October 17, 2024

Odia Express

Here, There and Everywhere

ବହୁ ବର୍ଷ ପରେ ଏହି ରାଶିଗୁଡିକର ରାଜଯୋଗର ହେଲା ନିର୍ମାଣ, ଲକ୍ଷ୍ମୀଙ୍କର କୃପାରୁ ଧନର ପ୍ରାପ୍ତିର ଖୋଲିବ ସବୁ ରାସ୍ତା

ଜ୍ୟୋତିଷ୍ୟ ବିଦ୍ ଙ୍କ ମତରେ ସବୁ ଲୋକଙ୍କର ଜୀବନରେ ଗ୍ରହ ନକ୍ଷତ୍ରର ବଦଳୁଥିବା ଚାଲି ଅଲଗା ଅଲଗା ପ୍ରଭାବ ପକାଇଥାଏ , କେଉଁ ବ୍ୟକ୍ତିର ଜୀବନରେ ଖୁସି ମିଳିଥାଏ , ତେବେ କାହାର ଜୀବନରେ କଠିନତା ପୁର୍ବକ କଟିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହରେ ହେଉଥିବା ପରିବର୍ତ୍ତନ ଶୁଭ ଯୋଗର ନିର୍ମାଣ କରିଥାଏ , ଯାହାର ପ୍ରଭାବ ସବୁ ରାଶିର ଉପରେ ଖରାପ କିମ୍ବା ଭଲ ପ୍ରଭାବ ପକାଇଥାଏ , ଶୁଭ ଯୋଗରେ ବ୍ୟକ୍ତିର ଫଳ କିପରି ମିଳିବ , ଏହା ତାହାର ସ୍ଥିତି ଉପରେ ନିର୍ଭର କରିଥାଏ , ଆପଣଙ୍କୁ କହିଦେବୁ କି ବର୍ଷକ ପରେ କିଛି ରାଶି ଏପରି ଅଛି ଯାହାଙ୍କର ରାଜଯୋଗ ହେଉଛି, ରାଜଯୋଗରୁ ସେହି ରାଶିର ଜୀବନରେ ସୁଖ ସୁବିଧା ପ୍ରାପ୍ତି ହେବ , ମାତା ଲକ୍ଷ୍ମୀଙ୍କର କୃପାରୁ ଧନ ପ୍ରାପ୍ତି ମାର୍ଗ ହାସିଲ୍ କରିବେ ।

୧)ମେଷ ରାଶି : ମେଷ ରାଶିର ଜାତକରେ ବିଶ୍ୱାସ ଓ ସକରାତ୍ମକ ଉର୍ଜାର ସଂଚାର ହେବ । ରାଜଯୋଗ କାରଣରୁ ଆପଣଙ୍କୁ ନିଜ ଜୀବନରେ ସକରାତ୍ମକ ଫଳାଫଳ ମିଳିବ , ଆପଣ ନିଜ କାମ କାର୍ଯ୍ୟରେ ଯୋଜନାକୁ ଭଲରେ ତୁଲାଇପାରିବେ , ଯାହାର ଲାଭ ମିଳିବ , ଲକ୍ଷ୍ମୀଙ୍କର କୃପାରୁ କାର୍ଯ୍ୟାଳୟରେ ଆପଣଙ୍କୁ ଉଚ୍ଚ ପଦର ପ୍ରାପ୍ତି ହୋଇପାରେ , ବଡ ଅଧିକାରୀଙ୍କ ସହଯୋଗ ମିଳିପାରିବ,  ବିଦ୍ୟାର୍ଥିଙ୍କ ପାଇଁ ପାଠପଢାରେ ମନ ଲାଗିବ ।

