ଗୋଟେ ମାସରୁ ବନ୍ଦ ଏଟିଏମ୍ କୁ ଠିକ୍ କରିବାକୁ ପହଞ୍ଚିଲେ କର୍ମଚାରି, ଭିତରେ ଦେଖିଲେ କିଛି ଏପରି ଯାହା ତାଙ୍କର ହୋସ୍ ଉଡାଇଦେଲା
ସେମିତି ଆପଣ ମୁଷାଙ୍କ ବିଷୟରେ ଶୁଣିଥିବେ ବହୁତ୍ ଲୋକଙ୍କ ଘରେ ମୁଷାମାନେ ବହୁତ ହଇରାଣ କରିଥାନ୍ତି , ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆଜି ପର୍ଯ୍ୟନ୍ତ କେବେ ଶୁଣିନଥିବେ , କହିଦେବୁ କି ଆପଣ ବହୁତଥର ଶୁଣିଥିବେ କି ମୁଷା କପଡା ଓ ଜିନିଷଗୁଡୀକର୍ ବର୍ବାଦୀ କରିଦେଇଥାଏ , କିନ୍ତୁ ଆଜି ମୁଷା ଯେଉଁ ଜାଗାକୁ ନଷ୍ଟ କରିଛନ୍ତି ତାହା କେଉଁ ଅନ୍ୟ ଜାଗା ନୁହେଁ ବରଂ ଏକ ଅଲଗା ସ୍ଥାନ ଅଟେ ,ଯାହାକି ଆପଣ ଶୁଣିଲେ ମୁଣ୍ତରେ ହାତ ଦେଇଦେବେ ।ଆସାମର ତିନସୁକିଆ ଚଉକ୍ ପାଖରେ ଏକ ଆଶ୍ଚର୍ଯ୍ୟଜନକଘଟଣା ଘଟିଛି, ଏମିତି ହେଲା କି ୨୦ ମେକୁ ଆସାମର ତିନ୍ ସୁକିଆର ଏସ୍ ବିଆଇ ଏଟିଏମ୍ ଖରାପ ହୋଇପଡିଥିଲା , ଯାହା ପାଇଁ ଲୋକେ ବହୁତଥର ଅଭିଯୋଗ ଦେଇଥିଲେ , କିନ୍ତୁ କିଛି ଦିନରେ ତାଙ୍କର କଥା କେହି ଶୁଣିଲେ ନାହିଁ , ଯେବେ କର୍ମଚାରୀ ଏଟିଏମ୍ ଠିକ୍ କରିବାକୁ ପହଞ୍ଚିଲେ ତେବେ ସେ ଏଟିଏମ୍ ମେସିନ୍ ରୁ କିଛି ଏମିତି ଦେଖିଲେ ଯାହା ଦେଖିକରି ତାଙ୍କ ପାଦ ତଳୁ ମାଟି ଖସିଗଲା ।
କର୍ମଚାରୀମାନେ ଯେବେ ଏଟିଏମ୍ ଠିକ୍ କରିବାକୁ ପହଞ୍ଚିଲେ ତେବେ ସେମାନେ ଏଟିଏମ୍ ମେସିନ୍ ଖୋଲିବାପରେ ଦେଖିଲେ କି ଯେତେ ବି ନୋଟ୍ ଥିଲା ତାହା ସବୁ ଟୁକୁରା ଖଣ୍ତ ଖଣ୍ତ ହୋଇଯାଇଛି କହିଦେବୁ କି ଏହି ସବୁ କାମ ମୁଷାଙ୍କର ଦ୍ୱାରା ହୋଇଥିଲା ଏହା ଦ୍ୱାରା ଏସ୍ ବି ଆଇ ଏଟିଏମ୍ ରେ ଭାରି କ୍ଷତି ହୋଇଛି , ଯେବେ ଏହି ବିଷୟରେ ଏସ୍ ବି ଆଇ ଅଧିକାରୀଙ୍କୁ ପଚାରାଗଲା ତେବେ ଜଣାପଡିଲା କି ତିନସୁକିଆର ଲେପୁଲିରେ ହୋଇଥିବା ଏସ୍ ବିଆଇ ଏଟିଏମ୍ ମେ ମାସରୁ କିଛି ଯାନ୍ତ୍ରିକ ଅସୁବିଧା ଯୋଗୁଁ ବନ୍ଦ ହୋଇଯାଈଛି , ଯେବେ ଏହି ଏଟିଏମ୍ ଖରାପ ହେବାର ଖବର ପାଇଲେ ତେବେ ଏଟିଏମ୍ ଦେଖାଶୁଣା କରୁଥିବା କମ୍ପାନୀ ଗ୍ଲୋବାଲ୍ ବିଜନେସ୍ ସଲ୍ୟୁସନ୍ କୁ ଅଭିଯୋଗକରାଗଲା , ତାପରେ ସେମାନେ ଠିକ୍ କରିବାକୁ ଯାଇ ୧୧ ଜୁନ୍ କୁ କର୍ମଚାରୀଙ୍କୁ ପଠାଇଲେ ।
ଏତିକି ନୁହେଁ ଅଧିକାରିମାନେ କହିଲେ କି ଏହି ଏଟିଏମ୍ ରେ ପ୍ରାୟ ୧୨ ଲକ୍ଷ ୩୮ ହଜାର ଟଙ୍କାର ନୋଟ୍ ଥିଲା, ଯାହାକୁମୁଷା ନଷ୍ଟ କରିଦେଇଛନ୍ତି , କିନ୍ତୁ କେବଲ ୧୭ ଲକ୍ଷ ଟଙ୍କା ବଞ୍ଚିଗଲା, ଆପଣଙ୍କୁ କହିଦେବୁ କି ଯେଉଁ ଦିନ ଗ୍ଲୋବାଲ୍ ବିଜନେସ୍ ସଲ୍ୟୁସନ୍ ବାଲା ଏହି ଏଟୀମ୍ ରେ ୨୯ ଲକ୍ଷ ଟଙ୍କା ଡିପୋଜିଟ୍ କଲେ , ତାପରଦିନ ଏଟିଏମ୍ କାମ କରିବା ବନ୍ଦ କରିଦେଲା, ତାପରେ ଅଭିଯୋଗରୁ ଏମାନେ ଆସିଲେ , ଏହି ଘଟଣାକୁ ଯାଞ୍ଚ୍ କରିବାକୁ ଏକ ଏଫ୍ ଆଇଆର୍ ଦର୍ଜ ହୋଇଛି , ବହୁତ ଲୋକଙ୍କରଏହା ମାନିବା କଥା କି ଏହା ଏକ ଚାଲ୍ ଅଟେ ।
ଲୋକଙ୍କୁ ଏଥିପାଇଁ ସନ୍ଦେହ ହେଉଛି କି ବ୍ୟାଙ୍କ୍ ଅଧିକାରୀ ଏଟିଏମ୍ ଖରାପ ହେବାର ଏକ ମାସ ପରେ କଣ ପାଇଁ ଆସିଲେ , ସେମିତି ଯାହା ବି କ୍ଷତି ହେଉ ବ୍ୟାଙ୍କ୍ କୁ କଣ ହେଲା କେହି ଭାବିନଥିବେ , କାରଣ ମୁଷାର ଯୋଗୁଁ ଏତେ ବଡ କ୍ଷତି ହେଲା , ଏଥିପାଇଁ ଲୋକେ ନାନାଦି କଥା କହୁଛନ୍ତି ।