେ କି “Laughter is the best medicine”ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସ ଗୁଡିକ ଉପରେ ନଜର ।

୧) ସ୍ତ୍ରୀ- ମୁଁ ତୁମ ସହ କଥା ହେଇପାରିବି ନାହିଁ , ସ୍ୱାମୀ –ଠିକ୍ ଅଛି , ସ୍ତ୍ରୀ-ତୁମେ କଣ କାରଣ ଜାଣିବାକୁ ଚାହୁଁନ ? ସ୍ୱାମୀ- ନା ତୁମର ଫଇସଲାର ମୁଁ ଇଜ୍ଜତ କରେ ।

୨) ଗାଁରେ ଏକ ବାଟୋଇ ଯାଉଥିଲା,  ସେ ଗୋଟେ ଛୁଆକୁ ଖେଳୁଥିବାର ଦେଖିଲା ଓ କହିଲା- ପୁଅ ତୁ ମୋତେ ଟିକିଏ ପାଣି ପିଆଇଦେବୁ ? ଛୁଆ- ଯଦି ଆପଣଙ୍କୁ ମୁଁ ଲସି ଦିଏ ? ବାଟୋଇ- ତେବେ ବହୁତ ଭଲ ହେବ । ଛୁଆ ଦୌଡିକରି ଗଲା ଓ ଲସି ନେଇକରି ଆସିଲା,  ବାଟୋଇ ପାଞ୍ଚ ମଗ୍ ଲସି ପିଇବାପରେ ଛୁଆକୁ ପଚାରିଲା କଣ ତୁମ ଘରେ କଣ କେହି ଲସି ପିଉନାହାନ୍ତି କି ? ଛୁଆ କହିଲା ପିଅନ୍ତି ତ ସମସ୍ତେ କିନ୍ତୁ ଆଜି ଲସିରେ ଏକ ମୁଷା ପଡିଯାଈଥିଲା,  ଓ ସେଥିରେ ମରିଗଲା,  ବୋଟୋଇକୁ ରାଗ ଆସିଲା ଓ ସେଇ ମଗ୍ କୁ ତଳେ ପକାଇଦେଲା,  ଛୁଆ କାନ୍ଦିକାନ୍ଦି କହିଲା- ମା ଏଇ ଲୋକ ଆମର ମଗ୍ ଭାଙ୍ଗିଦେଲେ,  ଏବେ ଆମେ ସେହି ମଗରେ ଝାଡା କେମିତି ଯିବା ?

୩) ଏଇ ଯେଉଁ କୁଲଫି ଖାଇକରି ଗୋଟେ ହାତରେ କୁଲଫି ତଳେ ଲଗାଉଛ ନା, ଏହାକୁ ଗୀତାରେ ଶ୍ରୀକୃଷ୍ଣ ମୋହ କହିଛନ୍ତି,  ଓ କୁଲଫି ଶେଷ ହେବାପରେ ଯେଉଁ କାଠିକୁ ଚାଟୁଛ , ଏହାକୁ ଗୀତାରେ ଶ୍ରୀକୃଷ୍ଣ ଲୋଭ ବୋଲି କହିଛନ୍ତି । ଓ କୁଲଫିର କାଠି ଫିଙ୍ଗିବା ପରେ ସାମ୍ନା ବାଲାର କୁଲଫି ଦେଖିକରି ଭାବିବା ଓ ତାହାର କଣ ପାଇଁ ଶେଷ ହେଉନି, ଏହାକୁ ଗୀତାରେ ଇର୍ଷା ବୋଲି କୁହାଯାଇଚି,  ଓ କୁଲଫି ଶେଷ ହେବାପୁର୍ବରୁ କାଠିରୁ କୁଲଫି ପଡିଗଲେ , ତୁମରେ ମନରେ ଯାହା ଆସେ ତାହାକୁ ଗୀତାରେ କ୍ରୋଧ ବୋଲି କୁହାଯାଏ ।

୪) ସ୍ତ୍ରୀ ବାପଘରୁ ସ୍ୱାମୀ ପାଖକୁ ଫୋନ୍ କଲା,  ସ୍ତ୍ରୀ-କେମିତି ଅଛ? ସ୍ୱାମୀ-ଠିକ୍ ଅଛି,  ସ୍ତ୍ରୀ-ମୋର କଥା ମନେ ପଡୁଛି କି ନାହୀଁ ଓ ମନେ ପଡିଲେ କଣ କରୁଛ ? ସ୍ୱାମୀ-ତୁମର ପସନ୍ଦର ଆଇସକ୍ରିମ୍ କେଶର ପିସ୍ତା ଖାଇନିଏ , ଓ ମୋର କଥା ମନେ ପଡିଲେ କଣ କରୁଛ ? ସ୍ତ୍ରୀ- ମୁଁ ବି ରୋୟାଲ୍ ଷ୍ଟାଗ୍ ର ଗୋଟେ କ୍ୱାଟର୍ ଓ ତିନୋଟି ସିଗାରେଟ୍ ପିଇକରି ରଜନୀଗନ୍ଧା ଖାଇନେଉଛି , ସ୍ୱାମୀ ଏବେ କୋମାରେ ।

୫) ମୁଣ୍ତ ବିନ୍ଧା ହେଉଥିଲେ,  କିମ୍ବା ଦେହ ଦରଜ ହେଉଥିଲେ,  ଆଖି ପୀଡା କରୁଥିଲେ,  ଅଳସୁଆ ଲାଗୁଥିଲେ,  ଏବେ ସବୁ ରୋଗର ରାମବାଣ ଚିକିତ୍ସା, ନିଜ ମୁଣ୍ତରେ ସାତଥର ମୋବାଇଲ୍ ବୁଲାଇକରି ପୋଖରୀରେ ପକାଇଦିଅନ୍ତୁ ।

