June 27, 2025

Odia Express

Here, There and Everywhere

ଅଭିଷେକ ବଚ୍ଚନ ଏହାଙ୍କୁ କରନ୍ତି ବହୁତ ଘୃଣା, କିନ୍ତୁ ଐଶ୍ୱର୍ଯ୍ୟା ଅଟନ୍ତି ଯାହାକି ମାନନ୍ତି ନାହିଁ..

1 min read

ଏହି କଥା ତ ସମସ୍ତେ ଜାଣିଛନ୍ତି କି କଳାକାରଙ୍କ ଦୁନିଆଁରେ ଅଧିକା ଦିନ ଯାଏଁ ଅଭିନୟ କରିପାରିବା ପାଇଁ ଫିଟନେସ୍ ଓ ଷ୍ଟାଇଲ୍ ର ପୁରା ଧ୍ୟାନ ଦିଆଯାଏ , କାରଣ ଏହାର ବିନା ବଲିଉଡ୍ ରେ ରହିପାରିବା ଅସଂମ୍ଭବ ଅଟେ , ଏବେ ସେମିତି କହିବାକୁ ଗଲେ ସେ ଅଭିନେତା ହେଉ କିମ୍ବା ଅଭିନେତ୍ରୀ ସମସ୍ତେ ନିଜର ଫିଟନେସ୍ ପ୍ରତି ଧ୍ୟାନ ରଖିବେ ନାହିଁ ତାଙ୍କର ବଲିଉଡ୍ ରେ ରହିବା ବହୁତ ମୁସକିଲ୍ ହୋଇଯିବ , ଆଜିକାଲି ଅଭିଷେକ ବଚ୍ଚନ ବି ନିଜ ଫିଟନେସ୍ କୁ ନେଇକରି ବହୁତ ସିରିୟସ୍ ଅଛନ୍ତି , ହଁ ଆଜ୍ଞା , ନିଜ ଫିଟନେସ୍ ର ସେ ପୁରା ଧ୍ୟାନ ରଖୁଛନ୍ତି , ଏହି କାରଣରୁ ଏବେ ବହୁତ ବୁଝିବିଚାରି ଜିନିଷ ସେ ଖାଉଛନ୍ତି । ଏହି ଫିଟନେସ୍ ଚକ୍କରରେ ଅଭିଷେକ ବଚ୍ଚନ ଏକ ଏମିତି ଜିନିଷ ଖାଇବାକୁ ପଡିଲା , ଯାହା ତାଙ୍କୁ ବିଲକୁଲ୍ ପସନ୍ଦ ଲାଗେ ନାହିଁ

ଆପଣଙ୍କୁ ଜଣେଇଦେବୁ କି ଅଭିଷେକ ବଚ୍ଚନଙ୍କୁ ବ୍ରୋକଲି ନାମକ ଏକ ପରିବା ବହୁତ ଚିଡ ଲାଗେ,  ଏବେ ତ ସମସ୍ତେ ଜାଣିଥିବେ କି ବ୍ରୋକଲି ବାସ୍ତବରେ କାହାକୁ କହନ୍ତି,  ଆପଣଙ୍କୁ କହିଦେବୁ କି ଏହା କୋବିର ଏକ ରୁପ ଅଟେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅଭିଷେକ ବ୍ରୋକଲି ଖାଇବା ବିଲକୁଲ୍ ପସନ୍ଦ କରନ୍ତି ନାହିଁ , କିନ୍ତୁ ତାଙ୍କୁ ବ୍ରୋକଲି ଖାଇବାକୁ ବାଧ୍ୟ ହୋଇଥାଏ , କାରଣ ଯଦି ଅଭିଷେକ ବଚ୍ଚନ ଏହି ଜିନିଷ ଖାଇବେ ନାହିଁ ତେବେ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ଭଲ ଭାବେ କ୍ଲାସ୍ ନିଅନ୍ତି । ମାନେ ସିଧା ଭାବେ କହିବାକୁ ଗଲେ ଅଭିଷେକଙ୍କ ଦାୟିତ୍ୱ ଐଶ୍ ଅଧିକା ରଖନ୍ତି , ବ୍ରୋକଲିରେ କେତେ ପୋଷକ ତତ୍ତ୍ୱ ଅଛି , ଏମିତିରେ ଖାଇବା ଶରୀର ପାଇଁ ବହୁତ ଫାଇଦାଦାୟକ ହୋଇଥାଏ,

