ଆଜିର ମଜାଦାର ଓ ଚତୁର ପ୍ରଶ୍ନ – ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ? ବୁଦ୍ଧିମାନ ଲୋକ ଉତ୍ତର ଦେଇପାରିବେ..
1 min readଚାକିରି ଖୋଜିବା ସମୟରେ ଯେଉଁ ଅସୁବିଧା ସମସ୍ତଙ୍କୁ ହୋଇଥାଏ , ସେହି ଇଣ୍ଟରଭ୍ୟୁ ଅସୁବିଧା କେମିତି ଦେବା ଇଣ୍ଟରଭ୍ୟୁ ସମୟରେ କଣ କରିବା କଣ ନ କରିବା ଇଣ୍ଟରଭ୍ୟୁ ସମୟରେ କଣ ପିନ୍ଧିବା ଏହା ଅଧିକାଂଶ ଆମ ମୁଣ୍ତ ଘୁମାଇଦିଏ , ଏହି ପରି କିଛି ପ୍ରଶ୍ନ ଅଛି । ଆଜି ଏହି ପ୍ରଶ୍ନଗୁଡିକର ଉତ୍ତର ନେଇକରି ଆଜି ଆମେ ଆସିଛୁ ।କହିରଖିବୁ କି ଏହି ପ୍ରଶ୍ନ ସବୁ ଆପଣଙ୍କର ପରୀକ୍ଷାରେ କାମରେ ଆସିବ। ଏହା ଦ୍ଵାରା ଆପଣ ନିଜେ ନିଜର ଜ୍ଞାନର ବିକାଶ କରିବାରେ ସହାୟକ ହେବେ। ଆପଣଙ୍କର ମତିଷ୍କ ବହୁତ ଶୀଘ୍ର ହେବ ଯାହା ଦ୍ୱାରା ଆପଣ କୌଣସି ବି ପ୍ରଶ୍ନ ର ଉତ୍ତର ବହୁତ ଭଲ ଏବଂ ବିନା ଦ୍ଵନ୍ଦରେ ଦେଇପାରିବେ ଯାହା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିବ | ଆଜି ଆସନ୍ତୁ ଜାଣିବା କେତେକ ସାଧାରନଜ୍ଞାନ ପ୍ରଶ୍ନ ଓ ଉତ୍ତର ବିଷୟରେ।
ପ୍ରଶ୍ନ ନମ୍ବର୍ ୦୧:-ଭାରତର ଗୃହମନ୍ତ୍ରୀ କିଏ ଅଟନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅମିତ ସାହା।
ପ୍ରଶ୍ନ ନମ୍ବର୍ ୦୨:-କେଉଁ ଦେଶର ସରକାର ଛୁଆ ଜନ୍ମ କରିବାରେ ପୁରସ୍କାର ଦେଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଙ୍ଗାପୁର।
ପ୍ରଶ୍ନ ନମ୍ବର୍ ୦୩:-କେଉଁ ଦେଶରେ କେବଳ ଝିଅ ପିଲା ମନେ ହିଁ ମଦ ପିଇ ପାରିବେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପେରୁ ଦେଶର ମହିଳା।
ପ୍ରଶ୍ନ ନମ୍ବର୍ ୦୪:-ତମ୍ବାଖୁରେ କେଉଁ ପ୍ରକାରର କେମିକାଲ ମିଳିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାଇଟ୍ରୋଜେନ।
ପ୍ରଶ୍ନ ନମ୍ବର୍ ୦୫:-ଉଡାଯାହାଜ ଦ୍ୱାରା ଆମେ ମାନେ କୁଆଡେ ବା କେଉଁ ସ୍ଥାନକୁ ଯାଇ ପାରିବା ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାକାଶକୁ।
ପ୍ରଶ୍ନ ନମ୍ବର୍ ୦୬:-ଭାରତରେ କେଉଁ ଜିନିଷ ବାରମ୍ବାର ଦାମୀକିଆ ହୋଇଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେ ଖାଉଥିବା ପିଆଜ।
ପ୍ରଶ୍ନ ନମ୍ବର୍ ୦୭:-ସବୁଠାରୁ ବେଶୀ ଭୂମିକମ୍ପ କେଉଁ ଦେଶରେ ଆସି ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାପାନ ଦେଶରେ।
ପ୍ରଶ୍ନ ନମ୍ବର୍ ୦୮:-ସେ ଏମିତିଆ କେଉଁ ଜୀଵ ଯିଏ ଗୋଟେ ଦିନ ବା ୨୪ ଘଣ୍ଟାରେ ମାତ୍ର ୧୬ ମିନିଟ ଆରାମ କରିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିମ୍ପୁଡି ମାନେ।
ପ୍ରଶ୍ନ ନମ୍ବର ୦୯:-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ କ୍ଷୀର ଉତ୍ତ୍ପାଦନ କରାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉତ୍ତର ପ୍ରଦେଶରେ।
ପ୍ରଶ୍ନ ନମ୍ବର୍ ୧୦:-ସାଧାରଣତଃ ଝିଅ ପିଲା ମାନଙ୍କୁ ସବୁଠାରୁ ବେଶୀ ପସନ୍ଦ ଆସୁଥିବା ରଙ୍ଗ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଲାପି ରଙ୍ଗ।
ପ୍ରଶ୍ନ ନମ୍ବର ୧୧:-ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷର ବନବାସ ମିଳିଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୪ ବର୍ଷର।
ପ୍ରଶ୍ନ ନମ୍ବର୍ ୧୨:-ଭାରତର ପ୍ରଥମ ଆ.ଇ.ପି.ଏସ ମହିଳା କିଏ ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କିରଣ ବେଦୀ।
ପ୍ରଶ୍ନ ନମ୍ବର୍ ୧୩:-ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ରହୁଛନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୩୮%
ପ୍ରଶ୍ନ ନମ୍ବର୍ ୧୪:-ଗୋଟେ ଦିନରେ ମୋବାଇଲ ଲକ କେତେ ଥର ଖୋଲା ଯାଇ ପାରିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରାୟ ୧୫୦ ରୁ ୨୦୦ ଥର।
ପ୍ରଶ୍ନ ନମ୍ବର୍ ୧୫:-ନୁରଜାହଁ କେଉଁ ମୋଗଲ ସମ୍ରାଟଙ୍କର ପତ୍ନୀ ଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାହାଙ୍ଗିର ଙ୍କର।
ପ୍ରଶ୍ନ ନମ୍ବର୍ ୧୬:-ରାଷ୍ଟ୍ରୀୟ ସଙ୍ଗୀତ ଗାଇବା ପାଇଁ କେତେ ସମୟ ଲାଗିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫୨ ସେକେଣ୍ଡ।
ପ୍ରଶ୍ନ ନମ୍ବର୍ ୧୭:-ମ୍ୟାଙ୍ଗୋ ସିଟି ନାମରେ କେଉଁ ସହରକୁ ଜଣାଯାଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲଖନଉ ର ମହଲିୟା ବାଦ କୁ।
ପ୍ରଶ୍ନ ନମ୍ବର୍ ୧୮:-କେଉଁ ଦେଶର ପ୍ରଧାନମନ୍ତ୍ରୀ ଶପଥ ପାଠ କରୁ କରୁ ତାଙ୍କୁ ଫାସି ହୋଇଯାଇଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାକିସ୍ଥାନର।
ପ୍ରଶ୍ନ ନମ୍ବର୍ ୧୯:-ଲକ୍ଷନୌ ର ପୁରୁଣା ନାମ କଣ ଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅବଧ।
ପ୍ରଶ୍ନ ନମ୍ବର୍ ୨୦:-ଦୁନିଆରେ ସବୁଠାରୁ ବେଶି ଡାକଘର କେଉଁଠାରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ।
ପ୍ରଶ୍ନ ନମ୍ବର୍ ୨୧:-ଦୁନିଆରେ ସବୁଠାରୁ ବେଶୀ ମାଛ କେଉଁ ଦେଶରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ଦେଶରେ।
ପ୍ରଶ୍ନ ନମ୍ବର୍ ୨୨:-କେଉଁ ଦେଶର ଲୋକ ପବଜି ଖେଳନ୍ତି ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚିନ ଦେଶର ଲୋକ।
ପ୍ରଶ୍ନ ନମ୍ବର୍ ୨୩:-ଇଞ୍ଜିନିୟର କୁ ହିନ୍ଦିରେ ଆମେ କଣ କହିଥାଉ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଭିୟନ୍ତା।
ପ୍ରଶ୍ନ ନମ୍ବର୍ ୨୪:-ଟ୍ରେନର ଆଭରେଜ କେତେ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଟେ କିଲୋମିଟରରେ ୬ ଲିଟର ତେଲ।
ପ୍ରଶ୍ନ ନମ୍ବର୍ ୨୫:-ଦୁନିଆର ସବୁଠାରୁ ଦାମୀକିଆ କରେନ୍ସି କେଉଁ ଦେଶର ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୁବେତ ଦେଶ।
ପ୍ରଶ୍ନ ନମ୍ବର୍ ୨୬:-ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା କିନ୍ତୁ ପଢି ପାରିବା ନାହିଁ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାହିଁ।
ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।