June 27, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ‘A’ ଏବଂ ‘M’ ନାମର ଲୋକଙ୍କ ଯୋଡି କିପରି ହୋଇଥାଏ ? ଯଦି ଆପଣଙ୍କ ନାମ ସାମିଲ ଅଛି ତେବେ ନିଶ୍ଚୟ ପଢନ୍ତୁ..

1 min read

ଆପଣ ସବୁବେଳେ ବାହାଘରରେ କହୁଥିବାର ଶୁଣିଥିବେ କି ଯୋଡି ଭଗବାନ ତିଆରି କରିଛନ୍ତି କିମ୍ବା ସ୍ୱର୍ଗରୁ ତିଆରି ହୋଇ ଆସିଛି ବାସ ପୃଥିବୀରେ ଏ ଯୋଡିର ମିଶିବା ବାକିଥିଲା।କୌଣସି ବି ମଣିଷ ଗୋଟେ ଥରରେ ନିଜ ସତ ଜୀବନ ସାଥୀ ଖୋଜି ପରିନଥାଏ କିନ୍ତୁ ଆପଣ ଏଇଟା ଜାଣିଥିବେ କି ଆପଣଙ୍କ ଯୋଡି କେଉଁ ବ୍ୟକ୍ତି ର କେଉଁ ନାମ ସହ ଠିକ ବସୁଛି ତ ଆପଣଙ୍କ ପାଇଁ ନିଜ ଜୀବନସାଥୀ ଖୋଜିବା ବହୁତ ସହଜ ହୋଇଥାଏ ସେଇଥି ଆଜି ଆମେ ଆପଣଙ୍କୁ ସେ ଯୋଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଆସ ଜାଣିବା ସେ ଯୋଡି ବିଷୟରେ।

ଆଜି ଆମେ ଜାଣିବା A ଆଉ M ନାମକ ଲୋକଙ୍କ ଯୋଡି ବିଷୟରେ।ଆହୁରି ମଧ୍ୟ ଜାଣିବା ସେମାନେ ଏକାଠି ରହିଲେ ଖୁସିରେ ରୁହନ୍ତି କି ଦୁଃଖରେ ରୁହନ୍ତି ସେ ବିଷୟରେ ମଧ୍ୟ ଜାଣିବା,ଆଉ ସେମାନଙ୍କ ଭିତରେ ହେଉଥିବା ମନାନ୍ତର ମତାନ୍ତର ବିଷୟରେ ମଧ୍ୟ ଆମେ ଜାଣିବା।ଆସନ୍ତୁ ଜାଣିବା ସେ ଦୁଇଜଣଙ୍କ ଯୋଡି ବିଷୟରେ।ପ୍ରଥମେ ଆସିବ A ନାମକ ଲୋକଙ୍କ ଯୋଡି ବିଷୟରେ।A ନାମକ ଲୋକମାନଙ୍କୁ ମିଛ ଭଲ ପାଇବା ବା ଚଳନାତ୍ମକ ଭଲ ପାଇବା ଭଲ ଲାଗେ ନାହିଁ।ଏହି Aନାମକ ଲୋକ ନିଜ ଭଲ ପାଇବାକୁ ବହୁତ ଇଜ୍ଜତ ଓ ସନ୍ନମାନ ଦିଅନ୍ତି।

A ନାମକ ଲୋକ ଯାହାକୁ ଥରେ ଭଲ ପାଇ ଯାଆନ୍ତି ତାଙ୍କୁ ନିଜର ଜୀବନ ସାଥି ବନେଇବା ପାଇଁ ହରଦମ ବା ସବୁବେଳେ ସ୍ୱପ୍ନ ଦେଖନ୍ତି।A ନାମକ ଲୋକ ଏତେ ସହଜରେ କାହାକୁ ଏତେ ଶୀଘ୍ର ଭଲ ପାଆନ୍ତି ନାହିଁ,ଯେପର୍ଯ୍ୟନ୍ତ ତାଙ୍କୁ ସାମ୍ନା ଲୋକ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ନ ଆସିଯାଇଛି।A ନାମକ ଲୋକ ବହୁତ ସୁନ୍ଦର ହୋଇଥାନ୍ତି ଆଉ ସାମ୍ନା ଲୋକ ଏମାନଙ୍କୁ ଦେଖି ତାଙ୍କ ଆଡ଼କୁ ଆକର୍ଷିତ ହୋଇଯାନ୍ତି।ଏହି A ନାମକ ଲୋକ ବହୁତ ଶିଘ୍ର ଅନ୍ୟମାନଙ୍କ କଥା ମାନି ନିଅନ୍ତି ଆଉ ତାପରେ ସେମାନଙ୍କ କଥା ନେଇ ଭୁଲ ନିର୍ଣ୍ଣୟ ନେଇଥାନ୍ତି।

