June 26, 2025

Odia Express

Here, There and Everywhere

କିଛି ଏମିତି ଦେଖାଯାଆନ୍ତି କପିଲ୍ ଶର୍ମା ଶୋର ଚନ୍ଦୁ ଚାହାବାଲାଙ୍କ ସ୍ତ୍ରୀ, ସୁନ୍ଦରତାରେ ବଡ ବଡ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ପଡିଯିବେ..

କପିଲ୍ ଶର୍ମା ଶୋ ଆଜି ଦେଶର କିଛି ବହୁତ ନାମୀ ଓ ଫେମସ୍ ଶୋର ଲିଷ୍ଟରେ ସାମିଲ୍ ହୋଇଛି , କପିଲ୍ ଶର୍ମା ଯିଏ କି ଏକ ଷ୍ଟାଣ୍ତଅଫ୍ କମେଡିଆନ୍ ଅଟନ୍ତି ସେ କିଛି ସାଥି କଳାକାରଙ୍କ ସାଙ୍ଗରେ ଏହି ଶୋ ହୋଷ୍ଟ୍ କରନ୍ତି । ଆଜି ଆମେ ଆପଣଙ୍କ ସାଥ୍ କଳାକାରଙ୍କ ମଧ୍ୟରୁ ଜଣେ କଳାକାରଙ୍କ ସହ ଯୋଡି ହୋଇଥିବା ଖବର ନେଇକରି ଆସିଛୁ, ଏହି ବ୍ୟକ୍ତି ହେଲେ ଚନ୍ଦୁ ଚାହାବାଲା ଯିଏକି ଅଭିନେତା ଚନ୍ଦନ ପ୍ରଭାକର ଅଟନ୍ତି । ଚନ୍ଦନଙ୍କ ଅଭିନୟ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସେ , ଏବେ କିଛି ଦିନ ହେବ ଚନ୍ଦନ ନିଜେ ବିବାହ କରିଥିବାକୁ ନେଇ କପିଲ ଶର୍ମା ଶୋ ଓ ବହୁତ ଚର୍ଚ୍ଚିତ ହୋଇଥିଲେ ।ଚନ୍ଦନଙ୍କ କଥା କହିଲେ ସେ ନିଜ ସୋସିଆଲ୍ ମିଡିଆର ଏକାଉଣ୍ଟରେ ବହୁତ ଆକ୍ଟିଭ୍ ରୁହନ୍ତି ।

କପିଲ୍ ଶର୍ମା ଶୋରେ ତାଙ୍କର ବିବାହର ଫଟୋ ଫ୍ୟାନ୍ସଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହୋଇଛି, ଏମିତିରେ ଆଜି ଆମେ ଆପଣଙ୍କୁ ଚନ୍ଦନଙ୍କ ସ୍ତ୍ରୀଙ୍କ କିଛି ଫଟୋ ଦେଖାଇବାକୁ ଯାଉଛୁ, ଓ ତାଙ୍କ ସହ ଯୋଡି ହୋଇଥିବ୍ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଜି ଆମେ ଆପଣଙ୍କ୍ ଚନ୍ଦନଙ୍କ ସ୍ତ୍ରୀଙ୍କ ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣିନଥିବେ । ବହୁତ ଲୋକଙ୍କର ଏହା ଭୁଲ୍ ଧାରଣା ହୋଇଥାଏ କି ଚନ୍ଦନ କପିଲ୍ ଶର୍ମାର ଶୋରେ ଅଭିନୟ ଆରମ୍ଭ କରିଥିଲେ , କିନ୍ତୁ ଏହି କଥା ସତ ନୁହେଁ , ଚନ୍ଦନ ଏହାପୁର୍ବରୁ ଅଭିନୟ କରିଛନ୍ତି , ସେ ସୁନିଆଁରେ ଅଭିନୟ କରିଛ୍ନନ୍ତି

