June 23, 2025

Odia Express

Here, There and Everywhere

କମ କହୁଥିବା ଲୋକ କିପରି ହୋଇଥାନ୍ତି,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – ନିଶ୍ଚୟ ଜାଣିରଖନ୍ତୁ..

1 min read

(୧) ମିଷ୍ଟିରୀୟସ୍- ଏମାନଙ୍କ ଭିତରେ ବହୁତ କଥା ଲୁଚିକି ରହିଥାଏ।ଯଦି ବେଶି ଗପିବେ ତେବେ ସିକ୍ରେଟ ରହିବନି କମ କଥା ହେଲେ ମିଷ୍ଟିରୀୟସ୍ ହିଁ ରହିବେ।କମ କହୁଥିବା ଲୋକଙ୍କୁ ସମସ୍ତେ ଗାଳି ଦେଇଥାନ୍ତି କି ସେ ବହୁତ ଗର୍ବୀ ,ଖଡୁସ ସେଥିପାଇଁ କଥା ହେଉନି।ବାସ୍ତବରେ ସେମାନେ ଜେଲସ୍ ହେଇଥାନ୍ତି ସେଥିପାଇଁ ଏପରି କହିଥାନ୍ତି।ହେଲେ ଜୀବନରେ ମିଷ୍ଟିରୀୟସ୍ ରହିବା ଆବଶ୍ୟକ ।ବେଶୀ କଥା ହେଲେ କିଛି ସିକ୍ରେଟ ରହିନଥାଏ ଏବଂ ଏହାର ଫାଇଦା ନେଇ ଲୋକ ଇଗନୋର କରିଥାନ୍ତି ।

(୨)ଇନଟିୟୁଟିଭ-ଏମାନେ ସବୁବେଳେ ନିଜ ମନ କଥା ଶୁଣିଥାନ୍ତି।ବେଳବେଳେ ଏପରି ହୋଇଥାଏ କି କିଛି ନେଗେଟିଭ କଥା ଆସିଥାଏ ମନକୁ ଆଉ ସେଇଆ ହିଁ ହୋଇଥାଏ।ବେଳେବେଳେ ଆପେ ଆପେ ବହୁତ ଖୁସି ଲାଗିଥାଏ ଆଉ ସତରେ ସେପରି କିଛି ହୁଏ।କାହାକୁ ନେଇ କିଛି ସ୍ୱପ ବି ଦେଖିଲେ ସେଇଟା ସତ ହୋଇଯାଇଥାଏ।ଏପରି ଇନଟିୟୁଟିଭ ହିଁ ହୋଇଥାନ୍ତି ।ଏହାର ବସ୍ତବତା ସହିତକୌଣସି ସମ୍ପର୍କ ନଥାଏ।କେତେ ଲୋକଙ୍କ ସହ ଏପରି ହୋଇଥାଏ ସେମାନେ ନିଜ ମନ କଥା ହିଁ ଶୁଣିଥାନ୍ତି ।

(୩)ପଜିଟିଭ ଆଣ୍ଡ କ୍ରିଏଟିଭିଟି-କିଛିଲୋକ ଏପରି ଥାଆନ୍ତି କି ଟିକେ ନିରାଶ ହେଲେ ପାଗଳ ହୋଇଯାଇଥାନ୍ତି କି କଣ କରିବେ କଣ ନାଇଁ ।ନିରାଶ ସମସ୍ତେ ହୋଇଥାନ୍ତି।ହେଲେ ଏମାନେ ନିରାଶ ହେଲା ପରେ ବି ତାଙ୍କର ପଜିଟିଭିଟି ପ୍ରକୁତି ଯୋଗୁ ସେମାନେ ନିରାଶ ହେଲାପରେ ମଧ୍ୟ ଭାବିଥାନ୍ତି କି କିଛି କଥା ନାଇଁ ଠିକ ଅଛି ଯେମିତି ଅଛି ଏବେ ଆଗକୁ ବଢିବାର ଅଛି ।ଏମାନେ କାନ୍ଦନ୍ତି ,ଦୁଃଖୀ ମଧ୍ୟ ହୋଇଥାନ୍ତି କି ମୋସହ ଖରାପ ହେଲା ମତେ ଏପରି କରିବାର ନଥିଲା କିଏ ଯଦି ମରିଯାଇଥାନ୍ତି ସେଥିପାଇଁ ମଧ୍ୟ ଦୁଃଖିତ ହୋଇଥାନ୍ତି କି ତା ସହ ଖରାପ ହେଲା ହେଲେ କିଛି ସମୟ ପରେ ଏମାନେ ନରମାଲ ହୋଇଯାଇଥାନ୍ତି।

