ଏହି ଜିନିଷକୁ ଖାଇବା ଦ୍ୱାରା ଶରୀରର ଓଜନ ଅବିଶ୍ଵସନୀୟ ଭାବରେ ବଢିବାକୁ ଲାଗିବ..
1 min read
ଆଜିକାଲି ଦୁନିଆରେ ସମସ୍ତେ ସୁନ୍ଦର ବା ହାଣ୍ଡସୋମ୍ ଦେଖା ଯିବା ପାଇଁ ଚାହାନ୍ତି, ହେଲେ କିଛି ବ୍ୟକ୍ତି ଙ୍କ ର ଦୁର୍ବଳ ବା ପତଳା ଶରୀର ଯୋଗୁ ଏହି ଇଛା ତାଙ୍କର ପୂର୍ଣ୍ଣ ହୋଇପାରେ ନାହିଁ, ତେବେ ସମସ୍ତଙ୍କ ପରି ଦୁର୍ବଳ କିମ୍ବା ପତଳା ମଧ୍ୟ ନିଜର ଶରୀରକୁ କିପରି ଶକ୍ତିଶାଳୀ କରିପାରିବେ ତାହା ଅାମେ ଜାଣିବା।ଆଜି ଆମେମାନେ ଜାଣିବା କିପରି ଆପଣ ନିଜର ଦୁର୍ବଳ କିମ୍ବା ପତଳା ଶରୀରକୁ ମୋଟା ବା ଶକ୍ତିଶାଳୀ କରିପାରିବେ। ଏହି ଉପାୟ କୁ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ଔଷଧ କିମ୍ବା ଅନ୍ୟ କୌଣସି କେମିକାଲ ର ଆବଶ୍ୟକ ପଡେ ନାହିଁ, ଯାହା ଦ୍ୱାରା ଆପଣଙ୍କର ଶରୀର ର କ୍ଷତି ହୋଇଥାଏ, ଏହି ଉପାୟ ଦ୍ବାରା କିଛି ଲୋକ ୫-୧୦ କିଲୋ ଓ କିଛି ଲୋକ ୧୦-୧୫ କିଲୋ ପର୍ଯ୍ୟନ୍ତ ଓଜନ ବଢ଼ାଇବା ପାରିବେ।
ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ଯାହାଦ୍ୱାରା ଆପଣଙ୍କର ଶରୀର କୁ ଶକ୍ତିଶାଳୀ କରିପାରିବେ। ଏହି ଉପାୟ ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ଟି ହେଉଛି, ଏକ ସିଝା ଆଳୁ, ଆଳୁ ଆମର ନିତିଦିନିଆ ଖାଦ୍ୟ ସାମଗ୍ରୀ ମଧ୍ୟରୁ ଅନ୍ୟତମ,ଏହା ସମସ୍ତଙ୍କ ଘରେ ବହୁତ ସହଜ ରେ ମିଳିଯିବ। ଆଳୁ ରେ ଥିବା ଫାଇଦା ବିଷୟରେ ଆପଣ ମାନେ ଜାଣି ନଥିବେ,ଏଥିରେ ଥିବା ସମସ୍ତ ତତ୍ତ୍ଵ ଯାହା ଆମ ଶରୀର ଓଜନ ବଢ଼େଇବା ସହିତ ଶକ୍ତିଶାଳୀ କରିବା ପାଇଁ ଆପଣଙ୍କ ଶରୀରକୁ ରୋଗ ମୁକ୍ତ କରିଥାଏ।
