December 27, 2024

Odia Express

Here, There and Everywhere

ଆଜିର ଚତୁର ପ୍ରଶ୍ନ – ଗୋଟେ ବାପା ନିଜ ଝିଅକୁ ଗୋଟିଏ ଫଳ ଦେଇକରି କହିଲା ଭୋକ ଲାଗିଲେ ଖାଇନେବ , ଶୋଷ ଲାଗିଲେ ପିଇନେବ , ଥଣ୍ତା ଲାଗିଲେ ଜଳାଇଦେବ , କୁହ କଣ ସେଇ ଜିନିଷ..

1 min read

ବନ୍ଧୁଗଣ, ୟୁପିଏସ୍ ସି ପରୀକ୍ଷା ପାସ୍ କରିବାପରେ କ୍ୟାଣ୍ତିଡେଟ୍ସ ଙ୍କୁ ପର୍ସନାଲ୍ ଡିଟେଲ୍ସ ସହ ଯୋଡି ହୋଇଥିବା ଏକ ଫର୍ମ ଭରିବାକୁ ପଡିଥାଏ । ଏହାକୁ DAF(Detailed Applications Form) କହନ୍ତି । ଇଣ୍ଟରଭ୍ୟୁ ସିଭିଲ୍ ସେବା ପରୀକ୍ଷାର ଅନ୍ତିମ ଚରଣ ଅଟେ,  ଆଇଏଏଏସ୍ ଇଣ୍ଟରଭ୍ୟୁରେ ବହୁତ ସାରା କ୍ୟାଣ୍ତିଡେଟ୍ସ ଫେଲ୍ ହୋଇଯାଇଥାନ୍ତି ଓ ଆସିଥିବା ଚାକିରି ହାତ ଛଡା ହୋଇଯାଏ । ଏହାର କାରଣ ଇଣ୍ଟରଭ୍ୟୁରେ ପଚାରାଯାଇଥିବା ଖତରନାକ ପ୍ରଶ୍ନର ଉତ୍ତର ନଦେଇପାରିବା । ଇଣ୍ଟରଭ୍ୟୁରେ ଏମିତି ଟ୍ରିକି ପ୍ରଶ୍ନ ପଚାରାଯାଏ ଯାହା କ୍ୟାଣ୍ତିଡେଟ୍ ଙ୍କ ଦିମାଗ ବୁଲାଇଦେଇଥାଏ । ସେ ପ୍ରଶ୍ନ ବହୁତ ସହଜ ହୋଇଥାଏ । କିନ୍ତୁ ତତକାଳ ତାହାକୁ ବୁଝିବାକୁ କ୍ୟାଣ୍ତିଡେଟ୍ ଙ୍କ ଝାଳ ବାହାରିଯାଏ , ଆଜି ଆମେ ଆପଣଙ୍କୁ ଏମିତି କିଛି ଖତରନାକ ପ୍ରଶ୍ନ ବିଷୟରେ ଅବଗତ କରାଈବୁ , ଯାହାକୁ ଉତ୍ତର ଦେବାରେ ବହୁତ ମଜା ଆସିବ ।

୧) ଗୋଟେ ବାପା ନିଜ ଝିଅକୁ ଫଳ ଦେଇକରି କହିଲା ଭୋକ ଲାଗିଲେ ଖାଇନେବ , ଶୋଷ ଲାଗିଲେ ପିଇନେବ , ଥଣ୍ତା ଲାଗିଲେ ଜଳାଇଦେବ , କୁହ କେଉଁ ଫଳ ସେଇଟା ? ଉତ୍ତର : ନଡିଆ

୨) ଏମିତି କେଉଁ ଜିନିଷ ଅଛି ଯାହା ଥରେ କହିଲେ ହିଁ ଭାଙ୍ଗିଯାଏ ? ଉତ୍ତର : ଏହାର ଉତ୍ତର ହେଲା ନିରବତା ।

