June 27, 2025

Odia Express

Here, There and Everywhere

ଅକ୍ଷୟ କୁମାରଙ୍କ ପୁଅ ଆରବ କେବଳ ୧୬ ବର୍ଷର ବୟସରେ ବାହାରିଲେ ବାପାଙ୍କ ଠାରୁ ଆଗୁଆ – ମା ଟ୍ୱିଙ୍କଲ୍ କହିଲେ ଏପରି କଥା..

ବଲିଉଡ୍ ରେ ଖିଲାଡି ଅକ୍ଷୟ କୁମାର ଓ ତାଙ୍କ ସ୍ତ୍ରୀ ଟ୍ୱିଙ୍କଲ୍ ବହୁତଥର ଚର୍ଚ୍ଚାର ଘେରରେ ଆସନ୍ତି , ନିଜ ଜୀବନ ବିଷୟରେ ଏହି ଦୁହେଁ କାହା ସହ କିଛି କଥା ସେୟାର୍ କରିବାକୁ ପସନ୍ଦ କରନ୍ତି ନାହିଁ , କିନ୍ତୁ ତାଙ୍କର ଏହିପରି ଷ୍ଟାରଡମ୍ ଅଛି ଯାହା ଏତେ ବଡ କଥା ନୁହେଁ ଯଦି ତାଙ୍କ ସହ କିଛି ଯୋଡି ହୋଇଥିବା ମିଡିଆରେ ଖବର ଆସିଯାଉ ପଛେ , ଏବେ କହିଲେ ଟ୍ୱିଙ୍କିଲ୍ ଓ ଅକ୍ଷୟ ଆଜିକାଲି ନିଜ ପୁଅ ଆରବକୁ ନେଇକରି ଅଧିକା ଚର୍ଚ୍ଚାରେ ଅଛନ୍ତି , କିନ୍ତୁ ଏହି ବିଷୟରେ ଦୁହେଁ ନିଜ ବିଷୟରେ ବି କହିଛନ୍ତି , ଅଭିନେତା ଅକ୍ଷୟ କୁମାର ଓ ତାଙ୍କ ସ୍ତ୍ରୀ ଟ୍ୱିଙ୍କିଲ୍ ଖାନା ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଆକ୍ଟିଭ୍ ନଜର ଆସନ୍ତି  ବୋଧେ ଏହି କାରଣରୁ କି ସେ ନିଜ ଜୀବନରେ ଯୋଡି ହୋଇଥିବା ଖବର ନିଜର ଫ୍ୟାନ୍ସଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛନ୍ତି

ଏହା ଆମେ ସମସ୍ତେ ଜାଣିଛେ କି ଅକ୍ଷୟ କୁମାର ବଲିଉଡ୍ ରେ ଅଭିନୟ କରି ନିଜର ବହୁତ ନାଁ କମାଇ ସାରିଛନ୍ତି ସେମିତି ତାଙ୍କ ସ୍ତ୍ରୀ ଟ୍ୱିଙ୍କିଲ୍ ନିଜ ବଲିଉଡ୍ କ୍ୟାରିୟର ଶେଷ କରିସାରିଛନ୍ତି , ଟ୍ୱିଙ୍କିଲ୍ ଙ୍କ ମାନିଲେ ସେ ପ୍ରଥମରୁ ଅଭିନୟରେ ରୁଚି ରଖିନଥିଲେ , ଯାହାର କାରଣରୁ ସେ ଏବେ ରାଇଟିଙ୍ଗ୍ କାମ କରୁଛନ୍ତି , ବହୁତଥର ଏମିତି ଦେଖାଯାଉଛି କି ସେ ନିଜ କେଉଁ କାରଣରୁ ଷ୍ଟାର୍ କିଡସ୍ ମିଡିଆ ରେ ଚର୍ଚ୍ଚିତ ରୁହନ୍ତି , କିନ୍ତୁ ଏହା ଏମିତି ଅକ୍ଷୟଙ୍କ ପୁଅ ଆରବ ସହ ନାହିଁ , ଆରବ ନିଜ ରିୟଲ୍ ଲାଇଫ୍ ରେ ବହୁତ ବ୍ୟସ୍ତ ରୁହନ୍ତି , ଏମିତିରେ ତାଙ୍କ ମା ଟ୍ୱିଙ୍କିଲ୍ କିଛି ଫଟୋ ସେୟାର୍ କରିଛନ୍ତି , ଯେଉଁଥିରେ ସେ ଆରବ ବିଷୟରେ କହିଛନ୍ତି । ଏହି ପୋଷ୍ଟରେ ମା ଟ୍ୱିଙ୍କିଲ୍ ପୁଅ ଆରବ ପାଇଁ ବନା ହୋଇଥିବା କିଛି ଖାଦ୍ୟ ଜିନିଷ ସେୟାର୍ କରିଛନ୍ତି , ଫଟୋର ତଳେ କାପସନରେ ଟ୍ୱିଙ୍କଲ୍ ଲେଖିଛନ୍ତି କି ମୋର ଟିନିଜର୍ ନିଜେ ଡିନର୍ ଓ ଡେଜର୍ଟ ବନାଇଥାଏ , ମେନୁରେ ମିସୋ ଏବୋକାର୍ଡୋ ସାଲାଡ୍ , ମଶରୁମ୍ ରିସୋର୍ଟ୍ଟୋ ଚକଲେଟ୍ ସଫଲ୍, ଓ ଚିକେନ୍ ସ୍କ୍ୟୁବର୍ସ ଅଛି ।