୨) ବୃଷ ରାଶି : ବୃଷ ରାଶିର ଜାତକରେ ଆଖପାଖ ମାହୋଲ୍ କୁ ବୁଝିବାର ଦରକାର ଅଛି । କେଉଁ ଖାସ୍ ବ୍ୟକ୍ତିର ସହ କିଛି ପାଟିତୁଣ୍ତ ହୋଇପାରେ , ଯାହାର କାରଣରୁ ଆପଣଙ୍କ ମନ ହତାଶ ହୋଇପାରେ , ଆପଣ ନିଜ ବୋଲଚାଲରେ ଧ୍ୟାନ ଦେବାର ଦରକାର ଅଛି , ଆପଣ ନିଜ ରାଗ ଉପରେ କାବୁ ରଖନ୍ତୁ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଉତ୍ପନ୍ନ ହୋଇପାରେ , ଆପଣ ନିଜ ସଂମ୍ପର୍କକୁ ନେଇ ମଜବୁତ୍ ରହିବାର୍ ଅହି, ମାତାପିତାଙ୍କ ପୁରା ସହଯୋଗ ମିଳିପାରିବ , ଆପଣ କେଉଁ ବଡ ନିବେଶ କରନ୍ତୁ ନାହିଁ ।

୩) ମିଥୁନ ରାଶି : ମିଥୁନ ରାଶିର ଜାତକରେ ମାନସିକ ଚିନ୍ତାରେ ଅତିବାହିତ କରିପାରନ୍ତି , ଆପଣଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିପାରେ , ଯାହାଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ , ଆପଣଙ୍କ ଦିମାଗରେ ବହୁତ ସାରା କଥା ଉତ୍ପନ୍ନ ହୋଇପାରେ,  ଯାହାର କାରଣରୁ ଆପଣ ବହୁତ ବିଚଳିତ ହୋଇପାରନ୍ତି , ଏହି ରାଶିର ଲୋକେ କେଉଁ ଆଡେ ଲମ୍ବା ଯାତ୍ରା କରିପାରନ୍ତି , ବୈବାହିକ ଜୀବନରେ ଉତ୍ ଥାନପତନ ଦେଖାଦେବ , କାର୍ଯ୍ୟାଳୟରେ ବାତାବରଣ ନକରାତ୍ମକ ରହିବାର ଅଛି । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

୪)କର୍କଟ ରାଶି : କର୍କଟ ରାଶିର ଲୋକଙ୍କ ପାଇଁ ରାଜଯୋଗର ଶୁଭ ପରିଣାମ ମିଳିପାରିବ,  ମାତା ଲକ୍ଷ୍ମୀଙ୍କର କୃପାରୁ ବହୁତ ଲମ୍ବା ସମୟରୁ ଅଟକିଥିବା ପଇସା ଫେରିପାରିବେ ,, ଆପଣଙ୍କ ଦୃଷ୍ଟିକୋଣ ସକରାତ୍ମକ ରହିବ , ଆପଣଙ୍କ କାମ କାର୍ଯ୍ୟରେ ସଫଳତା ହାସିଲ୍ କରିବେ , ଆପଣଙ୍କୁ ମାନସିକ ରୁପରେ ହାଲକା ଅନୁଭବ କରିବେ , ଆପଣଙ୍କ ଭଲ ସ୍ୱଭାବରୁ ଆଖପାଖ ଲୋକ ବହୁତ ଖୁସିରେ ରହିବେ , ଘରୋଇ କାମକାର୍ଯ୍ୟ ଆପଣ ସମୟ ଥିବା ବେଳେ ପୁରା କରିପାରିବେ , ଜୀବନସାଥୀଙ୍କ ସହ ସଂମ୍ପର୍କ ମଧୁର ରହିବ , ପ୍ରେମ ସଂବନ୍ଧରେ ମଜବୁତ୍ ଆସିବ ।

୫)ସିଂହ ରାଶି : ସିଂହ ରାଶିର ଜାତକରେ କରାଯାଇଥିବା ଫଇସାଲ୍ ଫାଇଦାଦାୟକ ହେବ , ରାଜଯୋଗ କାରଣରୁ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିପାରିବ । ଆପଣଙ୍କୁ ଧନ ସଂବନ୍ଧିତ ମାମଲାରେ ଭଲ ଫାଇଦା ମିଳିବ , ଆପଣ ବହୁତ ଭାଗ୍ୟଶାଳି ହେବେ , ଆପଣଙ୍କ ସବୁ କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ,ଅନୁଭବି ଲୋକଙ୍କର ଦ୍ୱାରା ଘନିଷ୍ଠତା ବଢିବ , ଶାରରୀକ ଚିନ୍ତାରୁ ମୁକ୍ତି ମିଳିବ , ଆପଣ କିଛି ମହତ୍ତ୍ୱପୁର୍ଣ୍ଣ ପଦକ୍ଷେପ ନେଇପାରନ୍ତି , ବଡ ବୟସ୍କ ଲୋକଙ୍କ ଉପଦେଶ ଫାଇଦାଦାୟକ ରହିବ ।

