କେଉଁ ରାଜ ମହଲରୁ କମ୍ ନୁହେଁ ମହାନାୟକ ଅମିତାଭ ବଚ୍ଚନଙ୍କ ଜଲସା, ଦେଖନ୍ତୁ ଭିତର ବାହାର ପର୍ଯ୍ୟନ୍ତ ବଙ୍ଗଳାର ସବୁ ଫଟୋଗୁଡିକ
ଫିଲ୍ମ ଦୁନିଆଁରେ ଅମିତାଭ ବଚ୍ଚନଙ୍କ ଏମିତି ନାଁ ହୋଇସାରିଛି ଯାହାକି ଆଜିକାଲିର ଯୁବାପୀଢିରୁ ଆରମ୍ଭକରି ଛୁଆ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି , ନିଜ କ୍ୟାରିୟରରେ ସେ ସୁପରହିଟ୍ ଓ ବ୍ଲକବଷ୍ଟର ଫିଲ୍ମ ଲାଇନ୍ ଲଗାଇଦେଇଥିଲେ , ଅମିତାଭ ଏହି ସମୟରେ ବଲିଉଡ୍ ର ମହାନାୟକ ଉପାଧି ନିଜ ଦମରେ କରିଛନ୍ତି , ତାଙ୍କର ଅଭିନୟ ଆଜି ବି କୋଟିଏ ଲୋକ ଦ୍ୱିୱାନା ହୋଇଛନ୍ତି , ତାଙ୍କ ଫ୍ୟାନ୍ସ ଏତେ ଅଛନ୍ତି ଯାହା ଗଣିବା ଅସଂମ୍ଭବ, ଏବେ କିଛି ଦିନ ହେବ ଅମିତାଭ ବଚ୍ଚନ କୋରନା ପଜେଟିଭ୍ ହୋଇଥିଲେ , ତାଙ୍କ ଘର ଜଲସା ବାହାରେ ବହୁତ ଭିଡ ହୋଇଥିଲା ତାଙ୍କୁ ଦେଖିବାପାଇଁ । କହିଦେବୁ କି ଆଜି ନିଜ ଏହି ପୋଷ୍ଟରେ ଆମେ ଅମିତାଭ ବଚ୍ଚନଙ୍କ ଲାଇଫ୍ ଷ୍ଟାଇଲ୍ ର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଭାଗ ମାନେ ତାଙ୍କ ବଙ୍ଗଳା ବିଷୟରେ କହିବାକୁ ଜାଊଛୁ , ତାହା ସହ କିଛି ଖାସିୟତ୍ ବିଷୟରେ କହିବୁ, କହିଦେବୁ କି ଅମିତାଭ ମୁମ୍ବାଈର ବାସିନ୍ଦା ନୁହନ୍ତି, କିନ୍ତୁ ବଙ୍ଗଳା ମୁମ୍ବାଈରେ ବନାଇଛନ୍ତି , ଯାହାର ନାଁ ଜଲସା ଅଟେ ।
ନିଜ ପୁରା ପରିବାର ସହ ମହାନାୟକ ଅମିତାଭ ବଚ୍ଚନ ଜଲସାରେ ରହୁଛନ୍ତି , ପ୍ରତ୍ୟେକ ରବିବାର ଅମିତାଭ ବଚ୍ଚନ ଘରର ବାଲକୋନୀରେ ନିଜ ଫ୍ୟାନ୍ସଙ୍କୁ ଦେଖାକରନ୍ତି , ଓ ତାଙ୍କର ଅଭିଭାଦନ କରନ୍ତି , ବଙ୍ଗଳାର ଭିତର କଥା କହିଲେ ତାଙ୍କ ପୁରା ଲିଭିଙ୍ଗ୍ ରୁମ୍ ଫର୍ଣ୍ଣିସିଙ୍ଗ୍ କରାଯାଇଛି, ଶାନଦାର୍ ସୋଫା, ଓ ନାନା ପ୍ରକାରର କାଠର