୩) ଏଣ୍ତୁଅ ନିଜ ରଙ୍ଗ କିପରି ବଦଳାଇଥାଏ ? ଉତ୍ତର : ଏଣ୍ତୁଅର ଏକ ବିଶେଷ୍ୱତା ଅଛି କି ସେ ନିଜ ଶତ୍ରୁକୁ ଦେଖିଲେ ନିଜ ରଙ୍ଗ ବଦଲାଇଦିଏ , ଯାହା ଦ୍ୱାରା ସେ ନିଜ ଶତ୍ରୁଙ୍କ ଆଖିରେ ନଜର ଆସିବ ନାହିଁ, ଜିନେବା ୟୁନିଭରସିଟି ର ଜୀବ ବୈଜ୍ଞାନିକଙ୍କ ମୁତାବିକ, ଏଣ୍ତୁଅ ରଙ୍ଗ ବଦଲାଇବାର ପଛରେ ଏକ ଶାରରୀକ ପ୍ରକିୟା ଅଛି, ଏଣ୍ତୁଅ ମାହୋଲ୍ ହିସାବରେ ରଙ୍ଗ ବଦଳାଇଦିଏ , କାରଣ ତାହାର ତ୍ୱଚାରେ ଫଟୋନିକ୍ କ୍ରିଷ୍ଟାଲ୍ ନାମକ ପ୍ରସ୍ତର ହୋଇଥାଏ , ଏହି ପ୍ରସ୍ତର ପ୍ରକାଶର ପରିବର୍ତ୍ତନକୁ ପ୍ରଭାବିତ କରିଥାଏ , ଓ ଏଣ୍ତୁଅର ବଦଳୁଥିବା ରଙ୍ଗ ଦେଖାଯାଏ ।

୪) ମନୁଷ୍ୟର କେଉଁ ଅଙ୍ଗରେ ଏସିଡ୍ ମିଳିଥାଏ ? ଉତ୍ତର : ମୁତ୍ରାଶୟରେ , ମନୁଷ୍ୟର ୟୁରିନ୍ ରେ ପ୍ରାୟ ୧୦ ପ୍ରତିଶତ ଏସିଡ୍ ରହିଥାଏ ।

୫) ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ୪ ଟି ଛୁଆ ଜନ୍ମ କରିବାକୁ କହିଲେ ତେବେ ଆପଣ କରିବେ ? ଉତ୍ତର : ଏହି ପ୍ରଶ୍ନ ଏକ ମହିଳା କ୍ୟାଣ୍ତିଡେଟ୍ କୁ ପଚାରାଗଲା ତେବେ ସେ ଉତ୍ତରରେ କହିଲେ କି ମୁଁ ମୋର ସ୍ୱାମୀଙ୍କୁ ବୁଝାଇବି ଏହା ଠିକ୍ ନୁହେଁ , ତାପରେ ଯଦି ନ ମାନିଲେ ତେବେ ମୁଁ ରାଇଟ୍ ଟୁ ରିଜେକ୍ଟ ଅଧିକାରରେ ତାଙ୍କୁ ନା କହିବି ।

୬) ଆଙ୍ଗୁଠି ଚୁଟକି ମାରିବାରେ ଆବାଜ୍ କଣ ପାଇଁ ଆସିଥାଏ ? ଉତ୍ତର : ଆଙ୍ଗୁଠିରେ ଚୁଟକି ମାରିଲେ ହାଡର ଯୋଡରେ ଯେଉଁ ତରଳ ପଦାର୍ଥ ହୋଇଥାଏ , ସେଥିରେ ଫୁଟିବା କାରଣ ହୋଇଥାଏ , ଯେବେ ଥରେ ଯୋଡାରେ ବୁଲବୁଲା ଫୁଟିଯାଏ , ତେବେ ତାହାପରେ ଆଉଥରେ ବୁଲବୁଲା ହେବାର ୧୫ ରୁ ୨୦ ମିନିଟ୍ ଲାଗିଯାଏ ।