୪.ସଠିକ ନିରୀକ୍ଷଣ-ଏମାନେ ସବୁ ଜିନିଷ କୁ ବହୁତ ଭଲ ଭାବରେ ନିରୀକ୍ଷଣ କରନ୍ତି।ସବୁବେଳେ ନିଜ ପାଟି କୁ ବନ୍ଦ ରଖି ଆଖି ଓ କାନ କୁ ଖୋଲା ରଖ।ଆମକୁ ଜଣା ପଡିଥାଏ ଏହି ଲୋକ କଣ ପାଇଁ ଏହି କଥା କହୁଛି,ହେଲେ ଏହାକୁ ପ୍ରକାଶ ନ କରି ନିଜ ମନ ଭିତରେ ଏହି କଥାକୁ ରଖିବା।କଇଁକି ନା ଲୋକଙ୍କୁ ଜ୍ଞାନ ଦେଲେ ସେ ବୁଝନ୍ତିନି, ଯେତେବେଳ ପର୍ଯ୍ୟନ୍ତ ସେ ବୁଝିବାକୁ ଚେଷ୍ଟା କରି ନଥାନ୍ତି।ଲୋକ ମାନେ ଆମକୁ ଯାହା ଭାବନ୍ତୁ ହେଲେ ଆମେ ଜିଣିଛୁ ଆମେ କଣ ଆଉ ଆମ କାମ ଆମକୁ କରିବାର ଅଛି।କାହା କଥାରେ କିଛି ଫରକ ପଡିବାର ନାହିଁ।


(୫)ଟାଇମ ଟେକିଙ୍ଗ-ସବୁ ଜିନିଷର )ଟାଇମ ଟେକିଙ୍ଗ- ଥାଏ।ଏମାନେ ସମସ୍ତଙ୍କୁ ସାଙ୍ଗ କରିନଥାନ୍ତି ।ଏମାନେ ଲୋୟାଲ ପିଲାଙ୍କୁ ପସନ୍ଦ କରିଥାନ୍ତି।ଆଉ ଯଦି କେହି ଜଣେ ସେମିତି ମିଳିଗଲା ଏମାନେ କମ୍ପରଟେବୁଲ ହୋଇଗଲେ ତା ସହ ତ ସବୁ କଥା ତା ସହିତ ସେୟାର କରିଥାନ୍ତି।

