October 18, 2025

Odia Express

Here, There and Everywhere

ଏ ପାଞ୍ଚଟି ଜିନିଷ ଖାଇବା ଦ୍ୱାରା ମଧୁମେହ ମୂଳରୁ ଶେଷ ହୋଇଯିବ – ନିଶ୍ଚୟ ଜାଣିରଖନ୍ତୁ ..

1 min read

ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଖାଦ୍ୟ ପଦାର୍ଥ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶରୀରରୁ ରୋଗ ଦୂରକୁ ଦୂରକୁ ଦୌଡ଼ି ପଳେଇବ।ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କୁ ଭବିଷ୍ୟତ ରେ ସେମିତି କିଛି ଅସୁବିଧା ନହେଉ ତାହେଲେ ଆପଣ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କୁ ମଧୁମେହ ହେବାର ସମ୍ଭାବନା ବହୁତ କମିଯିବ।ଆଜିକାଲି ଜୀବନ ଶୈଳୀ ରେ ଏହି ମଧୁମେହ ରୋଗ ଲୋକମାନଙ୍କ ପାଖରେ ବହୁତ ସାଧାରଣ ହୋଇଗଲାଣି।ଆଗୁରୁ ୪୦-୫୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେବାର ସମ୍ଭାବନା ଥିଲା କିନ୍ତୁ ଵର୍ତମାନ ସମୟରେ ୩୦-୪୦ ବର୍ଷର ଲୋକଙ୍କୁ ମଧୁମେହ ହେବାରେ ଲାଗିଛି।

ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସେବନ କରିବା ଦ୍ୱାରା ମଧୁମେହ ରୋଗରୁ ବହୁତ ସହଜରେ ରକ୍ଷା ପାଇ ପାରିବେ।ଏବେ ଆସନ୍ତୁ ଜାଣିବା ଏହି ସବୁ ଉପାଦାନ ବା ଖାଦ୍ୟ ପଦାର୍ଥ ବିଷୟରେ ଜାଣିବା।ପ୍ରଥମ ଜିନିଷଟି ହେଉଛି:-

୧.ପ୍ରଥମ ଜିନିଷ ହେଉଛି କଲରା,କଲରା ଭିତରେ ବହୁତ ଅଧିକ ପରିମାଣରେ ଇନ୍ସୁଲିନ ଥାଏ।ଆଉ ଏହା ବହୁତ ଭଲ ଭାବରେ ଓ ସହଜରେ ମଧୁମେହ ମାତ୍ରାକୁ କମେଇଥାଏ।ଆପଣ ଯଦି ସକାଳୁ ସକାଳୁ ଖାଲି ପେଟରେ ଏହି କଲରା ରସକୁ ବାଟୀ ପିଉଛନ୍ତି ତାହେଲେ ଏହା ବହୁତ ଲାଭ କାରୀ ହେବ ଆମ ମାନଙ୍କ ପାଇଁ।ଆପଣ ଚାହିଁଲେ କଲରାକୁ ରାନ୍ଧି ଖାଇ ପାରିବେ।ଆପଣ କଲରାକୁ ଭାଜି ଓ ଶିଝେଇ ଭଲ ଭାବରେ ନିଜ ଖାଦ୍ୟରେ ବ୍ୟବହାର କରି ପାରିବେ।ଏବେ ଆସନ୍ତୁ ଜାଣିବା ଦ୍ଵିତୀୟ ଖାଦ୍ୟ ବିଷୟରେ।

୨.ଦ୍ଵିତୀୟ ଜିନିଷର ନାମ ହେଉଛି ଜାମୁ କୋଳି,ଏହି ଜାମୁ କୋଳି ବହୁତ କାର୍ଯ୍ୟକାରି ଅଟେ ଆମ ଶରୀର ପାଇଁ ଆଉ ଏହା ଦ୍ୱାରା ସହଜରେ ଆମେ ଆମ ଶରୀରରେ ଥିବା ମଧୁମେହକୁ ଆମେ ନିୟନ୍ତ୍ରଣ ରେ ରଖି ପାରିବା।ଆପଣ ଏହାକୁ ଗଛରୁ ତୋଳି ସହଜରେ ଖାଇ ପାରିବେ।ଆଉ ଜାମୁକୋଳି ଠାରୁ ବହୁତ ଲାଭ କାରୀ ହେଉଛି ତା ମଞ୍ଜି,ମଧୁମେହ ପାଇଁ ଏହା ବହୁତ ବଡ଼ ଔଷଧି ଅଟେ।ଏହି ମଞ୍ଜିରେ ଗ୍ଲୁକୋଜ ସାଇଟ ମିଳିଥାଏ।ଯିଏ ଷ୍ଟାରଚକୁ ସୁଗାରରେ ପରିଣତ କରେ,ଏହି ଜାମୁ କୋଳି ମଞ୍ଜି ତାର ପ୍ରକ୍ରିୟା କୁ ଅଟକେଇ ଦେଇଥାଏ।ଆପଣ ସେ ଜାମୁକୋଳି ମଞ୍ଜିକୁ ସୁଖେଇ ତାର ଗୁଣ୍ଡ ପ୍ରସ୍ତୁତ କରିନେବେ ଆଉ ଦିନରେ ଗୋଟେ ଚାମୁଚ ପାଣି ସହିତ ପିଇ ପାରିବେ।ଏବେ ଆସନ୍ତୁ ଜାଣିବା ତୃତୀୟ ଖାଦ୍ୟ ପଦାର୍ଥ ଯାହା ଅଧିକ ଜରୁରୀ ଅଟେ।

