October 17, 2024

Odia Express

Here, There and Everywhere

ଆସନ୍ତୁ ଜାଣିବା ‘A’ ଅକ୍ଷର ନାମ ଥିବା ଲୋକଙ୍କ ବିଷୟରେ – କିପରି ହେଇଥାଏ ଏମାନଙ୍କ ସ୍ଵଭାଵ ଜାଣିରଖନ୍ତୁ..

1 min read

ଆଜି ମୁଁ କହିବାକୁ ଯାଉଥିବା ‘A’ ଲୋକଙ୍କ ବିଷୟରେ କିଛି କଥା ଯାହା ଆପଣ ଆଗରୁ କେବେ ସୁଣି ନଥିବେ । ଆପଣଙ୍କ ନାଁ ର ପ୍ରଥମ ଅକ୍ଷର ଆପଣଙ୍କ ବ୍ୟକ୍ତିତ୍ୱ ଆଉ ସ୍ୱଭାବ ଦୁଇଟା ଯାକ ଉପରେ ବହୁତ ପ୍ରଭାବ ପକାଇ ଥାଏ । କିନ୍ତୁ ଆପଣଙ୍କ ନାମର ପ୍ରଥମ ଅକ୍ଷର ବହୁତ ଜରୁରୀ ହୋଇଥାଏ।ବହୁତ କିଛି ନାମୀ ଲୋକ ସଫଳତା ପାଇବା ପାଇଁ ନିଜର ନାମକୁ ପରିବର୍ତ୍ତନ କରିବା ମଧ୍ୟ ଦେଖାଯାଇଥାଏ । ଦୁନିଆରେ ବହୁତ ମା ବାପା ନିଜ ପିଲାଙ୍କର ନାମ ବହୁତ ଭାବିଚିନ୍ତି ଦେଇଥାନ୍ତି ନଚେତ ଏମିତିରେ ବି ଗୋଟେ ପିଲା ଜନ୍ମ ହେଲା ବେଳେ ଜନ୍ମ କୁଣ୍ଡଳୀରୁ ହିଁ ଜଣା ପଡିଯାଏ ତାରର ନାମର ପ୍ରଥମ ଅକ୍ଷର କଣ ରହିବ ।

ଆପଣଙ୍କର ନାମର ପ୍ରଥମ ଅକ୍ଷର ଆପଣଙ୍କ ଜୀବନ ର ପରିଭାଷା କୁ ସୁଚେଇ ଥାଏ ଏବଂ ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର ଆପଣଙ୍କ ସ୍ୱଭାବ ମଧ୍ୟ ସୁଚେଇ ଥାଏ । ଆପଣଙ୍କୁ ଆଜି ଆମେ କହିବାକୁ ଯାଉଛୁ ‘A’ ଅକ୍ଷର ନାମ ଲୋକଙ୍କ ଠାରେ କଣ ଭଲ ଗୁଣ ଅଛି ଏବଂ କଣ ଖରାପ ଗୁଣ ଅଛି । ବନ୍ଧୁ ଗଣ ଅଙ୍କଜ୍ୟୋତି ସମୟରେ ସବୁବେଳେ ଦେଖାଯାଏ ଅକ୍ଷର ‘A’ ଏବଂ ନମ୍ବର 1 ଯୋଡ଼ା ଯାଇ ଥାଏ ଏହି ବ୍ୟକ୍ତିତ୍ୱ ବହୁତ ପ୍ରଭାବ ସାଳି ହୋଇଥାଏ ଏହି ଲୋକମାନେ ଜନ ସମାଜରେ ମନ ମୁତାବକ ନିଜେ ନିଜ ଛବି ବନେଇ ଥାନ୍ତି । ଆସନ୍ତୁ ଜାଣିବା ‘A’ ଅକ୍ଷର ଲୋକଙ୍କର ଦଶ ଟି ରୋମାଞ୍ଚଙ୍କର ଏବଂ ଆଗ୍ରହ ଭଳି କଥା ଯାହା ସମସ୍ତଂକୁ ଜଣା ନଥିବ, ତା ଚାଲନ୍ତୁ ଜାଣିବା ସେହି ଦଶ ପ୍ରକାର କଥା ବିସୟରେ ।

