December 27, 2024

Odia Express

Here, There and Everywhere

ଆଜିର ସବୁଠୁ ମଜାଦାର ୧୦ ହସକଥା : ଜଣେ ବ୍ୟକ୍ତିର ଘରର ବାହାରେ ବହୁତ ଭିଡ ହୋଇଥିଲା । ସ୍ୱାମୀ ପଚାରିଲା-ଘର ବାହାରେ ଏତେ ଭିଡ କଣ ପାଇଁ ହୋଇଛି ?ତାପରେ ସ୍ତ୍ରୀ ଯାହା କହିଲେ ଶୁଣିକି ସ୍ୱାମୀ

1 min read

କେବେ କେବେ ଖୁସି ରହିବାକୁ ହେଲେ ବାହାନା ଖୋଜିବାକୁ ପଡେ , ବ୍ୟକ୍ତି ସେମିତି ବିନା କୌଣସି କାରଣରେ ଖୁସି ରହିପାରିବ ନାହିଁ । ଓ ଆଜିକାଲି ଏହି କର୍ମବ୍ୟସ୍ତ ଜୀବନ ମଧ୍ୟରେ ଖୁସି ରଖିବା ବହୁତ ଜରୁରୀ ହୋଇଥାଏ , ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଖୁସି ରହିବାର କାରଣ ନେଇକରି ଆସିଛୁ, ଆମେ ଆଜି ଆପଣଙ୍କ ପାଇଁ ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହାକୁ ପଢିଲେ ମନ ଖୁସି ହୋଇଯିବ । ତେବେ ଆସନ୍ତୁ ଆରମ୍ଭ କରିବା ସେହି ମଜାଦାର୍ ଚୁଟକୁଲା ଗୁଡିକ ଉପରେ ନଜର ।

ଥରେ ଗୋଟିଏ ପଞ୍ଜାବୀ ୟୁପି ଗଲା କିନ୍ତୁ ସେଠାରେ ଏକ କୁଅରେ ପଡିଗଲା । ୟୁପିର ଏକ ଲୋକ ସେପଟେ ଯାଉଥିଲା , ସେ ପଞ୍ଜାବୀକୁ ଚିଲ୍ଲାଉଥିବାର ଦେଖିଲା , ୟୁପି ବାଲା –ଆବେ କିଏ ବେ କୁଅ ଭିତରେ ? ପଞ୍ଜାବୀ- ଆସ ପାଜି ଅସି ହଁ । ୟୁପିବାଲା- ଆବେ ଦୁଇ ଚାରିଟା ହୋଇଥିଲେ ବାହାର କରିଦେଇଥାନ୍ତେ ,ଏବେ ଆସି କୁ କିଏ ବାହାର କରିବ , ପଡିଥା କୁଅ ଭିତରେ ।

ବାପା- ଏତେ କମ୍ ନମ୍ବର ? ଏଥିପାଇଁ  ତୋତେ ଚାପୁଡା ମାରିବା ଉଚିତ୍ । ପପୁ-ହଁ ବାପା, ଜଲଦି ଚାଲ, ମୁଁ ଶଳା ସେହି ମାଷ୍ଟରର ଘର ଦେଖିକରି ଆସିଛି ।

ସ୍ୱାମୀ ରାତିରେ ବେଡରୁମ୍ ରେ ଯାଇକରି ସ୍ତ୍ରୀ ପାଖରେ ଧୀରେ ସେ ଶୋଇପଡିଲା ସ୍ୱାମୀ-ଜାନୁ, ଆଜି ଆଉଥରେ ହନିମୁନ୍ କରିବାକୁ ମନ ହେଉଛି , ସ୍ତ୍ରୀ-ଚିଡିକରି ଛାଡ ମ ! ତୁମକୁ ଖାଲି ରାତିରେ ପ୍ରେମ ଆସୁଛି , ଦିନରେ ଯେପରି ସାପ ସୁଙ୍ଘି ପଳାଉଛି । ସ୍ୱାମୀ ମୁହଁରୁ ସତ କଥା ବାହାରିପଡିଲା- ଆରେ କାରଣ ରାତିରେ ଅନ୍ଧାର ହୋଇଥାଏ ଓ ଦିନରେ ତୁମ ଚେହେରା ଦେଖିବାକୁ ମନ ହେଉନି, ତାପରେ ସ୍ୱାମୀ ଚାରି ଦିନ ଯାକ ମଶା ମାନଙ୍କ ସହ ହନିମୁନ୍ କରିଲା ।

