ବ୍ୟବହାର କରନ୍ତୁ ଏହି ଜିନିଷ ମାତ୍ର ୩ ଦିନରେ ହୀରା ଭଳି ଚମକିବ ଦାନ୍ତ – ଏବେ ଏହି ଉପାୟ ଜାଣିରଖନ୍ତୁ..
1 min readଆଜି ଆମେ ଏମିତି ଏକ ଜିନିଷ ଆପଣ ମାନଙ୍କୁ କହିବୁ ଯାହା ଦ୍ଵାରା ଆପଣଙ୍କ ଦାନ୍ତ କିପରି ଚମକିବ। ଦାନ୍ତ ସମସ୍ୟା ଆଜି କାଲି ପ୍ରାୟ ଲୋକଙ୍କର ହେଉଛି । ସମସ୍ତଙ୍କ ଦାନ୍ତ ଚମକୁ ନାହିଁ। କାହା ଦାନ୍ତରେ କଳା ଦାଗ ତ କାହା ଦାନ୍ତରେ ନାଲି ତ କାହା ଦାନ୍ତ ହଳଦିଆ। ସାଧାରଣତଃ ପାନ, ଗୁଟ୍ଖା, ଖଇନି ଖାଇଲେ ଆପଣଙ୍କ ଦାନ୍ତ ର ରଙ୍ଗ କଳା କିମ୍ବା ନାଲି ହୋଇଯାଏ। ଆଜି ଏହି ଉପାୟ ଜାଣିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ। ଯଦି ଆପଣଙ୍କ ଦାନ୍ତରୁ ରକ୍ତ ବାହାରୁଛି ତେବେ ଏହି ଜିନିଷ ଟିକୁ ବ୍ୟବହାର ନିଶ୍ଚୟ କରନ୍ତୁ।ଆପଣ ଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଆପଣଙ୍କ ଦାନ୍ତ ହୀରା ଭଳି ଚମକି ଉଠିବ।
ଯଦି ଆପଣ ୨୦ ରୁ ୩୫ ବର୍ଷ ମଧ୍ୟରେ ଅଛନ୍ତି ତେବେ ଏହାକୁ ଏବେ ଠୁ ହିଁ ବ୍ୟବହାର କରନ୍ତୁ।କାହିଁକି ନା ଆପଣ ତ ଜାଣିଥିବେ,ବୁଢା ହେଲେ ଆପଣଙ୍କ ଦାନ୍ତ ସେତେ ଶକ୍ତିଶାଳୀ ନଥାଏ ଝଡିଯାଏ।ଏହାକୁ ବ୍ୟବାହାର କଲେ ଆପଣଙ୍କ ଦାନ୍ତ ବହୁତ ମଜଭୁତ ରହିବ ଆଉ ବହୁତ ଲମ୍ବା ସମୟ ପାଈଁ ଶକ୍ତିଶାଳୀ ରହିବ।ତେବେ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ।ଏବେ ଆସନ୍ତୁ ଜାଣିବା ଏହା ବିଷୟରେ।
