October 17, 2024

Odia Express

Here, There and Everywhere

ଦେଖନ୍ତୁ ଅମୀର୍ ଖାନ୍ ଙ୍କ ପୁଅଙ୍କୁ, ଆଜି ବି କରୁଛନ୍ତି ମଡେଲିଙ୍ଗ୍ , ଜାଣନ୍ତୁ କିଏ ତାଙ୍କ ମା – ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ଭାରତର ବଲିଉଡ୍ ଇଣ୍ତଷ୍ଟ୍ରି ବାହାରରୁ ଯେତେ ସୁନ୍ଦର ଓ ସଫା ସୁତୁରା ଲାଗିଥାଏ , ଭିତର ନିବ ସେତେ ଅଧିକା ଖୋଳପା ହୋଇଥାଏ , ଏହି ଇଣ୍ତଷ୍ଟ୍ରିରେ ନାଁ ଓ ସଫଳତା ପାଇବା ପାଇଁ କଳାକାର କେଉଁ ବି କାମ କରିବାକୁ ରାଜି ହୋଇଯାଆନ୍ତି , କିଛି କଳାକାର ପବଲିସିଟି ହାସିଲ୍ କରିବାପାଇଁ ନିଜ ସିକ୍ରେଟ୍ ମିଡିଆ ସାମ୍ନାରେ ଜାହିର୍ କରିଦିଅନ୍ତି , ଓ କିଛି ରହସ୍ୟ ଚୁପ୍ ଚାପ୍ ନିଜ ମଧ୍ୟରେ ଲୁଚାଇରଖିଥାନ୍ତି,  କିଛି କଳାକାର ନିଜ ପ୍ରେମର ଦୁନିଆଁକୁ ସାମ୍ନାରେ ଆପଣାଇ ନିଅନ୍ତି , ଓ କିଛି ତାକୁ ଲୁଚାଇ ରଖି ସଂମ୍ପର୍କକୁ ବନାଇ ରଖିବାରେ ବିଜି ରୁହନ୍ତି ।ଆଜି ଆମେ ଆପଣଙ୍କୁ ଏମିତି ଅଭିନେତାଙ୍କ ବିଷୟରେ କହିବୁ ଯାହାଙ୍କ ପୋଲ୍ ଏହି ଦିନ ସୋସିଆଲ୍ ମିଡିଆରେ ଖୋଲିକରି ରଖିଦେଇଛି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ବ୍ୟକ୍ତି ଆଉ କେହି ନୁହେଁ ଅମୀର୍ ଖାନ୍ ଅଟନ୍ତି

ଏବେ କିଛି ଦିନ ହେବ ଏକ ପୁଅର ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , ଏମିତି କୁହାଯାଇଛି କି ଏହି ପୁଅ ଆଉ କେହି ନୁହେଁ ବରଂ ଅମୀର୍ ଖାନ୍ ଙ୍କ ସଂନ୍ତାନ ଅଟେ , ଅମୀର୍ ଖାନ୍ ତାଙ୍କର ବାପା ଅଟନ୍ତି ।ମିଡିଆ ଖବର ମୁତାବିକ ଅମୀର୍ ଖାନ୍ ଗତ ସମୟରେ ଏକ ମହିଳାଙ୍କ ସହ ଆଫେୟାର୍ ରଖିଥିଲେ,  ଯେଉଁଠି ତାଙ୍କର ଏକ ପୁଅ ଅଛି,  ଏବେ ସେ ବଡ ହୋଇସାରିଛି,  ଆମେ ଆପଣଙ୍କୁ କହିଦେବୁ କି ଅମୀର ଖାନ୍ ୫୩ ବର୍ଷର ହୋଇସାରିଛନ୍ତି , ଅଭିନେତା ଅମୀର୍ ଖାନ୍ ଙ୍କ ଜନ୍ମ ୪ ମାର୍ଚ୍ଚ ୧୯୬୫ କୁ ମୁମ୍ବାଇରେ ହୋଇଥିଲା,  ଆପଣଙ୍କୁ କହିଦେବୁ କି ଅମୀର୍ ଦୁଇଟି ବିବାହ କରିସାରିଛନ୍ତି , ତାଙ୍କର ପ୍ରଥମ ବିବାହ ୧୯୮୬ ରେ ରୀନା ଦତ୍ତାଙ୍କ ସହ ହୋଇଥିଲା,  ସେହି ସମୟରେ ଅମୀର୍ ମାତ୍ର ୨୧ ବର୍ଷର ହୋଇଥିଲେ , ରୀନା ଅମୀର୍ ଖାନଙ୍କର ଦୁଇଟି ଛୁଆ ଅଛନ୍ତି । କିନ୍ତୁ ତାଙ୍କର ପରିବାରକୁ କାହାର ନଜର ଲାଗିଯାଇଛି ଓ ତାଙ୍କର ଖୁସି ସବୁ ହରାଇ ବସିଛନ୍ତି , ଓ ଧୀରେ ଧୀରେ ଅମିର୍ ଓ ରୀନାଙ୍କ ମଧ୍ୟରେ ଦୁରତା ବଢିଗଲା,  ପରିଶେଷରେ ଦୁହେଁ ଛାଡପତ୍ର ନେଇଯାଈଥିଲେ