୬) ମ୍ୟାଡାମ୍ –କ୍ଲାସରେ ପଢାଉଥିଲେ , ମ୍ୟାଡାମ୍- ଯଦି ଇରାଦା ପକା ଅଛି ତ ସେ ଯାହା ଚାହିଁବ ପାଇପାରିବ  ପପୁ- ଛାଡନ୍ତୁ ମ୍ୟାଡାମ୍ ସବୁ କହିବାକଥା, ମ୍ୟାଡାମ୍- କଣ କହିଲୁ ଏହା ସତ ଅଟେ , ପପୁ- ଯଦି ଏମିତି ହୁଅନ୍ତା , ତେବେ ଆପଣ ମୋର ମ୍ୟାଡାମ୍ ନୁହେଁ ବରଂ ମୋର ମିସେସ୍ ହୋଇଥାନ୍ତେ , ମ୍ୟାଡାମ୍ ବେହୋସ୍ ।

୭) ଆଜିର ଜ୍ଞାନ, ପୁରୁଷ କେବେ ବି ଏତେ ମିଛୁଆ ହୋଇନଥାନ୍ତା , ଯଦି ମହିଳା ଏତେ ପ୍ରଶ୍ନ କରନ୍ତେ ନାହୀଁ ।

୮)ସ୍ୱାମୀ ଓ ସ୍ତ୍ରୀ ବାଇକ୍ ରେ କେଉଁଆଡେ ଯାଊଥିଲେ,  ସ୍ୱାମୀ ପାନର ଦୋକାନରେ ଗାଡି ଅଟକାଇଲା, ସ୍ୱାମୀ –ଭାଇ ଗୋଟେ ପାନ ଦେବ , ସ୍ୱାମୀ ପାନ ନେଇକରି ସ୍ତ୍ରୀକୁ ଖୁଆଇଦେଲା, ପାନବାଲା- ଆପଣ ପାନ ସ୍ତ୍ରୀକୁ କଣ ପାଇଁ ଖୁଆଇଦେଲେ ? ସ୍ୱାମୀ –କାରଣ ମୁଁ ବିନା ପାନ ଖାଇ ଚୁପ୍ ରହିପାରିବି ।

୯) ଗୋଟେ ଭିକାରୀ ଭିକ ମାଗିବାକୁ ବ୍ୟାଙ୍କ୍ ଲାଇନ୍ ରେ ଠିଆ ହୋଇଗଲା,  ସେ ଶେଷରେ ଠିଆ ହୋଇଥିବା ବ୍ୟକ୍ତିକୁ ଭିକ ମାଗିଲା ସେ କହିଲା ଆଗକୁ ଯା , ସେ ଆଗକୁ ଗଲା , ସେମିତି ଆଗ ଲୋକ କହିଲା ଆଗକୁ ଯା , ଏମିତି କରି କରି ସେ ବ୍ୟାଙ୍କର କ୍ୟାଉଣ୍ଟର୍ ପାଖରେ ପହଞ୍ଚିଗଲା,  ଓ ନିଜ ପଇସା ବାହାରକରି ଦୁଇ ମିନିଟ୍ ରେ ବାହାରକୁ ଆସିଗଲା

୧୦) ସାନ୍ତା ପଞ୍ଜାବ ପୋଲିସ୍ ରେ ଭର୍ତ୍ତି ହୋଇଗଲା,  ଚୋର ପୋଖରୀରେ ଗାଧୋଉଥିଲା,  ସାନ୍ତ- ଆରେ କଣ କରୁଛୁ? ଚୋର- ପୋଖରୀରେ ବିନା କପଡାରେ ଗାଧୋଉଛି, ସାନ୍ତା- ଶଳା, ଜଲଦି ବାହାରକୁ ଆସେ କପଡା ପିନ୍ଧିଦେ , ତୋର ତଲାସି ହେବ ।

୧୧) ଗଳିରେ ଗୋଟେ ଭିକାରୀ ଯାଉଥିଲା , ଗୋଟେ ଘରର କବାଟ ଖୋଲା ଥିଲା,  ଓ ଭିତରୁ ଗୋଟେ ବୁଢି ବସିଥିଲା  ତାହାକୁ ଦେଖି ଭିକାରୀ କହିଲା  ଖାଇବାକୁ ରୁଟି ଦେଇଦିଅ ମା , ବୁଢି –ରୁଟି ତ ଏବେ ହେଇନି  ପରେଆସିଯିବ , ଭିକାରୀ ଠିକ୍ ଅଛି, ଏଇ ନିଅ ମୋର ମୋବାଇଲ୍ ନମ୍ବର ଯେବେ ହୋଇଯୀବ ମୋତେ ମିସ୍ କଲ୍ କରିଦେବ , ଏହା ଶୁଣିକରି ବୁଢିର ହୋସ୍ ଉଡିଗଲା,  କହିଲା ମିସ୍ କଲ୍ କଣପାଇଁ କରିବି, ଯେବେ ହୋଇଯିବ ହ୍ୱାଟ୍ସ ଆପ୍ ରେ ପକାଇଦେବି, ସେଠାରୁ ଡାଉନଲୋଡ୍ କରି ଖାଇଦେବ , ଏହା ଶୂଣୀକରି ଭିକାରୀ ବେହୋସ୍ ହୋଇଗଲା ,

Leave a Reply

Your email address will not be published. Required fields are marked *