June 27, 2025

Odia Express

Here, There and Everywhere

ଆଜିର ସବୁଠୁ ମଜାଦାର୍ ଜୋକ୍ସ : ଶାଳୀ – ଭିଣେଇ ଭାଇ ତମର, ପାଞ୍ଚ ବର୍ଷରେ ୫ ଟା ଛୁଆ ଏପରି କାହିଁକି ? ତା ପରେ ଭିଣେଇ ଯାହା କହିଲେ ହସିବେ ଆପଣ..

1 min read

ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସନେଇକରି ଆସିଛୁ ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ହୋଇଛି , ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସ ପଢିକରି ଆପଣଙ୍କ ହସ ଅଟକାଇପାରିବେ ନାହିଁ , ତେବେ ଆସନ୍ତୁ ଜାଣିବା

୧)ଭିଣେଇ- ତୁମେ ଝିଅମାନେ ଏତେ ସୁନ୍ଦର କଣ ପାଇଁ ହୋଇଛ ? ଶାଳୀ- କାରଣ ଭଗବାନ ଆମକୁ ହାତରେ ବନାଇଛନ୍ତି । ଭିଣେଇ -ଆରେ ଏମିତି କହୁଛ ଯେମିତି ଆମକୁ ତ ଭଗବାନ ମୁଲିଆ ହିସାବରେ ଠିକା ଭାବେ ନେଇଛନ୍ତି ।

୨)ପୁଜା ସମୟରେ ସ୍ତ୍ରୀ ସ୍ୱାମୀକୁ ପଚାରିଲା ଶୁଣ, ଆପଣଙ୍କୁ ଆରତି ମନେ ଅଛି ନା ? ସ୍ୱାମୀ-ହଁ ସେଇ ପତଳି ତ କଳା ଆଖି ସୁନ୍ଦର ଝିଅଟି , ଯିଏ ୪୦୨ ନମ୍ବର ଫ୍ଲାଟ୍ ରେ ରହୁଛି ନା ? ତାପରେ ପ୍ରଥମେ ସ୍ୱାମୀଙ୍କ ପୁଜା ହେଲା , ସତ୍ୟନାରାଣ ଭଗବାନଙ୍କ ପୁଜା ପରେ ହେଲା ।

୩) ଚାକରାଣୀ- ମ୍ୟାଡାମ୍, ମୁଁ ଗର୍ଭବତୀ ଅଛି , ମୋତେ ଲମ୍ବା ଛୁଟି ଦରକାର , ମାଲିକାଣି- ଆରେ ବାହ୍ ବଧାଇ, ଯାଅ ନିଜ ଦାୟିତ୍ୱ ନିଅ , ଚାକରାଣୀ-ଆପଣ ନିଜ ଦାୟିତ୍ୱ ରଖନ୍ତୁ , ମ୍ୟାଡାମ୍ , ଆଜି କାଲି ସାହେବଙ୍କ ନସବନ୍ଧି ଅପରେସନ୍ ଫେଲ୍ ହୋଇଯାଇଛି ।

୪) ବହୁତ ବର୍ଷପରେ ଶାଳି ନିଜ ଭିଣେଇଙ୍କ ଘରେ ଆସି ରହିବାକୁ ଆସି ରହିବାକୁ ଲାଗିଲା , ଦିନେ ଦୁହେଁ ବୁଲିବାକୁ ଗଲେ , ଶାଳି- ଭିଣେଇକୁ ଚିଡାଇବାକୁ ଯାଇ କହିଲା ଭିଣେଇ ଭାଇ  ଦେଖ ମୋତେ ସେ ପୁଅର ଆଖିରୁ କେମିତି ଚମକ ଆସୁଛି , ଭିଣେଇ ଚିଡିକରି ଆସିବନି କଣ ପାଇଁ ସେ କବାଡି ବାଲା ଅଟେ, ଅଳିଆକୁ  ଦେଖିକରି ସେମିତି ତା ଆଖି ଚମକି ଉଠେ ।

