October 17, 2024

Odia Express

Here, There and Everywhere

କଣ ଆପଣଙ୍କ ନାଁ S ଅକ୍ଷରରୁ ଆରମ୍ଭ ହୋଇଥାଏ , କିମ୍ବା S ନାମ ବାଲା ଆପଣଙ୍କ କିଏ ସଂମ୍ପର୍କୀୟ ଅଛନ୍ତି । ଜାଣନ୍ତୁ ଏହା ସହ ଯୋଡି ହୋଇଥିବା କିଛି ଖାସ୍ କଥା

1 min read

ଇଂରାଜୀ ଅକ୍ଷରରେ ୧୯ତମ ଅକ୍ଷର S ଅଟେ , ସବୁ ଲେଟର ବ୍ୟକ୍ତିର ମଧ୍ୟରେ କିଛି ଗୁଣ କିମ୍ବା ଦୋଷ ଅବଶ୍ୟ ହୋଇଥାଏ ଆଜି ଆମେ ସେହି ଗୁଣ ଓ ଦୋଷ ବିଷୟରେ କହିବୁ , ଯଦି ଆପଣଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି , କିମ୍ବା ଆପଣଙ୍କ କିଏ ସହ ସଂମ୍ପର୍କୀୟଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ତଳେ ଦିଆଯାଇଥିବା ପଏଣ୍ଟଗୁଡିକ ପଢି ଜାଣିପାରିବେ ।S ଅକ୍ଷର ବିଶିଷ୍ଟ ଲୋକଙ୍କର ଗୁଣ ଓ ଦୋଷ: ବହି ଜ୍ଞାନ ଛଡା ବ୍ୟବହାରିକ ଜ୍ଞାନ ବି ଏମାନଙ୍କ ପାଖରେ ହୋଇଥାଏ , ଏହାର ମତଲବ କେଉଁ ବ୍ୟକ୍ତିର ସହ ଏହା ବହୁତ ଭଲ ସଂମ୍ପର୍କୀୟ ଓ ବନ୍ଧୁତା ବନାଇ ରଖିପାରିବେ , ଏହା ଜଣାହୋଇଥାଏ , କାହା ସହ କଣ ବ୍ୟବହାର କରିବାର୍ ଅଛି ।

S ନାମକ ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି , ଏମାନେ କେଉଁ ଜିନିଷକୁ ନେଇ ଡରନ୍ତି ନାହିଁ , ଓ ତାହାକୁ ସାମ୍ନା କରନ୍ତି । ଏମାନେ ଏପରି ଧନି ହୋଇଥାନ୍ତି କି ଏମାନଙ୍କ ଆଡକୁ ଯିଏ ହେଲେ ବି ଆକର୍ଷୀତ ହୋଇଯାଆନ୍ତି , ଏହା କେଉଁ ବି ବ୍ୟକ୍ତିକୁ ନିଜ କଥାରେ ବନ୍ଧୁ ବନାଇଦିଅନ୍ତି , ଓ ତାଙ୍କୁ ନିଜ କଣ୍ଟ୍ରୋଲ୍ ରେ କରିନିଅନ୍ତି ।

ଏମାନଙ୍କୁ ଯେଉଁଠାରୁ ଜ୍ଞାନ ମିଳିଥାଏ , ତାହାକୁ ହାସିଲ୍ କରିବାକୁ ଚେଷ୍ଟା କରନ୍ତି , କେଉଁ ପ୍ରକାରର ନଲେଜ୍ ସିଖିବାପାଇଁ ପଛଘୁଞ୍ଚାଦିଅନ୍ତି ନାହିଁ,  କେଉଁ ନୁଆ କାମ କରିବାକୁ ହେଲେ ଭୟଭୀତ ହୁଅନ୍ତି ନାହିଁ ।

S ନାମକ ବ୍ୟକ୍ତି ବହୁତ ପ୍ରଭାବଶାଳୀ ହୋଇଥାନ୍ତି , ଏମାନେ ସହଜରେ କାହାକୁ ବି ଇମ୍ପ୍ରେସ୍ କରିପାରନ୍ତି , ଏହି ଲୋକଙ୍କର ହୃଦୟ ସଫା ହୋଇଥାଏ , ସେ କାହାକୁ କିଛି ବି ଲୁଚାଇନଥାନ୍ତି , କିନ୍ତୁ ଏମାନଙ୍କ କ୍ରୋଧ ଲୋକଙ୍କ ନଜରରେ ଖରାପ କରିଦିଏ , କାରଣ ରାଗରେ ବି ସତ କହିଦିଅନ୍ତି ।