ଏହି ଉପାୟ ପାଇଁ ଆବଶ୍ୟକ ହେଉଥିବା ଆଉ ଦୁଇଟି ଜିନିଷ ବିଷୟରେ ଜାଣିବା।ଯାହାଦ୍ୱାରା ଆପଣ ମାନଙ୍କ ଶରୀରର ଓଜନକୁ ଚାରି ଗୁଣ ବଢ଼େଇଥାଏ।ପ୍ରଥମ ଆବଶ୍ୟକୀୟ ଜିନିଷ ଟି ହେଉଛି ସିଝା ଯାଇଥିବା ଆଳୁ ଓ ଦ୍ଵିତୀୟ ଜିନିଷ ଟି ହେଉଛି କିସମିସ।ଏହି କିସମିଶ ଅଙ୍ଗୁର କୋଳି କୁ ଶୁଖାଇ ସେଥିରୁ ଏହାକୁ ପ୍ରସ୍ତୁତ କରାଯାଏ।ଏହା ଆପଣଙ୍କୁ ବହୁତ ସହଜରେ କୌଣସି ଏକ ଦୋକାନ ରୁ ମିଳିଯିବ।ଏହି କିସମିଶ ରେ ବିଭିନ୍ନ ପ୍ରକାରର ଉପକାରୀ ତତ୍ୱ ଥାଏ ଆଉ ଆମ ଶରୀରର ଓଜନ ବଢ଼େଇବା ସହିତ ଆମ ଶରୀରରକୁ ରୋଗ ମୁକ୍ତ କରିଥାଏ।ତେବେ ଏହି କିସମିସ କୁ ଆପଣ ରାତିରେ ଶୋଇବା ବେଳେ ଏକ ପାତ୍ର ରେ କିଛି ପାଣି ନେଇ ସେଥିରେ ଏହି କିସମିସ କୁ ଭିଯାଈ ଦିଅନ୍ତୁ ଓ ସକାଳୁ ଉଠି ସେହି ଭିଜା ଯାଇଥିବା କିସମିସ କୁ ପାଣିରୁ ଛାଣି ଦିଅନ୍ତୁ।
ବର୍ତମାନ ଏହି ଉପାୟ ପାଇଁ ଆବଶ୍ୟକ ହେଉଥିବା ତୃତୀୟ ଜିନିଷ ଟି ହେଉଛି କ୍ଷୀର,ଯାହାକୁ ଆମେ ଚା କରି ପିଇଥାଉ।ତାପରେ ଆମେ ଗୋଟେ ଗିଲାସ ପାଣି ନେବା ଆଉ ସେଥିରେ ୨୫-୩୦ ଗ୍ରାମ କିସମିଶ ନେଇ ଭିଜେଇ ଦେବା।ଏବେ ଏକ ଗ୍ଲାସ୍ କ୍ଷୀରରେ ସେହି ଭିଜା ଯାଇଥିବା କିସମିସ କୁ ମିଶାଇ ସେବନ କରନ୍ତୁ ଓ ଏହା ସହିତ ସବୁଦିନ ଏକ ସିଝା ଯାଇଥିବା ଆଳୁକୁ ଚୋପା ଛଡେଇ ମଧ୍ୟ ଖାଆନ୍ତୁ,ମନେରଖନ୍ତୁ ସିଝା ଯାଇଥିବା ଆଳୁ କୁ ଆପଣ ଯେ କୌଣସି ସମୟରେ ଖାଇପାରିବେ କେବଳ ରାତି ସମୟକୁ ଛାଡ଼ି କିନ୍ତୁ କିସମିସ ମିଶା କ୍ଷୀର କୁ ଆପଣ ପ୍ରତ୍ୟେକ ଦିନ ସକାଳୁ ସେବନ କରନ୍ତୁ।
ଏହି ଉପାୟ କୁ ଲଗାତର ଭାବେ ୧୫ ଦିନ କରିବା ପରେ, ଏହାର ପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ, ଏହା ସହିତ ଆପଣଙ୍କ ର ଦୁର୍ବଳ ଶରୀର ମଧ୍ୟ ଉନ୍ନତି କରିବାରେ ଲାଗିବ ବା ଆପଣଙ୍କ ଓଜନ ବଢିବ। ଏହି ଉପାୟ ରେ କୌଣସି ବି ଔଷଧ କିମ୍ବା କୌଣସି ରାସାୟନିକ କେମିକାଲ ମିଶା ଯାଇନଥିବା ରୁ ଏହା ଆପଣଙ୍କ ଶରୀର ର କିଛି କ୍ଷତି କରେ ନାହିଁ। ଏହା ଏକ ସମ୍ପୂର୍ଣ୍ଣ ଘରୋଇ ଉପାୟ ଏହି ଉପାୟ କୁ ଆପଣ ବହୁତ କମ ଖର୍ଚ୍ଚ ରେ ଓ ନିଜେ ଘରେ ପ୍ରସ୍ତୁତ କରି ପାରିବେ।