June 28, 2025

Odia Express

Here, There and Everywhere

ଲକ୍ଷେ ଟଙ୍କାର ଚାକିରି ଛାଡିକରି ଏହି ସଫୱେର୍ ଇଞ୍ଜିନିୟର୍ ଖୋଲିଦେଲେ ଚାହାର ଦୋକାନ – କାରଣ ଜାଣିଲେ ଆପଣ ମଧ୍ୟ କହିବେ ସାବାସ..

ଏହି ଦିନରେ ମଧ୍ୟପ୍ରଦେଶରୁ ଏକ ଖବର ଆସୁଛି ଏକ ଚାହାବାଲା ବିଷୟରେ , ଆପଣଙ୍କୁ ସେମିତି ଶୁଣିକରି ଅଜବ ଲାଗୁଥିବ , କିନ୍ତୁ ଏହି ଘଟଣା ସତ ଅଟେ , ଆଜି ଆମେ ଆପଣଙ୍କୁ ଇଞ୍ଜିନିୟର୍ ଚାହାବାଲା ବିଷୟରେ କହିବାକୁ ଯାଊଛୁ , ଏହି ଷ୍ଟଲର ଖାସ୍ କଥା ଏହା କି ବୋଧେ ନିଜ ଷ୍ଟଲର ନାଁ ସେ ଇଞ୍ଜିନିୟର୍ ଚାହାବାଲା ରଖିଛନ୍ତି , ଏମିତିରେ ଏହି ଚାହାରୁ ଅଧିକା ଷ୍ଟଲ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର୍ ବିଷୟ ହୋଇଛି । ତେବେ ଆସନ୍ତୁ କହିବୁ ଏହି ଷ୍ଟଲର ଖାସ୍ କଥା କଣ ଅଛି , ସେ ନିଜ ଷ୍ଟଲରେ ନିଜ ବିଚାର ଲେଖିଛନ୍ତି  ଯାହା କିଛି ଏହିପ୍ରକାରର ଅଟେ , ସେମିତି ମୁଁ ଏକ ସଫ୍ଟୱେର୍ ଇଞ୍ଜିନିୟର୍ ଅଟେ , ଓ ବହୁତ ବଡ୍ କମ୍ପାନୀରେ କାମ କରିଛି,  ଏମିତିରେ କମ୍ପାନୀରୁ ପଇସା ମିଳିଥିଲା , କିନ୍ତୁ ମନକୁ ଶାନ୍ତି ନଥିଲା,  ଯାହାର କାରଣରୁ ସବୁବେଳେ ମୁଁ ଏକ ବିଜନେସ୍ ମ୍ୟାନ୍ ସ୍ୱପ୍ନ ଦେଖିଥିଲି । କହିଦେବୁ କି ଏହି ଷ୍ଟଲର ମାଲିକ ବା ଏଇ ସଫ୍ଟୱେର୍  ଇଞ୍ଜିନିୟରଙ୍କ ନାଁ ଅଙ୍କିତ୍ ନାଗବଂଶୀ ଅଟେ , ଓ ତାଙ୍କର କହିବା କଥା କି ସେ ନିଜେ ଏକ ବ୍ୟବସାୟ କରିବାକୁ ଚାହୁଁଥିଲେ , ଯେଉଁଠି ତାଙ୍କୁ ଭିତରୁ ଏକ ଖୁସି ମିଳେ , ତାଙ୍କୁ ଅଧିକା ପଇସାରୁ କିଛି ମାଇନା ରଖେନାହିଁ ।

ଏହାପରେ ଏଇ ଇଞ୍ଜିନିୟର ଚାହାବାଲା ଆଗରୁ ଯେବେ ଏଇ ଷ୍ଟଲ୍ ଲଗାଇବା ବିଷୟରେ ପଚାରାଗଲା ତେବେ ସେ କହିଲେ କି ଯେବେ ମୁଁ ନିଜେ ଜବ୍ କରିଥିଲି, ସେହି ସମୟରେ ଅଫିସ୍ ବାହାରେ ବହୁତଥର ଚାହା ପିଇଛି , ଏମିତିର୍ କିଛି ଭଲ ଚାହା ମିଳେ କେବେ ନାହିଁ,   ଓ କେବେ କେବେ ସେହି ଚାହା ବାଲା ଅପିସ୍ କୁ ଚାଲି ଆସୁଥିଲା,  ତାହାର ଭଲ କମାଇହେଇଯାଉଥିଲା ,କଥାରେ କଥାରେ ଏହାପରେ ସେ କହିଲେ କି ବହୁତଥର ଗୋଟେ ହିଁ ଦୋକାନ ରେ ଚାହା ପିଇକରି ଆମର ସେହି ଚାହାବାଲା ସହ ଭଲ ସଂମ୍ପର୍କ ହୋଇଗଲା , ଏମିତିରେ ସେହି ଚାହାବାଲା କହିଲା କି ଆମେ ଦେଢ ରୁ ଦୁଇ ଲକ୍ଷ ଟଙ୍କା କମାଇନେଉଛୁ

ଅଙ୍କିତ୍ ଏହା ଉପରେ କହିଲା କି ଏହି କଥାକୁ ଶୁଣି ମୁଁ ମୋର ସାଙ୍ଗ୍ ଭାବିବାକୁ ଲାଗିଲୁ କି ଏତେ ପରିଶ୍ରମ କରି ଆମକୁ ଏତେପଇସା ମିଳୁନାହିଁ , ଏହାପରେ ଅଙ୍କିତ୍ ଭାବିଲା କି ଏହି ଇନକମ୍ ପହଞ୍ଚିବାପାଇଁ ତେବେ ତାଙ୍କୁ ବହୁତ ସମୟ୍ ଲାଗିଯିବ , ସେ ନିଜେ ଏକ ବିଜନେସ୍ କରିବାର୍ ଭାବିଲେ,  ସେମିତି ଚାହାର୍ ବିଜନେସ୍ ହେଉ ନା କାହିଁକି , ବହୁତ ସାହାସ କରି ଅଙ୍କିତ୍ ପରିବାର ଲୋକଙ୍କୁ କହିଲା ସେମାନେ କହିଲେ ଯାହା ବି କରିବୁ ଭାବିଚିନ୍ତି କରିବୁ , ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ୍ ମୁଁ ନିର୍ଣ୍ଣୟ ନେଇଗଲି କି ଯାହାପରେ ମୁଁ ନିଜ ଜବ୍ ରୁ ରିଜାଇନ୍ ଦେଇଥିଲା ।

ଅଙ୍କିତ୍ ଯୁବାଙ୍କୁ ନେଇକରି କହିଲା କି ଏହା ବିଲକୁଲ୍ ରିକ୍ସ ଫ୍ରୀ ବିଜନେସ୍ ବି ଅଟେ , ଯାହାପର୍ ସେ ସବୁ ଯୁବାଙ୍କୁ କହିଲେ ଯେଉଁ ସ୍କିଲ୍ ଆପଣଙ୍କୁ ଭଲ ଲାଗେ ସେଥିରେ ଆଗକୁ ବଢନ୍ତୁ , ଏହା କେଉଁ ନୁଆ ସ୍କିଲ୍ ଡେଭଲପ୍ କରିବାର ଭଲ ଉପାୟ ହେବ , ତାହା ସହ କହିଲେ କି ପ୍ରଶ୍ନ ଉଠାଇବା ଲୋକେ କେବେ ସାହାଯ୍ୟ କରନ୍ତି ନାହିଁ

Leave a Reply

Your email address will not be published. Required fields are marked *