June 27, 2025

Odia Express

Here, There and Everywhere

ଏହି ୩ ଟି ଗୁଣ ଥିବା ପୁରୁଷ ବିବାହ ପାଇଁ ସବୁଠାରୁ ଭଲ ବୋଲି ଜଣାଯାଏ – ଏବେ ଜାଣିରଖନ୍ତୁ..

ମହାତ୍ମା ବିଦୁର ନିଜ ନୀତିରେ ଗୋଟିଏ ଉତ୍ତମ ପୁରୁଷର ୫ ଟି ଗୁଣ ବିଷୟରେ କହିଛନ୍ତି,ଯେଉଁ ଗୁଣ ଗୁଡିକ ଯଦି କୌଣସି ପୁରୁଷ ଭିତରେ ଦେଖା ଗଲା ତାହେଲେ ସେ କେବଳ ବିବାହ ପାଇଁ ନୁହେଁ ସମାଜର ସବୁ କାର୍ଯ୍ୟ ପାଇଁ ଉତ୍ତମ ବୋଲି ବିବେଚନା କରାଯିବ।ଏମିତି ପୁରୁଷ ସହିତ ବିବାହ କରୁଥିବା ମହିଳା ସାରା ଜୀବନ ସୁଖ ଭୋଗ କରନ୍ତି।ସେମିତିରେ ଆଜି କାଲି ବିବାହ ବନ୍ଧନରେ ବାନ୍ଧି ହେବା ପରେ ବହୁତ ପତି ଓ ପତ୍ନୀ ସୁଖୀ ରହି ପାରନ୍ତି ନାହିଁ।ସେମାନଙ୍କ ଭିତରେ କୋୖଣସି ନା କୌଣସି କଥାକୁ ନେଇ ବିବାଦ ଚାଲିଥାଏ।ବେଳେ ବେଳେ ପୁଅ ମନଇଚ୍ଛା ନିଜ ସ୍ତ୍ରୀ ଉପରେ ଅଧିକରୁ ଅଧିକ ରାଗିଯାଇ ଥାଏ।

ବହୁତ ସମୟରେ ପୁରୁଷ ତାଙ୍କ ଉପରେ ଅଧିକରୁ ଅଧିକ ଅତ୍ୟାଚାର କରିବାକୁ ଲାଗନ୍ତି ଓ ସେମାନଙ୍କ ଜୀବନକୁ ନର୍କ ସହିତ ସମାନ କରିଦିଅନ୍ତି ସେଥିପାଇଁ ଜ୍ଞାନୀ ବିଦୁର ଏହି ନୀତିବାଣୀଗୁଡିକୁ ରଚନା କରିଛନ୍ତି।ଯେଉଁ କାରଣରୁ କୌଣସି ଝିଅର ବାପା ନିଜ ଝିଅକୁ ବାହା ଦେବା ପୂର୍ବରୁ ସେ ପୁରୁଷ ଭିତରେ ଏ ଗୁଣ ଦେଖି ତାଙ୍କୁ ବୁଝିବାକୁ ଯେମିତି ଚେଷ୍ଟା କରିବେ।କାହିଁକିନା ଏମିତି ଲକ୍ଷଣ ର ଝିଅ ସବୁଠାରୁ ଉତ୍ତମ ବୋଲି ଆମେ ଜାଣିଥାଉ।ଏମାନେ ସବୁବେଳେ ତାଙ୍କ ପତ୍ନୀକୁ ଖୁସି ଦେଇଥାନ୍ତି।ଆଉ ନିଜ ସମ୍ପର୍କୀୟ ମାନଙ୍କ ସହିତ ନୀତି ଗତ ବ୍ୟବହାର କରନ୍ତି।ଆସନ୍ତୁ ଜାଣିବା ସର୍ବୋତ୍ତମ ପୁରୁଷ ମାନଙ୍କର ଲକ୍ଷଣ ବିଷୟରେ।

