ସ୍ୱାମୀଙ୍କର ଗୋଡ ମୋଡ଼ିବା ଦ୍ୱାରା ବହୁତ ଲାଭ ହୋଇଥାଏ – କାରଣ ଜାଣିଲେ ଚକିତ ହୋଇଯିବେ..
ପତ୍ନୀ ନିଜର ପତିଙ୍କ ଗୋଡ ମୋଡିବା ଦ୍ୱାରା କଣ ଲାଭ ହୋଇଥାଏ ଏହାର ପୌରାଣିକ ମହତ୍ତ୍ୱ ଆଜି ଆମେ ଅପଣମାନଙ୍କୁ କହିବାକୁ ଯାଉଛୁ। ପ୍ରାଚୀନ କାଳରେ ମଣିଷମାନଙ୍କ ମଧ୍ୟରେ ସତ୍ୱ ଗୁଣର ପ୍ରଭାବ ବହୁତ ଥିଲା ଯେଉଁ କାରଣରୁ ସେମାନଙ୍କ ମଧ୍ୟ ରେ ଦୋଷ କମ ଏବଂ ଗୁଣ ଅଧିକ ରହୁଥିଲା। ସେମାନଙ୍କ ମଧ୍ୟରେ ପ୍ରେମ ଅଧିକ ଏବଂ ଘୃଣା କମ ରହୁଥିଲା।ଏହି କାରଣରୁ ସେମାନେ ଖୁସିରେ ରହୁଥିଲେ। ହେଲେ ଯେପରି କଳିଯୁଗ ଆରମ୍ଭ ହୋଇଛି ମଣିଷ ଭିତରେ ବହୁତ ପରିବର୍ତ୍ତନ ଦେଖାଗଲା। ଆଜି କାଲି ମଣିଷଙ୍କ ଭିତରେ ସଂସ୍କାର କମ ଦେଖିବାକୁ ମିଳୁଛି । ଆଜି କାଲି ମହିଳାମାନେ ଚରିତ୍ରହୀନ ବ୍ୟବହାରକୁ ଉଚିତ ବୋଲି ମାନୁଛନ୍ତି। ସେମାନଙ୍କ ପାଇଁ ବିବାହ ଏକ ଖେଳ ଭଳି ହୋଇଗଲାଣି। ପ୍ରାଚୀନକାଳରେ ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ ବୋଲି ମନାଯାଉଥିଲା। ସେମାନେ ଘରେ ପ୍ରବେଶ କଲେ ସୁଖ ବଢ଼ୁଥିଲା।
ଆଜିକାଲି ମଣିଷଙ୍କ ପାଖରେ ମାନ ସମ୍ମାନ କିଛି ଦେଖିବାକୁ ମିଳୁନି ଏବଂ ସେମାନେ ଅଧିକ ଲୋଭୀ ହେବାରେ ଲାଗିଛନ୍ତି।ବିବାହ ହେବାରେ କିଛିଦିନ ପରେ ସେମାନଙ୍କ ମଧ୍ୟରେ ଝଗଡା ହେବାରେ ଲାଗିଛି।ପତ୍ନୀ ନିଜର ମର୍ଯ୍ୟାଦା ଭୁଲିକି ପତିଙ୍କର ଅପମାନ କରୁଛନ୍ତି ଏବଂ ପତି ନିଜର ମର୍ଯ୍ୟାଦା ଭୁଲିକି ଖରାପ ବ୍ୟବହାର କରୁଛି ଏହି କାରଣରୁ ଘରୁ ସୁଖ ଶାନ୍ତି ଚାଲିଯାଇଥାଏ।ଯେଉଁ ଘରେ ସବୁବେଳେ କ୍ଳେଶ ଏବଂ ଝଗଡା ଲାଗିରହିଥାଏ ସେହି ଘରୁ ଲକ୍ଷ୍ମୀ ସବୁଦିନ ପାଇଁ ପଳେଇଯାଇଥାନ୍ତି।
ସେଥିପାଇଁ ପତି ଏବଂ ପତ୍ନୀ କୌଣସି ଏମିତି ଅନିଷ୍ଠକାମ ନକରନ୍ତୁ ଯେଉଁଥିରେ ଘରର ସୁଖ ଶାନ୍ତି ସବୁ ପଳେଇବ ଯେଉଁଥିରେ ସେମାନଙ୍କୁ ଜୀବନରେ ଦରିଦ୍ରତା ଦେଖାଯିବ।ଆମର ଗୁରୁଜନମାନେ କହିଛନ୍ତି ପତି ଏବଂ ପତ୍ନୀ ଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବା ଦରକାର।ଏକ ଅନ୍ୟଜନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା ଦରକାର।କାହିଁକିନା ଛୋଟ ପିଲା ମାନେ ଯାହା ଦେଖିଥାନ୍ତି ସେଇଆ ସେ ଶିକ୍ଷା ଲାଭ କରିଥାନ୍ତି।ଭଲ ସଂସ୍କାର ପିଲାମାନଙ୍କର କାମରେ ଆସିଥାଏ।