ଏହାପରେ ଅମୀରଙ୍କ ହୃଦୟରେ ତାଙ୍କର କଲିକ୍ କିରଣ ରାଓ ଉପରେ ପ୍ରେମ ହେଲା,  ଓ ସେ ୨୦୦୫ ରେ ବିବାହ କରିନେଲେ , ଅମୀର୍ ଓ କିରନ୍ ଏବେ ଏକାଠି ରହୁଛନ୍ତି , ଓ ବହୁତ ଭଲ ପାଇବା ଅଛି,  ଆପଣଙ୍କୁ ଜଣେଇଦେବୁ କି କିରନ୍ ରାଓ ଓ ଅମୀର୍ ଖାନ୍ ଙ୍କ ସାକ୍ଷାତ ଏକ ଫିଲ୍ମ ସୁଟିଙ୍ଗ୍ ସମୟରେ ହୋଇଥିଲା, ଏହି ମଧ୍ୟରେ ବନ୍ଧୁତା ହେଲା ଓ ଏହି ମଧ୍ୟରେ ସଂମ୍ପର୍କ ବଢିବାକୁ ଲାଗିଲା , ଓ ବିବାହ ଯାଏଁ କଥା ପହଞ୍ଚିଥିଲା,  କିନ୍ତୁ ଏବେ ଏକ ଫଟୋ ଯାହାକୁ ଅମୀର ଖାନଙ୍କ ପୁଅ ବୋଲି କୁହାଯାଉଛି , ମିଡିଆ ସାମ୍ନାରେ ଆସିଛି , ଯାହା ଏହି କଥାରୁ ପତ୍ତା ଲାଗୁଛି ଅମୀର୍ ନିଜ ଆଫେୟାର୍ ମିଡିଆରେ ଲୁଚାଇଛନ୍ତି ।

ଏବେ ଅମିର୍ ଖାନ୍ ନାଁ ଜେସିକା ହାଇଂସ ସହ ଯୋଡା ଯାଉଛି , ଏହି ଦୁହେଁଙ୍କ ସାକ୍ଷାତ ମୁଭି ଗୁଲାମ ର ସୁଟିଙ୍ଗ୍ ସମୟରେ ହୋଇଥିଲା<  ଫିଲ୍ମ ସୁଟିଙ୍ଗ୍ ସମୟରେ ଜେସିକା ନିଜ ପ୍ରେମର ନିବେଦନ କରିଥିଲେ , ଯାହାପରେ ଦୁହେଁ ଲମ୍ବା ସମୟରେ ଲିଭ୍ ଇନ୍ ରିଲେସନସିପ୍ ରେ ବି ଥିଲେ,  ଖବର ମୁତାବିକ ଏହି ମଧ୍ୟରେ ଜେସିକା ଗର୍ଭବତୀ ହୋଇଗଲେ , ଜେସିକା ନିଜ ଗର୍ଭବତୀ ଖବର ଅମୀର୍ ଖାନ୍ ଙ୍କୁ କହିଲେ ତେବେ ଏହି ଛୁଆକୁ ଗର୍ଭାପାତ କରିବାକୁ କହିଥିଲେ  କିନ୍ତୁ ଜେସିକା ଏହି ଛୁଆକୁ ଜନ୍ମ ଦେବାକୁ ଚାହୁଁଥିଲେ  ଏଥିପାଇଁ ସେ ଅମୀର୍ ଖାନ୍ ଙ୍କୁ ବ୍ରେକ୍ ଅଫ୍ କରି ସବୁଦିନ ପାଇଁ ଦୁରେଇ ଗଲେ ।

ଅମୀର୍ ଖାନଙ୍କ ପୁଅ ଏବେ ୧୫ ବର୍ଷ ହୋଇସାରିଛି,  ସୁତ୍ରର ମୁତାବିକ ଅମୀରଙ୍କ ପୁଅର ନାଁ ଜନ୍ ଅଟେ,  ଓ ଏବେ ସେ ଫେମସ୍ ମଡେଲ୍ ହୋଇସାରିଛି,  ମିଡିଆ ସାମ୍ନାରେ ଏହି କଥା ପୃଷ୍ଟି କରିବାପାଈଁ ଚେଷ୍ଟା କରାଯାଇଥିଲା<  ଯେବେ ଅମୀର୍ ଜେସିକାଙ୍କ ବିଷୟରେ ପ୍ରଶ୍ନର ଉତ୍ତର ପଚାରାଗଲା ତେବେ କିଛି କହିବାକୁ ସେ ମନା କରିଦେଇଥିଲେ,  ଅମିର୍ ଙ୍କ ମୁତାବିକ କେଉଁ ଜେସିକା ନାମକ ଝିଅକୁ ସେ ଜାଣନ୍ତି ନାହିଁ ବୋଲି କହିଲେ,  ଓ ତାଙ୍କର କିଏ ବି ଛୁଆ ନାହିଁ ବୋଲି କହିଥିଲେ,  ମିଡିଆ ନଜରରୁ ବଞ୍ଚିବାପାଇଁ ଓ ଏହି ବିବାଦରୁ ଦୁରେଇ ରହିବାପାଇଁ ଅମୀର୍ ଖାନ୍ ଓ ଜେସିକା ଚୁପ୍ ଅଛନ୍ତି , ଏହି କଥା ସତ କି ଅମୀର୍ ଖାନ୍ ଓ ଜେସିକା ଜାଣିଛନ୍ତି କି ଜନ୍ ସତରେ ତାଙ୍କର ପୁଅ ଅଟେ କି ନାହିଁ ।

Leave a Reply

Your email address will not be published. Required fields are marked *