ଏହି କାରଣରୁ ଐଶ୍ୱର୍ଯ୍ୟା ଜିଦ୍ କରି ତାଙ୍କୁ ବ୍ରୋକଲି ଖୁଆନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଅଭିଷେକ ବଚ୍ଚ୍ଚନ ନିଜେ ଟ୍ୱିଟ୍ କରି କହିଲେ କି କେଉଁ ପ୍ରକାରର ଐଶ୍ୱର୍ଯ୍ୟା ତାଙ୍କୁ ବ୍ରୋକଲି ଓ ଟମାଟର ସାଲାଡ୍ ଭାବେ କ୍ୱିନୋ ଦିଅନ୍ତି , ଏବେ ଜାହିର୍ କଥା ସାଲାଦ୍ ଖାଇବା ଦ୍ୱାରା ବ୍ୟକ୍ତିକୁ କେତେ ଶକ୍ତି ମିଳେ , ଯେତେ ଖାଦ୍ୟରେ ମିଳେ ତାହା ଖାଇବାରେ ମିଳେ ନାହିଁ , ଏମିତିରେ କହିବା ଭୁଲ୍ ହେବ ନାହିଁ କି ଅଭିଷେକଙ୍କ ସହ ଐଶ୍ୱର୍ଯ୍ୟା ତାଙ୍କ ଫିଟନେସ୍ ର ପୁରା ଦାୟିତ୍ୱ ରଖୁଛନ୍ତି

ଏବେ ଅଭିଷେକ ବଚ୍ଚନଙ୍କ ଟ୍ୱିଟ୍ ସିଧା ପ୍ରମାମିତ କରିଦେଲା କି ଐଶ୍ୱର୍ଯ୍ୟାଙ୍କ ତାଙ୍କ ପ୍ରତି କେତେ ଚିନ୍ତା ଅଛି, ସେମିତି ଅଭିଷେକ ନିଜ ଟ୍ୱିଟ୍ ରେ ଲେଖିଥିଲେ କି ବ୍ରୋକଲି ବାସ୍ତବରେ ଏକ ମ୍ୟାନ୍ ମେଡ୍ ଫୁଡ୍ ଅଟେ, ଏହା ଛଡା ସେ ଏକ ଫଟୋ ସେୟାର୍ କରି ଲେଖିଥିଲେ କି ଏମିତି କିପରି କିଏ କରିପାରିବ , ଏହି ଫଟୋକୁ ନିଜ ଫ୍ୟାନ୍ସଙ୍କ ସହ ସେୟାର୍ କରି ଅଭିଷେକ ଲେଖିଥିଲେ କି ଏହା ପଛରେ ମିସେସ୍ କିଏ , କହିଦେବୁ କି ଅଭିଷେକ ନିଜ ମିସେସ୍ ମାନେ ଐଶ୍ୱର୍ଯ୍ୟଙ୍କ କଥା କହୁଥିଲେ ।

ଏବେ ଆପଣ ନିଜେ ଅଭିଷେକଙ୍କ ଟ୍ୱିଟ୍ ଦେଖିଲେ ଜାଣିପାରିବେ କି ଅଭିଷେକ କିପରି ଅନୋଖା ଅନ୍ଦାଜରେ ନିଜ ହୃଦୟର କଷ୍ଟକୁ କହିଛନ୍ତି , ଆପଣ ଅଭିଷେକ ବଚ୍ଚନଙ୍କ ଏହି ଅନୋଖା ଟ୍ୱିଟ୍ ଏଠାରେ ଦେଖିପାରିବେ ।

 

 

Leave a Reply

Your email address will not be published. Required fields are marked *