October 17, 2024

Odia Express

Here, There and Everywhere

ଆସନ୍ତୁ ଆଜି ଆମେ ଜାଣିବା ମୁକେଶ ଅମ୍ବାନୀ ଙ୍କ ଘର ର ଚାକରଙ୍କ ଦରମା କେତେ ?ଜାଣିଲେ ମୁଣ୍ଡରେ ହାତଦେବେ ଆପଣ..

ଆଜିକା ସମୟରେ ଭାରତରେ ବହୁତ କମ ଏମିତି ବ୍ୟକ୍ତି ଥିବେ ଯିଏକି ମୁକେଶ ଅମ୍ବାନୀ ଙ୍କ ବିଷୟରେ ଜାଣି ନଥିବେ। ହେଲେ ବି ବହୁତ ଲୋକ ମୁକେଶ ଅମ୍ବାନୀ ଙ୍କ ବିଷୟରେ ଜାଣି ନଥିଲେ କିନ୍ତୁ ଜେବେଠୁ ଜିଓ ସୀମ ଏବଂ ଜିଓ ମୋବାଇଲ ଲଞ୍ଚ କଲେଣି ସେବେଠୁ ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଜାଣିବାକୁ ଲାଗିଲେଣି । ସେ ସମ୍ମାନ ସହିତ ବହୁତ ଅର୍ଥ ରାଶି ମଧ୍ୟ କମାଉଛନ୍ତି, ଜିଓ ବଜାର ରେ ବହୁତ ଭଲ ବେପାର କରିବାରେ ଲାଗିଛି, ଅମ୍ବାନୀ ପରିବାର ତାଙ୍କ ସମ୍ପତି ପାଇଁ ଜଣାଯାଆନ୍ତି ।ଯଦି ଆମେ ପୁରା ଦୁନିଆ କଥା କହିବା ତାହାଲେ ଅମ୍ବାନୀ ପରିବାର ପ୍ରଥମ ପଚାଶ ଧନୀ ପରିବାରଙ୍କ ମଧ୍ୟରେ ରହିବେ । ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ କି ମୁକେଶ ଅମ୍ବାନୀ ଙ୍କ ଘରର ଚାକର ଙ୍କ ଦରମା କେତେ ହୋଇଥାଏ?

ଆମେ ଭଲ ଭାବେ ଜାଣିଛେ ମୁକେଶ ଅମ୍ବାନୀ ଭାରତର ସବୁଠୁ ବଡ ଧନୀ, ବହୁତ ଲୋକଙ୍କ ମନରେ ଏହି ଉତ୍କଣ୍ଠା ଥାଏ କି ତାଙ୍କ ଘର ର ଚାକର ଙ୍କୁ ସେମାନେ କେତେ ଦରମା ଦିଅନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି ଅମ୍ବାନୀ ପରିବାର ଭାରତ ର ସବୁଠୁ ଦାମୀ ଘରେ ବାସ କରନ୍ତି ତାଙ୍କ ଘରର ନାମ ଆଂଟିଲିଆ ରଖା ଯାଇଛି, ଏହି ଘରର ମୂଲ୍ୟ ଗୋଟେ ମିଲିଅନ ଆମେରିକା ଡଲାରରୁ ବି ଅଧିକ । ତ ଏତେ ବଡ ମୂଲ୍ୟବାନ ଘରର ଯତ୍ନ ନବାକୁ ବହୁତ ଲୋକ ଦରକାର ପଡିବାଟା ତ ସାଧାରଣ କଥା, ଏହି ଘର ର ଯତ୍ନ ନେବାକୁ ପାଖ ପାଖି ଛଅ ଶହ ଲୋକ ରହିଛନ୍ତି।

ଆଂଟିଲିଆ ନାମର ଏହି ବିଲଡିଙ୍ଗ ମୁମ୍ବାଇରେ ଅବସ୍ତିତ ଅଟେ। ଏହି ଘରର ମୁଖ୍ୟତା ଏହା କି ଏତେ ଉଚ୍ଚତା ଘର ହେଇଥିଲେ ବି ଏହା ବହୁତ ବଡ ଭୂକମ୍ପକୁ ବି ସମ୍ଭାଳି ନେବ, ଏହି ଘର ର ସୁରକ୍ଷାରେ ପ୍ରତି ବର୍ଷ ପାଖା ପାଖି ପନ୍ଦର ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥାଏ । ମୁକେଶ ଅମ୍ବାନୀ ତାଙ୍କ ଘରର ଚାକରଙ୍କୁ ତାଙ୍କ ଘରର ସଦସ୍ୟ ଭଳି ଭାବନ୍ତି। ସେ ତାଙ୍କ ସହିତ ସେମିତି କଥା ହୁଅନ୍ତି ଯେମିତି ତାଙ୍କ ଘରର ସଦସ୍ୟଙ୍କ ଶହ କଥା ହୁଅନ୍ତି ।


ଯେମିତିକି ଆମେ କହିଲୁ କି ତାଙ୍କ ଘରେ ପାଖା ପାଖୀ ଛଅ ସହ ଲୋକ କାମ କରନ୍ତି ତ ଏବେ ପ୍ରଶ୍ନ ଏହା ଉଠୁଛି କି ତାଙ୍କୁ ମୁକେଶ ଅମ୍ବାନୀ କେତେ ଦରମା ଦେଉଥିବେ । ଏକ ରିପୋର୍ଟ ଅନୁସାରେ ତାଙ୍କ ଘରର ଚାକରଙ୍କ ଦରମା ଛଅ ହଜାର ପ୍ରତି ମାସ ଥିଲା ସମୟ ସହିତ ତାକୁ ବଢ଼େଇକି ଦୁଇ ଲକ୍ଷ ପ୍ରତି ମାସ କରି ଦେଇଛନ୍ତି । ତାଙ୍କ ଘରେ କାମ କରୁଥିବା ଲୋକ ଙ୍କୁ ଅନ୍ୟ ସୁବିଧା ମଧ୍ୟ ମିଳିଥାଏ ଯେମିତି କି ଶିକ୍ଷା, ଜୀବନ ବୀମା ଆଦି ଏବଂ ତା ସହିତ ପ୍ରତି ସଦସ୍ୟଙ୍କ ପରିବାର ରୁ ଦୁଇ ଜଣ ଆମେରିକାରେ ପଢ଼ିବାର ସୁବିଧା ମଧ୍ୟ ମୁକେଶ ଅମ୍ବାନୀ ଯୋଗାଇ ଦେଇଛନ୍ତି । ଏହି ସବୁ ସୁବିଧା ଲକ୍ଷ କରି ଯେ କେହିବି ତାଙ୍କ ଘରେ କାମ କରିବାକୁ ଚାହିଁବ।
ତେବେ ଆଜିର ଏ ବିଷୟ କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *