June 27, 2025

Odia Express

Here, There and Everywhere

ପୁରୁଷଙ୍କ ବଢୁଥିବା ସଂଖ୍ୟାକୁ ଦେଖିକରି ଏହି ଦେଶର ମହିଳାଙ୍କୁ ମିଳିପାରେ ୨ ରୁ ଅଧିକା ସ୍ୱାମୀ ରଖିବାର ହକ୍ …

ଏବେ କିଛି ଦିନ ହେବ କୋରନା ଭାଇରସ୍ ଭୟାନକ ରୁପ ନେଇଛି ଏବେ ଚୀନରେ ଆଉ ଏକ ନୁଆ ସଙ୍କଟ ଆସିବାର ଖବର ଆସିଥିବାର ନଜର ଆସିଛି । କାରଣ ଚିନ୍ ରେ ଏବେ ଅବିବାହିତ ପୁରୁଷଙ୍କ ବଢୁଥିବା ଜନସଂଖ୍ୟା ସଙ୍କଟ ଦେଖାଯାଉଛି , ଚିନ୍ ରେ ଲିଙ୍ଗୀକ ଅସମାନତାକୁ ନେଇ ସେଠାରେ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି, ରିପୋର୍ଟ ର ମୁତାବିକ ୨୦୫୦ ପର୍ଯ୍ୟନ୍ତ ଚିନ୍ ରେ ୩ କୋଟି ପୁରୁଷ ଅବିବାହିତ ରହିଯିବେ , ଚିନ୍ ଏହି ସଙ୍କଟର ଏବେ ସମାଧାନ ବାହାର କରିସାରିଛି । ଚୀନର ଏକ ପ୍ରୋଫେସର ଅଧିକାରୀଙ୍କୁ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ଉପଦେଶ ଦେଇଛନ୍ତି , ଯାହାର ମୁତାବିକ ସରକାର ମହିଳାଙ୍କୁ ଦୁଇ କିମ୍ବା ଅଧିକା ସ୍ୱାମୀ ରଖିବାର ଅଧିକାର ଦେବା ଦରକାର,  ସେମିତି ଚୀନର ଅର୍ଥଶାସ୍ତ୍ରୀ ୟି କାଙ୍ଗ ଏନଜି କହିଲେ କି ମହିଳାଙ୍କ ପାଇଁ କିଛି ସମୟ ପାଇଁ ଅଧିକା ସ୍ୱାମୀ ରଖିବାର ଦିଆଗଲେ ଏହି ସାମାଜିକ ସମସ୍ୟାର ଅସୁବିଧା ଦୂର ହୋଇଯିବ

ଏହା ସହ ଅର୍ଥଶାସ୍ତ୍ରୀ ଏହା ବି କହିଲେ କି ଯଦି ତାଙ୍କର ଉପଦେଶକୁ ମାନିନିଅନ୍ତି ତେବେ ଦେଶରେ ଅବିବାହିତ ଲୋକଙ୍କର ବଢୁଥିବା ଜନସଂଖ୍ୟା ସ୍ତ୍ରୀମାନଙ୍କୁ ଅଧିକା ଖୁସି ମିଳିପାରିବ , ସୁଚନା ପାଇଁ କହିଦେବୁ କି ପ୍ରୋଫେସର ଏନ୍ ଜୀ ଫୁଦାନ ୟୁନିଭରସିଟିର ପ୍ରଫେସର ଅଛନ୍ତି । ଚୀନରେ ବଢୁଥିବା ଅବିବାହିତ ପୁରୁଷଙ୍କ ଜନସଂଖ୍ୟାକୁ ଦେଖିକରି ପ୍ରୋଫେସର ଏନ ଜି କହିଲେ କି ଏପରି ସଙ୍କଟ କାଳରେ ବଢୁଥିବା ପ୍ରତିସ୍ପଦା କାରଣରୁ ଅବିବାହିତ ବରଙ୍କୁ ଆଣିବାର ସମୟରେ ଯୋଗ୍ୟ କନ୍ୟା ଖୋଜିବାର ଅସୁବିଧା ହୋଇପାରେ , ଯାହାଦ୍ୱାରା ଅଦେଢ ବୟସର ଅବିବାହିତ ବ୍ୟକ୍ତିଙ୍କ ପାଇଁ କନ୍ୟାର୍ ହୃଦୟ ଜିତିବାପାଇଁ ଯୁବାଙ୍କୁ ପ୍ରତିଯୋଗିତା କରିବାକୁ ହେବ

ସେମିତି ତେବେ ଯେବେ କନ୍ୟା ସଂଖ୍ୟା ବହୁତ କମ୍ ଥିବ,  ଏନ୍ ଜି କହିଲେ କି ଯଦି ପୁରୁଷଙ୍କ ସ୍ୱାଭାବିକ ଜୈବିକ ଓ ମନୋବୈଜ୍ଞାନିକ ଆବଶ୍ୟକତା ଠିକ୍ ଢଙ୍ଗରେ ପୁରା ହେବ ନାହିଁ ତେବେ ନିଶ୍ଚିତ ରୁପରେ ଏହାର ଖୁସି ଉପରେ ଖରାପ ପ୍ରଭାବ ପକାଇବ । ସେମିତି ଏହି ସଙ୍କଟରୁ ବାହାରିବାପାଇଁ ଚିନ୍ ଅର୍ଥଶାସ୍ତ୍ରୀ ଆଉଥରେ ଉପଦେଶ ଦେଇଛନ୍ତି ,

ପ୍ରଥମ ଉପଦେଶରେ ଚିନ୍ ଅର୍ଥଶାସ୍ତ୍ରୀ କହିଲେ କି ବୈଶ୍ୟାବୃତ୍ତି କୁ ଆଇନଗତ ରୁପ ଦିଆଯାଉ , ଓ ଦ୍ୱିତୀୟ ବହୁ ବିବାହ ପ୍ରଥାକୁ ମଞ୍ଜୁରୀ ମିଳୁ , ଯାହା ଦ୍ୱାରା କେଉଁ ମହିଳାଙ୍କୁ ଆଇନଗତ ହିସାବରେ ଦୁଇ କିମ୍ବା ଅଧିକା ସ୍ୱାମୀ ରଖିବାର ହକ୍ ଦିଆଯାଇପାରିବ,  ସେମିତି ଚିନ୍ ଆଇନ୍ ମୁତାବିକ ଏବେ କେବଳ ବିବାହ ପାଇଁ ମଞ୍ଜୁରୀ ମିଳିଛି , ଏହି ପ୍ରଥା ତିବତ୍ ରେ ଆଗରୁ ଚାଲିଆସୁଛି ।

Leave a Reply

Your email address will not be published. Required fields are marked *