June 22, 2025

Odia Express

Here, There and Everywhere

ପାକସ୍ଥଳୀ ସଫା ଅଛି ନା ନାହିଁ କିପରି ଜାଣିବେ – ଏବେ ଜାଣି ରଖନ୍ତୁ ନଚେତ ହଇରାଣ ରେ ପଡିବେ ଆପଣ..

1 min read

ଆଜି ଆମେ ଏଠାରେ ଆପଣଙ୍କୁ କହିବୁକି ଆପଣ କିପରି ନିଜର ପାକସ୍ଥଳୀକୁ ଆପଣ ସଫା କରି ପାରିବେ।ପ୍ରତି ୧୫ ଦିନରେ ଥରେ ପାକସ୍ଥଳୀକୁ ସଫା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ।ଏହା ବ୍ୟତିତ ଯଦି ଆପଣଙ୍କ ପାକସ୍ଥଳୀ ଖରାପ ହୋଇଥିବ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ।ଏହା ବ୍ୟତୀତ ପାକସ୍ଥଳୀକୁ ଖରାପ ହେବା କେଉଁ କେଉଁ ଲକ୍ଷଣ ସବୁ ଦେଖାଯାଏ ସେ ବିଷୟରେ ଆମେ ଜାଣିବା।ଜୀବନରେ ସବୁ ବ୍ୟକ୍ତିର ଏହି ଇଛା ହୋଇଥାଇକି ସେ ସୁସ୍ଥ ରହୁ ତାକୁବକେବେ କୌଣଇସ ରୋଗ ନହେଉ।ବଦଳୁଥିବା ଦିନ ଚର୍ଯ୍ୟା ଓ ଖରାପ ଖାଦ୍ୟ ପାନୀୟର ସେବନ କରିବା ଦ୍ୱାରା ସବୁ ଲୋକ ସୁସ୍ଥ ରହିବ ସମ୍ଵବ ହୋଇନଥାଏ।ଥରେ କୌଣଇସ ପ୍ରକାରର ରୋଗ ଆମ ସୃର ଭିତରକୁ ପ୍ରବେଶ କଲେ ଆପଣ ଧ୍ୟାନ ରଖିବେ ତାପରେ ଆମ ଶରୀର ରୋଗ ମାନଙ୍କ ଭଣ୍ଡାର ହୋଇ ରହିଯାଏ।ଚିକିତ୍ସକ କୁହାନ୍ତିକି ଶରିର ଭିତରେ ଯେକୌଣିସ ରୋଗ ପଶିବର କାରଣ ହେଉଛି ଦୁର୍ବଳ ପାକସ୍ଥଳୀ ହୋଇଥାଏ।ଯଦି ଆଙ ଚାହୁଁଛନ୍ତି ଆପଣଙ୍କୁ କୌଣସି ପ୍ରକାର ରୋଗ ନହେଉ ତାହେଲେ ଆପଣ ୧୫ ଦିନରେ ଥରେ ନିଜ ପାକସ୍ଥଳୀକୁ ସଫା କରିବା ଉଚିତ।

ପାକସ୍ଥଳୀରେ ଦରଜ ହେବା,ଭୋକ କମ ଲାଗିବ ଆଦି ଏହି ରୋଗର ସାମାନ୍ୟ ଲକ୍ଷଣ ହୋଇଥାଏ।ଖାଦ୍ୟ ଶରୀରରେ ଭକ ଭାବରେ ହଜମ ହୋଇନଥାଏ ଓ ଯାହାଫଳରେ ଆମ ପେଟରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଇଥାଏ।ଆମେ ଆପଣଙ୍କ ପାଇଁ ଏକ ପ୍ରାକୃତିକ ଓ ଘରୋଇ ଉପାୟ ନେଇ ଆସିଅଛୁ।ମଝିରେ ମଝିରେ ଆମ ଶରୀରରେ ବହୁତ ପରିବର୍ତ୍ତନ ଆସିଥାଏ ଯାହାକୁ ଆମକୁ ଅଣଦେଖା କରିବା ଉଚିତ ନୁହେଁ।ପାକସ୍ଥଳୀ ଖରାପର ମୁଖ୍ୟ କାରଣ ହେଉଛି ମ-ଦର ଅଧିକ ମାତ୍ରରେ ସେବନ କରିବା।