ଶାସ୍ତ୍ର ଅନୁସାରେ ପତ୍ନୀ ନିଜର ପତି ଙ୍କ ଗୋଡ ମୋଡିବାଦ୍ୱାରା ବହୁତ ବଡ଼ ମହତ୍ତ୍ୱ ରହିଅଛି।ଆପଣ ଦେଖିଥିବେ ମା’ ଲାକ୍ଷ୍ମୀ ବିଷ୍ଣୁ ଙ୍କ ପାଦ ତଳେ ବସି ତାଙ୍କର ଗୋଡ଼ ମୋଡ଼ିଥାନ୍ତି।ଏଥିପାଇଁ ଏହି କାରଣ ଅଟେ ଯେ ମହିଳା ମାନଙ୍କୁ ଧନର ଦେବୀ ମା ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଛି। ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ନିଜ ସ୍ଵାମୀର ଗୋଡ ମୋଡ଼ିଥାଏ ସେହି ଘରେ ସବୁବେକେ ସୁଖ ,ଶାନ୍ତି ଲାଗିକି ରହିଥାଏ ଏବଂ ଏହି ମହିଳାଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ।
ଏହା ପଛରେ ଗ୍ରହର ପ୍ରଭାବ ମଧ୍ୟ ରହିଛି।ପୁରୁଷଙ୍କ ଗୋଡ ଠାରୁ ପେଣ୍ଡା ଯାଇଁ ଅଂଶ ଭଗବାନ ଶନି ଦେବଙ୍କର ହୋଇଥାଏ ଏବଂ ସ୍ତ୍ରୀର ହାତଠୁ ଆଙ୍ଗୁଳି ଯାଏଁ ଅଂଶ ଶୁକ୍ରଙ୍କର ହୋଇଥାଏ। ଜ୍ୟୋତିଶାସ୍ତ୍ର ଅନୁସାରେ ଯେବେ ଶୁକ୍ରର ପ୍ରଭାବ ଶନି ଉପରେ ପଡିଥାଏ ଏଥିରେ ଧନର ପ୍ରାପ୍ତି ହୋଇଥାଏ ଅର୍ଥାତ ସ୍ତ୍ରୀର ଆଙ୍ଗୁଟି ସ୍ୱାମୀର ପାଦକୁ ସ୍ପର୍ଶ କରିବା ଦ୍ୱାରା ଏଥିରେ ଧନର ପ୍ରାପ୍ତି ହୋଇଥାଏ ଏବଂ ସୁଖ, ଶାନ୍ତି ମଧ୍ୟ ଘରେ ବଢିଥାଏ।
ପତ୍ନୀ ନିଜର ପତିଙ୍କ ଗୋଡ ମୋଡିବାଦ୍ୱାରା ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ତାଙ୍କ କୃପା ସବୁବେଳେ ରହିଥାଏ ଏପରି ସ୍ତ୍ରୀ ଲୋକଙ୍କ ଉପରେ। ସ୍ତ୍ରୀର ହାତରେ ତିଆରି ଖାଦ୍ୟକୁ ଅମୃତ କୁହାଯାଏ।ସ୍ତ୍ରୀ ,ସ୍ଵାମୀର ପାଦକୁ ସ୍ପର୍ଶ କରିବାଦ୍ୱାରା ପୁରୁଷଙ୍କ ସବୁ ପାପ କର୍ମ ଏବଂ ଦୁଃଖ ଶେଷ ହୋଇଯାଇଥାଏ। ସ୍ତ୍ରୀର ହାତରେ ସେହି ଶକ୍ତି ଥାଏ ଯେ ସେ ପୁରୁଷ ଜୀବନରେ ଆସୁଥିବା ସବୁ କଷ୍ଟକୁ ଦୂର କରିପାରିବ।