June 21, 2025

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ – ୪ ଜଣ ବାପା,୨ ଜଣ ଜେଜେ ବାପା,୪ ଜଣ ପୁଅ ସର୍କସ ଦେଖିବାକୁ ଗଲେ – ସେମାନେ କେତେଟି ଟିକେଟ କିଣିବେ? ବୁଦ୍ଧିମାନ ଲୋକ ଉତ୍ତର ଦେଇପାରିବେ..

1 min read

ଆଜି ଆମେ ଆପଣ ମାନଙ୍କ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆଣିକି ଆସିଛୁ,ଯାହାକୁ ପଢିବା ଦ୍ଵାରା ଆପଣଙ୍କର ଭବିଷ୍ୟତରେ ବହୁତ ସହାୟକ ହେବ। ଏହାକୁ ମନେ ରଖିଲେ ଏହା ଆପଣଙ୍କୁ କୋୖଣସି ବି ପରୀକ୍ଷାରେ ପ୍ରଶ୍ନ ଆସିଲେ ସହାୟକ ହେବ।ଆମେ ଆଗକୁ ଆପଣ ମାନଙ୍କ ପାଇଁ ଏମିତି ନେଇକି ଆସିବୁ ।ଏହାକୁ ଅଧିକ ରୁ ଅଧିକ ଭାବରେ ସେୟାର କରନ୍ତୁ ଏବଂ ସମସ୍ତଙ୍କୁ ଏହି ବିଷୟରେ ଜଣାନ୍ତୁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିଥିବା। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ କରି ନିଜର ମତାମତ ଦେବାକୁ ଭୁଲିବେନି।

ପ୍ରଥମ ପ୍ରଶ୍ନ ପ୍ରଶ୍ନ୧.କେଉଁ ଖାଇବା ଜିନିଷ ଶହେ ବର୍ଷ ପର୍ଯ୍ୟନ୍ତ ରହିଲେ ମଧ୍ୟ ଖରାପ ହୁଏ ନାହିଁ?

ଉତ୍ତର-ମହୁ।ଏହା ବହୁତ ବର୍ଷ ପର୍ଯ୍ୟନ୍ତ ସେମିତି ରହିଥାଏ।

ପରବର୍ତ୍ତୀ ପ୍ରଶ୍ନ ପ୍ରଶ୍ନ୨.ସମସ୍ତେ ରାଣୀ ଙ୍କ ଆଦେଶ କୁ ମାନନ୍ତି ହେଲେ ସେ କେଉଁ ରାଣୀ ଯିଏ ଆପଣଙ୍କ ଆଦେଶ କୁ ମାନନ୍ତି?

ଉତ୍ତର-ଚାକରାଣୀ।ଯିଏ ସବୁ କଥା ମାନନ୍ତି।

ପ୍ରଶ୍ନ୩.ଦୁନିଆର ସବୁଠାରୁ ସକିଂ ସିଟି କେଉଁଟି?

ଉତ୍ତର-ଇଲେକ୍ଟ୍ରିସିଟି

ପ୍ରଶ୍ନ୪.ଗୋଟିଏ ଶବ୍ଦ ରେ ଉତ୍ତର ଦିଅ।ଗୋଟିଏ ପଶୁ ର ନାମ।ଗୋଟେ ହତିଆର ର ନାମ।

ଉତ୍ତର-ଘୋଡା

ପ୍ରଶ୍ନ୫.ରୋହନ କୁ ଯେତେବେଳେ ୫ବର୍ଷ ହୋଇଥିଲା,ତାର ଭାଇର ବୟସ ତାର ଦୁଇ ଗୁଣ ହୋଇଥିଲା।ରୋହନ କୁ ଯେତେବେଳେ ୧୫ ବର୍ଷ ତା ଭାଇ କୁ କେତେ ବର୍ଷ ହୋଇଥିବ?

ଉତ୍ତର-୨୦ବର୍ଷ।(୧୦+୧୦)

ପ୍ରଶ୍ନ୬.ସେ କିଏ ଯିଏ,ବିନା ପାଦରେ ଚାଲେ ଓ କେବେ ଫେରି ନଥାଏ?

ଉତ୍ତର-ସମୟ

ପ୍ରଶ୍ନ୭.ମୁଁ ସବୁବେଳେ ଭୋକିଲା ଥାଏ।ମତେ ସବୁବେଳେ ଖାଦ୍ୟ ଦରକାର।ମୁଁ ଯାହାକୁ ଚାଟି ଦିଏ ନାଲି ହୋଇଯାଏ।ମୁଁ କିଏ?

