ମଜାଦାର ଚତୁର ପ୍ରଶ୍ନ – ଗୋଟେ ପୁଅ ନିଜ ସ୍ତ୍ରୀ,ଭଉଣୀ, ଝିଅର ଦେଖି ପାରିବି କିନ୍ତୁ ନିଜ ମା ର ଦେଖି ପାରିବ ନାହିଁ କୁହ ସେ କଣ ? ବୁଦ୍ଧି ଖଟେଇ କୁହନ୍ତୁ ଉତ୍ତର
1 min readନମସ୍କାର, ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ସୁନ୍ଦର ଓ ଜ୍ଞାନ ବର୍ଦ୍ଧକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଯାହାକୁ ଆପଣ ମାନେ ପଢି ନିଜର ସାଧାରଣ ଜ୍ଞାନ ଓ ବୁଦ୍ଧିକୁ ବଢ଼େଇ ପାରିବେ।ଆଉ ଆଜି କାଲିର ଇଣ୍ଟରଭ୍ୟୁ ଓ କମ୍ପିଟେଟିଭ ପରୀକ୍ଷାରେ ମଧ୍ୟ ଏ ଭଳି ପ୍ରଶ୍ନ ପଚରାଯାଇଥାଏ।ତେଣୁ ଆମେ ସେମାନଙ୍କର ଭଲ ପାଇଁ ଏ ପ୍ରଶ୍ନ ଓ ତାସହିତ ଉତ୍ତର ଗୁଡିକୁ ନେଇ ଆସିଛୁ।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।
ଆସନ୍ତୁ ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-କେଉଁ ଜିନିଷକୁ କାଟିବ ପରେ ଲୋକ ଗୀତ ଗାଇବାକୁ ଲାଗନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜନ୍ମ ଦିନରେ କଟାଯାଉଥିବା କେକ।
ଆସନ୍ତୁ ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଆପଣ ଟାଣିବେ ତାହା ସେତେ ଛୋଟ ହେଇ ହେଇ ଯିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଡ଼ି।
ଆସନ୍ତୁ ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଗୋଟେ ମଣିଷ ବିନା ସୋଇ ତିରିସୀ ଦିନ ପର୍ଯ୍ୟନ୍ତ କେମିତି ବଞ୍ଚି ରହି ପାରିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାତିରେ ସୋଇ।
ଆସନ୍ତୁ ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ସେ ଏମିତି କେଉଁ ଜିନିଷ ଯାହା ବାହାରେ ମାଗଣାରେ ଓ ଡାକ୍ତର ଖାନାରେ ପଇସା ଦେଇ ଆମେ କିନିଥାଉ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅକ୍ସୀଜେନ।
ଆସନ୍ତୁ ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ସେ ଏମିତି କିଏ ଯାହାର କୌଣସି ମୁଣ୍ଡ ନାହିଁ ତଥାପି ସେ ଟୋପି ପିନ୍ଧେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୋତଲ।
ଆସନ୍ତୁ ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ପୁଅର କେଉଁ ଜିନିଷ ସବୁବେଳେ ବଢିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୟସ।
ଆସନ୍ତୁ ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ଝିଅଙ୍କର ଏମିତି କେଉଁ ଜିନିଷ ଅଛି ଜାହାକୁ ଆମେ ଖାଇ ପାରିବା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲେଡି ଫିଙ୍ଗର ବା ଓଡି଼ଆରେ ହେଲା ଭେଣ୍ଡି।
ଆସନ୍ତୁ ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ସିଗାରେଟ କୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଧୂମ୍ରପାନ ଦଣ୍ଡିକା।
ଆସନ୍ତୁ ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ଭାରତରେ ପାକିସ୍ତାନ ନାମକ ଜାଗା କେଉଁଠାରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିହାର ଥରେ ଥିବା ପୂର୍ଣ୍ଣିଆ ଜିଲ୍ଲାରେ।
ଆସନ୍ତୁ ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ସେ ଏମିତି କେଉଁ ଜିନିଷ ଯାହା ଆମର ଗୋଟେ ରୁ ଅନ୍ୟ ଜାଗାକୁ ଯାଏ କିନ୍ତୁ ନିଜ ଜାଗାରୁ ହଲି ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଡ଼କ ବା ରାସ୍ତା।
ଆସନ୍ତୁ ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-କେଉଁ ଜିନିଷ ଆମକୁ ଜୀବନରେ ୨ ଘର ମାଗଣା ମିଳେ କିନ୍ତୁ ତୃତୀୟ ଥର ମିଳିନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦାନ୍ତ।
ଆସନ୍ତୁ ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-ଏମିତି କେଉଁ ଜିନିଷ ଅଛି ଯାହାର କୌଣସି ଛାଇ ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାସ୍ତା ର।
ଆସନ୍ତୁ ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:-ଗୋଟେ ପୁଅ ନିଜ ସ୍ତ୍ରୀ,ଭଉଣୀ, ଝିଅର ଦେଖି ପାରିବି କିନ୍ତୁ ନିଜ ମା ର ଦେଖି ପାରିବ ନାହିଁ କୁହ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାହାଘର।
ପ୍ରଶ୍ନ – ଓଟ କୁ ଛାଡି ଆଉ କୋଉ ଜୀବ ସବୁଠୁ କମ ପାଣି ପିଏ ।
ଉ: ମୂଷା
ଏହାଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।