June 27, 2025

Odia Express

Here, There and Everywhere

ଭଗବାନ କୃଷ୍ଣ କୁହନ୍ତି କି ଏହି ପାଞ୍ଚଟି ଭୁଲ ମନୁଷ୍ୟ କୁ ନିର୍ଦ୍ଧନ କରାଏ, ସେ କେବେ ବି ଧନୀ ହେଇପାରେନା..

ଭଗବାନ ଶ୍ରୀକୃଷ୍ଣ ଙ୍କୁ ସମସ୍ତେ ଜଣେ ଲୀଳାମୟ ଦେବତା ଭାବେ ଜାଣନ୍ତି ଆଉ ତାଙ୍କର ସମସ୍ତ ଗୁଣ କାହାକୁ ବି ଅଜଣା ନାହିଁ। ସେ ତାଙ୍କ ଭକ୍ତ ମାନଙ୍କ ଉପରୁ କୃପାଦୃଷ୍ଟି କେବେ ବି ହଟାନ୍ତି ନାହିଁ। ତାଙ୍କୁ ଜଣେ କୂଟନୀତିଜ୍ଞ ଭାବେ ବି ଲୋକ ଜାଣନ୍ତି। ମାତ୍ର ଆଜି ଆମେ ଆପଣଙ୍କ ପାଖରେ ତାଙ୍କର କିଛି ଏପରି କଥା କହିବାକୁ ଯାଉଛୁ ଯାହା କି କେହି ବି ଜାଣି ନଥିବେ। ଆମେ ଭଗବାନ ଶ୍ରୀକୃଷ୍ଣ ଙ୍କର କିଛି ଏପରି ବାକ୍ୟ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ସଂସାର ରେ ବହୁତ କିଛି ବିପଦ ରୁ ବଞ୍ଚେଇବ। ଭଗବାନ ଦାରିଦ୍ର୍ୟ ରୁ ବଂଚିବା ପାଇଁ ଅନେକ ଉପାୟ କହିଛନ୍ତି। ତାହା ଆଜି ଆମେ ଚର୍ଚା କରିବାକୁ ଯାଉଛୁ।

ଭଗବାନ ଙ୍କ ଅନୁସାରେ ଯେଉଁମାନେ ଘରେ ସର୍ବଦା ଘିଅ ର ଦୀପ ଜଳାନ୍ତି ତାଙ୍କ ଘରକୁ ଗରିବୀ ପ୍ରବେଶ କରିପାରେନା।
ଘରକୁ ଅତିଥି ଆସିଲେ ତାଙ୍କୁ ପାଣି ପିଇବାକୁ ଦେବା ଦରକାର। ଏହାଦ୍ୱାରା ଭଗବାନ ଙ୍କର କୃପା ଆପଣଙ୍କ ଉପରେ ବନି ରହେ।
ଘରେ ମା ସରସ୍ଵତୀ ତଥା ତାଙ୍କର ବୀଣା ରହିବା ଦ୍ୱାରା ସେହି ଘରେ କେବେ ବି ଦାରିଦ୍ର୍ୟ ଆସିପାରେ ନାହିଁ।

ଘରେ ମହୁ ରହୁଥିବା ସ୍ଥାନ କୁ ସର୍ବଦା ସଫା ସୁତୁରା ରଖିବା ଦରକାର। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ରହିଥାଏ।
ଆମ ଗରିବୀ ର କାରଣ ଆମ କିଛି ଆଦତ ହେଇଥାଏ। ସମୁଦ୍ର ମନ୍ଥନ ସମୟରେ ଯେଉଁ ନବରତ୍ନ ମିଳିଥିଲା ତାହା ଭିତରୁ ମାତା ଲକ୍ଷ୍ମୀ ବହୁତ ଜଲଦି ପ୍ରକଟ ହେଇଥିଲେ ତେଣୁ ତାଙ୍କୁ ଚଞ୍ଚଳ ସ୍ଵଭାଵ ର ମାନା ଯାଇଥାଏ। ତେଣୁ ସେ କେଉଁ ଗୋଟେ ଜାଗା ରେ ଠିକ ସେ ତିଷ୍ଠି ପାରନ୍ତି ନାହିଁ। ତାଙ୍କର ପ୍ରସନ୍ନ ରହିବା ବହୁତ ଜରୁରୀ ଥାଏ। ସେ କେବେ ବି ଗୋଟେ ସ୍ଥାନ ରେ ରୁହନ୍ତି ନାହିଁ। ତ ଚାଲନ୍ତୁ ଜାଣିବା କି କେଉଁ ଆଦତ ଯୋଗୁଁ ସେ ଘରେ ରହୀନଥାନ୍ତି?

ଯେଉଁ ଘରେ ସର୍ବଦା ଦୁର୍ଗନ୍ଧ ଲାଗି ରହିଥାଏ ତଥା ମଇଳା ରହିଥାଏ ସେଠାରେ ମାତା ଲକ୍ଷ୍ମୀ ଆସନ୍ତି ନାହିଁ। ଏହି ଘର ରୋଗଗ୍ରସ୍ତ ରହିଥାଏ ଆଉ ତାହା ଭିତରେ ରହୁଥିବା ଲୋକ କେବେ ବି ଧନୀ ହେଇପାରେ ନାହିଁ। ପୂଜା କରୁଥିବା ସମୟରେ ଲୋକ ଅନେକ ଭୁଲ କରନ୍ତି ଯାହା ତାଙ୍କ ଦାରିଦ୍ର୍ୟ ର କାରଣ ହୁଏ। ପୂଜା କରୁଥିବା ସମୟରେ ହାଇ ମାରନ୍ତୁ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ରାଗିଯାନ୍ତି ଆଉ ଅପ୍ରସନ୍ନ ହେଇଯାନ୍ତି।

ଆପଣ ବହାରୁ ଘରକୁ ଆସିଲା ସମୟରେ ନିଜର ହାତ ତଥା ଗୋଡ଼ ଧୋଇକି ଘରକୁ ପସନ୍ତୁ ନହେଲେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡେ। ଆପଣ ଜୁତା ଅଥବା ଚପଲ କୁ କେଉଁଠାରେ ବି ବିନା ସାଇଜ କରି ରଖନ୍ତୁ ନାହିଁ। ଏହାଦ୍ୱାରା ଭୁଲ ପ୍ରଭାବ ପଡେ।
ଆପଣଙ୍କ ରୋଷେଇ ଘର ସଫା ରହିବା ସହ ଆପଣ ଜଲଦି ଉଥିବା ଦରକାର। ଏହାଦ୍ୱାରା ମାତା ଜଲଦି ପ୍ରସନ୍ନ ହୁଅନ୍ତି। ଆଉ ଯେଉଁଠି ନାରୀ ର ସମ୍ମାନ ହୁଏନା ସେଠାରେ ବି ଧନହାନୀ ହେଇଥାଏ।

Leave a Reply

Your email address will not be published. Required fields are marked *