ଉତ୍ତର-ନିଆଁ

ପ୍ରଶ୍ନ୮.ମୁଁ ଆକାଶ କୁ ଛୁଏଁ, ମୁଁ ପୃଥିବୀ କି ଛୁଏଁ।ଯଦି ତମକୁ ଛୁଇଁ ଦିଏ ତେବେ ତମେ ବଞ୍ଚି ପାରିବ ନାହିଁ।ମୁଁ କିଏ?

ଉତ୍ତର-ବିଜୁଳି

ପ୍ରଶ୍ନ୯.ଗୋଟିଏ ପୋଲରେ କେବେଳ ଗୋଟିଏ ଟ୍ରକ ଯାଇପାରେ।ଦୁଇ ପାର୍ଶ୍ଵରୁ ଦୁଇଟି ଟ୍ରକ ଵାଲା ଆସୁଛନ୍ତି।ଏକାବେଳେ କେମିତି ପାର ହେବେ?

ଉତ୍ତର-ଟ୍ରକ ନୁହେଁ ଟ୍ରକ ଵାଲା ଆସୁଛନ୍ତି।ତ ସେମାନେ ଏକା ସମୟରେ ଯାଇପାରିବେ।

ପ୍ରଶ୍ନ୧୦.୪ଜଣ ବାପା,୨ଜଣ ଜେଜେ ବାପା,୪ଜଣ ପୁଅ ସର୍କସ ଦେଖିବାକୁ ଗଲେ।ସେମାନେ କେତେଟି ଟିକେଟ କିଣିବେ?

ଉତ୍ତର-୬ଟି।(୨ଜଣ ପୁଅ,୨ଜଣ ବାପା,୨ଜଣ ଜେଜେବାପା)

୧୧) ପ୍ର: ଏମିତି କେଉଁ ବାହନ ଅଛି ଯାହା କି ଆପଣଙ୍କ ଉପରେ ଗଲେ ବି ଆପଣଙ୍କର କିଛି ହୁଏନି ।

ଉ: ଉଡା ଜାହାଜ

୧୨) ପ୍ର:ସେଇଟା କଣ ଯାହାକି ଅଧା ରାତିରେ ଆସେ ଆଉ ଅଧା ରାତିରେ ଚାଲି ଯାଏ ।

ଉ: ତାରିଖ

୧୩) ପ୍ର: ଏମିତି କେଉଁ ପତି ଅଛି ଯିଏକି ଜଙ୍ଗଲରେ ବି ଆଉ ସହରରେ ବି ରୁହେ ।

ଉ: ଵନସ୍ପତି

୧୪) ପ୍ର: ମୁଁ କଳା ମୋ ଛୁଆ ଗୋରା ମତେ ଛାଡ ମୋ ଛୁଆ କୁ ଖାଅ ।

ଉ: ସିଙ୍ଗଡ଼ା

୧୫) ପ୍ର: ଏମିତି କଣ ଜିନିଷ ଯାହା ସମସ୍ତଙ୍କୁ ଦେଖା ଯାଏ କିନ୍ତୁ ନିଜକୁ ଦେଖା ଯାଏନି ।

ଉ: ଭୁଲ

୧୬) ପ୍ର: ସେଇଟା କଣ ଯାହାକୁ ଲୋକ ମାନେ ଅନ୍ଧାର ରେ କରନ୍ତି ।

ଉ: ଆଲୁଅ

୧୭) ପ୍ର: ଏମିତି କଣ ଜିନିଷ ଅଛି ଯୋଉଟା ଯାହାକୁ ମିଳେ ତାର ମନକୁ ଖେଳେଇ ଦିଏ ।

ଉ: ଖୁସି

୧୮) ପ୍ର: ନା ମୁଁ ଦେଖି ପାରିବି ନା ମୁଁ ବିକି ହେଉ ପାରିବି ନା ମୁଁ ପଡି ପାରିବି ଏବେ କୁହତ ମୁଁ କିଏ ।

ଉ: ପବନ

ଏହି ସବୁ ପ୍ରଶ୍ନ ଏବଂ ଉତ୍ତର ଆପଣଙ୍କୁ ବହୁତ ସହାୟକ ହେବ।ଏହା ଥିଲା ଆଜି ପାଇଁ।

Leave a Reply

Your email address will not be published. Required fields are marked *