December 27, 2024

Odia Express

Here, There and Everywhere

ସବୁଠୁ ମଜାଦାର ୧୦ ଓଡ଼ିଆ ଜୋକ୍ସ : ପପୁ ଗୋଟିଏ ଝିଅ ସହ ପାର୍କରେ ବସିଥିଲା , ତାପରେ ପପୁ କହିଲା- କଣ ମୁଁ ପ୍ରଥମ ପୁଅ ଅଟେ ଯାହାପାଇଁ ତୁମେ ପାର୍କରେ ବସିଛ ତାପରେ ଝିଅ ଯାହା କହିଲେ

1 min read

ଗୋଟିଏ ସୁସ୍ଥ୍ୟ ଜୀବନ ବ୍ୟତିତ କରିବାପାଇଁ ଖୁସି ରହିବା ବହୁତ ଜରୁରୀ ହୋଇଥାଏ , ଓ ବ୍ୟକ୍ତି ତେବେ ଖୁସି ରହିପାରିବ ଯେବେ ତାର ମନ ପ୍ରସନ୍ନ ହୋଇଥିବ । ଏବେ ପ୍ରଶ୍ନ ଏହା କି ନିଜକୁ କିପରି ଖୁସି ରଖିପାରିବା । ସେମିତି ଖୁସି ରହିବାପାଇଁ ହଜାର ତରିକା ଅଛି କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ନେଇକରି ଆସିଛୁ ସହଜ ତରିକା ଯାହା ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ଓ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ଆଶା କରୁଛୁ କି ଏହି ଜୋକ୍ସଗୁଡିକ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ ।

ପପୁର ସ୍ତ୍ରୀ ରୋମାଣ୍ଟିକ୍ ମୁଡ୍ ରେ ଥିଲା , ସେ ପୁରା ବେଡ୍ ରେ ହାତ ଗୋଡ ଲମ୍ବାଇ ଶୋଇଥିଲା , ଯେପରି ପପୁ ରୁମ୍ ରେ ଆସିଲା ତେବେ ସେ ହସିକରି କହିଲା, କିଛି ବୁଝିପାରୁଛ ? ପପୁ-ହଁ ଆଜି ପୁରା ବେଡ୍ ରେ ତୁ ଏକେଲା ଶୋଇବାକୁ ଚାହୁଁଛୁ ନା ? ଚାଲ୍ ଯା ଶୋଇଯା ଆଜି ମୁଁ ସୋଫାରେ ଶୋଇଯାଉଛି ।

ଯେମିତି ଥଣ୍ତାର ଦିନ ଆସୁଛି , ସେମିତି ସକାଳ ସମୟରେ ବିଛଣାର ଗୁରୁତ୍ୱଆକର୍ଷଣ ବି ବଢିବାରେ ଲାଗିଛି ।

ପପୁ ଗୋଟେ ଝିଅ ସହ ପାର୍କରେ ବସିଥିଲା , ପପୁ କହିଲା –କଣ ମୁଁ ପ୍ରଥମ ପୁଅ ଅଟେ ଯାହା ପାଇଁ ତୁମେ ପାର୍କରେ ଆସିଛ ଓ ପ୍ରେମ କଲ, ଝିଅ- ଆରେ ୟାର୍-ତୁମେ ସବୁ ପୁଅ ଗୋଟିଏ ପ୍ରକାରର ପ୍ରଶ୍ନ କରୁଛ !

ମେଁ ନିକଲା ଗଡ୍ଡି ଲେକେ ସଡକ ପେ ଏକ ହୋଲ୍ ଆୟା, ମେଁ ସାରା ଜଗ୍ ଛୋଡ୍ ଆୟା ।

ଗୋଟେ ଝିଅ ନିଜ ପକେଟ୍ ରେ ଆଇଫୋନ୍ ୧୦ ନେଇ ରାସ୍ତାରେ ଯାଉଥିଲା , ତେବେ ତାର ଗୋଡ ଖସିଲା ଓ ସେ ତଳେ ଗଳିପଡିଲା , କିଛି ଭାଙ୍ଗିବାର ଶବ୍ଦ ଆସିଲା ତେବେ ସେ ନିଜ ମନକୁ ଚାପି କହିଲା ଭଗବାନ କରନ୍ତୁ ହାଡ ଭାଙ୍ଗିଥାଉ ।

ସେ ଦିନ ବି ଆଉ ଦୁରେ ନାହିଁ ଯେବେ ଆମକୁ ରାସ୍ତାରେ ବସରେ ପୋଷ୍ଟର୍ ଲାଗିଥିବାର ଦେଖିବାକୁ ମିଳିବ , ୧୫ ଦିନରେ ଫେସବୁକ୍, ହ୍ୱାଟ୍ସଆପ୍ ଛଡାନ୍ତୁ , ଅଭ୍ୟାସଗତ ବ୍ୟକ୍ତିଙ୍କୁ ଆମ ପାଖକୁ ଆଣନ୍ତୁ ଓ କିଛି ସମୟରେ ଛଡାନ୍ତୁ। ସବୁ ଶୁକ୍ରବାର ଓ ମଙ୍ଗଳବାର ।

