June 26, 2025

Odia Express

Here, There and Everywhere

ଆଜିର ମଜାଦାର ୧୦ ଟି ଓଡ଼ିଆ ଜୋକ୍ସ : ପପୁ ନିଜ ସ୍ତ୍ରୀ ସହ ବିଦେଶ ବୁଲିବାକୁ ଯାଇଥିଲା, ସ୍ତ୍ରୀ ପପୁକୁ ଯଦି ମୁଁ ସେଠାରେ ହଜିଗଲି ତେବେ ତାପରେ ପପୁ ଯାହା କହିଲା ହସି ହସି ଗଡ଼ିଯିବେ ଆପଣ..

1 min read

ଆଜି ଆମେ ଆପଣଙ୍କ ପାଇଁ ନେଇକରି ଆସିଛୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏବେ ପର୍ଯ୍ୟନ୍ତ ଖତରନାକ୍ ଜୋକ୍ସ, ଆମେ ଆଶା କରୁଛୁ କି ଏହି ଜୋକ୍ସକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ ।

ଜର୍ଜ କହିଲେ – ତୁ ତୃତୀୟଥର ଆସିଛୁ, ଅଦାଲତ, ତୋତେ ଲାଜ କିପରି ଲାଗୁନି ? ଜାଠ୍ କହିଲା ହା ହା ଶଳା ତୁ ତ ସବୁଦିନ ଆସୁଛୁ ତୁ ବୁଡିକି ମରିଯିବା କଥା ।

ୱେଲଡିଙ୍ଗ୍ ଓ ୱେଡିଙ୍ଗ୍ ରେ କଣ ଫରକ ହୋଇଥାଏ , ୱେଲଡିଙ୍ଗ୍ ରେ ପ୍ରଥମ ନିଆଁ ବାହାରିଥାଏ , ଓ ତାପରେ ସବୁଦିନ ପାଇଁ ଗଠବନ୍ଧନ ହୋଇଯାଏ । କିନ୍ତୁ ୱେଡୀଙ୍ଗ୍ ରେ ପ୍ରଥମରୁ ଗଠବନ୍ଧନ ହୋଇଯାଇଥାଏ ଓ ଜୀବନ ସାରା ଚିଙ୍ଗାରୀ ବାହାରିଥାଏ ।

ଶିକ୍ଷକ- ଯଦି କିଏ ଗାର୍ଲ ହଷ୍ଟେଲ୍ ଆଡକୁ ଗଲା ତ ୧୦୦ ଟଙ୍କା ଫାଇନ୍ ଲାଗିବ , ଦ୍ୱିତୀୟଥର ଗଲେ ୨୦୦ ଟଙ୍କା ଓ ତୃତୀୟଥର ଗଲେ ୫୦୦ ଟଙ୍କା ଲାଗିବ,  ଛାତ୍ର ସାର୍, ପାସ୍ କେତେ ଟଙ୍କାରେ ହେଇଯିବ ।

ସ୍ୱାମୀ ଓ ସ୍ତ୍ରୀ ଆଗ୍ରା ଯାଉଥିଲେ , ଯେଉଁଠି କୁଅରେ ଏକ ଟଙ୍କା ପକେଇଲେ ମନସ୍କାମନା ପୁରା ହୋଇଯାଉଥିଲା । ସ୍ୱାମୀ ଏକ ଟଙ୍କା ପକାଇଲା ଓ ତାପରେ ସ୍ତ୍ରୀ ଏକ ଟଙ୍କା ପକାଇଲା , କିନ୍ତୁ ବାଲାନ୍ସ୍ ବିଗିଡିଗଲା କୁଅରେ ଯାଇପଡିଗଲା , ସ୍ୱାମୀର ଆଖିରେ ଲୁହ ଓ ଉପର ଦେଖିକରି କହିଲା ଏତେ ଜଲଦି ।

