June 21, 2025

Odia Express

Here, There and Everywhere

ଦେଖନ୍ତୁ ଜେଠାଲାଲ୍ ଙ୍କ ରିୟଲ୍ ଲାଇଫ୍ ରେ ସ୍ତ୍ରୀ, ସୁନ୍ଦରତା ମାମଲାରେ ନୁହନ୍ତି କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି ସେ..

ତାରକ୍ ମେହେଟ୍ଟା କା ଉଲଟା ଚଷମା ସିରିଆଲ୍ ଲୋକଙ୍କ ପସନ୍ଦର ସିରିଆଲ୍ ରୁ ଗୋଟେ ଅଟେ, ଏହାର କମେଡି ଏମିତି କି ସମସ୍ତେ ଦିୱାନା ହୋଇଛନ୍ତି , ଏହି ସିରିଆଲ୍ ଆରମ୍ଭ ହେବାର ୮ ବର୍ଷ ହୋଇସାରିଛି, ୨୮ ଜୁଲାଇ ୨୦୦୮ କୁ ଏହି ସିରିଆଲ୍ ର ପ୍ରଥମ ଏପିସୋଡ୍ ଆସିଥିଲା , ଏହାପରେ ସିରିଆଲ୍ ଲୋକେ ବହୁତ୍ ଦେଖିବାକୁ ଲାଗିଲେ , ସିରିଆଲ୍ ଯେତେ ପୁରୁଣା ହେଉଥିଲା ତେବେ ଲୋକଙ୍କର ମନରେ ଏହା ଛାପ ଛାଡିଦେଉଥିଲା , ଏହି ସିରିଆଲ୍ ର ନିର୍ମାଣ ନିଲା ଅସିତ୍ ମୋଦୀ ଓ ଅସିତ୍ କୁମାର ମୋଦୀ କରିଛନ୍ତି , ଏହା ସବୁଠାରୁ ଅଧିକା ଲୋକପ୍ରିୟ ସିରିଆଲ୍ ଅଟେ  ଏହି ପ୍ରୋଗାମରେ ବହୁତ ପରିବାର ଏକାସାଙ୍ଗେ ଗୋଟିଏ ସୋସାଇଟିରେ ରହନ୍ତି , ଯାହାଙ୍କ ନାଁ ଗୋକୁଲାଧାମ ସୋସାଇଟି ଅଟେ,  ଏଠାରେ ବହୁତ ଧର୍ମର ଲୋକେ ଏକା ସାଙ୍ଗେ ରୁହନ୍ତି , ଏମାନଙ୍କ ମଧ୍ୟରେ ଗୋଟିଏ ପରିବାର ହୋଇଥାଏ ଯାହାକୁ ଜୈନଧର୍ମ କୁହାଯାଇଛି, ଏହି ପରିବାର ସଦସ୍ୟ ଯାହାଙ୍କ ନାଁ ଜେଠାଲାଲ୍ ସେ ସବୁବେଳେ ହଇରାଣ ହୁଅନ୍ତି , ଓ ସବୁ ଲୋକଙ୍କୁ ହସାଇଥାନ୍ତି

କହିଦେବୁ କି ତାରକ ମେହେଟ୍ଟା କା ଉଲଟା ଚଷମା ପ୍ରମୁଖ ଅଭିନୟରେ ଜେଠାଲାଲ୍ ଲୋକପ୍ରିୟ ହୋଇସାରିଛନ୍ତି , ଦିଲ୍ଲୀପ ଜୋଶୀଙ୍କ ଅସଲି ନାଁରେ ନଜଣାଯାଇ ଏବେ ଜେଠାଲାଲ୍ ନାଁରେ ଜଣାଯାଉଛନ୍ତି । ସାତ ବର୍ଷରୁ ଜାରି ଏହି ସିରିଆଲ୍ ଦିଲ୍ଲୀପ ଜୋଶୀଙ୍କୁ ଏତେ ବ୍ୟସ୍ତ କରିରଖିଛି କି ତାଙ୍କ ପାଖରେ ଆଉ କିଛି କରିବାକୁ ସମୟ ନାହିଁ , ୧୯୮୯ରେ ଗୁଜୁରାଟି ରଙ୍ଗମଞ୍ଚକୁ ଛାଡିକରି ମୁମ୍ବାଇ ଆସିଥିବା ଦିଲ୍ଲୀପ ଫିଲ୍ମ କ୍ୟାରିୟର ଏତେ ଚାଲିପାରିଲା ନାହିଁ , କିନ୍ତୁ ଏହାର ଅଫଶୋଷ ସେ କରୁନାହାନ୍ତି , ସେ କହନ୍ତି କି ବଲିଉଡ୍ ରେ କଡା ମୁକାବଲା ଅଛି ,ମୋର ଭାଗ୍ୟ ସେଠାରେ ଚାଲି ପାରିଲା ନାହିଁ ,ଟିଭିରେ ଚାଲିପାରିଲା,  ଏବେ ତାରକ୍ ମେହେଟ୍ଟ୍ କା ଉଲଟା ଚଷମା ମୋତେ ସବୁ କିଛି କରିବାକୁ ଦେଉଛି , ରୋମାନ୍ସ, ଆକ୍ସନ୍, ଇମୋସନ୍ , ମୁଁ କେଉଁ ବଲିଉଡ୍ ହିରୋ ଠୁ କମ୍ କି ?

