ଯଦି ଆପଣଙ୍କ ଠି ଏହି ସବୁ ଲକ୍ଷଣ ଦେଖା ଦିଏ ତାହେଲେ ଯେତେ ଜଲଦି ପାରୁଛନ୍ତି ରକ୍ତ ପରୀକ୍ଷା କରାଇ ନିଅନ୍ତୁ..
1 min read
ଆଜି ମୁଁ ଆପଣଙ୍କୁ ଜଣେଇବାକୁ ଯାଉଛି କି ଡାଇବେଟିସର ଲକ୍ଷଣ ସବୁ କଣ । ଯାହା ମୁଁ କହିବାକୁ ଯାଉଛି ସେହି ସବୁ ପରିବର୍ତ୍ତନ ଆପଣ ଆପଣଙ୍କ ଶରୀର ରେ ଦେଖିଲେ ଟିକେ ସଜାଗ ହେଇ ଯାଆନ୍ତୁ । ଡାକ୍ତର ଙ୍କ କହିବା ଅନୁସାରେ ସୁଗାର ଦେହରେ ରହିବ ଉଚିତ କିନ୍ତୁ ତାର ଗୋଟେ ସୀମା ପର୍ଯ୍ୟନ୍ତ ରହିବ ଉଚିତ ସେହି ସୀମାଠୁ ଆଧିକ ହେଇ ଗଲେ ଏହା ଡାଇବେଟିସ ରେ ରୋଗାକ୍ରାନ୍ତ କରାଇଥାଏ ।ପ୍ରଥମ ଲକ୍ଷଣ ଆପଣ ଅନୁଭବ କରୁଛନ୍ତି କି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି ଏବଂ ଆପଣ ବାରମ୍ବାର ଶୌଚାଳୟ ଯାଉଛନ୍ତି ତାହାଲେ ହେଇ ପରେ ଆପଣଙ୍କୁ ଡାଇବେଟିସ ହେଇଚି କାହିଁକି ନା ସାଧାରଣତଃ ଆମ ବ୍ଳଡ଼ରେ ଗ୍ଲୁକୋଜ ରହିଥାଏ କିନ୍ତୁ ଏହାର ପରିମାଣ ବଢି ଗଲେ କିଡନୀ ଏହାକୁ ବାହାର କାରିବାକୁ ଚାହିଁ ଥାଏ ଯାହା ଫଳରେ କି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ ।
ଦ୍ୱିତୀୟ କାରଣ ଏହା କି ଆପଣ ଯେତେବେଳେ ବାରମ୍ବାର ପରିସ୍ରା କରିବେ ଏହି କାରଣ ରୁ ଆଓଆଙ୍କୁ ଆପଣଙ୍କୁ ଶୋଷ ଲାଗିବ ଆପଣ ଅନୁଭବ କରିବେ କି ପୂର୍ବ ଅପେକ୍ଷା ଆପଣଙ୍କ ଶୋଷ ବହୁତ ମାତ୍ର ରେ ବଢି ଯାଇଛି ସ୍ୱଳ୍ପ ସମୟ ମଧ୍ୟରେ ଆପଣକୁ ସୋଷ ଲାଗିବ ଏହା ମଧ୍ୟ ଏକ ପ୍ରକାର ଡାଇବେଟିସର ଲକ୍ଷଣ ହେଇଥାଏ ।
ତୃତୀୟ ଲକ୍ଷଣ ଏହା କି ଏହି ରୋଗରେ ଆକ୍ରାନ୍ତ ହେଲା ପରେ ଆପଣ ଚାହୁଁନଥିବା ଓଜନ ମଧ୍ୟ ହ୍ରାସ ହେଇ ଥାଏ । ଯଦି ଓଜନ କମିବା ପାଇଁ ତମେ କିଛି କରୁ ନଥାଅ କିନ୍ତୁ କିଛି କମ ଦିନ ଭିତରେ ଆପଣ ଓଜନ ଯଦି କମିବାରେ ଲାଗିଲା ତାହେଲେ ବି ଆପଣକୁ ଡାଇବେଟିସ ହେଇଥାଇ ପାରେ କାରଣ ବାରମ୍ବାର ପରିସ୍ରା ଯିବା କରଣ ରୁ ଆପଣ ଙ୍କ ଶରୀର ରୁ କ୍ୟାଲୋରୀ ଲେବେଲ ହ୍ରାସ ହେଇଥାଏ ଏବଂ ଗ୍ଲୁକୋଜର ମଧ୍ୟ କ୍ଷତି ଘଟିଥାଏ। ଯାହା ଫଳରେ କି ଆପଣଙ୍କ ଓଜନ କମିବାରେ ଲାଗିଥାଏ ଏହା ମଧ୍ୟ ଏକ ପ୍ରକାର ଡାଇବେଟିସ ର ଲକ୍ଷଣ ଅଟେ ।
ଆଉ ଏକ ଲକ୍ଷଣ ହେଲା ଆପଣକୁ ବାରମ୍ବାର ଭୋକ ଲାଗିବା, ଭୋକ ଲାଗିବ ସାଧାରଣତଃ ଭଲ କଥା କିନ୍ତୁ ଯଦି ଆପଣ ଅନୁଭବ କରୁଛନ୍ତି କି ଆପଣକୁ ବହୁତ ଆଧିକ ଥର ଭୋକ ଲାଗୁଚି ଯେମିତିକି ଖ୍ୟାଦ୍ୟ ଖାଇବା ର ଗୋଟେ ଘଣ୍ଟା ପରେ ଆପଣଙ୍କୁ ପୁଣି ଭୋକ ଜୋରରେ ଭୋକ ଲାଗୁଛି କି ଆପଣ ଅନୁଭବ ହଉଛି କି ଭୋକରେ ଥିବା ବେଳେ ଯେମିତି ଅନୁଭବ ହୁଏ କିନ୍ତୁ ଖାଦ୍ୟ ଖାଇବା ର ଗୋଟେ ଘଣ୍ଟା ପରେ ମଧ୍ୟ ସେମିତି ଅନୁଭବ କରୁଛନ୍ତି ଯାହାକି ଆଗରୁ ଆପଣ କେବେ ଅନୁଭବ କରିନଥିଲେ କିନ୍ତୁ ଅଚାନକ ଭାବେ ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ତାହେଲେ ଏଇଟା ମଧ୍ୟ ଗୋଟେ ପ୍ରକାର ଡାଇବେଟିସ ରୋଗ ର ଲକ୍ଷଣ ଅଟେ ତେଣୁ ଏହି ଲକ୍ଷଣ ଦେଖିବା ମାତ୍ରେ ରକ୍ତ ପରୀକ୍ଷା ମଧ୍ୟ କରାଇ ନିଅନ୍ତୁ ।
ଆଉ ଏକ ଲକ୍ଷଣ ହେଉଛି ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ପାଦ ତଳ ଶୂନ୍ୟ ପଣ ହେବାରେ ଲାଗିଛି କିମ୍ବା ଆପଣକୁ ପାଦ ତଳ ପୂର୍ବ ଅପେକ୍ଷା ଖାଲି ଖାଲି ଲାଗୁଚି ଏବଂ ଏହି ଜାଗାରେ ବିନ୍ଧା ଚିଟିକା କରୁଛି ତାହେଲେ ଏହା ବି ଡାଇବେଟିସର କାରଣ ହେଇଥାଇପାରେ କାହିଁକିନା ଅତ୍ୟଧିକ ମଧୁମେୟ ଶରୀର nerms କୁ କ୍ଷତି ପହଞ୍ଚାଈ ଏହାକୁ ନଷ୍ଟ କରି ଦେଇଥାଏ । ଏହି ସବୁ ଲକ୍ଷଣ ଆପଣଙ୍କ ଶରୀରରେ ଦେଖିଲେ ରକ୍ତ ପରୀକ୍ଷା କରାଇ ନିଅନ୍ତୁ କାରଣ ଆପଣ ଡାଇବେଟିସରେ ଆକ୍ରାନ୍ତ ହେଇଥାଇପାରନ୍ତି ।