ସ୍ତ୍ରୀ- ହଁ ମୁଁ ମାନୁଛି କି ବାହାଘର ଏକ ଲଟେରି ଅଟେ,  ସ୍ୱାମୀ-କିନ୍ତୁ ମୁଁ ମାନୁନି, ସ୍ତ୍ରୀ କାହିଁକି ? ତୁମେ କଣ ପାଇଁ ମାନୁନ , ସ୍ୱାମୀ- କାରଣ ଲଟେରିରେ ଦୁଇଥର ଭାଗ୍ୟ ଆଜମାଇବାପାଇଁ ମଉକା ମିଳିଥାଏ ।

ଦୁନିଆଁର ସବୁ ବେଇଜ୍ଜତ ଗୋଟେ ତରଫ , ଓ ଝିଅର ସାମ୍ନାରେ ବାଇକ୍ ଷ୍ଟାର୍ଟ ନହେଲେ ସେହି ବେଇଜ୍ଜତ ଗୋଟେ ପଟ ।

ବିଦେଶ ଯାତ୍ରାରୁ ଫେରିକରି ଆସିଥିବା ପପୁ ନିଜ ସ୍ତ୍ରୀକୁ ପଚାରିଲା, କଣ ମୁଁ ବିଦେଶୀ ପରି ଦେଖାଯାଉଛି ? ସ୍ତ୍ରୀ-ନାହିଂ ତ, ପପୁ- ତେବେ ଲଣ୍ତନରେ ଜଣେ ମହିଳା କଣ ପାଇଁ ପଚାରିଲା କି ମୁଁ ବିଦେଶୀ ବୋଲି ?

ଗୋଟେ କବି ତାର ସ୍ତ୍ରୀ ସହ ବସି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର ମିସକଲ୍ ଆସିଲା,  ସେ ମେସେଜ୍ ପଠାଇକରି ଜବାବ୍ ଦେଲା, କବି- ହବା କି ଲହର୍ ବନକର୍ , ତୁ ମେରି ଖିଡକି ଖଟଖଟା କର୍ , ମୈ ବନ୍ଧ ଦରୱାଜେ ମେଁ ତୁଫାନ ସମେଟେ ବୈଠା ହୁଁ ।

ସାନ୍ତା ବହୁତ ସମୟ ହେଲା ନିଜ ରୁମ୍ ରେ କିଛି ଖୋଜୁଥିଲା,  ଚିନ୍ତିତ ହୋଇକରି  ତାର ସ୍ତ୍ରୀ ଜିତୋ କହିଲା,  ଜିତୋ ତୁମେ ଏତେ ସମୟରୁ କଣ ଖୋଜୁଛ ? ସାନ୍ତା- ହିଡେନ୍ କ୍ୟାମେରା, ଜିତୋ- ତୁମକୁ ଏମିତି କାହିଁକି ଲାଗୁଛି କି ଏହି ରୁମ୍ ରେ ହିଡେନ୍ କ୍ୟାମେରା ଲାଗିଛି ,ସାନ୍ତା- ଯଦି ହିଡେନ୍ କ୍ୟାମେରା ଲାଗିନି ତେବେ ଟିଭିରେ ଯେଉଁ ବ୍ୟକ୍ତିକୁ କିପରି ଜଣା କି ଆମେ ଷ୍ଟାର୍ ପ୍ଲସ୍ ଦେଖୁଛେ ବୋଲି, ସବୁବେଳେ କାହିଁକି କହୁଛି କି ଆପଣ ଷ୍ଟାର୍ ପ୍ଲସ୍ ଦେଖୁଛନ୍ତି ।

ସୋନୁ ନିଜ ଗାର୍ଲଫ୍ରେଣ୍ତକୁ କହିଲା- ତୁମେ ଚାଇନିଜ୍ ପରି କାହିଁକି ଦେଖାଯାଉଛ? ଗାର୍ଲଫ୍ରେଣ୍ତ- ମୋର ବାପା ଚିନ୍ ର ଥିଲେ , ସୋନୁ -ତୁମେ କେବେ ଦେଖା କରାଇନ, ଗାର୍ଲଫ୍ରେଣ୍ତ -ସେ ଏବେ ଏହି ଦୁନିଆଁରେ ନାହାନ୍ତି , ସୋନୁ- ହଁ ଚାଇନିଜ୍ ମାଲ୍ ଅଧିକା ଦିନ ରୁହନ୍ତି ନାହିଁ ।