ତିଆରି ଜିନିଷ ରଖାଯାଇଛି । ତା ସହ ଘରର ଭିତର ଅଲଗା ଭେରାଇଟିର ଗଛ ଲଗାଯାଇଛି, ଘରେ ଏକ ସେ ଶାନଦାର୍ ମନ୍ଦିର ବନାଇଛନ୍ତି , ଯେଉଁ ଫଟୋ ସବୁ ଦୀପାବଳୀରେ ଦେଖିବାକୁ ମିଳେ । ମୁମ୍ବାଇର ଜୁହୁରେ ହୋଇଥିବା ଅମିତାଭଙ୍କ ଏହି ବଙ୍ଗଳା ତାଙ୍କ ହୃଦୟର ବହୁତ ପାଖରେ ଅଛି, ତାଙ୍କ ଘରେ ସଫା ସଫି ଉପରେ ବହୁତ ନଜର ରଖାଯାଏ , ସେ ନିଜ ବଙ୍ଗଳାରେ ବହୁତ ପୁରୁଣା ସ୍ମୃତିକୁ ସାଉଁଟି ରଖିଛନ୍ତି , ଯେଉଁଥିରେ ବହୁତ ସାରା ଫଟୋ ସାମିଲ୍ ଅଛି
ନିଜ ବାପା ମାଙ୍କ ଫଟୋକୁ ନେଇଅକ୍ରି ନିଜ ଜୀବନର କିଛି ପୁରୁଣା ସ୍ମୃତି ଏବେ ବି ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ଦେଖିବାକୁମିଳେ , ଅମିତାଭ ବଚ୍ଚନ ସବୁ ଦିପାବଲୀରେ ପୁଜନ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରନ୍ତି ।ଅମିତାଭ ବଚ୍ଚନଙ୍କ ଘର ବାହାରେ ଏକ ବିଶାଳ ବଗିଚା ଅଛି, ଯାହାର ଚାରିପଟେ ସେ ବହୁତ ସାରା ପେଣ୍ଟିଙ୍ଗ୍ କରି ସଜାଇଛନ୍ତି , ଏହି ସବୁ ପେଣ୍ଟିଙ୍ଗ୍ ପଛରେ କିଛି ନା କିଛି ଥିମ୍ ସ୍ ଅଛି, ଏହା ସହ ଘରର ବାହାର ଭାଗରେ ଅମିତାଭଙ୍କ ଡିଜାଇନ୍ ବାଲା ପର୍ଦାରେ ଏକ ସଡକ ତିଆରି ହୋଇଛି ଯାହା ବହୁତ ସୁନ୍ଦର ଲାଗୁଛି, ତାହା ସହ କହିଦେବୁ କି ଅମିତାଭଙ୍କ ମୁମ୍ବାଈରେ ତିନୋଟି ବଙ୍ଗଳା ଅଛି, ଯେଉଁଥିରେ ଜଲସା, ପ୍ରତୀକ୍ଷା, ଓ ଜନକ ଅଟେ, ତିନୋଟି ପ୍ରାୟ ପାଖାପାଖି କିଛି ଦୁରତାରେ ଅଛି ,
ଯେପରି ଆମେ ଆପଣଙ୍କୁ ପୁର୍ବରୁ କହିଥିଲୁ କି ସବୁ ସପ୍ତାହ ଅମିତାଭ ନିଜ ଫ୍ୟାନ୍ସଙ୍କୁ ଦେଖାକରନ୍ତି, ଏମିତିରେ ତାଙ୍କୁ ଦେଖିବାପାଇଁ ଫ୍ୟାନ୍ସ ବହୁତ ଭିଡ ଜମାନ୍ତି , ଏବେ କୋରନା ଭାଇରସ୍ ଓ ଲକ୍ ଡାଉନ୍ କାରଣରୁ ଏବେ ତାହା ଅଟକିଯାଇଛି ।