ଚନ୍ଦନ ବହୁତଥର ବଡ ଶୋ ଓ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି , ଯଦି କଥା ହେବା ତାଙ୍କ ନାଁ ଓ ପରିଚୟ ବିଷୟରେ ତେବେ ତାଙ୍କୁ ଅସଲ ପରିଚୟ କପିଲ ଶର୍ମାଙ୍କ ଶୋ ରୁ ମିଳିଲା , ଆଜିର ତାରିଖରେ ଚନ୍ଦନଙ୍କ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି , ଓ ତାଙ୍କୁ ବହୁତ ଭଲ ପାଆନ୍ତି , ଓ ତାଙ୍କ ସହ ଯୋଡି ହୋଇଥିବା ଖବର ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି । ୨୦୧୫ରେ ଅଭିନେତା ଚନ୍ଦନ ବାହା ହୋଇଥିଲେ , ତାଙ୍କ ସ୍ତ୍ରୀଙ୍କ ନାଁ ନନ୍ଦୀନୀ ଖୁରାନା ଅଟେ,  ତାଙ୍କ ସ୍ତ୍ରୀ କେଉଁ ମେଡିଲିଙ୍ଗ୍ କିମ୍ବା ଅଭିନେତ୍ରୀ ନୁହନ୍ତି , କିନ୍ତୁ ତାଙ୍କୁ ଦେଖିକରି ଏହା କହିବା ଭୁଲ୍ ହେବ ସେ ବହୁତ ହଟ୍ ଓ ଗ୍ଲାମର୍ ଲାଗନ୍ତି ଓ ମଡେଲ୍ ଙ୍କୁ ମାତ୍ ଦେଇପାରନ୍ତି  ନିଜ ସ୍ତ୍ରୀ ଓ ଝିଅ ସହ ଚନ୍ଦନ ବହୁତ ଫଟୋ ସେୟାର୍ କରନ୍ତି , ତାଙ୍କ ସ୍ତ୍ରୀଙ୍କ ଏବେ କ୍ୟାମେରା ସହ କିଛି ବି କନେକ୍ସନ୍ ନାହିଁ , ଓ ଏବେ ସେ ଲାଇମ୍ ଲାଇଟ୍ ରୁ ଦୁରେଇ ଅଛନ୍ତି , ତାଙ୍କର ଝିଅ ବି ବହୁତ କ୍ୟୁଟ୍ ଅଟେ ।

ଚନ୍ଦନଙ୍କ ସ୍ତ୍ରୀଙ୍କ କଥା କହିଲେ ସେ ବହୁତ ଖୁସିମିଜାଜ୍ ଓ ଶାନ୍ତ ମିଜାଜର ଅଟନ୍ତି , ସେ କେଉଁଆଡେ ବାହାରେ ବୁଲିବା କିମ୍ବାକେଉଁଆଡେ ଯିବା ପସନ୍ଦ ଲାଗେନି , ସେ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି । ବୋଧେ ଏହି କାରଣ ଥିଲା ଯେବେ କପିଲ୍ ଶର୍ମାର ବିବାହର ସମାରୋହ ଥିଲା ତେବେ ଷ୍ଟେଜରେ ଅଧିକା କ୍ୟାମେରା ନନ୍ଦିନୀଙ୍କ ଆଡକୁ ନଜର ଆସିଥିଲା,

ଖବରରୁ ଜଣାଯାଏ କି ରଣବୀର ସିଂ,ଦୀପିକା ପାଦୁକୋଣ, ରେଖା ଅମିଶା ପଟେଲ୍ ଓ ଜିତେନ୍ଦ୍ରଓ ନାମୀଦାମୀ ତାରକା କପିଲଙ୍କ ବିବାହରେ ପହଞ୍ଚିଛନ୍ତି, ଏହାପରେ ବି ନନ୍ଦିନୀ ବେଶୀ ଚର୍ଚ୍ଚାରେ ରହିଛନ୍ତି । ଚନ୍ଦନଙ୍କ ମାନିଲେ ତାଙ୍କ ସ୍ତ୍ରୀ ବହୁତ କେୟାରିଙ୍ଗ୍ ଅଟନ୍ତି । ଓ ତା ସହ ସେ ପରିବାରର ସମସ୍ତଙ୍କ ଦାୟିତ୍ୱ୍ ନିଅନ୍ତି , ତାହା ସହ ଚନ୍ଦନ କହନ୍ତି କି ନନ୍ଦିନୀ ଏକ ଭଲ ମା ହିସାବରେ ତାଙ୍କର ଝିଅର ଦାୟିତ୍ୱ ନିଅନ୍ତି ।

Leave a Reply

Your email address will not be published. Required fields are marked *