A ନାମକ ଲୋକ ଜୀବନରେ ଭଲ ପାଇବାର ବହୁତ ଶିଘ୍ର ଧୋକା ଖାଇଥାନ୍ତି ଓ ଯାହାଫଳରେ ସେ ଆଉ କାହା ଉପରେ ଏତେ ସହଜରେ ବିଶ୍ୱାସ କରନ୍ତି ନାହିଁ।ଭଲ ପାଇବା କ୍ଷେତ୍ରରେ A ନାମକ ଲୋକ ନିଜ ସାଥି ଉପରେ ବହୁତ ଅଧିକ ସନ୍ଦେହ କରନ୍ତି ଆଉ ନିଜ ସାଥି ବିଷୟରେ ସବୁ ତଥ୍ୟ ଚାରି ଆଡୁ ନେଇ ଆସନ୍ତି।A ନାମକ ଲୋକଙ୍କ ଯୋଡି ଏମ,ଏସ,ଆର,ଇ,ଏଫ ଙ୍କ ସହିତ ଭଲ ବୋଲି ଲୋକ ମାନିଥାନ୍ତି।ଏବେ ଆସନ୍ତୁ ଜାଣିବା M ନାମକ ଲୋକଙ୍କ ବିଷୟରେ।

M ନାମକ ଲୋକ ବହୁତ ଅଳ୍ପ ସମୟରେ ଶିଘ୍ର ସଫଳତା ମିଳିଥାଏ, ଏମିତିଆ ଲୋକ ପ୍ରାୟ ରାଜନୀତିରେ ଦେଖାଯାଆନ୍ତି।ଏହି M ନାମକ ଲୋକ କାହା ବିଷୟରେ ଖରାପ କଥା ଶୁଣି ପାରନ୍ତି ନାହିଁ।ଏହି M ନାମକ ଲୋକ ସ୍ୱଭାବରୁ ବହୁତ ଭଲ ହୋଇଥାନ୍ତି ଆଉ ବହୁତ ସହଜରେ ସମସ୍ତଙ୍କୁ ଭଲ ପାଇଯାନ୍ତି ଓ ପ୍ରେମକୁ ଆପଣେଇ ନିଅନ୍ତି।M ନାମକ ଲୋକ ଛୋଟ ଛୋଟ କଥାକୁ ନିଜ ହୃଦୟ ରେ ଜଡିତ କରି ନିଅନ୍ତି।ଯେଉଁ କାରଣରୁ ଏମାନେ ବହୁତ ଚିନ୍ତିତ ରହିଥାନ୍ତି।ଏହି M ନଙ୍କ ଲୋକଙ୍କର ଯିଏ ବି ହୃଦୟ ଭାଙ୍ଗେ ଏମାନେ ନିଜ ମାନସିକ ସନ୍ତୁଳନ ହରେଇ ବସନ୍ତି।ଏହି M ନଙ୍କ ଲୋକ ନିଜ ଭଲପାଇବାକୁ ପାଇବା ପାଇଁ ସବୁ ସମ୍ଭବ ଚେଷ୍ଟା କରନ୍ତି।

ଏମାନେ ଯଦି ଆପଣଙ୍କୁ ଥରେ ଏମାନେ ହୃଦୟ ଦେଇ ଭଲ ପାଇଯାଆନ୍ତି ତାହେଲେ ଏମାନେ ଆପଣଙ୍କୁ ଛାଡି କୁଆଡେ ମଧ୍ୟ ଯିବେ ନାହିଁ।ଏବେ ଆସନ୍ତୁ ଜାଣିବା ଏମାନଙ୍କର ବେଷ୍ଟ ଯୋଡି ବିଷୟରେ।ଏମାନଙ୍କ ବେସ୍ତ ଯୋଡି ହେଉଛି ଡି,ଆର,ଏ,ଏସ,ଏନ ଏହି ନାମ ମାନଙ୍କ ସହିତ ଆମେ ମାନିଥାଉ।ଏବେ ଆମେ ଆଶା କରୁଛୁ ଆପଣ ମାନେ ଏ ଆଉ ଏମ ନାମକ ଲୋକଙ୍କ ଭଲ ପାଇବା ଜୀବନ ବିଷୟରେ ଅତି ସହଜରେ ଜାଣି ପାରୁଥିବେ।

Leave a Reply

Your email address will not be published. Required fields are marked *