୫) ପପୁ -ସାଙ୍ଗ ମୁଁ ପୁରା ଚିନ୍ତାରେ ପଡିଗଲିଣି , ମୋର ସ୍ତ୍ରୀ ମୋତେ ସବୁବେଳେ ପଛ ସ୍ୱାମୀ ବିଷୟରେ କଥା ହେଉଛି , ଗପୁ- ଧନ୍ୟବାଦ ଦେ ଭାଇ, ମୋର ସ୍ତ୍ରୀ ମୋତେ ଆଗାମୀ ସ୍ୱାମୀ ବିଷୟରେ ହିଁ କହୁଛି ।

୬) ସକାଳୁ ସକାଳୁ ସ୍ତ୍ରୀ ନିଦରୁ ଉଠି କହିଲା ,ସ୍ତ୍ରୀ-ଆରେ ଶୁଣୁଛ ? ସ୍ୱାମୀ -କୁହ କଣ ହେଲା । ସ୍ତ୍ରୀ- ମୋତେ ସ୍ୱପ୍ନ ଆସିଥିଲା କି ଆପଣ ମୋ ପାଇଁ ହିରାର ହାର ନେଇକରି ଆସିଛ , ସ୍ୱାମୀ -ଠିକ୍ ଅଛି , ତେବେ ଆଉଥରେ ଶୋଇଯା , ଆଉ ପିନ୍ଧିନିଅ ।

୭)କ୍ଲାସରୁମ୍ ରେ ପୁଅ ଝିଅ ପରସ୍ପର କଥାହେଉଥିଲେ,  ତେବେ ଶିକ୍ଷୟତ୍ରୀ ଆସି ପହଞ୍ଚିଲେ , କହିଲେ ଛୁଆ କୁହ ତ ଯଦି ଦୁନିଆଁରେ ଝିଅ ନଥାନ୍ତେ ତେବେ କଣ ହୁଅନ୍ତା , ଚିଣ୍ଟୁ- କଲେଜ୍ ଶୁନସାନ୍, ଗଳିଗୁଡିକ ଶୁନଶାନ୍, ଦୁନିଆଁ ଚିନ୍ତିତ, ଏକେଲା ମଣିଷ,  ନା ଜାନୁ ନା ଜାନ୍ , ସବୁଆଡେ ଖାଲି ଜୟ ସିୟା ରାମ୍

୮) ରେଲୱେ ଟିସି- ବାବା କେଉଁଠିକୁ ଯିବ ? ସାଧୁ ବାବା-ଯେଉଁଠି ରାମଙ୍କର ଜନ୍ମ ହୋଇଥିଲା,  ଟିସି-ଟିକେଟ୍ ଦେଖାଅ, ସାଧୁ ବାବା- ନାହିଁରେ ପୁଅ , ଟିସି-ତେବେ ଚାଲ, ସାଧୁ-କେଉଁ ଆଡେ , ଟିସି-ଯେଉଁଠି କୃଷ୍ଣଙ୍କର ଜନ୍ମ ହୋଇଥିଲା,

୯) ଡାକ୍ତର ରୋଗୀକୁ – ବହୁତ ଦୁର୍ବଳ ଅଛ, ଫଳ ଖାଅ ଚୋପା ସହିତ,  ଏକ ଘଣ୍ଟାପରେ , ରୋଗୀ ଡାକ୍ତର ସାହେବ , ମୋର ପେଟ ପିଡା ହେଉଛି , ଡାକ୍ତର – କଣ ଖାଇଲ? ରୋଗୀ-ନଡିଆର ଚୋପା ସହିତ ,

୧୦) ମା -ପୁଅରେ ଯା ଟିକେ ବାପାଙ୍କୁ ଡାକ ତ , ପୁଅ ବାପାଙ୍କୁ- ଚାଲ ଡକରା ପଡିଛି , ମା ଡାକିଛନ୍ତି , ବାପା-ଜୟ ମାତା ଦି

୧୧) ଯଦି ସ୍ତ୍ରୀ ନିଜ ଶାଢୀର ଓଢଣୀ ନିଜ ଅଣ୍ଟାରେ ଭିଡିଦିଏ ତେବେ ବୁଝିନେବ ସେ ଘରର କାମ ସାରିବ ନହେଲେ ସ୍ୱାମୀର କାମ ସାରିବ ।