୭) ରମେଶ ଗୋଟେ ଦିନରେ ଗୋଟେ ହିଁ ସହରରେ ଦୁଇଟି ବିବାହ କଲା କିନ୍ତୁ କେହି ବି କିଛି କହିଲେ ନାହିଁ କଣପାଇଁ ? ଉତ୍ତର : ରମେଶ ପଣ୍ତିତଙ୍କ ନାଁ ଅଟେ ।

୮) ପ୍ଲେନ୍ ଆବାଜ୍ ତାର ଯିବାପରେ କଣପାଇଁ ଶୁଣିବାକୁ ମିଳେ ? ଉତ୍ତର : କାରଣ ଆଲୋକର ଗତି ଆବାଜର ଗତିରୁ ଅଧିକା ତେଜ୍ ହୋଇଥାଏ ।

୯)ମରିବାପରେ ଶରୀରର କେତେ ଓଜନ କମ୍ ହୋଇଯାଏ ? ଉତ୍ତର- ୨୧ ଗ୍ରାମ୍

୧୦) ମାଛିର ମୁହଁରେ କେତୋଟି ଦାନ୍ତ ହୋଇଥାଏ ? ଉତ୍ତର : ମାଛିର ମୁହଁରେ କିଛି ବି ଦାନ୍ତ ରହିନଥାଏ , ସେ ପତଳା ଜିଭରେ ଖାଇବାକୁ ଶୋଷିନିଏ ।

୧୧) A+T+*= ? ଉତ୍ତର : ୮୮

୧୨) ପ୍ଲେନର ସିଟ୍ ବେଲଟ୍ ଓ କାରର ସିଟ୍ ବେଲଟ୍ ଏତେ ଅଲଗା କଣ ପାଇଁ ହୋଇଥାଏ ? ଉତ୍ତର : କାରଣ ପ୍ଲେନରେ ସିଟ୍ ବେଲଟ୍ ରନୱେ ଲାଣ୍ତିଙ୍ଗ୍ ପାଇଁ ତିଆରି ହୋଇଥାଏ , ସେମିତି କାର୍ ସିଟ୍ ବେଲଟ୍ ଦୁର୍ଘଟଣାରୁ ବଞ୍ଚିବାପାଇଂ ଆପଣଙ୍କୁ ସ୍ଥିରତା ବନାଇବାରେ ତିଆରି ହୋଇଥାଏ ।

୧୩) କେଉଁ ଜୀବର ଆଖି ଖରାପ ହେଲେ ଆଉଥରେ ଆସିଯାଏ ? ଉତ୍ତର : ଗେଣ୍ତା ।

୧୪) ଏମିତି କେଉଁ ଜୀବ ଅଛି ଯାହାକୁ ଛୁଇଁଲେ କରେଣ୍ଟ ମାରିଥାଏ ? ଉତ୍ତର : Electric Eel ଏକ ମାଛ ଅଛି ଯାହା ପ୍ରାୟ ୧।୫୬ ରୁ ୨ ମିଟର ଲମ୍ବା ହୋଇଥାଏ ଓ ୬୦୦-୭୦୦ ଭୋଲଟର କରେଣ୍ଟ ମାରିପାରେ !

୧୫) ଆମର ଶରୀର ଚାରିପଟେ ମାଛିଗୁଡିକ କାହିଁକି ଘୁରିବୁଲନ୍ତି ? ଉତ୍ତର : କାର୍ବନ ଡାଇଅକ୍ସସାଇଡ୍ ର କାରଣରୁ , ମାନବ ଯେବେ ନିଶ୍ୱାସ ନେଇଥାଏ ତେବେ ଅକ୍ସିଜେନ୍ ଗ୍ୟାସ୍ ନେଇଥାଏ , ଓ କାର୍ବନ ଡାଇଅକ୍ସସାଇଡ୍ ଛାଡିଥଏ , ମାଛି ଏହି ଗ୍ୟାସକୁ ଆକର୍ଷିତ ହୋଇଥାନ୍ତି , ଏଥିପାଇଁ ମନୁଷ୍ୟ ଶରୀରରେ ଘୁରିବୁଲନ୍ତି ।

Leave a Reply

Your email address will not be published. Required fields are marked *