ଡାକ୍ତର ରୋଗୀ ପଛରେ ଦୌଡୁଥିଲା , ଲୋକେ ପଚାରିଲେ- କଣ ହେଲା? ଡାକ୍ତର କହିଲା- ଚାରିଥର ଏମିତି ହୋଇସାରିଛି, ଏହି ଲୋକ ବ୍ରେନ୍ ଅପରେସନ୍ କରିବାକୁ ଆସିଥାଏ , ଓ ସବୁଥର ବାଳ କାଟିକରି ଯାଇଥାଏ ।

ବାହାଘରର ଆଗାମୀ ଦିନ ଜଣେ ବ୍ୟକ୍ତିର ସ୍ତ୍ରୀ ମରିଗଲେ, ବିଚରା ବହୁତ କାନ୍ଦୁଥିଲା , ସାଙ୍ଗ- ଭାଇ କଣ ହେଲା? ଭାଉଜଙ୍କୁ , ବ୍ୟକ୍ତି-କିଛି ନାହିଁ । ଖାଲି ଦହି ଖାଉଥିଲା , ଓ ଖାଉ ଖାଉ ହିଁ ଜୀବନ ଚାଲିଗଲା- ସାଙ୍ଗ –ଆଚ୍ଚା କହ ତାହାଲେ ବଞ୍ଚିଲା କଣ ?

ଶିକ୍ଷକ- କଥା ଦିଅ, କେବେ ମଦ, ସିଗାରେଟ୍ ପିଇବ ନାହିଁ । ଶିକ୍ଷକ- ଝିଅଙ୍କ ସାଙ୍ଗରେ ବନ୍ଧୁତା କରିବ ନାହିଁ , ଓ ତାଙ୍କର ପିଛା କରିବ ନାହୀଁ ।ଛୁଆ- କରିବୁ ନାହିଁ ସାର୍ , ଶିକ୍ଷକ- ଓ ନିଜ ଦେଶ ପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ ରହିବ । ଛୁଆ-କରିଦେବୁ ସାର୍- ଏମିତି ଜୀବନରେ ଆଉ କଣ ବା ବାକି ଅଛି ।

ଜର୍ଜ-ସାନ୍ତାକୁ- ତୁମକୁ କୈଦ କରିନିଆଯାଇଛି । ସାନ୍ତା- ଜଲଦି ସପିଙ୍ଗ୍ କରିବାପାଇଁ ଜର୍ଜ- ଆଛା କିନ୍ତୁ ଏହା କେଉଁ ଅପରାଧ ନୁହେଁ କିନ୍ତୁ ତୁମେ ସପିଙ୍ଗ୍ ଏତେ ଜଲଦି କେମିତି କରିନେଲ? ସାନ୍ତା- ଦୋକାନ ଖୋଲିବା ପୁର୍ବରୁ ।

ଜଣେ ବ୍ୟକ୍ତି ଦୁଇ ବର୍ଷ ପରେ ନିଜ ଖାଲି ଫ୍ଲାଟ ଦେଖିବାକୁ ଆସିଲା, ବ୍ୟକ୍ତି- ଏଠାରେ ମୋର ଫ୍ଲାଟ୍ ଥିଲା, ଦ୍ୱିତୀୟ ବ୍ୟକ୍ତି- ହଁ ତମ ଘର ତଳେ ଆସିଯାଇଥିବ ଭାଇ ବାହାର କରିଦେ ।

ଗଳିରେ ପଣ୍ତିତଜୀ ଏକ କୁକୁରର କାନ ଧରି ଠିଆ ହୋଇଥିଲେ , ଏକ ମୌଲବି ସାହେବ ସେପଟେ ଯାଉଥିଲେ ସେ ପଚାରିଲେ –କଣ ହେଲା ପଣ୍ତିତଜୀ, ପଣ୍ତିତ ଜୀ- ଏହି କୁକୁରର ବାଁ କଡ କାନ ଧରିଲେ ଯାହା ମନରେ ଥିବ ମାଗିଲେ ମିଳିଯାଉଛି । ମୌଲବୀ- ମୋତେ ଥରେ ଧରିବାକୁଦିଅ ପଣ୍ତିତେ । ତାର କାନ ଧରିବାମାତ୍ରେ ପଣ୍ତିତଜୀ ଦୌଡିବାକୁ ଲାଗିଲେ,  ମୌଲବୀ କଣ ହେଲା? ପଣ୍ତିତଜୀ ଏହି କୁକୁର ପାଗଳ ଅଟେ , କାନ ଛାଡିଲେ କାମୁଡିଦିଏ , ମୋତେ ଏକ ଚୌଧୁରୀ ଏମିତି ଧରିନେଇଥିଲା ।

