ମଜାଦାର ପ୍ରଶ୍ନ – ନଦୀ ଅଛି କିନ୍ତୁ ପାଣି ନାହିଁ,ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ,ସଡ଼କ ଅଛି କିନ୍ତୁ ଗାଡି ନାହିଁ,ସହର ଅଛି କିନ୍ତୁ ଘର ନାହିଁ।ଏହା କେଉଁ ସ୍ଥାନ ?ବୁଦ୍ଧି ଥିଲେ ଉତ୍ତର କୁହନ୍ତୁ
1 min readଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୧୦ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଏପରି ଚତୁରତାର ପ୍ରଶ୍ନ ଓ ଉତ୍ତର ବିଷୟରେ ଆଲୋଚନା ଆଜି କରିବା |ଯାହା ଆପଣ ଆଗରୁ କେବେ ଶୁଣି ନଥିବେ | ତେବେ ଯଦି ଆପଣାକୁ ଏହି ପ୍ରଶ୍ନ ଉତ୍ତର ଭଲ ଲାଗେ ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-କେଉଁ ଜୀଵ ଖାଦ୍ୟ ଖାଏ ନାହିଁ କିମ୍ବା ପାଣି ପିଏ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନିର୍ଜୀବ।
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ତାହା କଣ ଯାହାଠାରୁ ଆପଣ ସବୁ ନେଇଯିବେ ହେଲେ ତାପାଖରେ କିଛି ରହିଯିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସବୁକିଛି।ଆପଣ ସବୁକିଛି ରୁ ସବୁ ନେଇଯିବେ ତ କିଛି ରହିଯିବ।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଯଦି ରାମୁର ବଗିଚାରେ ମିଶ୍ର ବାବୁଙ୍କ କୁକୁଡ଼ା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଣ୍ଡାଟି କୁକୁଡାର ହେବ।
ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ମୁଁ ଲେଖା ପଢ଼ା କାମରେ ଆସେ କିନ୍ତୁ ମୁଁ ବହି,ଖାତା,କଲମ କିଛି ନୁହେଁ ତାହେଲେ ମୁଁ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚଷମା।
ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଜଣେ ବ୍ୟକ୍ତି ତିରିଶି ଦିନ ନଶୋଇ କେମିତି ବଞ୍ଚି ପାରିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାତିରେ ଶୋଇବ ଦିନରେ ଶୋଇବାର କୌଣସି ଆଵଶ୍ୟକତା ନାହିଁ।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣି ଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନିଜ ଘୁଙ୍ଗୁଡ଼ି।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-କଳା ଘୋଡା ଧଳା ଚଢ଼ାଳି ଜଣଙ୍କ ପରେ ଆଉ ଜଣଙ୍କ ପାଳି।ଏହାର ଉତ୍ତର କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାୱା ଏବଂ ରୁଟି।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଗୋଟେ ବୁଢୀର ବାରଟି ପୁଅ ଆଉ ପ୍ରତ୍ୟକ ପୁଅଙ୍କ ପାଞ୍ଚ ପାଞ୍ଚ ଟି ପୁଅ।ପରିବାରରେ ୬୦ ଲୋକ,କାଚ ଘରେ କରନ୍ତି ବାସ ଏହାର ଉତ୍ତର କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘଣ୍ଟା।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଜଣେ ଚୋର ନିଜ ବନ୍ଧୁକ ଦେଖେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ଲକର ପାସାୱାର୍ଡ଼ ପଚାରିଲା।ବ୍ୟାଙ୍କ ମ୍ୟାନେଜର ଭୟରେ କହିଦେଲେ ପାସୱାର୍ଡ ସବୁବେଳେ ଚେଞ୍ଜ ହୋଇଥାଏ।ଚୋର ବୁଦ୍ଧିମାନ ଥିଲା ଓ ଚୋରି କରିବାରେ ସଫଳ ହେଲା।କିପରି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାସୱାର୍ଡ ଚେଞ୍ଜ ଥିଲା।ଏହାର ଅର୍ଥ ସେ ପାସୱାର୍ଡ change ମାରିଲା।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ନଦି ଅଛି କିନ୍ତୁ ପାଣି ନାହିଁ,ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ,ସଡ଼କ ଅଛି କିନ୍ତୁ ଗାଡି ନାହିଁ,ସହର ଅଛି କିନ୍ତୁ ଘର ନାହିଁ।ଏହା କେଉଁ ସ୍ଥାନ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାନଚିତ୍ର।
ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।