ଆଜି ଆମେ କହିବାକୁ ଯାଉଛୁ ଜେଠାଲାଲଙ୍କ ରିୟଲ୍ ଲାଇଫ୍ ସ୍ତ୍ରୀଙ୍କ ବିଷୟରେ , ଯିଏ ଦୟା ଭାବିଙ୍କ ଠାରୁ କମ୍ ସୁନ୍ଦର ନୁହନ୍ତି , ଶୋରେ ଜେଠାଲାଲ୍ ଅଭିନୟ କରୁଥିବା ଅଭିନେତାଙ୍କ ଅସଲ ନାମ ଦିଲ୍ଲୀପ ଜୋଶୀ ଅଟେ ତାଙ୍କର ଜନ୍ମ ୨୬ ମେ ୧୯୬୮ କୁ ପୋରବନ୍ଦରରେ ହୋଇଥିଲା,  ଓ ତାଙ୍କର ବୟସ ୫୦ ବର୍ଷ ଅଟେ,  ସେ ଟିଭି ଜଗତର ସହ କିଛି ଫିଲ୍ମରେ ବି କାମ କରିସାରିଛନ୍ତି , ସେ ସଲମାନ ଖାନ୍ ଓ ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରିଛନ୍ତି ।

ଆପଣଙ୍କୁ କହିଦେବୁ କି ତାଙ୍କ ସ୍ତ୍ରୀଙ୍କ ନାଁ ଜୟମାଳା ଜୋଶୀ ଅଟେ ,ଯିଏକି ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି , ଦିଲ୍ଲୀପ  ଜୋଶୀଙ୍କ ସ୍ତ୍ରୀ ଜଣେ ଗୃହିଣୀ ଅଟନ୍ତି । କିନ୍ତୁ ଦିଲ୍ଲୀପ ଜୋଶୀଙ୍କ ସହ ଜୟମାଳା ଜୋଶି ବହୁତଥର ଆୱାର୍ଡ ଫଙ୍କସନରେ ନଜର ଆସିସାରିଛନ୍ତି , ଆପଣଙ୍କୁ କହିଦେବୁ କି ଜୟମାଳା ଓ ଦିଲ୍ଲିପ ଜୋଶି ଙ୍କ ଦୁଇଟି ଛୁଆ ଅଛନ୍ତି , ଯାହାଙ୍କ ନାଁ ରିତ୍ୱିକ୍ ଜୋଶୀ ଓ ନିୟତି ଜୋଶୀ ଅଟେ । ଜେଠାଲାଲ୍ ଦିଲ୍ଲୀପ ଜୋଶୀଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ସଲମାନ ଖା ଙ୍କ ସହ ମୈନେ ପ୍ୟାର୍ କିୟା, ହମ୍ ଆପକେ ହୈ କୌନ୍ ଓ ସାହାରୁଖ୍ ଖାନ୍ ଙ୍କ ସହ ଫିର୍ ବି ଦିଲ୍ ହୈ ହିନ୍ଦୁସ୍ଥାନୀ ପରି ଫିଲ୍ମରେ କାମ କରିବାପରେ ଦିଲ୍ଲୀପ ଜୋଶୀଙ୍କ ଫିଲ୍ମୀ ପାରି ଫ୍ଲପ୍ ରହିଲା , କିନ୍ତୁ ଯେବେ ଟିଭି ଶୋରେ ସେ ଜେଠାଲାଲ୍ ହୋଇକରି ଆସିଲେ ତେବେ ତାଙ୍କର ଭାଗ୍ୟ ଆଉଥରେ ପରିବର୍ତ୍ତନ ଦେଖାଦେଲା ,

Leave a Reply

Your email address will not be published. Required fields are marked *