ମାମୁ- ତୋତେ ଏତେ ମାଡ କଣ ପାଇଁ ହେଲା? ଭଣଜା- ବରଯାତ୍ରୀରେ ଭୁଲ୍ କହିଦେଲି, ମାମୁଁ କଣ ? ଭଣଜା- ବାରି ବରସି ଖଟନ ଗୟାସି, ଖଟକେ ଲେ ଆନ୍ଦା ତାର୍, ଭଙ୍ଗଡା ତଭି ସଜେଗା, ଯେବେ ନାଚେ କୁଡିର ୟାର୍ , ମାମୁଁ –ତାପରେ ତ ତୋତେ ମାଡ ହେବାର ଥିଲା , ଭଣଜା- ମୋତେ ତକେବଳ ମାଡ ହେଲା- ଯେବେ ଟୋକା ନାଚିଲା ତେବେ ତାର ପରଦିନ ତାର ୧୩ ଅଟେ ।

ଗୋଟିଏ ବ୍ୟକ୍ତିର ଦୁଇଟି ସ୍ତ୍ରୀ ମରିଗଲେ , ସେ ତୃତୀୟ ବିବାହକରିନେଲା , ତୃତୀୟ ସ୍ତ୍ରୀ-ଶୁଣ, ସ୍ୱାମୀ-କୁହ ? ସ୍ତ୍ରୀ- ତୁମର ପ୍ରଥମ ସ୍ତ୍ରୀ କେମିତି ମଲେ? ସ୍ୱାମୀ-ବିଷଖାଇକରି, ସ୍ତ୍ରୀ- ଓ ଦ୍ୱିତୀୟ ସ୍ତ୍ରୀ କେମିତି ମରିଲେ ? ସ୍ୱାମୀ- ତାକୁ ଗୁଳି କରିବାକୁ ପଡିଲା, ସ୍ତ୍ରୀ-କଣ ପାଇଁ । ସ୍ୱାମୀ-କାରଣ ସେ ବିଷ ଖାଉନଥିଲା ।

ଗୋଟେ ବ୍ୟକ୍ତିର ଘରର ବାହାରେ ବହୁତ ଭିଡ ଲାଗିଥିଲା , ସ୍ୱାମୀ- ଏହି ଘରର ବାହାରେ ଏତେ ଭିଡ କଣ ପାଇଁ ହୋଇଛି ? ସ୍ତ୍ରୀ-କିଛି ନାହିଁ, ମୁଁ ପଡୋଶୀଙ୍କୁ କହିଲି କି ଆମର ଜ୍ୱାଇଁ ଆସୁଛନ୍ତି ମୁମ୍ବାଇରୁ, ସ୍ୱାମୀ-ଏତିକିରେ ଏତେ ଭିଡ କଣ ପାଇଁ ? ସ୍ତ୍ରୀ-ଆରେ ଜାନୁ, ମୁଁ ଇଂରାଜୀ ଶିଖୁଛି, ଏଥିପାଇଁ ଏହି କଥା ମୁଁ ଇଂରାଜୀରେ କହିଲି, ସ୍ୱାମୀ-ତୁମେ କଣ କହିଲ ଇଂରାଜୀରେ ? ସ୍ତ୍ରୀ-ମୁଁ କହିଲି କି ଆଜି ଆମର ଘରକୁ ସନି ଲିଓନ୍ ଆସୁଛନ୍ତି । ସ୍ୱାମୀ- ଭଗବାନ ପାଇଁ ବନ୍ଦ କର ଏହି ଇଂରାଜୀ- ତାକୁ ସନ୍ ଇନ୍ ଲଅ କହନ୍ତି ।

Leave a Reply

Your email address will not be published. Required fields are marked *