୬) କନ୍ୟା ରାଶି : କନ୍ୟା ରାଶିର ଜାତକରେ ନିଜ ଜୀବନ ଖୁସିରେ କଟାଇବେ , ଆପଣ କେଉଁ ମହିଳାଙ୍କ ପଟୁ ଆକର୍ଷିତ ହୋଇପାରନ୍ତି । ପ୍ରେମ ସଂବନ୍ଧିତ ମାମଲାରେ ସଫଳତା ହାସିଲ୍ କରିବେ , ଆପଣଙ୍କ ବୈବାହିକ ଜୀବନ ଉତ୍ତମ ରହିବ , ମାତା ଲକ୍ଷ୍ମୀଙ୍କର କୃପାରୁ ବେପାରରେ ବହୁତ ଲାଭ ମିଳିବ,  ବେପାରରେ ବିସ୍ତାର ହେବାର ସଂମ୍ଭାବନା ହେଉଛି , ଆର୍ଥିକ ଲାଭ ଓ ମାନ ସମ୍ମାନରେ ବୃଦ୍ଧି ଘଟିବ , ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ସମୟ ଉତ୍ତମ ରହିବାର ଅଛି , ଆପଣଙ୍କ ଖୁସିରେ ବୃଦ୍ଧି ଘଟିବ , ବିଦ୍ୟାର୍ଥିଙ୍କ ପାଇଁ ସମୟ ଫାଈଦାଦାୟକ ରହିବ , କେଉଁ ପ୍ରତିଯୋଗୀ ପରୀକ୍ଷାରେ ଆପଣ ସଫଳତା ହାସିଲ୍ କରିବେ ।

୭) ତୁଳା ରାଶି : ଏହି ରାଶିର ଜାତକରେ ଅଚାନକ ଦୁଃଖଦ ଖବର ମିଳିବ , ଯାହାର କାରଣରୁ ଆପଣ ଚିନ୍ତିତ ରହିବେ , ଆପଣଙ୍କ ଘର ପରିବାର ଖୁସି ଦେବାର ଦରକାର ଅଛି , ଜୀବନସାଥୀଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି , ନିବେଶରେ ଆପଣଙ୍କୁ ଭଲ ଲାଭ ମିଳିବ , କେଉଁ ପୁରୁଣା ଲେଣଦେଣ ଆପଣଙ୍କ ପାଇଁ ଲାଭଦାୟକ ସିଦ୍ଧ ହେବ ।

୮) ବିଛା ରାଶି : ବିଛା ରାଶିର ଜାତକରେ ସାହିତ୍ୟ ଓ କଳାତ୍ମକ ଜିନିଷ ପ୍ରତି ରୁଜ୍ଞାନ ବଢିବ , ବନ୍ଧୁଙ୍କ ସହ ମିଶିଲେ ଆପଣ ଖୁସି ରହିବେ , ଘର ପରିବାରର କେଉଁ କଥାକୁ ନେଇ ବାଦ ବିବାଦ ସଂମ୍ଭାବନା ହେଉଛି , ଆପଣ ନିଜ ପାରିବାରିକ ମାମଲାରେ ବୁଝାମଣାରେ ନିର୍ଣ୍ଣୟ ନିଅନ୍ତୁ , କେଉଁ କାମରେ ଆପଣଙ୍କ ଯୋଗ୍ୟତା ଫାଈଦାଦାୟକ ହେବ , କାର୍ଯ୍ୟସ୍ଥଳରେ ଦାୟିତ୍ୱକୁ ଆରାମରେ ପୁରା କରିବେ , ପାରିବାରିକ ସଂବନ୍ଧରେ ସୁଧାର ଆସିବ ।

୯) ଧନୁ ରାଶି : ଧନୁ ରାଶିର ଜାତକରେ ଚାକିରି ମିଳିବାର ଖୁସିଖବର ମିଳିପାରେ , ରାଜଯୋଗ କାରଣରୁ ଆପଣଙ୍କୁ ସବୁ ପଟୁ ଫାଇଦା ମିଳିବାର ଯୋଗ ଅଛି , ମାତା ଲକ୍ଷ୍ମୀଙ୍କର କୃପାରୁ ବେରୋଜଗାର ଲୋକଙ୍କୁ ଚାକିରି ମିଳିବ , କ୍ୟାରିୟରରେ ଆଗକୁ ବଢିବାର୍ ମଉକା ପାଇବେ , ବାହାନ ସୁଖ ପ୍ରପ୍ତି ହେବ , କଠିନ ପରିସ୍ଥିତିରୁ ମୁକ୍ତି ମିଳିବ , ବ୍ୟବସାୟରେ କେଉଁ ଆଡେ ଯାତ୍ରା କରିପାରନ୍ତି , ଯାହାର ଭାରି ଲାଭ ମିଲିପାରିବ ।

୧୦)ମକର ରାଶି : ଏହି ରାଶିର ଜାତକ ଆଜି ସାମାନ୍ୟ ରହିବ , ଭାଇ ଭଉଣୀଙ୍କ ସହ ଭଲ ତାଳମେଳ ରଖିବେ , ଆପଣଙ୍କ ନକରାତ୍ମକ ବିଚାରରୁ ଦୁରେଇ ରହିବା ଦରକାର ଅଛି , ଆପଣଙ୍କୁ ଅଧିକା ରାଗ ଆସିବାରୁ ବଞ୍ଚନ୍ତୁ , ଆପଣ କିଛି ଅଧିକା ଭାବୁକତ ଅନୁଭବ କରିପାରନ୍ତି , ଘର ପରିବାର ବାତାବରଣ ଉଗ୍ର ହୋଇପାରେ , ଜରୁରୀ କାମ କାର୍ଯ୍ୟରେ କିଛି ଲୋକଙ୍କର ସହାୟତା ନେଇପାରନ୍ତି , ବିଦ୍ୟାର୍ଥୀଙ୍କ ପାଇଁ ସମୟ ସାମାନ୍ୟ ରହିବ ।

୧୧) କୁମ୍ଭ ରାଶି : ଏହି ରାଶିର ଲୋକଙ୍କୁ ବନ୍ଧୁଙ୍କ ସହାୟତାରେ ଭଲ ଲାଭ ମିଳିପାରିବ , ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କ ଦ୍ୱାରା କରାଯାଇଥିବା ପ୍ରୟୋଗ ଲାଭଦାୟକ ସିଦ୍ଧ ହେବ , ଜୀବନସାଥୀଙ୍କ ସହ ସଂବନ୍ଧରେ ମଜବୁତି ଆସିବ , ଘର ପରିବାର ଖୁସିରେ ବୃଦ୍ଧି ଘଟିବ , ଅନୁଭବି ଲୋକଙ୍କର ମାର୍ଗଦର୍ଶନ ପ୍ରାପ୍ତି ହେବ , କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ , ଧନ ନିବେଶରେ ସଂବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ଆଗକୁ ଯାଇକରି ଭଲ ଫାଇଦା ମିଳିପାରିବ ।

୧୨) ମୀନ ରାଶି : ଏହି ରାଶିର ଜାତକରେ ନିଜ ବ୍ୟବସାୟର ଅସୁବିଧାରେ ଚିନ୍ତିତ ହେଇପାରନ୍ତି । କାର୍ଯ୍ୟଳୟରେ କର୍ମଚାରୀଙ୍କ କାରଣରୁ ଆପଣଙ୍କୁ ଅଧିକା ଚିନ୍ତା ହୋଇପାରେ , ଆପଣଙ୍କୁ ନିଜ ରାଗ ଓ ବାଣିରେ ନିୟନ୍ତ୍ରଣ ରଖିବାର ଅଛି , ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ସୃଷ୍ଟି ହୋଇପାରେ , ଆପଣଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି , ଆପଣ ଅଧିକା ଚିନ୍ତା କରନ୍ତୁ ନାହିଁ । ।

Leave a Reply

Your email address will not be published. Required fields are marked *