ସାନ୍ତ କଦଳୀର ଚୋପାରେ ତଳେ ପଡିଗଲା , ଆଗକୁ ଗଲା ତ ଆଉଗୋଟେ ଚୋପାରେ ତଳେ ପଡିଗଲା,  ଟିକିଏ ଆଗକୁ ଗଲା ତ ଆଉଥର୍ ସେମିତି ସେହି ଚୋପା ଯୋଗୁଁ ପଡିଗଲା,  ସାନ୍ତା କହିଲା ଧେତ୍ ତେରିକି, ଏବେ ଆଉଥରେ ପଡିବି

ପପୁ ଯେବେ ବି କପଡା ଧୁଏ ତେବେ ବର୍ଷା ହୋଇଯାଏ, ଦିନେ ଖରା ହେଲା ତ ସେ ଖୁସି ହେଲା ଓ ଦୋକାନରୁ ସର୍ଫ ନେବାକୁ ଗଲା,  ସେ ଯେମିତି ଦୋକାନକୁ ଗଲା ବାଦଲ ଜୋର୍ ରେ ଗର୍ଜନ କଲା, ପପୁ -ଫଟାଫଟ ଆକାଶ ଆଡକୁ ମୁହଁକରି କହିଲା,  କେଉଁଆଡେ , ମୁଁ ତ ବିସ୍କୁଟ୍ ନେବାକୁ ଆସିଛି, ରାଣ ।

ଛୁଟିର୍ ଦିନ ଥିଲା ସ୍ୱାମୀମହାଶୟ ସକାଳୁ ସକାଳୁ ଫେସବୁକ୍ ଖୋଲି ବସିଗଲେ,  ତାଙ୍କର ଏକ ମହିଳା ସାଙ୍ଗ ଏକ ସ୍ୟାଣ୍ତୱିଚ୍ ଫଟୋ ଅପଲୋଡ୍ କରି ଲେଖିଲେ ଆଉ ସବୁ ଜଳଖିଆ କରିବା , ସ୍ୱାମୀ ମହାଶୟ କମେଣ୍ଟରେ ଲେଖିଲେ- ବହୁତ ଟେଷ୍ଟି ଜଳଖିଆ ଥିଲା ମଜା ଆସିଗଲା,  ସ୍ତ୍ରୀ କମେଣ୍ଟ ପଢିନେଲା ଓ ସ୍ୱାମୀ ମହାଶୟଙ୍କୁ ଜଳଖିଆ ଦେଲେ ନାହିଁ , ଚାରି ଘଣ୍ଟା ଭୋଜିଲା ରହିବାପରେ ସ୍ତ୍ରୀ କହିଲା-ଲଞ୍ଚରେ ଘରେ କରିବ ନା ଫେସବୁକ୍ ରେ ।

ପପୁ ନିଜ ସ୍ତ୍ରୀ ସହ ବିଦେଶ ବୁଲିଯାଉଥିଲା,  ସ୍ତ୍ରୀ-ପପୁକୁ ଯଦି ମୁଁ ସେଠାରେ ହଜିଗଲି ତେବେ ମୋତେ କିପରି ଖୋଜିବ , ପପୁ ମୁଁ ସବୁ ରାସ୍ତାରେ ନିଖୋଜ ହେବାର ପୋଷ୍ଟର ଲଗାଇଦେବି, ସ୍ତ୍ରୀ- ୱାହ୍ ଜାନୁ କଣ ଲେଖିବ ପୋଷ୍ଟରରେ , ପପୁ- ଯାହାକୁ ମିଳିବ ତାର ।

Leave a Reply

Your email address will not be published. Required fields are marked *