ସତ୍ୟ ଓ ନିଜ ସିଦ୍ଧାନ୍ତ ପାଇଁ ଏହା କାହା ସହ ଲଢିବାକୁ ପ୍ରସ୍ତୁତ ରୁହନ୍ତି । ସେମାନେ କାହାକୁ ଡରନ୍ତି ନାହିଁ , ନା କାହାକୁ ଲାଜ କରନ୍ତି , ଏମାନଙ୍କୁ ସତ୍ୟତା ସହ ସାଥ୍ ଦେବା ପାଇଁ ପସନ୍ଦ ହୋଇଥାଏ ।

ଏମାନଙ୍କୁ ନିଜକୁ ସବୁବେଳେ ସର୍ବଶ୍ରେଷ୍ଠ ପ୍ରମାମିତ୍ କରିବା ଇଚ୍ଛା ଥାଏ , ଏମାନେ ଯାହାକୁ ହେଲେ ନିଜ ଡୋରରେ ବାନ୍ଧିକରି ରଖନ୍ତି , ସାମାଜିକ ଜୀବନରେ ଏହା ହସମୁଖ ଓ ମିଳାମିଶା ହୋଇଥାଏ , ଏହି ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି , କେଉଁ ବି କାମ କୁ ନିଜ ଅନ୍ଦାଜରେ କରିବାକୁ ପସନ୍ଦ କରନ୍ତି , ଏମାନେ କାହା କଥାରେ ନପଡି ନିଜ କଥା ଶୁଣନ୍ତି , ଏମାନଙ୍କୁ ଭିଡରେ ଚାଲିବା ପସନ୍ଦ ହୋଇନଥାଏ , କେଉଁ ବି ପରିସ୍ଥିତିରେ ଏହି ଲୋକ ସହଜରେ ହ୍ୟାଣ୍ତେଲ୍ କରିନିଅନ୍ତି , ସେମାନେ ନିଜ ଜିନିଷକୁ ସେୟାର୍ କରିବା ପସନ୍ଦ ହୋଇନଥାଏ , ଏମାନେ ହୃଦୟରୁ ଖରାପ ହୋଇନଥାନ୍ତି , ଓ ଯାହା ମନକୁ ଆସେ କହିଦିଅନ୍ତି ।

S ନାମକ ଲୋକ ପ୍ରେମର ମାମଲାରେ ବହୁତ ଲାଜକୁଳା ହୋଇଥାନ୍ତି , ଏହି ଲୋକ ଯାହାକୁ ଭଲ ପାଆନ୍ତି , ତାଙ୍କୁ ହୃଦୟରୁ ଭଲ ପାଇଥାନ୍ତି , ଏହି ଲୋକ ପ୍ରେମର ମାମଲାରେ ବହୁତ ଭାବିଥାନ୍ତି ,

ବିବାହିତ ଜୀବନରେ ନିଜ ବଚସ୍ୱ ରଖିବାରେ ଚେଷ୍ଟା କରନ୍ତି । ଏମାନେ ନିଜ ପାର୍ଟନରଙ୍କୁ ତଳୁଆ ରଖିବାକୁ ପସନ୍ଦ୍ କରନ୍ତି , ଯାହାର କାରଣରୁ ତାଙ୍କର ଦାମ୍ପତ୍ୟ ଜୀବନରେ ତାଳମେଳେ ଠିକ୍ ରହେ ନାହିଁ , ଏହି କଥା ମହିଳା ସହ ବି ଲାଗୁ ହୋଇଥାଏ , ବିବାହ ପରେ ଏହି ନାମକ ମହିଳାଙ୍କ ମଧ୍ୟରେ ବହୁତ ପ୍ରକାରର କଠିନତାର ସାମ୍ନା କରିବାକୁ ପଡିଥାଏ , ଯେବେ କି ପୁରୁଷଙ୍କ ଜୀବନରେ ବିବାହ ପରେ ଅଧିକା ସୁଖମୟ ହୋଇଯାଏ ।

Leave a Reply

Your email address will not be published. Required fields are marked *