ଜ୍ଞାନୀ ବିଦୁର ନିଜ ଶ୍ଲୋକରେ କହିଛନ୍ତି,ମିତ୍ରଂ ଭୋକ୍ତେ ସମିବାର୍ଯ୍ୟସେ ସେ ଭୋକତ୍ୟଂ ମିତ୍ରଂ,ସୋବିଜ୍ଞ ମିତ୍ରଂ କର୍ମକ୍ରତ୍ବା ଦଦାତ୍ୱେ ମିତ୍ର ସ୍ଵପିୟାଚିତ,ସଂସ୍ଥ ମାତ୍ମା ବନ୍ତ ପ୍ରଜାହତ୍ଵ।

୧.ମହାତ୍ମା ବିଦୁରଙ୍କ ଅନୁସାରେ ଯିଏ ନିଜ ଆଶ୍ରିତ ବ୍ୟକ୍ତିଙ୍କୁ ବାଣ୍ଟିଥାଏ, ଆଉ ସେ ନିଜେ ଅଳ୍ପ ଭୋଜନରେ ସନ୍ତୁଷ୍ଟ ହୋଇଥାଏ।ସେ ସର୍ବୋତ୍ତମ ହୋଇଥାଏ।କାହିଁକିନା ଏମିତି ବ୍ୟକ୍ତି ଭୋଜନର ସନ୍ନମାନ କରିଥାଏ।ଏ ନିଜ ଲୋଭ ସହିତ ନିଜ ବାସନା ଉପରେ ନିୟନ୍ତ୍ର ରଖିବାରେ ଅବିସ୍ମରଣୀୟ ଶକ୍ତି ଥାଏ।ଯଦି କୌଣସି ବ୍ୟକ୍ତି ଭିତରେ ଏମିତି ଗୁଣ ଦେଖାଯାଏ ତାହେଲେ ତାସହିତ ବିବାହ କରିବା ଉଚିତ।

୨.ଯେଉଁ ବ୍ୟକ୍ତି ପରିଶ୍ରମ ପରେ ଅଳ୍ପ ଶୋଇଥାଏ ତାର ନିଜ ପରିବାରର ପାଳନ ପୋଷଣ କରିବାର କ୍ଷମତା ଥାଏ।ଏ ବକ୍ତି ନିଜ ପରିବାରର ସବୁ ଜରୁରୀ ଜିନିଷକୁ ପୁର୍ଣ୍ଣ କରିବା ବାଲା ହୋଇଥାଏ।ଆଉ କେବେ କୌଣସି  କଥା ପାଇଁ ନା କହିନଥାଏ।

୩.ଯେଉଁ ବ୍ୟକ୍ତି ନିଜ ମର୍ଯ୍ୟାଦା ଭିତରେ ରହି ନିଜ କାମ କରିଥାଏ,ଆଉ କଥା କହିଥାଏ,ଆଉ ବ୍ୟବହାର କରିଥାଏ ସେ ସର୍ବୋତ୍ତମ ହୋଇଥାଏ।କହିବାକୁ ଗଲେ ଯିଏ କଥା କହିବା ବେଳେ ନିଜ ମର୍ଯ୍ୟାଦା ଭୁଲି ନଥାଏ,କାମ କରିବା ସମୟରେ ନିଜ ମର୍ଯ୍ୟାଦା ଭୁଲି ନଥାଏ,ଆଉ କାର୍ଯ୍ୟ କରିବା ସମୟରେ ସଂଯମତା ରଖିଥାଏ।ସେ ଜୀବନରେ ଅସଫଳ ହୋଇନଥାଏ।

୪.ଅଯଥା ରାଗୁଥିବା ପୁରୁଷ ସହିତ ମହିଳାଙ୍କୁ କେବେ ବାହା ହେବା ଉଚିୟ ନୁହେଁ।ଏମାନଙ୍କ ମୁହଁରେ ହସ ବେଳେ ବେଳେ ଦେଖିବାକୁ ମିଳେ।ଏମାନଙ୍କ ଜୀବନରେ କୌଣସି ଖୁସି ନଥାଏ।ଆଉ ଅକାରଣରେ ରାଗୁଥିବା ଲୋକର ପତ୍ନୀକୁ କେବେ ଖୁସି ମିଲିନଥାଏ।

୫.ଖରାପ ଭାଷା କହୁନଥିବା ଲୋକ,ଯେଉଁ ପୁରୁଷ କେବେ କୌଣସି ନାରୀକୁ ଖରାପ ଭାଷା କହିନଥାଏ ସେ ବହୁତ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *