June 23, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ସବୁଦିନ ଯଦି ୪ ଟି ବାଦାମ ଖିଆଯାଏ ତାହେଲେ କଣ ହେବ – ଏହିକଥା ଜାଣିରଖନ୍ତୁ..

1 min read

ଆଜି ଆମେ ଜାଣିବା ପେସ୍ତା ବାଦାମ ବିଷୟରେ।ଆମେ କହିବାକୁ ଚାହୁଁଚୁକି ଯଦି ଆପଣ ସବୁଦିନ ବେଶି ନାହିଁ ୪ ଟି ବାଦାମ ଖାଇବେ ତାହେଲେ କଣ ଲାଭ ମିଳିବ ସେ ବିଷୟରେ ଆଜି ଜାଣିବା।ଆଉ ଆଜି ଆମେ ଜାଣିବା ଆମେ ଆମ ଶରୀର ସହିତ କଣ କରୁଛେ।ଆମେ ଦେଖିବାକୁ ଗଲେ ବାଦାମ ଆମ ଶରୀର ପାଇଁ ବହୁତ ଲାଭଵଦାୟକ ଜିନିଷ ଅଟେ।ଆଉ ବାଦାମ ଖାଇବାର ସବୁଠାରୁ ବଢିଆ ଉପାୟ ହେଉଛି ବାଦାମକୁ ରାତିରେ ପାଣିରେ ଭିଜେଇ ଦେବା ଓ ସକାଳୁ ଉଠି ତାର ଚୋପା ଛଡେ଼ଇ ତାକୁ ଖାଇବା।

ଏମିତି କରିବା ଦ୍ୱାରା ବାଦାମ ଭିତରେ ଥିବା ପୋଷକ ତତ୍ୱ ଆମ ଶରୀର ବହୁତ ଭଲ ଭାବରେ ନିଜ ଭିତରକୁ ଶୋଷି ପାରିବ।ସେଥିପାଇଁ ଲୋକମାନେ ବାଦମକୁ ରାତିରେ ପାଣିରେ ଭିଜେଇ ସକାଳୁ ଖାଆନ୍ତି।ଏହି ଜିନିଷ ବହୁତ ଶିଘ୍ର ଓ ସହଜରେ ହଜମ ହୋଇଥାଏ ଓ ଆମ ଶରୀରକୁ ପୋଷଣ ପ୍ରଦାନ କରିଥାଏ।ଯଦି ଆପଣ ସେମିତି କରି ପାରୁ ନାହାନ୍ତି ତଥାପି ଆପଣ ସକାଳୁ ୪ ଟି ପେସ୍ତା ବାଦାମ ଖାଇବା ନିହାତି ଜରୁରୀ ହୋଇଥାଏ।ଆଜି ଆମେ ଜାଣିବା ଏହା ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିବ ସେ ବିଷୟରେ ଜାଣିବା।

ସବୁଠାରୁ ପ୍ରଥମ ଲାଭ ଯାହା ପେସ୍ତା ବାଦାମ ଦ୍ୱାରା ହୋଇଥାଏ ସେ ହେଉଛି ଏ କଣ କରେ ନାଁ ଆମ ସ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ ଆଉ ବୁଦ୍ଧି ବଢେ଼ଇବାରେ ସାହାଯ୍ୟ କରେ।ପେସ୍ତା ବାଦାମ ଭିତରେ ରାଇବୋ ଫ୍ଲେମିନ ଓ ଆଲକାନିନଟାଇନ ଥାଏ।ଏହା ମସ୍ତିଷ୍କର କାର୍ଯ୍ୟ କଳାପକୁ ବଢେଇବାରେ ସାହାଯ୍ୟ କରେ।ସେଥିପାଇଁ ଆପଣ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଆପଣ ସେ ବାଦାମ ଖାଇ ପାରିବେ।ଦ୍ଵିତୀୟ ଲାଭ ହେଉଛି ବାଦାମ ଖାଇବା ଦ୍ୱାରା ଆମ ଓଜନ ହ୍ରାସ ହୋଇଥାଏ।ଏଥିରେ ଅଧିକ ମାତ୍ରରେ କ୍ୟାଲୋରୀ ଥାଏ ସେଥିପାଇଁ ଏହାକୁ ଖାଇଲେ ଲୋକଙ୍କୁ ଆଉ ଭୋକ ଲାଗେନି ଓ ସେ ଖାଇବା ଦ୍ୱାରା ଆଉ କିଛି ଖାଇ ନଥାନ୍ତି କି ମୋଟା ହୁଅନ୍ତି ନାହିଁ।

ଯଦି ଆପଣ ସବୁଦିନ ସକାଳୁ ଉଠି ୪-୫ ଟି ପେସ୍ତା ବାଦାମ ଖାଇବେ ତାହେଲେ ଆପଣଙ୍କ ହୃଦ୍ଘାତ ହେବା ସମସ୍ୟାକୁ ୫୦% ଏଡାଇ ଦିଆଯାଇ ପାରିବ।ପେସ୍ଟଅବାଦାମ ଖାଇବା ଦ୍ୱାରା ଆମର ହାଡ଼ ଜନିତ ସମସ୍ୟାକୁ ଆମେ ଦୁର କରି ପାରୁ।ଏଥିରେ ଥିବା କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭଳି ତତ୍ୱ ସବୁକୁ ଆମ ଶରୀର ଭିତରକୁ ଦେଇଥାଏ।ଆଉ ଏହା ଆମ ହାଡ଼କୁ ଟାଣ କରିବାରେ ସାହାଯ୍ୟ କରେ।ଆଉ ଭବିଷ୍ୟତରେ ଆମକୁ ହାଡ଼ ଜନିତ ସମସ୍ୟା ଦେଖାଯାଇ ନଥାଏ।ଏଥିରେ ମାଙ୍ଗାନିଜ ଓ ପୋଟାସୀୟମ ଆଦି ତତ୍ୱ ଥାଏ।ଯାହା ଆମ ହାଡ଼ ପାଇଁ ବହୁତ ଆଵଶ୍ୟକ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଆଉ ଏକ ଲାଭ ଯାହା ସାଧାରଣତଃ ମହିଲାମାନଙ୍କ ପାଇଁ ହୋଇଥାଏ।ବହୁତ ମହିଳାଙ୍କ ପାଖରେ ଦେଖାଯାଏ ଛୁଆଙ୍କୁ ରୋଗୀ ହୋଇଥାନ୍ତି ଓ ତାଙ୍କ ଭିତରେ କିଛି ନା କିଛି ଦୃଢ଼ ସମସ୍ୟା ଥାଏ।ତାହେଲେ ସେମାନଙ୍କୁ ଵାଦାମର ନିହାତି ସେବନ କରିବାର ଅଛି।କାହିଁକିନା ଏହା ଆପଣଙ୍କର ହେବାକୁ ଯାଉଥିବା ଛୁଆ ପାଇଁ ବହୁତ ଭଲ ହୋଇଥାଏ।ଆଉ ବାଦାମ ଖାଇବା ଦ୍ୱାରା ଉଭୟ ମା ଓ ଛୁଆ ଦୁଇଜଣଙ୍କୁ ପୋଷଣ ମିଳିଥାଏ।ଏହା ଥିଲା ବାଦାମ ର କେତେକ ବିଶେଷ ଗୁଣ।

Leave a Reply

Your email address will not be published. Required fields are marked *