ଜଣେ ବ୍ୟକ୍ତି ଏକ ସୁନ୍ଦର ମହିଳାଙ୍କୁ ଦେଖିଲା , ସେ ବ୍ୟକ୍ତି ସେ ମହିଳାଙ୍କ ପାଖକୁ ଗଲା ଓ କହିଲା ମୋତେ ଆପଣଙ୍କୁ ବହୁତ ପ୍ରେମ ଅଛି ଓ ଆପଣଙ୍କ ସହ ଜୀବନ ଅତିବାହିତ୍ କରିବାକୁ ଚାହୁଁଛି, ଏବେ ମୁଁ ଜଣେ ସାଧାରଣ ବ୍ୟକ୍ତି ଅଛି କିନ୍ତୁ କିଛି ବର୍ଷ ପରେ ମୋର ବାପାଙ୍କ ଗମ୍ଭିର ଅବସ୍ଥାରେ ଅଛନ୍ତି , ତାଙ୍କର ଦେହାନ୍ତ ପରେ ୩୦୦ କୋଟିର ମାଲିକ ହୋଇଯିବି , ମହିଳା ଇମ୍ପ୍ରେସ୍ ହୋଇକରି ତାଙ୍କର ବିଜନେସ୍ କାର୍ଡ ମାଗିଲେ ଏକ ମାସ ପରେ ସେ ମହିଳା ସେହି ବ୍ୟକ୍ତିର ସଉତୁଣି ମା ହୋଇଗଲେ ।

ସ୍ୱାମୀ ଛୋଟେଇ ଛୋଟେଇ ଘରୁ ବାହାରକୁ ବାହାରୁଥିଲା,  ଶାଶୁ କହିଲେ କଣ ହେଲା ଜ୍ୱାଇଁପୁଅ ଏମିତି କଣ ପାଇଁ ଚାଲୁଛ ? ଜ୍ୱାଇଁପୁଅ- ତୁମର ଝିଅ ମୋର ଗୋଡ ଭାଙ୍ଗିଦେଇଛି , ଶାଶୁ- ଓହଃ ଠିକ୍ ଅଛି ସଂନ୍ଧ୍ୟା ବେଳରୁ ଜଲଦି ଘରକୁ ଆସିଯିବ , ତୁମର ଶଳାକୁ ଦେଖିବାକୁ ଝିଅଘର ଆସୁଛନ୍ତି , ଜ୍ୱାଇଁପୁଅ- ଆରେ ମୋର ନିଜର ପସନ୍ଦ ଏତେ ଖରାପ ଥିଲା , ତେବେ ଅନ୍ୟଙ୍କ ଡିସିଜନ୍ ରେ ମୁଁ କଣ କରିବି ।

ବାନ୍ତା ନିଜ ସ୍ତ୍ରୀ ସହ କଫି ହାଉସ୍ ଗଲା , ବାନ୍ତା ନିଜ ସ୍ତ୍ରୀକୁ କହିଲା କଫି ଜଲଦି ପିଇଦିଅ, ନହେଲେ ଥଣ୍ତା ହୋଇଯିବ , ସ୍ତ୍ରୀ ପଚାରିଲା କଣ ହେଲାକି ? ବାନ୍ତା ତୁ ମେନୁ କାର୍ଡ ଦେଖିନୁ କି ? ହଟ୍ କଫି-୧୫ ଟଙ୍କା, ଓ କୋଲଡ୍ କଫି ୪୫ ଟଙ୍କା ।

ଡାକ୍ତର ଝିଅକୁ ପଚରିଲା ବାନ୍ତି ହେଉଛି କି ? ମହିଳା : ଆପଣ କହିଲେ ମୋର ହେଇଯାଉଛି , ଡାକ୍ତର ବେହୋସ୍ ।

ପପୁ ଗୋଟିଏ ଝିଅ ସହ ପାର୍କରେ ବସିଥିଲା , ପପୁ- କଣ ମୁଁ ପ୍ରଥମ ପୁଅ ଅଟେ କି ଯାହାପାଇଁ ତୁମେ ପାର୍କରେ ଆସିଛ ଝିଅ କହିଲା ଆରେ ୟାର୍ ତୁମେ ସବୁ ପୁଅ ଏହି ଗୋଟିଏ ପ୍ରଶ୍ନ ପଚାରୁଛ !

ଶିକ୍ଷକ- ପୁଅ ମାନିନିଅ, ଯଦି ଚୋର ପଛର କବାଟ ଦେଇ ଘରେ ପଶିଆସିଲେ ତେବେ ତୁମେ କଣ କରିବ,  ଛାତ୍ର- ଏମିତି ସ୍ଥିତିରେ ନମ୍ବର ପଛରୁ ଆରମ୍ଭ କରିଦେବି ପ୍ରଥମେ ୦୦୧ ରେ କଲ୍ କରିବି,  ଯାହାଦ୍ୱାରା ପୋଲିସ୍ ପଛପଟ କବାଟ ଦେଇପାସିବେ ଶିକ୍ଷକ ବେହୋସ୍ ।

Leave a Reply

Your email address will not be published. Required fields are marked *