December 21, 2024

Odia Express

Here, There and Everywhere

ଆଜିର ଜଣା ଅଜଣା ପ୍ରଶ୍ନ ଉତ୍ତର – କେଉଁ ସହରରେ ପାଞ୍ଚଟି ସୁର୍ଯ୍ୟ ଦେଖାଯାଇଥାଏ ? ଉତ୍ତର ବୁଦ୍ଧିମାନ ଲୋକ ଦେଇ ପାରିବେ..

1 min read

ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନଗୁଡିକ ସବୁବେଳେ ଚର୍ଚ୍ଚାରେ ରହିଥାଏ,  କୁହାଯାଏ କି ଏଠାରେ କ୍ୟାଣ୍ତିଡେଟ୍ କିଛି ବି ପଚାରାଯାଇପାରେ,ପରୀକ୍ଷା ପାସ୍ କରିବା ପାଇଁ ଭଲ ଭଲ ଲୋକଙ୍କ ଦିମାଗ ଘୁରାଇଦିଏ , କିନ୍ତୁ ଡର କଣ ପାଇଁ ଯଦି ପ୍ରସ୍ତୁତି ଠିକ୍ ଭାବେ ହୋଇଥିବ , ଏହି ଇଣ୍ଟରଭ୍ୟୁରେ ଏମିତି କିଛି ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ ଯାହା ଜବାବ୍ ସମସ୍ତଙ୍କୁ ଜଣାନଥାଏ , ଏହି ମଧ୍ୟରେ ସଂଘ ଲୋକ ସେବା ଆୟୋଗ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଇଣ୍ଟରଭ୍ୟୁ ଆରମ୍ଭ ହୋଇଯାଇଛି , ଏହିଥର ସିଭିଲ୍ ସର୍ବିସ୍ ପରୀକ୍ଷା ୨୦୧୯ ରେ ପର୍ସନାଲିଟି ଟେସ୍ଟ ମାନେ ଇଣ୍ଟରଭ୍ୟୁ ୨୦ ଜୁଲାଇରୁ ଆରମ୍ଭ ହୋଇଯାଇଛି , ୟୁପିଏସ୍ ସି ପ୍ରସ୍ତୁତି କରୁଥିବା ଲୋକ ଏହି ପ୍ରଶ୍ନଗୁଡିକ ଏକ ଆଇଡିଆ ଲଗାନ୍ତୁ , ଓ କିପରି ଏହି ମାମୁଲି ଲାଗୁଥିବା ଜବାବ୍ କିପରି ହୋଇଥିବ ,ଆସନ୍ତୁ ଜାଣିବା ।

ପ୍ରଶ୍ନ-୧ : କେଉଁ ସହରରେ ପାଞ୍ଚଟି ସୁର୍ଯ୍ୟ ଦେଖାଯାଇଥାଏ ?

ଉତ୍ତର : ଆକାଶରେ ଏକାସାଥିରେ ପାଞ୍ଚଟି ସୁର୍ଯ୍ୟ ଦେଖାଯିବା ଏମିତି ଦୁର୍ଲ୍ଲଭ ଦୃଶ୍ୟ ଉତ୍ତର ଚୀନ୍ ସହର ସିଙ୍ଗ୍ ନିଆଙ୍ଗ୍ ଚୁ ରେ ଦେଖିବାକୁ ମିଳେ ।

ପ୍ରଶ୍ନ-୨ : ମହିଳା କେତେ ଛୁଆକୁ ଜନ୍ମ ଦେଇପାରିବେ ? ଉତ୍ତର : ୪୦ ଟି

ପ୍ରଶ୍ନ-୩ : ମାନବ ଶରୀରରେ ସବୁଠାରୁ ଛୋଟ ହାଡ କେଉଁଠାରେ ଥାଏ ? ଉତ୍ତର: କାନରେ

ପ୍ରଶ୍ନ-୪ : ଫୁଟବଲ୍ ରେ କେଉଁ ଗ୍ୟାସ୍ ଭରାଯାଇଥାଏ ? ଉତ୍ତର୍ : ହାଇଡ୍ରୋଜେନ୍ ଗ୍ୟାସ୍

ପ୍ରଶ୍ନ-୫ : କଣ ଚିନିର ଆବିଷ୍କାର ଚୀନରେ ହୋଇଥିଲା ? ଉତ୍ତର :  ନା ଭାରତରେ

ପ୍ରଶ୍ନ-୬ : କଣ ଗୋଟିଏ ମିନିଟ୍ ରେ ୬୧ ସେକେଣ୍ତ ହୋଇପାରେ ? ଉତ୍ତର : ହଁ ନିଶ୍ଚିତ ! ସବୁ ବର୍ଷରେ ଦୁଇ ମିନିଟ୍ ଆସିଥାଏ ଯାହାକି ୬୧ ସେକେଣ୍ତର ହୋଇଥାଏ ।

ପ୍ରଶ୍ନ-୭ : RBI କେଉଁ ରାଜ୍ୟରୁ ଲେଣଦେଣ କରେ ନାହିଁ ? ଉତ୍ତର : ଜାମ୍ମୁ କାଶ୍ମୀର

ପ୍ରଶ୍ନ-୮  : ଏମିତି କେଉଁ ବ୍ୟାଗ୍ ଅଛି ଯାହାକୁ ଓଦା କଲେ କାମରେ ଆସିଥାଏ ? ଉତ୍ତର : ଟି ବ୍ୟାଗ୍

ପ୍ରଶ୍ନ-୯ : ଦୁନିଆଁରେ ଏମିତି କେଉଁ ଫୁଲ୍ ଅଛି , ଯାହାର ଓଜନ ୧୦ କେଜିର ହୋଇଥାଏ ? ଉତ୍ତର : ରେଫ୍ଲୋସିୟା ନାମକ ଫୁଲ ବହୁତ ବଡ ଓ ଭାରି ହୋଇଥାଏ , ଏହାର୍ ଓଜନ ୧୦ କିମ୍ବା ଅଧିକା କେଜିର ହୋଇପାରେ ।

ପ୍ରଶ୍ନ-୧୦ : ଭାରତର କେଉଁ ରାଜ୍ୟର ଲୋକ ସାପର ତେଲ ତିଆରି କରନ୍ତି ? ସିକିମ୍ , ନାଗାଲାଣ୍ତ, ରାଜ୍ୟରେ ଗାଁର ଲୋକେ ସାପର ତେଲ ଖାଇବା ଓ ତିଆରି କରନ୍ତି

Leave a Reply

Your email address will not be published. Required fields are marked *