୧୨) ବାପା- ମୋର ପୁଅ ମୋତେ ଅଧିକା ପ୍ରେମ କରିଥାଏ , ମା-ଯାଅ ମ , ମୋତେ ସେ ଅଧିକା ପ୍ରେମ କରେ , ବାପା-ଅଛା ଚାଲ ପୁଅକୁ ଚିମୁଡିଦେବା ସେ ଡରିକରି ମା କୁ ଡାକିବ ।

୧୩) ପପୁ- ଭାଈ ତୁମର ହାତ ପାଦ କିପରି ଭାଙ୍ଗିଗଲା ? ଗପୁ- ଝିଅର ଫୋନ୍ ରିଚାର୍ଜ କରିବା ଚକ୍କରରେ , ପପୁ- କଣ ଭାଇ, ରିଚାର୍ଜ କରିବାକୁ ପଇସା ନଥିଲା ନା କଣ? ଗପୁ- ଆରେ ଭାଇ ଯେଉଁ ଦୋକାନକୁ ରିଚାର୍ଜ କରିବାକୁ ଯାଇଥିଲି , ସେ ଦୋକାନୀ ଝିଅର୍ ଭାଇ ଥିଲା ,

୧୪) ଥରେ ଜଣେ ସ୍ୱାମୀକୁ ତା ସ୍ତ୍ରୀ ପଚାରିଲା,  ସ୍ତ୍ରୀ-ଯଦି ୨-୪ ଦିନ ନ ଦେଖାହୁଏ ତେବେ ତୁମକୁ କେମିତି ଲାଗିବ , ସ୍ୱାମୀ-ମନରେ ବହୁତ ଖୁସିହେଲା ସେ ଆଉ ସଂମ୍ଭାଳିପାରିଲା ନାହୀଁ ଓ କହିଦେଲା କି ସ୍ୱାମୀ-ମୋତେ ବହୁତ ଭଲ ଲାଗିବ ।

୧୫) ଝିଅ ତୁ ଯେଉଁଆଡେ ଯିବୁ ମୋର ସାୟା ତୋ ସହ ଥିବ , ପୁଅ- ମୋତେ ପୁର୍ବରୁ ଜଣା ଥିଲା ତୁମ୍ କେତେ ଭୁତୁଣି ହୋଇଥିବୁ ।

୧୬) ସ୍ୱାମି- କେଉଁଆଡେ ଯାଇଥିଲ ? ସ୍ତ୍ରୀ-ହଁ ରକ୍ତଦାନ କରିବାକୁ ଯାଈଥିଲି , ସ୍ୱାମୀ-ପିଉପିଉ ଓଭର ଫ୍ଲୋ ହେବାକୁ ଲାଗିଲା , ଯାହା ଏବେ ବାଣ୍ଟିବାକୁ ଲାଗିଛ , ତାପରେ ସ୍ୱାମୀଦେବ ହେଲା ଜୋରଦାର୍ ପ୍ରହାର ,

୧୭) ଶାଳୀ- ଭିଣେଇ ପାଞ୍ଚ ବର୍ଷରେ ପାଞ୍ଚ ଟି ଛୁଆ କରୁଛ ତୁମେ , ଭିଣେଇ ଆରେ ତୁମ୍ ତ କହିଥିଲ କି ପୁଅ ହେଉ କି ଝିଅ କେବେ ଆମ ଝିଅକୁ ଖାଲି ପେଟରେ ରଖିବନି , ଦେଖ ନିଜ ଗୋଟେ ମାସ ଖାଲି ପେଟ ଛାଡିନି ।

୧୮) ଭିଣେଇ ନିଜ ଶାଳିକୁ ଶାଳୀ ସାହିବା- ତୁମ ସହରରେ କଣ ବେଶୀ ଲୋକପ୍ରିୟ , ଶାଳୀ-ଯିଏ ସବୁଠାରୁ ଲୋକପ୍ରିୟ ଥିଲା ତାକୁ ତ ତୁମେ ନେଇଗଲ ।

Leave a Reply

Your email address will not be published. Required fields are marked *