June 27, 2025

Odia Express

Here, There and Everywhere

କେବଳ ୨୩ ବର୍ଷ ବୟସରେ ନୀତା ଅମ୍ବାନୀଙ୍କୁ ଲାଗିଥିଲା ଝଟକା , ଡାକ୍ତର କହିଥିଲେ କି ଆପଣ କେବେ ମା ହୋଇପାରିବେ ନାହିଁ କାରଣ..

1 min read

ଭାରତର ସବୁଠାରୁ ଧନୀ ଉଦ୍ୟୋଗପତି ହିସାବରେ ଜଣାଶୁଣା ମୁକେଶ ଅମ୍ବାନୀ ଆଜି ଏକ ସୁଖଦ ଜୀବନ ଅତିବାହିତ କରୁଛନିତ୍ , ରିଲାୟନ୍ସ ଜିଓ ମାଲିକଙ୍କ ତିନୋଟି ଛୁଆ ଅଛନ୍ତି , ଯିଏକି ନିଜ ନିଜ ଜୀବନରେ ପୁରା ସେଟଲ୍ ହୋଇସାରିଛନ୍ତି , ସେମିତି ସ୍ତ୍ରୀ ନୀତା ଅମ୍ବାନୀ ଆସିବା ଦିନରୁ ଚର୍ଚ୍ଚାରେ ରହୁଛନ୍ତି , ଦୁହେଁ ସ୍ତ୍ରୀ- ସ୍ୱାମୀ ବହୁତ ହିଁ ଖୁସିରେ ଜୀବନ ଅତିବାହିତ କରୁହ୍ଚନ୍ତି , କିନ୍ତୁ ଆରମ୍ଭର ସମୟରୁ ସେ ଏତେ ଭଲ ନଥିଲେ , ପଇସା ହେବା ପରେ ବି ସେ ଦୁହେଁ ଘରର କିଛି ସନ୍ତାନ ନଥିଲା,  ଏମିତିରେ ନୀତା ଯେବେ ୨୩ ବର୍ଷୀୟ ଥିଲେ , ତେବେ ଡାକ୍ତର କହିଥିଲେ କି ସେ କେବେ ମା ହୋଇପାରିବେ ନାହିଁ । ଡାକ୍ତରଙ୍କ ଏହି କଥା ଶୁଣି ନୀତା ଅମ୍ବାନୀ ପୁରା ଭାଙ୍ଗିପଡିଥିଲେ,  କିନ୍ତୁ ଏହାପରେ ସେ ସାହାସ ହାରିନଥିଲେ,  ୨୦୧୧ ର ଫେମସ୍ ମ୍ୟାଗାଜିନ୍ ରେ IDiva କୁ ଦେଇଥିବା ଇଣ୍ଟରଭ୍ୟୁ ସମୟରେ ନୀତା ଅମ୍ବାନୀ ଏହି କଥାକୁ ଖୁଲାସା କଲେ କି ସେ ଛୁଆ ବେଳରୁ ଏକ ମା ହେବାକୁ ଚାହୁଁଥିଲେ,  ନୀତା ଯେବେ ସ୍କୁଲ୍ ଦ୍ୱାରା ଦିଆଯାଇଥିବା ମାଙ୍କ ରଚନା ଲେଖୁଥିଲେ ତେବେ ସେ ଭାବୁଥିଲେ କି ସେ ବଡ ହୋଇକରି କିପରି ମା ହେବେ ।

