October 11, 2025

Odia Express

Here, There and Everywhere

ବହୁତ ଦ୍ରୁତ ଭାଗ୍ୟର ହେଇଥାନ୍ତି ଏହି ଚାରି ନାମର ଝିଅ – ଜାଣିରଖନ୍ତୁ କେଉଁ ନାମ ସାମିଲ ଅଛି..

1 min read

ଜଣେ ବ୍ୟକ୍ତି ପାଇଁ ତାର ନାମ ତାର ପରିଚୟ ହେଇଥାଏ। ଏହା ହି କାରଣ ହେଇ ଥାଏ ଯେତେବେଳେ ଜଣେ ପିଲା ଜନ୍ମ ହୁଏ ତ ତାର ନାମ ବହୁତ ଭାବି ଚିନ୍ତି ରଖା ଯାଇ ଥାଏ। ନାମର ଆମ ଭାଗ୍ୟ ଉପରେ ବହୁତ ପ୍ରଭାବ ରହି ଥାଏ। ଖାସ କରି ନାମ ର ପ୍ରଥମ ଅକ୍ଷର ର ଆମ ଭାଗ୍ୟ ଉପରେ ଅନେକ ପ୍ରଭାବ ରହି ଥାଏ କାରଣ ନାମ ଦ୍ୱାରା ହି ଆମର ପରିଚୟ ସାଧିତ ହେଇ ଥାଏ। ତେଣୁ ଏହା ହି କାରଣ କି ଯେଉଁ ବ୍ୟକ୍ତିକୁ ତାର ନାମ ସହ ସାରା ଜୀବନ ରହିବାର ଅଛି ସେ ବ୍ୟକ୍ତିର ନାମ କେତେ ଭାବିବା ପରେ ରଖା ଯାଇଥାଏ। ତ ଆଜି ଆମେ ଆପଣଙ୍କ ପାଖରେ ଏପରି ଚାରୋଟି ଝିଅ ଙ୍କର ନାମ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ଭାଗ୍ୟଶାଳୀ ହେଇ ଥାଆନ୍ତି। ତ ଆସନ୍ତୁ ଜାଣିବା ଏହି ନାମ ବାବଦରେ।

୧: A ନାମ ଵାଲା ମହିଳା: ଏହି ସିରିଜ ର ପ୍ରଥମ ନାମ ଯାହା ଆସେ ତାହା ହେଉଛି A ନାମ ଵାଲା ଝିଅ ମାନେ। ଆଜ୍ଞା ହଁ ଏହି ନାମ ଯେଉଁ ଝିଅ ଙ୍କର ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେଇ ଥାଆନ୍ତି। ଏହି ନାମ ଵାଲା ଝିଅ ଯେଉଁ ଜାଗା କୁ ଯାଆନ୍ତି ସେଠାରେ ଭାଗ୍ୟର ବର୍ଷା କରନ୍ତି। ଅର୍ଥାତ ଏମାନେ ତାଙ୍କ ଶଶୁର ଘର ପାଇଁ ମାନ ମହତ ଆଣିବାକୁ ଚେଷ୍ଟା କରନ୍ତି। ଆଉ ତାଙ୍କର ସ୍ଵଭାଵ ବି ବହୁତ ଭଲ ହେଇଥାଏ।


୨:K ନାମ ଵାଲା ଝିଅ: ଯେଉଁ ଝିଅ ମାନଙ୍କର ନାମ K ଆଦ୍ୟ ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେଇଥାନ୍ତି ଆଉ ସେମାନଙ୍କ ସହ ବି ଭାଗ୍ୟ ସର୍ବଦା ଥାଏ। ସେମାନେ ବହୁତ ହାସମୁଖ ସ୍ଵଭାଵ ର ଝିଅ ହେଇଥାନ୍ତି ଆଉ ସେମାନେ ନିଜ ଶଶୁର ଘରେ ହସ ଖୁସି ବଜାୟ ରଖିବାକୁ ଚେଷ୍ଟା କରନ୍ତି।


୩: P ନାମ ଵାଲା ଝିଅ: ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ବି ବହୁତ ଭାଗ୍ୟଶାଳୀ ହେଇଥାନ୍ତି ଆଉ ସେମାନେ ତାଙ୍କ ଶଶୁର ଘରେ ହସ ଖୁସି ବଜାୟ ରଖିବାକୁ ସର୍ବଦା ଚେଷ୍ଟା କରନ୍ତି। ସେମାନେ ବହୁତ ବୁଝିବା ସୁଝିବା ପ୍ରକୃତି ର ଝିଅ ହେଇଥାନ୍ତି ଆଉ ନିଜ ଶଶୁର ଘର ଲୋକ ମାନଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତି।

୪: ସବୁଠାରୁ ଶେଷରେ S ନାମ ଵାଲା ଝିଅ: ଏହି ନାମ ଥିବା ଝିଅ ଙ୍କର ସ୍ଵଭାଵ ବହୁତ ଶାନ୍ତ ହେଇଥାଏ ଆଉ ତା ସହ ହି ସେମାନେ ନିଜ ପରିବାର ର ଲୋକ ମାନଙ୍କର କିଛି ବି ଅସମ୍ମାନ ହେବାକୁ ଦେଇନଥାନ୍ତି। ସେମାନେ ଯୁଆଡେ ବି ଯାଆନ୍ତି ସେମାନଙ୍କ ଭାଗ୍ୟ ଚମକି ଥାଏ।

Leave a Reply

Your email address will not be published. Required fields are marked *