୬.ଏକୁଟିଆ ରହିବା-ଏମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି।ୟାଙ୍କୁ ପାର୍ଟି ଆଦି ଜିନିଷ ପସନ୍ଦ ହୋଇନଥାଏ।ପାର୍ଟି ରେ ଯିଏ ଏକୁଟିଆ ବସେ ନା ସେ ହିଁ ସବୁଠାରୁ କମ କଥା କହିଥାଏ।କାହିଁକି ନା ଏମାନଙ୍କୁ ପାର୍ଟି,ଚୁଗଲି,ଗପସପ ଏସବୁ ପସନ୍ଦ ହୋଇନଥାଏ।ସେ ନିଜକୁ ଏହି ଜିନିଷ ଠାରୁ ଦୂରେଇ ରଖନ୍ତି,ହେଲେ ଯେଉଁଠି ମଜଭୁର ଥିବେ ସେଠି ତ ବସିବାକୁ ପଡିବ ନା।ୟାଙ୍କୁ ଏହି ଜିନିଷ ରେ ମଜା ହିଁ ଆସିନଥାଏ।ୟେ ଲୋକମାନେ ନା ଏପରି ନୁହେଁ ଯେଉଁମାନେ ଭଲ ଭଲ କପଡା ପିନ୍ଧିଥାନ୍ତି ହେଲେ ଭିତରୁ ଏତେ ଭଲ ନୁହେଁ।ଏମାନଙ୍କ ସହ କଥା ହେବାକୁ ପସନ୍ଦ କରିନଥାନ୍ତି।ୟାଙ୍କ ଅନୁସାରେ ଯାହା ତୁମେ ଭିତରୁ ଅଛ ସେଇଟା କୁ ହିଁ ଦେଖାଅ।ଆଉ ଏହି ଲୋକ ମାନେ ଜାଣିପାରନ୍ତି କେଉଁ ଲୋକ କେମିତିକା।ଆଉ ଏମାନଙ୍କୁ ପ୍ରାକୃତିକ ଜିନିଷ ଭଲ ଲାଗେ।ପାର୍କ,ସବୁଜିମା ଆଦି କୁ ଏମାନେ ପସନ୍ଦ କରନ୍ତି।

୭.ଷ୍ଟ୍ରଙ୍ଗ ରହିବା- ଏମାନେ ଏତେ ଶୀଘ୍ର କାହା କଥାରେ ଭାସି ଯାନ୍ତି ନାହିଁ।ବହୁତ ଚତୁର ହେଇଥାନ୍ତି।ସାମନା ଲୋକ ଙ୍କୁ ଲାଗୁଥିବ ସେ ତାଙ୍କ କଥାରେ ଅଛନ୍ତି,ହେଲେ ପ୍ରକୃତ ରେ ଏମାନେ ନଥାନ୍ତି।ଆଉ ଯାହା କଥା ବି ଖରାପ ଲାଗେ ନା ତାଙ୍କୁ ଉଚିତ ସମୟରେ ହିଁ ଜବାବ ଦିଅନ୍ତି।ଆଉ ଠିକ ସମୟରେ ନିଜ ଶତ୍ରୁତା କୁ ଜିତିନିଅନ୍ତି।

୮.ସବୁଠାରୁ କିଛି ଶିଖିବା-ଏମାନେ ଭୁଲରୁ କିଛି ଜ୍ଞାନ ନିଶ୍ଚିତ ଶିଖନ୍ତି।ଚଣକ୍ୟ ଙ୍କ ନୀତି ଅନୁସାରେ ଆପଣ ଖାଲି ନିଜ ଭୁଲ ରୁ ଉଚିତ ଶିକ୍ଷା ପାଇପାରିବେନି,ଅନ୍ୟମାନଙ୍କ ଭୁଲରୁ ମଧ୍ୟ ଜାଣିପାରିବେ।ଆଉ ଯଦି ତାଙ୍କ ଭୁଲ ତାଙ୍କୁ କହିବା ସେ ଓଲଟା ଆମକୁ କହିବେ,ତ ତାଙ୍କୁ ଭୁଲ ତାଙ୍କୁ ନ କହି ତାଙ୍କୁ ଭୁଲ ଏଉ ଉଚିତ ଶିକ୍ଷା ଲାଭ କରିବାଏମାନେ ଜଣା ପଡନ୍ତି କିଛି ନ ଜାଣିଲା ଭଳି ହେଲେ ସବୁ କିଛି ଜାଣିଥାନ୍ତି।ନିଜେ କେବେହେଲେ କୁହନ୍ତିନି କି ସେ ସବୁ ଜାଣିଛନ୍ତି ବୋଲି।ଲୋକମାନେ ୟାଙ୍କୁ ଆଡୁ ସାଡୁ କୁହନ୍ତି,ଏମାନେ ଦୁଃଖ ପ୍ରକାଶ କରନ୍ତି ହେଲେ ବହୁତ ଜଲଦି ଏମାନେ ସେଥିରୁ ଫେରି ଆସନ୍ତି।

Leave a Reply

Your email address will not be published. Required fields are marked *