June 25, 2025

Odia Express

Here, There and Everywhere

ଯାହାର ନିଦ ସକାଳ ୩ରୁ ୪ ଭିତରେ ଖୋଲିଯାଏ ସେମାନେ ଏହି ଆର୍ଟିକିଲ ନିଶ୍ଚୟ ପଢନ୍ତୁ…

ଚାଣକ୍ୟ ଜଣେ ମହାଜ୍ଞାନୀ ଥିଲେ ଯିଏ ନିଜର ନୀତି ମାନଙ୍କ ବଳ ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦି ରେ ବସେଇ ପାରି ଥିଲେ। ଆପଣ ଆଜି ଜାଣିବେ ସେହି ମହାଜ୍ଞାନୀ ଚାଣକ୍ୟ ଙ୍କର କିଛି ନୀତି ଯାହା ଆପଣଙ୍କୁ ସମସ୍ତ ବାଚ୍ୟ ସହ ଅବଗତ କରିବ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଖରେ ବୋଧହୁଏ ଆଗରୁ କେହି ବି କହି ନଥିବେ। ଆଜି ଆମେ ଆପଣଙ୍କୁ ଆପଣଙ୍କ ନିଦ ବାବଦରେ କହିବାକୁ ଯାଉଛି। ଯଦି ଆପଣଙ୍କର ନିଦ ରାତି ୩.୦୦ ରୁ ୪.୦୦ ଭିତରେ ଖୋଲିଯାଏ ତ ଆପଣ ଆଜି ଏହି ଖବର ବାବଦରେ ନିଶ୍ଚୟ ଜାଣନ୍ତୁ।

ବହୁତ ସମୟରେ ଏହା ବି ହେଇଥାଏ କି ଜଣେ ବ୍ୟକ୍ତି ରାତିରେ ବହୁତ ଗଭୀର ନିଦ ରେ ଶୋଇବା ପରେ ବି ତାର ନିଦ ବହୁତ ଜଲଦି ଆଉ ଅଧା ରୁ ଖୋଲିଯାଏ। ଏହା ବହୁତ ଲୋକ ସାଧାରଣ ଭାବେ ଭାବିକି ନଜର ରେ ରଖି ନଥାନ୍ତି ମାତ୍ର ତାହା ବିଲକୁଲ ବି ସାଧାରଣ ହେଇ ନଥାଏ। ଆପଣ ବି ଯଦି ଏହାକୁ ସାଧାରଣ ଭାବିକି ଭୁଲ କରୁଛନ୍ତି ତ ଆପଣ ଏହାକୁ ବିଲକୁଲ ବି ସାଧାରଣ ଭାବନ୍ତୁ ନାହିଁ।
ବ୍ୟକ୍ତିର ଜୀବନ ରେ ଘଟୁଥିବା ସମସ୍ତ ଘଟଣା ର କିଛି ନା କିଛି ମତଲବ ନିଶ୍ଚୟ ଥାଏ। ଏପରିକି ତାର ରାତିରେ ଆସୁଥିବା ସ୍ବପ୍ନ ର ବି କୀଚଜି ଅର୍ଥ ନିଶ୍ଚୟ ଥାଏ। ତ ଚାଲନ୍ତୁ ଜାଣିବା ଏହା ସମ୍ପର୍କ ର କିଛି ପଏଣ୍ଟ ।

୧: କାରଣ ରାତି ୩ ରୁ ୫ ଭିତର ର ସମୟ କୁ ଅମୃତବେଳା କୁହାଯାଏ। ଏହି ସମୟରେ ଅନେକ ପବିତ୍ର ଅଲୌକିକ ଶକ୍ତି ମାନେ କାମ କରନ୍ତି। ଏହି ଶକ୍ତି ମାନେ ସେହି ବ୍ୟକ୍ତି ମାନଙ୍କୁ ଜାଗେଇବା କୁ ଚେଷ୍ଟା କରନ୍ତି ଯେଉଁ ମାନକୁ ଏମାନେ ଶାନ୍ତି ରେ ଦେଖିବାକୁ ଚାହାନ୍ତି। ତେଣୁ ଯଦି ଆପଣଙ୍କର ନିଦ ବି ୩ ରୁ ୪ ଭିତରେ ଖୋଳୁଛି ତ ଏହାର ଅର୍ଥ ଏହି ଶକ୍ତି ମାନେ ଆପଣଙ୍କୁ ବି ଖୁସି ଦେବା ପାଇଁ ହି ଜାତ ହେଇଛନ୍ତି।

୨: ସକାଳୁ ଆପଣଙ୍କର ନିଦ ଖୋଲିବା ଅର୍ଥ ଆପଣଙ୍କ ଘରକୁ ଅନେକ ଧନ ଧାନ୍ୟ ଆସିବାର ଅଛି ଆଉ ଆପଣନ୍କର ଲାଭ ତଥା ଖୁସି ହେବାର ଅଛି। ଅର୍ଥାତ ଆପଣଙ୍କୁ ଖୁସି ମିଳିବାକୁ ଯାଉଛି।ସକାଳୁ ଉଥିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଯେତେ ଲାଭଦାୟକ , ଆପଣଙ୍କ ଧାର୍ମିକ ଲାଭ ବି ସେତେ ହି ମିଳେ।

୩: ଦୁନିଆ ରେ ଲୋକ ଶାସ୍ତ୍ର ସମ୍ବନ୍ଧୀୟ କଥା ଜମା ବି ଶୁଣନ୍ତି ନାହିଁ ଆଉ ତା ଉପରେ ବିଶ୍ୱାସ ବି କରନ୍ତି ନାହିଁ। ମାତ୍ର ଆମେ ଆପଣଙ୍କ ପାଖରେ କହି ରଖୁଛୁ କି ଶାସ୍ତ୍ର ରେ କିଛି ବି କଥା ବିନା କାରଣ ରେ କୁହା ଯାଇ ନଥାଏ। ତେଣୁ ଆପଣ ଯଦି ସକାଳୁ ଉଠୁଛନ୍ତି ତ ବାସ୍ତବ ରେ ଆପଣ ଜଣେ ଭଲ ମଣିଷ ଅଟନ୍ତି।

Leave a Reply

Your email address will not be published. Required fields are marked *