ସର୍ବପ୍ରଥମେ ଆପଣ କିଛି ପୋଦିନା ପତ୍ରକୁ ସଂଗ୍ରହ କରିନେବେ।ଏହା ପରେ ଏଥିରୁ ୪-୫ ଟି ପତ୍ରକୁ ନେଇ ତାକୁ ଭଲ ଭାବେ ବାଟି ନେବେ।ଏହାପରେ ଆମେ ଏଥିରେ କିଛି ଲବଙ୍ଗ କୁ ମିସେଇବା।ଆପଣ ତ ଜାଣିଥିବେ ଲବଙ୍ଗ ଦାନ୍ତ ପାଇଁ କେତେ ଉପକାରୀ।ତାପରେ ଦୁଇକି ତିନୋଟି ଲବଙ୍ଗର ଗୁଣ୍ଡ କରି ପୋଦିନା ରେ ମିଶେଇଦେବେ।ଏହାପରେ କିଛି ବୁନ୍ଦା ଲେମ୍ବୁରସ ଏଥିରେ ପକେଇବେ ଆଉ ଶେଷରେ କିଛି ଲୁଣ ଦାନ୍ତ କୁ ଭଲ ଭାବେ ସଫା କରିବା ପାଇଁ ଏହାକୁ ସେଥିରେ ମିସେଇବା।ମିଶେଇ ସରିବା ପରେ ଏହାକୁ ଭଲ ଭାବେ କିଛି ସମୟ ପାଇଁ ଫେଣ୍ଟି ଦବା।
ଏହାର ବ୍ୟବହାର କଲେ ଜାଣିପାରିବା ଏହାର ଉପକାର ବିଷୟରେ। ଆପଣଙ୍କ ଯଦି ଦାନ୍ତରୁ ରକ୍ତ ପଡୁଛି କିମ୍ବା ପାନ କି ତମ୍ବାଖୁ ଖାଇ ଦାନ୍ତରେ ଦାଗ ହେଇଯାଇଛି ତେବେ ଏହା ଆପଣଙ୍କ ସବୁ ସମସ୍ୟା ର ସମାଧାନ କରିପାରିବ।ଦାନ୍ତ ର ମାଢି କୁ ଏହା ଷ୍ଟ୍ରଙ୍ଗକୁ କରିଥାଏ। ଏହାଦ୍ଵାରା ବହୁତ ଦିନ ଧରି ଆପଣଙ୍କ ଦାନ୍ତ ସୁରକ୍ଷା ପାଇବ। ଆପଣ ଯେମିତି ଟୁଥ ପେଷ୍ଟ ବ୍ୟବହାର କରନ୍ତି,ଠିକ ସେମିତି ଏହାକୁ ବ୍ୟବହାର କରନ୍ତୁ।ଦୁଇ କିଂମ୍ବା ତିନିଦିନ ଧରି ବ୍ୟବହାର କଲେ ଆପଣ ଦେଖିବେ ଏହାର ଉପକାର ଓ ଆଇନା ସାମ୍ନାରେ ନିଜ ଦାନ୍ତ କୁ ଦେଖିବେ।
ଏହା ନିଶ୍ଚୟ ଆପଣଙ୍କ ଦାନ୍ତ କୁ ଚମକେଇ ଦେବ। ଏହାକୁ ଆପଣ ମାସକୁ ସାତ କିମ୍ବା ଆଠ ଥର ବ୍ୟବହାର କରନ୍ତୁ।ନିଶ୍ଚୟ ଏହାର ଫଳ ଆପଣ ପାଇବେ। ଏଥିରେ କିଛି କେମିକାଲ ନାହିଁ,ତ ବ୍ୟସ୍ତ ହୁଅନ୍ତୁ ନାହିଁ ଏହାର ସାଇଡ ଇଫେକ୍ଟ କିଛି ନାହିଁ।ବ୍ୟବହାର କରନ୍ତୁ ଓ ନିଜ ଦାନ୍ତକୁ ମଜଭୁତ ଓ ଚମକାନ୍ତୁ ହୀରା ଭଳି।ଆଶା କରୁଛୁ ଏହା ଆପଣଂକୁ ବହୁତ ଭଲ ଲାଗିଥିବ।ଆଉ ଏହା ଆଗାମୀ ଦିନରେ ଆପଣଙ୍କ ସବୁ ଦାନ୍ତ ସମସ୍ୟାକୁ ଦୁର କରିନେବ। ଏହି ଉପାୟ ଦ୍ଵାରା ଆପଣ ପ୍ରସ୍ତୁତ କରିପାରିବେ ଏହି ଜିନିଷ ଟିକୁ ଏବଂ ଏହା ଆପଣଙ୍କ ବହୁତ ଉପକାରୀ ହେବ।