ଅକ୍ଷୟ ସବୁବେଳେ ନିଜ ଅଭିନୟ ଓ କମେଡିରେ ନିଜ ଜଲୱା ଦେଖାଇଥାନ୍ତି , କିନ୍ତୁ ନିଜ ଜୀବଅରେ ସେ ଖାଇବା ତିଆରି କରିବା ଅକ୍ଷୟଙ୍କ କିଛି ସଉକ ଲୋକପ୍ରିୟ ଅଛି,  କେବେ କେବେ ଫଟୋରେ ଘରେ ଖାଇବା ତିଆରି କରିବାରେ ନଜର ଆସନ୍ତି , ଏତିକି ନୁହେଁ ବରଂ ସ୍ତ୍ରୀ ଟ୍ୱିଙ୍କିଲ୍ ତାଙ୍କ ଖାଦ୍ୟର ପ୍ରଶଂସା କରନ୍ତି , ଅକ୍ଷୟଙ୍କ କହିଲେ ତେବେ ନିଜେ ସାର୍ବଜନିକ ହିସାବରେ ଏହି କଥାକୁ ମାନନ୍ତି କି କେଉଁଠି ବନାଇବାର ଅଛି ଯାହା ବହୁତ ପସନ୍ଦ ଅଟେ ।

ଏବେ ଆରବଙ୍କ ବୟସ ମାତ୍ର ୧୬ ବର୍ଷର୍ ଅଟେ,  କିନ୍ତୁ ବୋଧେ ଅକ୍ଷୟଙ୍କ ବ୍ୟକ୍ତିତ୍ୱର ପ୍ରଭାବ ତାଙ୍କୁ ବି ଖାଇବା ବନାଇବାରେ ଇଚ୍ଛା ଅଛି,  ଆରବ ଏବେ ଲାଇମ୍ ଲାଇଟ୍ ରୁ ଦୁରରେ ଅଛନ୍ତି , ଯାହାର କାରଣ ଏବେ ସେ ନିଜ ପାଠପଢାକୁ ନେଇ ଲଣ୍ତନରେ ଅଛନ୍ତି , ତାହା ସହ ଅକ୍ଷୟ ଓ ଟ୍ୱିଙ୍କିଲ୍ ଏହି କଥା କହିଛନ୍ତି କି ନିଜ ଛୁଆଙ୍କୁ ଲାଇମ୍ ଲାଇଟ୍  ରୁ ଦୁରରେ ରଖିବା ସହ ତାଙ୍କର ଭଲ ଉନ୍ନତି ଦେଖିବାକୁ ଚାହୁଁଛନ୍ତି । ଓ ବହୁତ କମ୍ ଲୋକ ଜାଣିଛନ୍ତି କି ଏହି ଦୁହେଁଙ୍କର ଗୋଟିଏ ଝିଅ ବି ଅଛି ।

Leave a Reply

Your email address will not be published. Required fields are marked *