ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ – ମୋ ଠାରୁ ପ୍ରଥମ ଲେଟର ନେଇ ଯାଅ କିମ୍ବା ଶେଷ ଲେଟର କିମ୍ବା ସମସ୍ତ ଲେଟର ନେଇ ଯାଅ।ମୁଁ କିନ୍ତୁ ସବୁବେଳେ ସମାନ ରହିବି।ମୁଁ କିଏ ?
1 min readନମସ୍କାର ପ୍ରିୟ ପାଠକଗଣ |ଆପଣ ଏହି ନୂଆ ଜ୍ଞାନ ଜାଣିବା ପାଇଁ ଇଚ୍ଛା କରିଛନ୍ତି ମାନେ ଆପଣ ନିଶ୍ଚୟ ଜଣେ ଜ୍ଞାନୀ ହେବ ପାଇଁ ସବୁବେଳେ ଚେଷ୍ଟା କରନ୍ତି ଏହା ଆପଣ ଏବେ ସ୍ପଷ୍ଟ କରିଛନ୍ତି |ତେବେ ଜୀବନରେ ଆଣେ ଜାଗାରେ ଆମଆକୁ ଅନେକ ଚତୁର ପ୍ରଶ୍ନ ର ସାମ୍ନା କରିବା ପାଇଁ ପଡେ |ତେବେ ସେପରି କିଛି ଚତୁର ପ୍ରଶ୍ନ ନେଇ ଆଜି ଅମେବ ଆପଣଙ୍କ ପାକହାକୁ ଅଶିଚୁ |ଯାହାର ଉତ୍ତର ଗୁଡିକ ଅତ୍ୟନ୍ତ ଚତୁରତାପୂର୍ଣ ଅଟେ |ତେବେ ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ନ ବାଜିଲେବି ବହୁତ ଆଘାତ ଦିଏ,ସେଇଟା କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟୁ ବାଣୀ ବା କଷ୍ଟଦାୟୀ କଥା ଯାହା ଆମ ଦେହରେ ନବାଜିଲେ ମଧ୍ୟ ଆଘାତ ଦିଏ।
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-୨ କୁ ୨୦୦ ସହ ସହିତ ୪ ଥର ମିଶାଣ କଲେ ଆପଣ କଣ ପାଇବେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୦୨,୨୦୨,୨୦୨,୨୦୨।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଗତି କରେ କିନ୍ତୁ ଗୋଡ଼ ନାହିଁ।ତାର ବ୍ୟାଙ୍କ ଅଛି କିନ୍ତୁ ପଇସା ନାହିଁ।ସେ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଦୀ ବା ରିଭର।ଯାହାର ବ୍ୟାଙ୍କ ବା କୁଳ ଅଛି କିନ୍ତୁ ପଇସା ନାହିଁ।
ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଚାଇନାର ଲୋକମାନେ କାହିଁକି ପାକିସ୍ତାନର ଲୋକମାନଙ୍କ ଠାରୁ ଅଧିକ ଖାଆନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାଇନାର ଲୋକ ସଂଖ୍ୟା ଅଧିକ ବୋଲି ଚାଇନାର ଲୋକମାନେ ପାକିସ୍ଥାନର ଲୋକଙ୍କ ଅପେକ୍ଷା ଅଧିକ ଖାଆନ୍ତି।
ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-କେଉଁ ପଶୁ ଗଛ ଠାରୁ ଅଧିକ ଉଚ୍ଚ ଡେଇଁ ପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସବୁ ପଶୁ କାରଣ ଗଛ ଆଦୌ ଡେଇଁପାରେ ନାହିଁ ତେଣୁ ସବୁ ପଶୁ ଗଛ ଠାରୁ ଅଧିକ ଉଚ୍ଚ ଡେଇଁ
ପାରେ।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କଟକରେ ବାସ କରୁଥିବା ଗୋଟେ ଲୋକଙ୍କୁ ଭୁବନେଶ୍ୱର ରେ ଖବର ଦେବା ଏକ ଅପରାଧ କାହିଁକି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲୋକଟି ମରି ନାହିଁ।ଆଉ ସେ କଟକରେ ବାସ କରୁଛି ଓ ସେ ମଲା ପରେ ଆପଣ ତାଙ୍କୁ ଯେଉଁଠି ପାରିବେ ସେଠି କବର ଦେଇ ପାରିବେ।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ମୁଁ ଗୋଟେ ଅଡ଼ ନମ୍ବର୍ ଯଦି ଆପଣ ମୋତ୍ଯରୁ ଗୋଟେ ଲେଟର ନେଇ ଯାଅ ତାହେଲେ ମୁଁ ଇଭିନ ହୋଇଯିବି।ତେବେ କୁହ ମୁଁ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସେଭେନ (seven)।ଆମେ ଯଦି ସେଭେନ ରୁ ଏସ ନେଇ ଯିବା ତାହେଲେ ଆଉ ରହିବ ଇଭିନ।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଗୋଟେ ପେନ୍ସିଲକୁ କିଭଳି ଭବାରେ ଚଟାଣରେ ରଖିଲେ କେହି ଡେଇଁ ପାରିବେ ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦୁଇ କାନ୍ଥର ସଂଯୋଗ ସ୍ଥାନ ବା କଣ ରେ ରଖିଲେ ତାକୁ କେହି ଡେଇଁ ପାରିବେ ନାହିଁ।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ମୁଁ ଗୋଟିଏ ଗ୍ରିନ ହାଉସ ମୋ ଭିତରେ ଏକ ହ୍ଵାଇଟ ହାଉସ ଅଛି।ହ୍ଵାଇଟ ହାଉସ ଭିତରେ ଗୋଟେ ରେଡ଼ ହାଉସ ଅଛି।ଆଉ ରେଡ଼ ହାଉସ ଭିତରେ ବହୁତ ଗୁଡିଏ ପିଲା ଅଛନ୍ତି।ମୁଁ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତରଭୁଜ।କାରଣ ଏହାର ପ୍ରଥମ ସ୍ତର ସବୁଜ ଅଟେ ତାପର ସ୍ତର ଧଳା ଅଟେ।ତାପର ସ୍ତର ନାଲି ଅଟେ ଆଉ ମଞ୍ଜି ଗୁଡିକ ପିଲା ଅଟନ୍ତି।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ମୋ ଠାରୁ ପ୍ରଥମ ଲେଟର ନେଇ ଯାଅ କିମ୍ବା ଶେଷ ଲେଟର କିମ୍ବା ସମସ୍ତ ଲେଟର ନେଇ ଯାଅ।ମୁଁ କିନ୍ତୁ ସବୁବେଳେ ସମାନ ରହିବି।ମୁଁ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୋଷ୍ଟମ୍ୟାନ।ଯିଏ କି ସବୁବେଳେ ଆପଣଙ୍କୁ ଆପଣଙ୍କ ଲେଟର ବା ଚିଠି ଦେଇଥାଏ
ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।