June 27, 2025

Odia Express

Here, There and Everywhere

ଧୋନୀ ଙ୍କ ଝିଅ ଏକ ଛୋଟ ଛୁଆକୁ ଧରିଥିବାର ଫଟୋରେ ନଜର ଆସିଲେ ଦେଖନ୍ତୁ ଏହି ଫଟୋ ର ସତ୍ୟତା କଣ..

ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ସବୁଠାରୁ ଲୋକପ୍ରିୟ ଖେଳାଳି ମହେନ୍ଦ୍ର ସିଂ ଧୋନି କଲି ନିଜର ଅବସର ଘୋଷଣା କରିଛନ୍ତି |ତେବେ ଏହାକୁ ନେଇ ସାରା ଦେଶରେ ଏକ ଶୋକର ମାହୋଲ ସୃଷ୍ଟି ହେଇଚି |ତେବେ ଆଜି ଆମେ ତାଙ୍କ ଝିଅଙ୍କ ଏକ ଫୋଟୋ ବିଷୟରେ କହିବା ପାଇଁ ଯାଉଛୁ  | ମହେନ୍ଦ୍ର ସିଂ ଧୋନୀ ଆଜି ଦେଶରେ ନୁହେଁ ବରଂ ଦୁନିଆଁରେ ନିଜ କ୍ରିକେଟ ପରଫରମାନ୍ସ ଓ ଅଧିନାୟକତ୍ୱ ପାଇଁ ନିଜର ଏକ ଅଲଗା ପରିଚୟ ବନାଇଛନ୍ତି , ଥରେ କେଉଁ ଲୋକକୁ ଯଦି କ୍ରିକେଟ୍ ଖେଳ ଦେଖିବାକୁ ମଜା ନଲାଗିଲେ ସେ ଧୋନୀଙ୍କ ଖେଳ ଦେଖିଲେ କ୍ରିକେଟ୍ ପାଈଁ ପାଗଳ ହୋଇଯିବ , ଧୋନୀ ଆଜି ବହୁତ ବଡ ଅଭିନେତାଙ୍କ ଠାରୁ ଅଧିକା ଫ୍ୟାନ୍ ଫଲୋଇଙ୍ଗ୍ ରଖିଛନ୍ତି , ସୋସିଆଲ୍ ମିଡୀଆରେ ଓ ଇନଷ୍ଟାଗ୍ରାମରେ ,ଟ୍ୱିଟରରେ ମାହିଙ୍କ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି ।ଏମିତିରେ ଯେବେ ବି ଧୋନି କେଉଁ ନୁଆ ଫଟୋ ଅପଡେଟ୍ ପୋଷ୍ଟ କରନ୍ତି ତେବେ ତାହା ଭାଇରାଲ୍ ହେବାକୁ ଲାଗିଥାଏ , ତାହା ସହ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଓ ତାଙ୍କ ଝିଅ ଝିଭା ଙ୍କ ଏହି ପ୍ଲାଟଫର୍ମରେ ବହୁତଥର ଆସନ୍ତି , ଓ ତାଙ୍କର ଫ୍ୟାନ୍ସ ବି କମ୍ ନାହାନ୍ତି

ଏହି କଥାର ଅନ୍ଦାଜା ଏହି କଥାରୁ ଲଗାଯାଈପାରିବ କି ଧୋନୀଙ୍କ ସ୍ତ୍ରୀ ସାକ୍ଷୀ କିଛି ସମୟ ପୁର୍ବରୁ ଏକ ଫଟୋ ସେୟାର୍ କରିଥିଲେ ଯେଉଁଥିରେ ସେ ଝିଅ ଝିଭାକୁ ଏକ ଛୋଟ ଛୁଆ ଧରିବାକୁ ଦେଇଥିଲେ , ଯାହା ଏବେ ଏହି ଫଟୋରେ ନଜର ଆସୁଛି ।ଏହି ଫଟୋ ବହୁତ ଭାଇରାଲ୍ ହେଲା , ଏହା ଏବେ ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି , ଓ ଲୋକେ ନାନାପ୍ରକାରର ଟିପ୍ପଣୀ ଦେଉଛନ୍ତି , ଯେଉଁଥିରେ କିଛି ଲୋକ ଅଛନ୍ତି ଯିଏ ଅଧିକା ଉତ୍ସୁକତା ଅଛନ୍ତି କି ଏହି ଛୁଆ କାହାର ବୋଲି କିଛି ଲୋକ ଏହି ଫଟୋକୁ ଦେଖି ସାକ୍ଷୀ ଓ ମାହିଙ୍କୁ ଶୁଭେଚ୍ଛା ଦେଉଛନ୍ତି , ତାହା ସହ ଆଉ କିଛି ଲୋକ ଖୁସି ହେଉଛନ୍ତି ।