ନୀତାଙ୍କ ବିବାହର କିଛି ବର୍ଷ ପରେ ବହୁତ ଅସୁବିଧାର ସମୟ ଥିଲା , ଏକ ଇଣ୍ଟରଭ୍ୟୁରେ କହିଲେ କି ମୋର ବିବାହ ହେବାର କିଛି ବର୍ଷ ହିଁ ହୋଇଥିଲା,  କିନ୍ତୁ ମୋର ଡାକ୍ତର ମୋତେ କହିଲେ କି ମୁଁ କେବେ ବି ମା ହୋଇପାରିବି ନାହିଁ , ମୁଁ ଯେବେ ସ୍କୁଲ୍ ରେ ଥିଲେ ତେବେ ଏହି ଶୀର୍ଷକରେ ରଚନା ଲେଖୁଥିଲି, ଯେବେ ମୁଁ ମା ହେବି , କିନ୍ତୁ ମୋର ୨୩ ବର୍ଷ ହେବାପରେ ଡାକ୍ତର ମୋର ସ୍ୱପ୍ନକୁ ଭାଙ୍ଗିଦେଲେ , କିନ୍ତୁ ପରେ ଡାକ୍ତର ଫିରୋଜା ପାରିଖ୍ ଙ୍କ ସାହାଯ୍ୟରେ ମୁଁ ଯାଆଁଳା ଛୁଆ ଆକାଶ ଓ ଇଶାଙ୍କ ଜନ୍ମ ଦେଲି , ସେମିତି ୨୦୧୯ ରେ ନୀତା ଅମ୍ବାନୀ ବୋଗ୍ ମ୍ୟାଗାଜିନ୍ ରେ ଦେଇଥିବା ଇଣ୍ଟରଭ୍ୟୁରେ କହିଲେ କି ସେ ଦୁହେଁ ଛୁଆଙ୍କ ଜନ୍ମ ଆଇବିଏଫ୍ ମାନେ ବିଟ୍ରୋ ଫର୍ଟିଲାଇଜେସନ୍ ଦ୍ୱାରା କରିଥିଲେ ।

ସେମିତି ଝିଅ ଇଶା ଏକ ଇଣ୍ଟରଭ୍ୟୁରେ କହିଲେ କି ମା ଓ ବାପା ଙ୍କ ବିବାହର ୭ ବର୍ଷ ପରେ ମୋର ଓ ଆକାଶର ଜନ୍ମ ହେଲା , ମୁଁ ଆଉ ଆକାଶ ଆଇବିଏଫ୍ ବେବିଜ୍ ଅଟୁ , ମା ପୁରା ଭାବେ ଏକ ମା ହେବାକୁ ଚାହୁଁଥିଲେ,  କିନ୍ତୁ ଆମର ବୟସ ୫ ବର୍ଷ ହେଲାପରେ ତେବେ ସେ ଆଉଥରେ କାମ ଆରମ୍ଭ କରିଦେଲେ , କହିଦେବୁ କି ଯାଆଁଳା ଛୁଆଙ୍କ ତିନି ବର୍ଷପରେ ମୁକେଶ ଅମ୍ବାନୀଙ୍କ ଘରେ ଅନନ୍ତ ଅମ୍ବାନୀଙ୍କ ଜନ୍ମ ହେଲା,  ଅନନ୍ତ ଜନ୍ମ ସାଧାରଣ ଭାବେ ହେଲା ।

ଇଶା ଛୁଆବେଳର ଏକ ଘଟଣାକୁ ମନେ ପକାଇ କହିଲେ କି ମୋତେ ଆଜି ବି ମନେ ଅଛି ଯେବେ ଆମେ ଛୋଟ ଥିଲୁ, ମୁଁ ଓ ମୋ ମା ବହୁତ ଝଗଡା କରୁଥିଲୁ , ଏମିତିରେ ମାମଲାକୁ ସମାଧାନ କରିବାକୁ ବାପାଙ୍କୁ ଡକାହେଉଥିଲା,  ମୋର ମା ବହୁତ ଶକ୍ତ ଥିଲେ,  କିନ୍ତୁ ବାପା ସ୍କୁଲ୍ ନ ଯିବାପାଇଁ ମାନିଯାଉଥିଲେ , ମା ଏତେ ଶକ୍ତ ଥିଲେ କି ସବୁ ଜିନିଷ ଉପରେ କଟକଣା କରୁଥିଲେ , ସେମିତି ତାହା ଖାଇବା ଉପରେ ହେଉ କିମ୍ବା ପଢା କିମ୍ବା ଖେଳକୁଦରେ ।

Leave a Reply

Your email address will not be published. Required fields are marked *