ପ୍ରଥମ କଥା ହେଉଛି A ଅକ୍ଷର ସବୁଠୁ ପ୍ରଭାବଶାଳି ଅକ୍ଷର ମନାଯାଏ, ଏହି ଅକ୍ଷର ଲୋକ ମାନେ ଗଣବକ୍ତିତ୍ୱ ଆଉ ସାହସ ବାନ ହୋଇଥାନ୍ତି ।

ଦ୍ୱିତୀୟ କଥା ଏହି ଅକ୍ଷର ଲୋକ ମାନେ ସବୁ ଜାଗାରେ ଆଗରେ ରହିବାକୁ ପସନ୍ଦ କରନ୍ତି ଆଉ ନେତୃତ୍ୱ କରିବାକୁ ମଧ୍ୟ ଭଲ ପାଆନ୍ତି ।

ତୃତୀୟ କଥା ହେଉଛି କିଛି ଲୋକଙ୍କୁ ଆପଣ ଈଗୋ ବଲା ଲାଗନ୍ତି , କାରଣ ଆପଣ ଜାଣିଛନ୍ତି ଆପନଙ୍କୁ କଣ ଦରକାର ତା ଏହି ମନେ ଅନ୍ୟ ଜଣକୁ ଏହି ବିଷୟରେ କୁହନ୍ତି ନାହିଁ। ନମ୍ବର ଚାରି, ଏହି ଲୋକ ସାଧାରଣତଃ ପରିଶ୍ରମୀ ହୋଇଥାନ୍ତି ଏବଂ ବହୁତ ଜଲଦି ସେମାନେ ସାହସ ହରାନ୍ତି ନାହିଁ ।

ନମ୍ବର ପାଞ୍ଚ, ଏହି ଲୋକ ମାନେ ବହୁତ ଆକର୍ଷିତ ବ୍ୟକ୍ତିତ୍ୱ ହୋଇଥାନ୍ତି , ଏମାନେ ନିଜ ସମ୍ପର୍କକୁ ଜୀବନ ସାରା ତୁଲେଇକି ରଖନ୍ତି ।

ନମ୍ବର ଛଅ, ଏହି ଲୋକ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରନ୍ତି ତାକୁ ହାସଲ କରିକି ହିଁ ରୁହନ୍ତି ଏବଂ ଏହି ଲୋକ ମାନଙ୍କୁ ଆପଣ ସାଧାରଣ ଏବଂ ବିନମ୍ରତା ସହିତ କଥା ହେଲେ ମଧ୍ୟ ଏମାନେ react କରନ୍ତି ।

ନମ୍ବର ସାତ, ଏହି ଲୋକ ମାନକୁ ତାଙ୍କ ଜୀବନ ଉପରେ ଆଉ କିଏ ଅଧିକାର କରୁ ସେଇଟା ଏ ମାନଙ୍କୁ ପସନ୍ଦ ନୁହଁ ।

ନମ୍ବର ଆଠ, ଏମାନଙ୍କ ସ୍ୱାମୀ ସ୍ତ୍ରୀ ସମ୍ପର୍କ କୁ ବହୁତ ଧ୍ୟାନ ଦିଅନ୍ତି ତଥାପି ଏମାନେ ଜୀବନରେ ରୋମାନ୍ସ ଆଣିବାକୁ ଭଲ ପାଆନ୍ତି ନାହିଁ ।

ନମ୍ବର ନଅ, ଏମାନଙ୍କ ପାଇବାର ଇଛା ଟିକେ ଅଲଗା, ଏମାନେ କିଛି ନୂଆ ଏବଂ ଅଲଗା ଜିନିଷ ଚାହିଁଥାନ୍ତି ।

ନମ୍ବର ଦଶ, ଏହି ଲୋକ ମାନେ ସୁନ୍ଦରତାକୁ ବହୁତ ପସନ୍ଦ କରନ୍ତି , ଏମାନଙ୍କୁ ଦେଖିଲେ ସାହସିକ ଶ୍ରେଣୀରେ ରଖିବେନି କିନ୍ତୁ ସମୟ ଆସିଲେ ଏମାନେ ନିଜ ସାହସ ଦେଖାଇଥାନ୍ତି । ବନ୍ଧୁ ଗଣ ଏହି ସବୁ ହଉଚି ‘A’ ଅକ୍ଷର ଲୋକ ମାନଙ୍କର ଦଶ ଗୁପ୍ତ କଥା ଯାହାକି ବହୁତ ଲୋକ ଜାଣି ନଥିବେ ।

Leave a Reply

Your email address will not be published. Required fields are marked *