June 27, 2025

Odia Express

Here, There and Everywhere

କେବଳ ଏହାର ଗୋଟେ ଚାମୁଚ ସେବନ ଦ୍ୱାରା ଆପଣଙ୍କ ଶରୀରରେ ମୋଟାପଣ କମେଇଥାଏ..

1 min read

ରାତିରେ ଶୋଇବା ଆଗରୁ ଏହାର ଗୋଟେ ଚାମୁଚ ଖାଇ ନିଅନ୍ତୁ ଆପଣଙ୍କ ଶରୀରରେ ଥିବା ଚର୍ବୀ ମହମବତୀ ଭଳି ତରଳି ଯିବ।ଏହା କେବଳ ଆପଣଙ୍କ ମୋଟାପଣ ନୁହେଁ ଏହା ଆପଣଙ୍କ ମଧୁମେହ,ଉଚ୍ଚରକ୍ତଚାପ ଭଳି ସମସ୍ୟାକୁ ଠିକ କରିବା ପାଇଁ ଆପଣ ଏହାର ବ୍ୟବହାର କରି ପାରିବେ।ଏହା ସହିତ ଆପଣଙ୍କ ରକ୍ତ ହୀନତା, ଆଉ ମୁଁହରେ ସଂକ୍ରମଣ ଭଳି ସମସ୍ୟାକୁ ଦୁର କରିଥାଏ।ମୁହଁରେ ବ୍ରଣ ଓ ଅନ୍ୟ ସମସ୍ୟା ମଧ୍ୟ ବହୁତ ଶିଘ୍ର ଠିକ ହୋଇଥାଏ।ଆପଣଙ୍କ ଶରୀରକୁ ଏହା ସମ୍ପୂର୍ଣ୍ଣ ସୁସ୍ଥ କରିବ ଓ ଆଖି ପାଇଁ ମଧ୍ୟ ଲାଭ କରି ହୋଇଥାଏ।

ଆସନ୍ତୁ ଜାଣିବା ଏହି ଚମତ୍କାରି ପାଉଡ଼ରକୁ ତିଆରି କରିବା କିପରି ଓ ଏହାକୁ ତିଆରି କରିବା ପାଇଁ ଆଵଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ ଜାଣିବା।ସେଥିପାଇଁ ପ୍ରଥମ ଜିନିଷ ଯାହା ଆମକୁ ଦରକାର ସେ ହେଉଛି ଭୃସଙ୍ଗପତ୍ରର ଗୁଣ୍ଡ।ଆପଣ ପ୍ରଥମେ ଭୃସଙ୍ଗ ପତ୍ର ନେବେ ଓ ଏହାକୁ ସୁଖେଇ ନେବେ ଓ ଏହାର ଗୁଣ୍ଡ ପ୍ରସ୍ତୁତ କରି ନେବେ।ଭୃସଙ୍ଗ ପତ୍ରରେ ମ୍ୟାଗ୍ନେସିୟମ ,କ୍ୟାଲସିୟମ ,ଫସଫୋରସ ,ଆଇରନ, କପର,ଜୀଙ୍କ ଭଳି ତତ୍ୱ ଥାଏ।ଏହା ଆମ ଶରୀରରେ ଥିବା ଜୀବାଣୁ କୁ ମାରିଥାଏ।ଆଉ ଆମ ଶରୀରରେ ଥିବା ମୋଟାପଣ କୁ ଠିକ କରିଥାଏ

ଏଥିରେ ଥିବା ଭିଟାମିନ-ଏ ଆମ ଆଖିକୁ ଠିକ କରିଥାଏ।ଆଉ ଯଦି ଆଖି ଦୁର୍ବଳ ହେବାରେ ଲାଗିଛି ମୋତିଆ ବିନ୍ଦୁ ହେବାର ଲାଗିଛି,ଆଉ ଆଖି ଜିନିତ ସବୁ ସମସ୍ୟାକୁ ଠିକ କରିଥାଏ।ଏହା ଆପଣଙ୍କ କୋଳେଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିଥାଏ ଓ ଅପଣଙ୍କ ଚର୍ମ କୁ ଆଦ୍ରତା ପ୍ରଦାନ କରିଥାଏ।ଏହା ଆନ୍ତି ଅକ୍ସିଡେଣ୍ଟ ରେ ପରିପୂର୍ଣ୍ଣ ହୋଇଥାଏ ଓ କ୍ୟାନ୍ସର ଭଳି ଗମ୍ଭୀର ରୋଗକୁ ଆମେ ଠିକ କରିଥାଉ।ଏହା ଆପଣଙ୍କ ଶରିରରେ ମେଟା ବୋଲିକ କ୍ରିଏଟକୁ ବଢ଼େଇଥାଏ।ଏଥିରେ ଆଇରନ ହେବା କାରଣରୁ ଆପଣଙ୍କ ଶରୀରରେ ରକ୍ତ ଵୃଦ୍ଧି କରିଥାଏ।