ଖାଦ୍ୟରେ ତେଲ ମସଲା ଅଧିକ ଖାଇବା,ଯେମିତି ଆପଣଙ୍କ ପେଟ ବଷ୍ଟ ଅଧିକ ବଢ଼ିବାରେ ଲାଗିଛି ଆପଣ ଏହା ଭାବିବେ ଏହା ମୋଟାପଣ ପାଇଁ ହୋଇଥାଏ।ଆପଣ ଜାଣିଛନ୍ତି ପାକସ୍ଥଳୀ ଖରାପ ହେବା ଦ୍ୱାରା ପେଟ ଉପରେ ବହୁତ ଫୁଲା ଆସିବାକୁ ଲାଗେ।

୧.ଚେହେରାରେ ଦାଗ ହେବା,ଚେହେରାର ରଙ୍ଗ ହଳଦିଆ ହେବାରେ ଲାଗିଥାଏ ଆଉ ମୁହଁରେ ଧଳା ଧଳା ଚିନ୍ହ ଦେବାକୁ ପଡିଥାଏ।

୨.ଆଖୀର ଧଳା ସ୍ଥାନ ଯଦି ହଳଦିଆ ହେବାକୁ ଲାଗେ ତାହେଲେ ଆପଣଙ୍କ ପାକସ୍ଥଳୀରେ କିଛି ନା କିଛି ଅସୁବିଧା ରହି ଅଛି।

୩.ମୁହଁରୁ ଦୁର୍ଗନ୍ଧ ଆସିବା,ମୁହଁରେ ଆମୋନିଆର ମାତ୍ରା ବଢିଯିବ କାରଣରୁ ଏହା ଭିତରୁ ଦୁର୍ଗନ୍ଧ ଆସିଥାଏ।

୪.ଆଖି ଥକିଯିବା ଓ କଳାଦାଗ ପଡିଥିବା ଆଖି।୫.ଖାଦ୍ୟହଜମ ଠିକ ହେବ ନାହିଁ।

ଆସନ୍ତୁ ଜାଣିବା ପାକସ୍ଥଳୀକୁ ସଫା କରିବାର ସଠିକ ଉପାୟ:-

୧.ସେଓର ଭିନେଗାରର ସବୁଦିନ ସେବନ କରିବା ଦ୍ୱାରା ପାକସ୍ଥଳୀ ସଫା ହୋଇଯାଇଥାଏ।

୨.କିସମିଶ କୁ ଧୋଇ ତାକୁ ଫୁଟେଇ ପିବା ଦ୍ୱାରା ଆମ ପାକସ୍ଥଳୀ ସମସ୍ୟା ଦୁର ହୋଇଥାଏ।

୩.ମହୁ ଓ ପାଣି,ସକାଳୁ ଉଠି ରସୁଣ ଖାଇବା ପରେ ଆପଣ ମହୁ ଓ ହାଲ୍କା ଉଷୁମ ପାଣିର ସେବନ କରିବା ଉଚିତ।

୪.ରସୁଣ,ଆମେ ସକାଳୁ ଉଠି ୧-୨ ତା ରସୁଣ ପିବା ଆଵଶ୍ୟକ ହୋଇଥାଏ।

୫.ଆପଣ ଲେମ୍ବୁର ଗୋଲମରିଚ,ବିଟଲୁଣ,ସୁଣ୍ଠି ଗୁଣ୍ଡ,ମିଶ୍ରି ଗୁଣ୍ଡ ସକାଳୁ ଉଠି ଏହାକୁ ଖାଇବେ ଯାହାଦ୍ୱାରା ଆପଣଙ୍କ ପାକସ୍ଥଳୀକୁ ଆମେ ରକ୍ଷା କରି ପାରିବା।

୬.ଜାମୁ କୋଳି ଖାଇବା ଦ୍ୱାରା ଆମ ପାକସ୍ଥଳୀ ଭଲ ହୋଇଥାଏ,ଖାଦ୍ୟରେ ହଳଦୀର ପ୍ରୟୋଗ ବେସି କରିବେ ଯାହାଦ୍ୱାରା ଅପଣଙ୍କ ପେଟ ଭଲ ରହିବ।

Leave a Reply

Your email address will not be published. Required fields are marked *