December 27, 2024

Odia Express

Here, There and Everywhere

ତାରକ ମେହେଟ୍ଟା ଙ୍କ ଦୟା ଭାବି ଅସଲ ଜୀବନରେ ଅଟନ୍ତି ବହୁତ ଗ୍ଲାମର୍ସ, ଦେଖିକରି ବିଶ୍ୱାସ କରିପାରେବେନି ଆପଣ ଦେଖନ୍ତୁ..

ସମସ୍ତେ ଟିଭିରେ ଆସୁଥିବା ତାରକ୍ ମେହେଟ୍ଟାଙ୍କ ଓଲଟା ଚଷମା ଏକ କମେଡି ଶୋ ଦେଖିଥିବେ । ଏହି ସିରିଆଲ୍ ଗତ ବହୁତ ବର୍ଷରୁ ଲଗାତାର୍ ମନୋରଞ୍ଜନ କରୁଛି , ଏହି ସିରିଆଲ୍ ରେ କମେଡି କ୍ଷେତ୍ରରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛି , ଏହି ସିରିଆଲ୍ ର ସବୁ ଅଭିନିତ କ୍ୟାରେକ୍ଟର୍ ନିଜ ମଧ୍ୟରେ ଅନୋଖା ଅଛନ୍ତି , ଏହି ସିରିଆଲ୍ ର ସବୁ ଭୁମିକା ଆମକୁ ହସିବାକୁ ବାଧ୍ୟ କରିଦିଏ , ଏହି ସିରିଆଲ୍ ନାଁ ଶୁଣିଲେ ଆମ ମନରେ ହସ ଫୁଟି ଆସେ , କିନ୍ତୁ ଏହି ସିରିଆଲ୍ ରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ସବୁବେଳେ ହଇରାଣରେ ପଡନ୍ତି , ଓ ତାଙ୍କ ଅସୁବିଧା କୁ ଦେଖି ଆମେ ଆମ ହସ କଣ୍ଟ୍ରୋଲ୍ କରିପାରିନଥାଉ , ହଁ ଆପଣ ଠିକ୍ ଶୁଣିଛନ୍ତି, ଆମେ କଥା ହେଉଛୁ ଜେଠାଲାଲଙ୍କର , ଜେଠାଲାଲ୍ ସବୁବେଳେ ଅସୁବିଧାରେ ପଡନ୍ତି , କିନ୍ତୁ ତାଙ୍କ ସ୍ତ୍ରୀ ଦୟା ସବୁବେଳେ ଜେଠାଲାଲ୍ ଙ୍କୁ ସାହାଯ୍ୟ କରନ୍ତି , ଯେପରି ଆପଣ ସମସ୍ତେ ଜାଣିଛନ୍ତି ସେ ସିରିଆଲ୍ ରେ ଜଣେ ଭୋଲି ମହିଳା ଅଟନ୍ତି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସେ ଅସଲ ଜୀବନରେ ସେମିତି ନୁହେଁ ।

ହଁ ଆମେ ଆପଣଙ୍କୁ କହିଦେବୁ କି ଅସଲ ଜୀବନରେ ଦୟା ଅଭିନିତ ନିଭାଉଥିବା ଅଭିନେତ୍ରୀ ଦିଶା ବକାନୀ ବହୁତ୍ ଗ୍ଲାମରସ୍ ଅଟନ୍ତି , ସେମିତି ସିରିଆଲ୍ ରେ ଏକ ସାଧାସିଧା ମହିଳା ରୁପରେ ନଜର ଆସନ୍ତି , କିନ୍ତୁ ଅସଲ ଜୀବନରେ ବହୁତ ଷ୍ଟାଇଲିଷ୍ଟ ଅଟନ୍ତି , କହିଦେବୁ କି ୨୦୧୫ ରେ ଦିଶାଙ୍କ ବାହାଘର ମୁମ୍ବାଇର ବେଷ୍ଟ୍ ଗୁଜୁରାଟି ବିଜନେସ୍ ମ୍ୟାନ୍ ମୟୁରଙ୍କ ସହ ହୋଇଥିଲା,  ଏବେ ଦିଶା ଏକ ଝିଅକୁ ଜନ୍ମ ଦେଇଛନ୍ତି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଦିଶାଙ୍କ ବୟସ ୩୯  ବର୍ଷ ଅଟେ,  ଓ ଏହି ବୟସରେ ବି ସେ ହଟ୍ ଓ ଗ୍ଲାମର୍ସ ଲାଗନ୍ତି , ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କ ପାଇଁ ସିମ୍ପଲ୍ ଦେଖାଯାଉଥିବା ଦୟାବେନ୍ ଙ୍କ କିଛି ଗ୍ଲାମର୍ସ ଫଟୋ ନେଇକରି ଆସିଛୁ , ଏହି ଫଟୋକୁ ଦେଖିଲାପରେ ଆପଣ ନିଶ୍ଚିତ ତାଙ୍କର ଫ୍ୟାନ୍ ହୋଇଯିବେ ।

ଆପଣଙ୍କୁ ବୋଧେ ଜଣାନଥିବ କି ସିରିଆଲ୍ ରେ ଦୟାଙ୍କ ଭାଇ ରୋଲ୍ ନିଭାଉଥିବା ମୟୁର୍ ବକାନୀ ରିୟଲ୍ ଲାଇଫ୍ ରେ ତାଙ୍କର ଭାଇ ଅଟନ୍ତି , ହଁ ଆଜ୍ଞା, ଦିଶା ଓ ମୟୁର୍ ଦୁହେଁ ଭାଇ ଭଉଣୀ ଅଟନ୍ତି , ଶୋରେ ଭାଇ ଭଉଣୀଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଆସେ , ଦିଶା ଛୋଟ ପର୍ଦାରେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି , ଛୋଟ ପର୍ଦା ଛଡା ସେ ବଡ ପର୍ଦାରେ ବି ନଜର ଆସିସାରିଛନ୍ତି , ସେ ଦେବଦାସ୍ ଓ ଜୋଦ୍ଧା ଆକବର୍ ପରି ଫିଲ୍ମରେ କାମ କରିସାରିଛନ୍ତି , କିନ୍ତୁ ଅସଲ ପରିଚୟ ତାଙ୍କୁ ତାରକ୍ ମେହେଟାଙ୍କ ଉଲଟା ଚଷମାରୁ ମିଳିଲା,  ଆଜି ଆମେ ଆପଣଙ୍କୁ ଦିଶାଙ୍କ କିଛି ସୁନ୍ଦର ଫଟୋଗୁଡିକ ଦେଖାଇବୁ, ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *