June 27, 2025

Odia Express

Here, There and Everywhere

ସବୁଦିନ ସକାଳୁ ଏହି କାମ କରନ୍ତୁ – ଧନୀ ହେବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ..

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାଜ୍ଞାନୀ ଥିଲେ ତଥା ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କର ଶାସନ କାଳ ରେ ସେ ତାଙ୍କର ପ୍ରମୂଖା ମାର୍ଗ ଦର୍ଶକ ଥିଲେ। ଏପରି ବି କୁହା ଯାଏ କି ଚାଣକ୍ୟ ହି ଚନ୍ଦ୍ରଗୁପ୍ତ ଙ୍କୁ ତାଙ୍କ ନୀତି ଦ୍ୱାରା ରାଜଗାଦି ରେ ବସେଇ ଥିଲେ। ତାଙ୍କର ଏହି ପ୍ରକାର ଚତୁର ନୀତି ପାଇଁ ସେ ସେତେବେଳେ ବାହିତ ଲୋକଙ୍କର ଗୁରୁ ଥିଲେ। ଆଜି ବି ଆଚାର୍ଯ୍ୟ ଚାଣକ୍ୟ ଅନେକ ଲୋକଙ୍କର ଗୁରୁ ଭାବେ ଅଛନ୍ତି। ସେ ତାଙ୍କର ଲିଖିତ ପୁସ୍ତକ ଚାଣକ୍ୟ ନୀତି ରେ ଅନେକ କଥା ବାସ୍ତୁ ଲେଖିଛନ୍ତି ଯାହା କି ଆଜି ବି ଲୋକଙ୍କର କାମ ରେ ଆସେ। ତା ଆସନ୍ତୁ ଜାଣିବା।

୧:ଚାଣକ୍ୟ ଙ୍କ ଅନୁସାରେ ସିଧା ବୃକ୍ଷ ମାନଙ୍କୁ ଅଧିକ ଶୀଘ୍ର କଟା ଯାଇଥାଏ। ତେଣୁ ଜୀବନ ରେ ଅଧିକ ସିଧା ହେବା ଜମାବି ଉଚିତ ନୁହଁ। ଯିଏ ଜୀବନ ରେ ଅଧିକ ସିଧା ହେବାକୁ ଚେଷ୍ଟା କରି ତଥା ଅଧିକ ଭୋଳା ରୁହେ ତାକୁ ଅନେକ ଅସୁବିଧା ର ସାମ୍ନା କରିବାକୁ ପଡିଥାଏ। କାରଣ ଅନେକ ଲୋକ ତାଙ୍କ ଭୋଳାପଣ ର ଫାଇଦା ଉଠାନ୍ତି। ତେଣୁ ଆଚାର୍ଯ୍ୟ ଙ୍କ ଅନୁସାରେ ଜୀବନ ରେ ଟିକେ ଚାଲାକ ହେବା ନିହାତି ଦରକାର ତଥା ଏହା ଆମକୁ ଜଣା ଥିବା ଦରକାର କି କିଏ ଆମ ପାଇଁ ଭଲ ଆଉ କିଏ ଆମ ପାଇଁ ଖରାପ।

୨: କାହାକୁ ବି ନିଜର ହୃଦୟ କଥା କହିବା ପାଇଁ ହେଲେ ବହୁତ ଥର ଭାବିବା ଦରକାର। କାରଣ କାହାକୁ ବି ଆମେ ଆମର ହୃଦୟର କଥା କହିବା ଦ୍ୱାରା ମୂର୍ଖ ସାବ୍ୟସ୍ତ ହେଇଯାଉ। ଆମେ ସଭିଙ୍କ ନଜର ରେ ଭଲ ସାବ୍ୟସ୍ତ ହେବା ଚକର ରେ ମୂର୍ଖ ହେଇଯାଉ ଯାହା କି ଆମ ପାଇଁ ଜମା ବି ଉଚିତ ନୁହଁ।

୩: ଚାଣକ୍ୟ ଙ୍କ ଅନୁସାରେ ଯେପରି ଫୁଲ ର ମହକ ଚାରି ଆଡ଼େ ହାୱା ର ସହ ବୋହି ଯାଇଥାଏ ସେପରି ହି ଜଣେ ମନୁଷ୍ୟ କୁ ଫୁଲ ପରି ହେବା ଦରକାର। ଯାହା କି ତାର ଭଲ ଗୁଣ ଚାରି ଆଡ଼େ ମହାକାଇ ଦେଇ ପାରିବ। ମାତ୍ର ଆମେ ଭୁଲିଯାଉ କି ଫୁଲର ମହକ କେବଳ ହାୱା ସହ ହି ବୋହି ଥାଏ। ମାତ୍ର ଜଣେ ଭଲ ମନୁଷ୍ୟ ର ଭଲ ଗୁଣ ଚାରି ଆଡକୁ ଯାଇଥାଏ ଯାହା କି ହାୱା ଉପରେ ନିର୍ଭରଶୀଳ ନଥାଏ।

୪: ଆପଣଙ୍କ ଭାବନା ସର୍ବଦା ସଫା ରହିବା ଦରକାର। ଆପଣ ସଫା ହୃଦୟ ର ରହିବା ଦରକାର। ଆପଣ ଆବଶ୍ୟକତା ଥିବା ଲୋକଙ୍କୁ ସାହାଯ୍ୟ କରିକି ନିଜର ଭଲ ଗୁଣ ଦର୍ଶାଇ ପାରିବେ। ହୋଇପାରେ ଆପଣ ଭଲ ହେଇଥାନ୍ତି ମାତ୍ର ଯଦି ଆପଣ ସମାଜ ର ଲୋକଙ୍କୁ ନିଜର ଭଲ ଗୁଣ ଦେଖାଇବା ରେ ଅସଫଳ ରହିଗଲେ ତ ଆପଣଙ୍କ ଅସୁବିଧା ସମୟରେ କେହି ବି ଆପଣଙ୍କ ସାଥ ଦେଇ ପାରିବେ ନାହିଁ।

Leave a Reply

Your email address will not be published. Required fields are marked *