ଏହି ଫଟୋକୁ ଦେଖିକରି ମାହି ଓ ସାକ୍ଷୀଙ୍କୁ ନିଜର ଫ୍ୟାନ୍ସ ମାନେ ଅଧିକା ଉତ୍ସାହିତ ହୋଇଛନ୍ତି , ତାଙ୍କର ଉତ୍ସାହନ କମେଣ୍ଟରେ ଦେଖିଲେ ଜାଣିପାରିବେ , ଲୋକେ ନଜାଣୀ ବି ଏହି ଛୁଆ କାହାର ବୋଲି ଧୋନୀ ଓ ସାକ୍ଷୀଙ୍କୁ ବଧାଇଦେଉଛନ୍ତି , କିଛି ଲୋକଙ୍କୁ ଲାଗୁଛି କି ଧୋନୀଙ୍କ ଏହା ଦ୍ୱିତୀୟ ଛୁଆ ଅଟେ ବୋଲି ।ପ୍ରାୟ ୩ ହଜାର କମେଣ୍ଟର ଏହି ପୋଷ୍ଟରେ ଏମିତି ବହୁତ ୟୁଜର୍ସ ଲେଖିଛନ୍ତି କି ଏହି ଛୁଆ ଧୋନୀଙ୍କ ନୁହେଁ , ଏମିତିରେ ଲୋକେ ତାଙ୍କୁ କମେଣ୍ଟରେ ପଚାରୁଛନ୍ତି କି ଏହି ଛୁଆ ହାର୍ଦିକ୍ ପାଣ୍ତିଆଙ୍କ ନୁହେଁ ତ , ଏମିତି ଲୋକ ଏଥିପାଇଁ କହିଲେ କାରଣ ହାର୍ଦ୍ଦିକ ପାଣ୍ତିଆ ଓ ନତାଶାଙ୍କ ଏବେ କିଛି ଦିନ ହେବ ଏକ ସନ୍ତାନ ଜନ୍ମ ହୋଇଛି ।

ସାକ୍ଷୀ ଏହି ପୋଷ୍ଟକୁ ବହୁତ ହାଇପ୍ କରିଛନ୍ତି , ସାକ୍ଷୀ ଏହି କମେଣ୍ଟରେ ଭଲ କମେଣ୍ଟ ବି ଦେଇଛନ୍ତି , କେଉଁ ବି କମେଣ୍ଟରେ ଏହି କଥା ଉଜାଗର କରିନାହାନ୍ତି କି ଏହି ଛୁଆଟି କାହାର ବୋଲି, ଯେଉଁ ହିସାବରେ ସେ ରିପ୍ଲାଇ ଦେଇଛନ୍ତି , ଦେଖିକରି ଲାଗୁଛି କି ଏହି ସମୟରେ ଏହି ଛୁଆ ତାଙ୍କର ପ୍ରଥମ ଛୁଆ ହିଁ ହୋଇରହିବ , ଯଦି କଥା ହେବା ଧୋନୀଙ୍କର ଏହି ପୋଷ୍ଟ ରେ କିମ୍ବା ଅସଲ ଜୀବନରେ ଏବେ ଟିକିଏ ଦୁରରେ ଥିଲା ଭଳି ନଜର ଆସୁଛନ୍ତି , ଧୋନୀ ଏବେ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୦ ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି , କହିଦେବୁ କି ଏହି ବର୍ଷ ଆଇପିଏଲ୍ ୟୁଏଇରେ ହେବ , ଯାହା ପାଇଁ ଏହି ବର୍ଷ ଧୋନୀ ସିଏସ୍ କେ ଚେନ୍ନାଇ ସୁପର କିଙ୍ଗ୍ ତରଫରୁ ଖେଳିବେ ।

Leave a Reply

Your email address will not be published. Required fields are marked *