June 27, 2025

Odia Express

Here, There and Everywhere

ଭଲ ପୁଅଙ୍କୁ ଖୋଜନ୍ତି ଏହି ଗୋଟିଏ ନାମର ଝିଅ,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ଆପଣ..

1 min read

ଆଜି ଆମେ ଆପଣଙ୍କ ଏପରି କିଛି ଝିଅ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହାଙ୍କର ନାମ ଇଂରାଜୀ ର ଅକ୍ଷର କେ ରୁ ଆରମ୍ଭ ହେଇଥାଏ। ଏମାନଙ୍କ ବାବଦରେ ଆଜି ଆମେ କହିବାକୁ ଯାଉଛୁ କି ସେମାନେ ଜଣେ ଭଲ ଜୀବନ ସାଥି ର ତଲାସ ରେ ସର୍ବଦା ରୁହନ୍ତି। ଜଣେ ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ତାର ଅନେକ କିଛି ଗୁଣ ବାବଦରେ ବର୍ଣ୍ଣନା କରିଥାଏ। ତ ଆଜିର ବିଷୟ ରେ ଥିବା ଝିଅ ମାନଙ୍କ ବାବଦରେ କହିବା କି ସେମାନେ କିପରି ହେଇଥାନ୍ତି ଆଉ କେଉଁ ପ୍ରକାର ଜୀବନ ସାଥି ଚୟନ କରିଥାନ୍ତି।

K ନାମ ବାଲି ଝିଅ : ଇଂରାଜୀ ଅକ୍ଷର K ରୁ ଆରମ୍ଭ ହେଇଥିବା ଝିଅ ମାନଙ୍କର କିଛି ସ୍ଵଭାଵ ଆମେ କହିବା।ପ୍ରଥମ ଯାହା ସ୍ଵଭାଵ ତାଙ୍କର ଥାଏ ତାହା ହେଉଛି ଶାନ୍ତ ଆଉ ରହସ୍ୟମୟ ସ୍ଵଭାଵ ର ଝିଅ ହେଇଥାନ୍ତି ଆଉ ନିଜ ବାବଦରେ କାହାକୁ ବେସି ଜାଣିବାକୁ ଦେଇନଥାନ୍ତି।ସେମାନେ ବହୁତ ଭାବୁକ ଆଉ ଇମୋସ୍ନାଲ ହେଇଥାନ୍ତି ଆଉ ଛୋଟ ଛୋଟ କଥା କୁ ବି ନିଜ ହୃଦୟ ରୁ ଲଗେଇବା ଗୁଣ ତାଙ୍କର ବହୁତ ଥାଏ।ସେମାନେ ବହୁତ ସାହାଯ୍ୟକାରୀ ହେଇ ଥାଆନ୍ତି ଆଉ ସେମାନେ ବହୁତ ଭାବୁକ ହେଇ ଥିବାରୁ କାହାକୁ ବି ସାହାଯ୍ୟ କରିବାକୁ ପଛାନ୍ତି ନାହିଁ।

ସେମାନେ ବହୁତ ଭଲ ଜୀବନ ସାଥି ଖୋଜିବାରେ ବ୍ୟସ୍ତ ଥାଆନ୍ତି ଆଉ ନିଜର ବିବାହ କୁ ବହୁତ ସିରିଅସ ନିଅନ୍ତି। ଆଉ ଜଣେ ଭଲ ଜୀବନ ସାଥି ଖୋଜିକି ହି ବିବାହ କରନ୍ତି।ସେମାନେ ନିଜ ମସ୍ତିଷ୍କ ରୁ ହି ବିଚାର କରନ୍ତି ଆଉ ବେଳେବେଳେ ତାଙ୍କର ବିଚାର ଭୁଲ ବି ହେଇ ଯାଏ।ଆଉ ଏକ ବିଶେଷତା ଯାହା ତାଙ୍କର କୁହା ଯାଇଛି ତାହା ହେଉଛି ପ୍ରେମ ପାଇଁ ସମର୍ପିତ ଥାଆନ୍ତି। ସେମାନେ ଯାହାକୁ ବି ଭଲ ପାଆନ୍ତି ପୁରା ଜୀବନ ଲଗେଇକି ଭଲ ପାନ୍ତି। କାହାକୁ ବି ଜଲଦି ଛାଡ଼ନ୍ତି ନାହିଁ।

ସେମାନେ ବହୁତ ସଚୋଟ ଥାଆନ୍ତି ଆଉ କାହାକୁ ବି ଧୋକା ଦେବା କଥା ଭାବି ବି ପାରନ୍ତି ନାହିଁ।ତାଙ୍କର ଆଉ ଏକ ଗୁଣ ଯାହା କୁହା ଯାଇଛି ତାହା ହେଉଛି କି ସେ ସାଙ୍ଗ ବନେଇବା ପାଇଁ ବହୁତ ପସନ୍ଦ କରନ୍ତି ଆଉ ତାଙ୍କର ଏହି ଗୁଣ ପାଇଁ ସମସ୍ତେ ତାଙ୍କର ସାଙ୍ଗ ହେବାକୁ ଚାହାନ୍ତି। ସେମାନେ ସାଂଗର ଲିଷ୍ଟ ବହୁତ ଲମ୍ବା ବନାନ୍ତି।କେ ନାମ ଥିବା ବ୍ୟକ୍ତି ଙ୍କର ଆଉ ଏକ ଗୁଣ ଯାହା କୁହା ଯାଇଛି ତାହା ହେଉଛି କି ସେମାନେ ଅଲଗା ଅଲଗା ଆଉ କ୍ରିଏଟିଭ ଜିନିଷ କରିବାକୁ ବହୁତ ଭଲ ପାଆନ୍ତି। ଆଉ ତାଙ୍କୁ ଜୀବନ ରେ ଅଲଗା ଜିନିଷ କରିବାକୁ ଭଲ ଲାଗେ।

ସେମାନେ ବହୁତ ରାଗି ବି ହେଇଥାନ୍ତି ଆଉ ତାଙ୍କର ଏହି ଗୁଣ ପାଇଁ ତାଙ୍କୁ କିଛି ନିଜର ଲୋକଙ୍କ ଠାରୁ ଦୁରକୁ ଯିବାକୁ ପଡେ। ଏହା କାରଣ ରୁ ତାଙ୍କୁ ଅନେକ ପସନ୍ଦ କରି ବି ନଥାନ୍ତି।

Leave a Reply

Your email address will not be published. Required fields are marked *