୩.ତୃତୀୟ ଜିନିଷ ହେଉଛି ରସୁଣ,ଏହା ଭିତରେ ପୋତାସୀୟମ ବହୁତ ମାତ୍ରାରେ ମିଳିଥାଏ।ଆପଣଙ୍କ ଶରୀରରେ ଥିବା ପୋଟାସିୟମ ଯାହା ପରିଶ୍ରା ଦ୍ୱାରା ପ୍ରବାହିତ ହୋଇଥାଏ ତାର ସ୍ଥାନକୁ ଏ ପରିପୂର୍ଣ୍ଣ କରିଥାଏ।ଏଥିରେ ଜୀଙ୍କ ଓ ସଲଫର ଥାଏ ଯାହା ଇନ୍ସୁଲିନର ଉପାଦାନ ହୋଇଥାଏ।ଆପଣ କୃତିମ ଇନ୍ସୁଲିନ ନେବା ବଦଳରେ ଆପଣ ରସୁଣ ର ସେବନ କରିବା ଆବଶ୍ୟକ ହୋଇଥାଏ।ଏହା ଆପଣଙ୍କୁ ବହୁତ ଲାଭ କାରୀ ସାବ୍ୟସ୍ତ ହେବ।ଆଉ ଗୋଟେ ଜିନିଷ ବଜାରରେ ମିଳେ ଯାହାକୁ ଭୂସୀ କୁହନ୍ତି ଏହା ମଧ୍ୟ ବହୁତ ଭଲ ଉପାୟରେ ମଧୁମେହକୁ ନିୟନ୍ତ୍ରଣ କରିଥାଏ।ଭୂସୀ ରକ୍ତ ସୋସୁଥିବା ସର୍କରାକୁ ଧୀର କରେଇ ନେବେ।ଆମେ ଆଉ ଗୋଟେ ଜିନିଷ ବିଷୟରେ ଜଣେଇବୁ ସେ ହେଉଛି ଡାଲଚିନି।

୪.ଚତୁର୍ଥ ଜିନିଷ ହେଉଛି ବ୍ରୋକଲି,ଏହା ମଧୁମେହକୁ କମେଇବାରେ ବହୁତ ଲାଭ ଦାୟୀ ହୋଇଥାଏ।ତୁଳସୀର ପତ୍ର ଚା ବନେଇ ପିବା ଦ୍ୱାରା ମଧୁମେହ କମିଯିବ।

ଆସନ୍ତୁ ଆପଣଙ୍କୁ ଏକ ଘରୋଇ ଉପାୟ କହିବୁ ଯାହା ଦ୍ୱାରା ଆପଣଙ୍କୁ ମଧୁମେହ ହେବ ନାହିଁ।ସେ ହେଉଛି ଖାଇବା ଖାଇସାରିବା ତୁରନ୍ତ ପରିଶ୍ରା କରିବାର ଅଭ୍ୟାସ ବନାନ୍ତୁ।ଆପଣଙ୍କୁ ପରିଶ୍ରା ନଲାଗିଲେବି ଆପଣନଙ୍କୁ କରିବାର ଓ ଧୀରେ ଧୀରେ ଏଇଟା ଅଭ୍ୟାସ ହୋଇଯିବ।ଏହି ପରିଶ୍ରା ଦ୍ୱାରା ଆମ ଶରୀରରେ ଥିବା ଅତ୍ୟଧିକ ଶର୍କରା ବାହାରିଯିବ।

Leave a Reply

Your email address will not be published. Required fields are marked *