ଏହା ଆମ ଶରୀରରେ ଥିବା ସର୍କରାର ମାତ୍ରାକୁ ଠିକ କରିଥାଏ।ତାପରେ ଆମକୁ ନେବାର ଅଛି ଜିରା।ଜିରା ମଧ୍ୟ ଆପଣଙ୍କ କୋଲେଷ୍ଟ୍ରଲ ଓ ମଧୁମେହ,ମୋଟାପଣକୁ ନିୟନ୍ତ୍ରଣ କଟିଥାଏ।ଜିରାର ମଧ୍ୟ ଆଇରନ କମଥିବାରୁ ଆମ ରକ୍ତ ବୃଦ୍ଧି କରିଥାଏ।ଆପଣଙ୍କୁ ନେବର ଅଛି ଗୋଟେ ଛୋଟ ଗିନା ଓ ସେଥିରେ ପକେଇବାର ଅଛି ଭୃସଙ୍ଗ ପତ୍ରର ଗୋଟିଏ ଚାମୁଚ।ତାପରେ ଜିରା ପାଉଡ଼ରର ଦୁଇଚାମୁଚ ପକେଇବାର ଅଛି।ତାପରେ ଆମକୁ ନେବାର ଅଛି ପାନ ମଧୁରୀ।ତାପରେ ତାକୁ ନେଇତାର ଗୋଟେ ପାଉଡର ପ୍ରସ୍ତୁତ କରିବାର ଅଛି।

ପାନମଧୁରୀ ଆମ ହଜମ ଶକ୍ତିକୁ ବୃଦ୍ଧି କରିଥାଏ।ଆଉ ଏହା ଦ୍ୱାର ଆମେ ଗ୍ୟାସ ଭଳି ସମସ୍ୟାରୁ ରକ୍ଷା ପାଇ ପାରିବା।ଏହା ଆପଣଙ୍କ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଠିକ କରିଥାଏ ଓ ଆମ ଶରୀରରେ ଏହା ମେଟାବୋଲିଯିମକୁ ଆମେ ବୃଦ୍ଧି କରିଥାଉ।ତାପରେ ଆମକୁ ନେବର ଅଛି କୋଲଥ ପାଉଡର,ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୁର କରିଥାଏ।ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ବହୁତ ଭଲ କରିଥାଏ।ଆପଣଙ୍କ ଶରୀରରେ ରକ୍ତ ପ୍ରବାହ ଠିକ କରିଥାଏ।ଏହାକୁ ଗୁଣ୍ଡ କରି ଏମାନଙ୍କ ପାଉଡର ନେବେ ଓ ସେ ସବୁକୁ ଭଲ ଭବାରେ ମିଶେଇ ନେବା।

ତାପରେ ଏହାକୁ ପବନ ନିବୁଜ କଣ୍ଟେନର ଭିତରେ ଏହାକୁ ସଂଗୃହୀତ କରି ରଖିବେ।ତାପରେ ରାତିରେ ଖାଦ୍ୟ ଗ୍ରହଣର ଗୋଟିଏ ଘଣ୍ଟା ପରେ ଆପଣ ଏହି ଚୂର୍ଣ୍ଣଯୁ ନେବେ ଓ ତାଉପରେ ଗରମ ପାଣି ପିବାର ଅଛି।ଆପଣ ଏହାର ସବୁଦିନ ପ୍ରାୟ ଗୋଟେ ମାସ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଆପଣ ଏହାର ଫଳ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।

Leave a Reply

Your email address will not be published. Required fields are marked *